O adultério
O adultério é pecado grave que destrói alianças, famílias e vidas. A Bíblia condena firmemente a infidelidade conjugal e chama à pureza, fidelidade e santidade no casamento.
A lei de Deus
Não adulterarás. Quem comete adultério destrói a própria alma. A Palavra de Deus é clara e direta sobre este pecado.
ତୁମି ଦାରି କଃରା ନାୟ୍।
କେ ଜଦି ଲକାର୍ ଡକୁର୍ସି ସଃଙ୍ଗ୍ ଜଃଉଁଲା ବଃଲେକ୍ ସେ ନିର୍ବୁଦି ; ସେ ନିଜାର୍ ଜିବନ୍କେ ନଃସ୍ଟ୍ କଃରେଦ୍।
କେ ଜଦି ଲକାର୍ ଡକୁର୍ସି ସଃଙ୍ଗ୍ ଜଃଉଁଲା ବଃଲେକ୍ ସେ ନିର୍ବୁଦି ; ସେ ନିଜାର୍ ଜିବନ୍କେ ନଃସ୍ଟ୍ କଃରେଦ୍। ସେ ମାଡ୍ ଆର୍ ଲାଜ୍ ହାୟିଦ୍; ଆରେକ୍ ତାର୍ ଦସ୍କଃଲାର୍ କଃବେ ହେଁ ଲୁକିନଃକେରେ। କାୟିତାକ୍ବଃଲେକ୍ ମାଇଜି ବିସୟାର୍ ରିସା, ମାନାୟ୍କେ ବେସି ରିସା କଃରାୟିଦ୍ ; ଜଃବେ ତାର୍ ବିରୁଦେ ଉଟ୍ଲେକ୍ ମୁଳ୍କେ କେମା ନଃକେରେ। ସେ କାୟ୍ ମଲ୍ ଦିଲେକ୍ ହେଁ ତାର୍ ରିସାକେ ସାନ୍ତି କଃରୁ ନଃହାରେ;କି ତୁମି ବେସି ଲାଞ୍ଚ୍ ଦିଲେକ୍ ହେଁ ମାନି ନଃକେରେ।
କେ କଃବେ ନିଜାର୍ ଉର୍ବୁକାୟି ଜୟ୍ ରଃକେଦ୍, ତଃବେ ତାର୍ ବଃସ୍ତର୍ କାୟ୍ ହଡି ନଃକେରେ ? କେ କଃବେ ଲାଗ୍ତା ଜୟ୍ ଇଙ୍ଗ୍ରା ଲଃଗେ ଚାଲେଦ୍, ତଃବେ ତାର୍ ହାଦେ ହଡି ନଃକେରେ ? ନିଜାର୍ ହଃଳ୍ସା ଗଃରାର୍ ଡକୁର୍ସି ତଃୟି ଜୁୟି ଲକ୍ ଜାୟିଦ୍, ସେ କଃରାପ୍ ଲକ୍; ଜେ ତାକେ ଚୁୟିଦ୍ ସେ ଡଃଣ୍ଡ୍ ତଃୟିହୁଣି ବାଚିନଃକେରେ।
Jesus ensina
Quem olhar para uma mulher com intenção impura já adulterou no coração. Jesus elevou o padrão da pureza.
"ତୁମିମଃନ୍ ସୁଣି ଆଚାସ୍, ଲେକାଆଚେ, ‘ଦାରିକାମ୍ କଃରା ନାୟ୍ ।’ ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଜୁୟି ମାୟ୍ଜିକେ କଃରାପ୍ ଆକାୟ୍ ଦଃକେଦ୍, ସେ ତାର୍ ସଃଙ୍ଗ୍ ମଃନ୍ ବିତ୍ରେ ଦାରିକାମ୍ କଃରି ସଃର୍ଲାନି ।
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଦାରିକାମାର୍ ଦଃସ୍ ଚାଡି ବିନ୍ କାମାର୍ ଗିନେ ଚାଡେଦ୍, ତଃବେ ସେ ତାକ୍ ଦାରିଆଣି କଃରାୟ୍ଦ୍, ଆର୍ ଜୁୟି ଲକ୍ ସେ ଚାଡ୍ଲା ମାୟ୍ଜିକେ ସଃଙ୍ଗାୟ୍ଦ୍, ସେ ହେଁ ଦାରିକାମ୍ କଃରେଦ୍ ।"
ବଃଲେକ୍ ଗଃର୍ବ୍ ବିତ୍ରେ ହୁଣି କଃରାପ୍ ବାବ୍ନା, ନଃର୍ଅଃତ୍ୟା, ଦାରି କଃର୍ତାର୍, ଦାରି ମାୟ୍ଜି ଟାଣେ ଜାତାର୍, ଚର୍ କାମ୍, ମିଚ୍ ସାକି ଆର୍ ଲିନ୍ଦା କଃର୍ତାର୍ ବାରାୟ୍ଦ୍ ।
ଜିସୁ ସେମଃନ୍କେ କୟ୍ଲା, "ଜୁୟ୍ମାନାୟ୍ ତାର୍ ନିଜାର୍ ଡକୁର୍ସିକେ ଚାଡି ଗଟ୍ ବିନ୍ ମାୟ୍ଜିକେ ସଃଙ୍ଗାୟ୍ଦ୍, ତଃବେ ତାର୍ ଡକୁର୍ସିର୍ ବିରୁଦେ ଦାରି କାମ୍ କଃରେଦ୍ । ଆର୍ ଜଦି ଗଟ୍ ଲକାର୍ ଡକୁର୍ସି, ନିଜାର୍ ଅଃଣ୍ଡ୍ରାକେ ଚାଡି ବିନ୍ ଅଃଣ୍ଡ୍ରାକେ ଗଃର୍ କଃରେଦ୍ ତଃବେ ସେ ଦାରିକାମ୍ କଃରେଦ୍ ।"
"ଜୁୟ୍ଲକ୍ ଅଃହ୍ଣାର୍ ଡକୁର୍ସିକେ ଚାଡିକଃରି ବିନ୍ରି ବିବା ଅୟ୍ଦ୍ ସେ ଦାରିକାମ୍ କଃରେଦ୍; ଆରେକ୍ ଜୁୟି ଲକ୍ ସେ ଚାଡେଳି ମାୟ୍ଜିକେ ବିବା ଅୟ୍ଦ୍ ସେ ହେଁ ଦାରି କଃରେଦ୍ ।"
"ଏ ଗୁରୁ, ଇ ମାୟ୍ଜି ଦାରିକାମ୍ କଃର୍ତା ବଃଳ୍ ଦଃରା ହଃଳି ଆଚେ । ଅଃନ୍କା ମାୟ୍ଜିମଃନ୍କେ ଟେଳା ସୁତ୍ରି ମାରୁକ୍ ମସା ଅଃମିକ୍ ବିଦି ତଃୟ୍ ଆଡର୍ ଦଃୟ୍ଆଚେ । ତଃବେ ତୁୟ୍ ଇ ବିସୟେ କାୟି ବଃଲୁଲିସ୍ ?" ସେମଃନ୍ ଜିସୁକେ ହାନ୍ଦେ ହଃକାୟ୍ ଦଃସ୍ ଲାଦୁକ୍ ଇ କଃତା ହଃଚାରି ରିଲାୟ୍, ମଃତର୍ ଜିସୁ ମୁଆଁର୍ ହାଣି ଆଦ୍କଃରି ଆଙ୍ଗଟି ସଃଙ୍ଗ୍ ବୁୟେଁ ଲେକୁକ୍ ଦଃର୍ଲା ।
ସେମଃନ୍ ଜିସୁକେ ଆରେକ୍ ହଃଚାର୍ଲାକ୍, ଜିସୁ ମୁଣ୍ଡ୍ ଟେକି ସେମଃନ୍କେ କୟ୍ଲା, "ତୁମାର୍ ବିତ୍ରେ ଜେ କଃବେ କାୟି ହାହ୍ ନଃକେରେ, ସେ ଆସି ତାକ୍ ହଃର୍ତୁ ଟେଳା ମାର ।" ଇରି କୟ୍ ଜିସୁ ଆରେକ୍ ଗଟ୍ତର୍ ମୁଆଁର୍ ହାଣି ଆଦ୍କଃରି ବୁୟେଁ ଲେକୁକ୍ ଦଃର୍ଲା । ଜିସୁର୍ କଃତା ସୁଣି ସେମଃନ୍ ବଃଡ୍ ତଃୟ୍ହୁଣି ଆରୁମ୍ କଃରି ସାନ୍ ହଃତେକ୍ ଗଟେକ୍ ହଃଚେ ଗଟେକ୍ କଃରି ସଃବୁ ହଃଳାୟ୍ଲାୟ୍ । ଆରେକ୍ ଜିସୁ ଆର୍ ସେ ମାୟ୍ଜି ହଃକା ସେତି ଟିଆ ଅୟ୍ରିଲାୟ୍ । ଆରେକ୍ ଜିସୁ ମୁଣ୍ଡ୍ ଟେକି ମାୟ୍ଜିକେ ହଃଚାର୍ଲା, "ସେମଃନ୍ କଃୟ୍ ? ତକ୍ ଦସି କଃରି ଡଃଣ୍ଡ୍ ଦେଉଁକ୍ କାୟି ଗଟେକ୍ ଲକ୍ହେଁ ନଃରିଲାୟ୍ ?"
ସେ କୟ୍ଲି, "ନାୟ୍ ମାପୁର୍, କେଏ ହେଁ ନାୟ୍ ।"
ସେତାକ୍ ଜିସୁ କୟ୍ଲା, "ମୁୟ୍ ହେଁ ତକ୍ ଦସି ବଃଲି ନଃକୟ୍ଁ । ଜାଆ, ମଃତର୍ ଆରେକ୍ ହାହ୍ କଃର୍ ନାୟ୍ ।"
Armadilhas e consequências
Os lábios da mulher estranha destilam mel, mas o seu fim é amargo. Fuja da imoralidade — o adultério escraviza.
ତଃବେ ଦାରିୟାଣି ମାୟିଜିର୍ ଅଟିୟେ ହୁଣି ଟପାଟପା ମଃଉ ଚିକଣ୍ ଜରେଦ୍, ତାର୍ ଟଣ୍ଡ୍ ଚିକଣ୍ତଃୟି ହୁଣି ଅଃଦିକ୍ ଚିକ୍ଣିଆଁ ରଃୟିଦ୍। ତଃବେ ତାର୍ ସେସ୍ ଦଃସା, ହିତାଗଃଚ୍ ତାର୍ ରଃସ୍ ହର୍ ହିତା ଆର୍ ଦୁଇଦାର୍ କଃଣ୍ଡା ହର୍ ଲାଗୁଣ୍। ତାର୍ ହାଦ୍ ମଃର୍ତା ବାଟ୍କେ ଉତ୍ରି ଜାୟ୍ଦ୍, ତାର୍ ହାଦ୍ ସିଦା ମଃସୁଣ୍କାଲେ ହଃଳେଦ୍; ସେତାର୍ ଗିନେ ଜିବନାର୍ ସଃମାନ୍ ରଃସ୍ତା ହାଉଁ ନଃହାରେ; ତାର୍ ବାଟ୍ ଚଃଚଲ୍,ଆରେକ୍ ସେ ସେରି ଜାଣୁ ନଃହାରେ।
ତଃବେ ଦାରିୟାଣି ମାୟିଜିର୍ ଅଟିୟେ ହୁଣି ଟପାଟପା ମଃଉ ଚିକଣ୍ ଜରେଦ୍, ତାର୍ ଟଣ୍ଡ୍ ଚିକଣ୍ତଃୟି ହୁଣି ଅଃଦିକ୍ ଚିକ୍ଣିଆଁ ରଃୟିଦ୍। ତଃବେ ତାର୍ ସେସ୍ ଦଃସା, ହିତାଗଃଚ୍ ତାର୍ ରଃସ୍ ହର୍ ହିତା ଆର୍ ଦୁଇଦାର୍ କଃଣ୍ଡା ହର୍ ଲାଗୁଣ୍। ତାର୍ ହାଦ୍ ମଃର୍ତା ବାଟ୍କେ ଉତ୍ରି ଜାୟ୍ଦ୍, ତାର୍ ହାଦ୍ ସିଦା ମଃସୁଣ୍କାଲେ ହଃଳେଦ୍; ସେତାର୍ ଗିନେ ଜିବନାର୍ ସଃମାନ୍ ରଃସ୍ତା ହାଉଁ ନଃହାରେ; ତାର୍ ବାଟ୍ ଚଃଚଲ୍,ଆରେକ୍ ସେ ସେରି ଜାଣୁ ନଃହାରେ।
ଇତାର୍ ଗିନେ ଏ ମର୍ ହମଃନ୍ ମର୍ କଃତା ସୁଣା ଆର୍ ମର୍ ଟଣ୍ଡାର୍ ବାକ୍ୟତଃୟ୍ ହୁଣି ବିନ୍ବାଟ୍ ଜାହାନାୟ୍। ସେ ମାୟିଜି ତଃୟ୍ହୁଣି ତୁମାର୍ ରଃସ୍ତା ଦୁରେ ରଃକା ଆର୍ ତାର୍ ଗଃରାର୍ ଦୁଆର୍ ଲଃଗେ ଜାହାନାୟ୍। କେଜାଣ୍ ବିନ୍ଲକ୍ ତୁମାର୍ ନିଜାର୍ ଇଜତ୍ ନେତି ଆର୍ କଃର୍ନିଆ ଲକ୍ମଃନାର୍ ଆତେ ବେଣ୍ଡିଆବଃଳ୍ ତୁମାର୍ ମଃର୍ନ୍ ଗଃଟେଦ୍।
ସେ ମାୟିଜି ତଃୟ୍ହୁଣି ତୁମାର୍ ରଃସ୍ତା ଦୁରେ ରଃକା ଆର୍ ତାର୍ ଗଃରାର୍ ଦୁଆର୍ ଲଃଗେ ଜାହାନାୟ୍। କେଜାଣ୍ ବିନ୍ଲକ୍ ତୁମାର୍ ନିଜାର୍ ଇଜତ୍ ନେତି ଆର୍ କଃର୍ନିଆ ଲକ୍ମଃନାର୍ ଆତେ ବେଣ୍ଡିଆବଃଳ୍ ତୁମାର୍ ମଃର୍ନ୍ ଗଃଟେଦ୍। କେଜାଣ୍ ଅଚିନା ଲକ୍ମଃନ୍ ତର୍ ବଃଳେ ହୁର୍ନ୍ ଅଃଉତି, ଆର୍ ତର୍ କାମାର୍ ହଃଳ୍ ବିଦେସି ଗଃରେ ରଃକାଜାୟିଦ୍; ଆର୍ ତୁମାର୍ ସେସ୍ ଅଃବୁସ୍ତା ବଃଳ୍ ଜଃଡେବଃଳ୍ ମାସ୍ ଆର୍ ଗଃଗାଳ୍ ଦୁର୍ବଳ୍ ଅୟିଦ୍, ତୁମି କେଜାଣ୍ କାନ୍ଦାସ୍। ଆରେକ୍ କଃଉଆସ୍ ମୁୟ୍ ବଃଲ୍ସିକ୍ୟା କାୟିତାକେ ନଃହାୟିଲେ, ମୁଁୟି ବଃଲ୍ ସିକ୍ୟାକେ କାୟ୍କଃରୁକ୍ ନିଚ୍ କଃଲେ! ମୁୟ୍ ନିଜାର୍ ଗୁରୁ ମଃନ୍କାର୍ କଃତା ମାନି ନଃକେଲେ ଆର୍ ଜେମଃନ୍ ମକେ ସିକ୍ୟା ଦିଲାୟ୍ ସେମଃନ୍କାର୍ ବାକ୍ୟକେ ମୁୟ୍ ସୁଣିନଃକେଲେ, ମୁୟ୍ ସମାଜ୍ ଆର୍ ମଣ୍ଡଳି ଲଃଗେ ସଃବୁ ହଃର୍କାର୍ ବିପଦେ ହଃଳ୍ଲେ।
ସେ ଲାଡାର୍ ଚିତାଳ୍ ହର୍, ଆର୍ ସୁନ୍ଦୁର୍ ସଃମ୍ୱର୍, ତାର୍ ଉର୍ବୁକ୍ ସଃବୁବଃଳ୍ ମଃନ୍ହୁର୍ତ୍ କଃରେଦ୍। ଏ ମର୍ ହଅ,ବିନ୍ଲକାର୍ ଡକୁର୍ସି ସଃଙ୍ଗ୍ ତୁମି କାୟିତାକ୍ ଟାଣିଅଃଉଁଲିସ୍ ? ଅଃଲ୍ଗା ଲକାର୍ ଜଃଙ୍ଗ୍ କାୟିତାକ୍ ହଃଟଳୁଲାସ୍।
ଆର୍ ଜୁୟି ରଃସ୍ତା ମଃଲାବାଟ୍ ଜାୟିଦ୍, ଜୁୟିବାଟ୍ ଗଃଲେକ୍ କେହେଁ ଲେଉଟି ନାସେ ଆର୍ ଜିବନାର୍ ରଃସ୍ତା ଆରେକ୍ ଦଃରୁନଃହାରେ, ଅଃନ୍କଃରି ବିନ୍ଲକାର୍ ଡକୁର୍ସି ତୟିହୁଣି ତୁମାର୍ ରଃକ୍ୟା ଅୟିଦ୍।
ବିନ୍ଲକାର୍ ମାୟ୍ଜିର୍ ଚଃମେ ଜାତାର୍ ବେସି ଗବିର୍ କାଲ୍, ଇସ୍ୱରାର୍ ଗୁର୍ନାର୍ ଲକ୍ ସେତି ଅଦ୍ରେଦ୍।
ବେସୁଆ କାମ୍ ଚାଡି ଦିଆସ୍ । ମାନାୟ୍ ଜୁୟି ହାହ୍ ହେଁ କଃରେଦ୍, ସେରି ଗଃଗାଳାର୍ ବିଟାଳ୍ ନଃକେରେ; ମଃତର୍ ଜେ ବେସୁଆ ଅୟ୍ଦ୍, ସେ ନିଜାର୍ ଗଃଗାଳାର୍ ବିରୁଦେ ହାହ୍ କଃରେଦ୍ ।
ମର୍ ମଃନ୍ ଇରି ପବିତ୍ର ଆତ୍ମା ତଃୟ୍ହୁଣି ଚାଲ୍ଚାଲ୍ତି କଃରା, ସେନ୍ ଅୟିଲେକ୍ ତୁମିମଃନ୍ ଗଃଗାଳାର୍ ଇଚା ହୁରୁଣ୍ ନଃକେରାସ୍ ? କାୟିତାକ୍ବଃଲେକ୍ ଗଃଗାଳାର୍ ଇଚା ପବିତ୍ର ଆତ୍ମାର୍ ବିରଦ୍ ସେରଃକମ୍ ପବିତ୍ର ଆତ୍ମାର୍ ଇଚା ଗଃଗାଳାର୍ ଇଚାର୍ ବିରଦି ବଃଲେକ୍ ଇ ଜଳେକ୍ ନିଜାର୍ ନିଜାର୍ ସଃତ୍ରୁ, ତଃବେ ତୁମିମଃନ୍ ଜାୟ୍ଜାୟ୍ରି ଇଚା କଃରାସ୍, ସେସଃବୁ କଃରୁ ନଃହାରାସ୍ ।
ଗଃଗାଳାର୍ କାମ୍ ସଃବୁତ ନିକକଃରି ଜାଣାସ୍ ଦାରି, ବିଟାଳ୍, ମୁର୍ତିହୁଜା, ଗୁଣ୍ୟାକାମ୍, ବିରଦ୍, ଡାରା, ରିସା, ଲାଗାଲାଗି, ଅଃକାର୍, ଗିଣ୍, ରିସା, ଅଃହାତାଣ୍, ଦଃଳ୍ବାଗ୍, ଡାରା, ମାତ୍ଉଆଳି, ରଃଙ୍ଗ୍ ରଃସିଆ, ଅଃନ୍କାର୍ କାମ୍ମଃନ୍ ମୁୟ୍ଁ ହୁର୍ବେ ଜଃନ୍କଃରି ତୁମିମଃନ୍କେ କୟ୍ରିଲେ, ଅଃବେ ହେଁ କଃଉଁଲେ, ଜୁୟି ଲକ୍ମଃନ୍ ଇ ସଃବୁ ହଃର୍କାର୍ କାମ୍ କଃର୍ତି, ସେମଃନ୍ ଇସ୍ୱରାର୍ ରାଇଜାର୍ ଅଃଦିକାରି ନଃଉଁତି ।
ବିବା ସଃବୁ ଲକାର୍ ବିତ୍ରେ ମାନ୍ତିର୍ ଅଃଉଅ ଆର୍ ମାୟ୍ଜିଅଃଣ୍ଡ୍ରା ସଃଉତାର୍ ନିର୍ମୁଳ୍ ଅଃଉଅ, କାୟିତାକ୍ବଃଲେକ୍ ଇସ୍ୱର୍ ଗଃଗାଳାର୍ ସୁକ୍ ଲଳ୍ତା ଲକାର୍ ଆର୍ ଦାରିମଃନାର୍ ବିଚାର୍ କଃରେଦ୍ ।
କାୟିତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ପବିତ୍ର ଅଃଉଆସ୍, ଇତି ହଃକା ଇସ୍ୱରାର୍ ମଃନ୍, ବଃଲେକ୍ ତୁମିମଃନ୍ ଜଃନ୍କଃରି ବେସ୍ୟା ହାହେ ହୁଣି ଦୁରିକ୍ ରିଆସ୍, ଆର୍ ତୁମିମଃନ୍ ଇସ୍ୱର୍କେ ନଃଜାଣ୍ତା ଜଃଗତାର୍ ଲକ୍ମଃନାର୍ ହର୍ ବେସ୍ୟା ନୟ୍କଃରି ପବିତ୍ର ଅଃଉଆ । ସଃବୁଲକ୍ ଇସ୍ୱର୍କେ ନଃଜାଣ୍ଲା ଲକ୍ମଃନାର୍ ହର୍ ନୟ୍କଃରି କଃନ୍କଃରି ପବିତ୍ର ଆର୍ ମାନ୍ତି ବାବେ ଅଃହ୍ଣା ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜିବନ୍ କାଟୁକ୍ ଅୟ୍ଦ୍, ସେରି ଜାଣା ।
ଏ ଦାରିଆ ଲକ୍ମଃନ୍, ଜଃଗତ୍ ସଃଙ୍ଗ୍ ମିତ୍ର ଅୟିଲେକ୍, ଇସ୍ୱରାର୍ ସଃତ୍ରୁ ଅଃଉଁକେ ଅୟ୍ଦ୍, ଇରି କାୟି ନଃଜାଣାସ୍ ? ବଃଲେକ୍ ଜୁୟି ଲକ୍ ଜଃଗତାର୍ ମିତ୍ର ଅଃଉଁକେ ମଃନ୍ କଃରେଦ୍; ସେ ଅଃହ୍ଣାକ୍ ଇସ୍ୱରାର୍ ସଃତ୍ରୁ ବଃଲି ଜାଣାୟି ଅୟ୍ଦ୍ ।
ମୁଁୟ୍ ତାକ୍ ହାହେହୁଣି ମଃନ୍ ବାଦ୍ଲାଉଁକ୍ ବେଳା ଦିଲେକ୍ ହେଁ ସେ ଅଃହ୍ଣାର୍ ଦାରି କାମେ ହୁଣି ମଃନ୍ ବାଦ୍ଲାଉଁକ୍ ମଃନ୍ ନଃକେରୁଲି । ଦଃକା, ମୁଁୟ୍ ତାକ୍ ରଗ୍ୟା କଃରି ଟାଟାୟ୍ ହଃକାୟ୍ନ୍ଦ୍, ଆର୍ ଜୁୟ୍ମଃନ୍ ତାର୍ ସଃଙ୍ଗ୍ ଦାରିକାମ୍ କଃର୍ତି, ସେମଃନ୍ ତାର୍ ସଃଙ୍ଗ୍ ମିସି କଃର୍ତା କାମେ ହୁଣି ମଃନ୍ ନଃବାଦ୍ଲାୟ୍ଲେକ୍ ମୁଁୟ୍ ସେମଃନ୍କେ ବଃଡେ ଦୁକ୍କଃସ୍ଟେ ହଃକାୟ୍ନ୍ଦ୍,