Amor
O amor é o maior mandamento e a essência de Deus. Deus é amor. Nós amamos porque Ele nos amou primeiro. O amor cristão é sacrificial, incondicional e eterno — refletindo o coração do Pai.
Deus é amor
Deus é amor. Quem permanece no amor permanece em Deus. Nós amamos porque Ele nos amou primeiro — com amor eterno.
ଏ ଲାଡାର୍ ବାୟ୍ବେଣିମଃନ୍ ଆସା ଅଃମିମଃନ୍ ଏକ୍ଆରେକ୍ ଲାଡ୍ କଃରୁଆଁ, ବଃଲେକ୍ ଲାଡ୍ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜୁୟ୍ଲକ୍ ଲାଡ୍ କଃରେଦ୍, ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଆର୍ ସେ ଇସ୍ୱର୍କେ ଜାଣେଦ୍ । ଜେ ଏକ୍ଆରେକ୍କେ ଲାଡ୍ ନଃକେରେ, ସେ ଇସ୍ୱର୍କେ ନଃଜାଣେ, କାୟଃତାକ୍ବଃଲେକ୍ ଇସ୍ୱର୍ ତ ଲାଡ୍କାରି
ଏ ଲାଡାର୍ ବାୟ୍ବେଣିମଃନ୍ ଆସା ଅଃମିମଃନ୍ ଏକ୍ଆରେକ୍ ଲାଡ୍ କଃରୁଆଁ, ବଃଲେକ୍ ଲାଡ୍ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜୁୟ୍ଲକ୍ ଲାଡ୍ କଃରେଦ୍, ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଆର୍ ସେ ଇସ୍ୱର୍କେ ଜାଣେଦ୍ ।
ଜେ ଏକ୍ଆରେକ୍କେ ଲାଡ୍ ନଃକେରେ, ସେ ଇସ୍ୱର୍କେ ନଃଜାଣେ, କାୟଃତାକ୍ବଃଲେକ୍ ଇସ୍ୱର୍ ତ ଲାଡ୍କାରି
ଆରେକ୍ ଅଃମିମଃନାର୍ ଗିନେ ଇସ୍ୱରାର୍ ଜୁୟି ଲାଡ୍ ଆଚେ, ସେରି ଅଃମିମଃନ୍ ଜାଣି ଆଚୁ, ଆର୍ ବିସ୍ୱାସ୍ କଃରି ଆଚୁ । ଇସ୍ୱର୍ ତ ଲାଡ୍; ଜେ ଲାଳେ ରଃୟ୍ଦ୍ ସେ ଇସ୍ୱରାର୍ ତଃୟ୍ ରଃୟ୍ଦ୍ ଆର୍ ଇସ୍ୱର୍ ତାର୍ ତଃୟ୍ ରଃୟ୍ଦ୍ । ଇସ୍ୱର୍କେ ମାନି ଜିବନ୍ କାଟ୍ତାର୍ ଗିନେ ଇସ୍ୱରାର୍ ଲାଡ୍ ଅଃମାର୍ ତଃୟ୍ ସିଦ୍ ଅୟିଆଚେ । ଇତି ଲାଡ୍ ଅଃମାର୍ ବିତ୍ରେ ହୁରା ଅୟିଆଚେ ଜେ, ବିଚାର୍ ଦିନ୍ ଅଃମିମଃନ୍ ସାସ୍ ହାଉନ୍ଦ୍ ବଃଲେକ୍ ସେ ଜଃନ୍କଃରି ଆଚେ, ଅଃମିମଃନ୍ ହେଁ ଇ ଜଃଗତେ ସେନ୍ କଃରିଆଚୁ । ଲାଳେ ଡିର୍ ନଃରେୟ୍; ମଃତର୍ ହୁରା ଲାଡ୍ ଡିର୍କେ ଦୁର୍ କଃରେଦ୍, ବଃଲେକ୍ ଡିର୍ ସଃଙ୍ଗ୍ ଡଃଣ୍ଡ୍ ମିସିଆଚେ ଆର୍ ଜେ ଡିରେଦ୍, ସେ ଲାଡେ ହୁର୍ନ୍ ନାୟ୍ ।
ଆରେକ୍ ଅଃମିମଃନାର୍ ଗିନେ ଇସ୍ୱରାର୍ ଜୁୟି ଲାଡ୍ ଆଚେ, ସେରି ଅଃମିମଃନ୍ ଜାଣି ଆଚୁ, ଆର୍ ବିସ୍ୱାସ୍ କଃରି ଆଚୁ । ଇସ୍ୱର୍ ତ ଲାଡ୍; ଜେ ଲାଳେ ରଃୟ୍ଦ୍ ସେ ଇସ୍ୱରାର୍ ତଃୟ୍ ରଃୟ୍ଦ୍ ଆର୍ ଇସ୍ୱର୍ ତାର୍ ତଃୟ୍ ରଃୟ୍ଦ୍ ।
ଇସ୍ୱର୍ ହଃର୍ତୁମ୍ ଅଃମିମଃନ୍କେ ଲାଡ୍ କଃଲାକ୍ ଅଃମିମଃନ୍ କଃଲୁ ।
ଇସ୍ୱର୍ ହଃର୍ତୁମ୍ ଅଃମିମଃନ୍କେ ଲାଡ୍ କଃଲାକ୍ ଅଃମିମଃନ୍ କଃଲୁ । ଇସ୍ୱର୍କେ ଲାଡ୍ କଃରୁଲେ ବଃଲି କୟ୍କଃରି ଜଦି କେଏ ବିସ୍ୱାସି ବାୟ୍ବେଣିକେ ଗିଣ୍ କଃରେଦ୍ ତଃନ୍ଅଲେ ସେ ମିଚୁଆ, ତଃବେ ଜୁୟି ବାୟ୍କ୍ ଦଃକୁଲା, ଜଦି ତାକେ ଲାଡ୍ ନଃକେରେ, ତଃବେ ଜୁୟି ଇସ୍ୱର୍କେ ସେ ନଃଦେକେ, ତାକ୍ ଲାଡ୍ କଃରୁ ନାହାରେ ।
ଏ ଲାଡାର୍ ବାୟ୍ବେଣିମଃନ୍, ଇସ୍ୱର୍ ଜଦି ଅଃମିକ୍ ଇରଃକମ୍ ଲାଡ୍ କଃଲା, ତଃବେ ଅଃମି ହେଁ ଏକ୍ଆରେକ୍କେ ଲାଡ୍ କଃର୍ତା ଲଳା ଆଚେ ।
କେଏ ହେଁ କଃବେ ଇସ୍ୱର୍କେ ନଃଦେକେ; ଅଃମିମଃନ୍ ଜଦି ଏକ୍ଆରେକ୍କେ ଲାଡ୍ କଃରୁନ୍ଦ୍ ତଃନ୍ଅୟ୍ଲେକ୍ ଇସ୍ୱର୍ ଅଃମାର୍ ତଃୟ୍ ଆଚେ ଆର୍ ତାର୍ ଲାଡ୍ ଅଃମାର୍ ଟାଣେ ହୁରୁଣ୍ ଅୟିଆଚେ ।
ଜେ ଇସ୍ୱର୍କେ ଲାଡ୍ କଃରେଦ୍ ସେ ଅଃହ୍ଣାର୍ ବାୟ୍ବେଣିକେ ହେଁ ଲାଡ୍ କଃର ଇ ବିଦି ଅଃମିମଃନ୍ ତାର୍ ତଃୟ୍ହୁଣି ହାୟ୍ଁ ଆଚୁ ।
ଜିସୁକ୍ରିସ୍ଟ ଅଃମାର୍ ଗିନେ ଜିବନ୍ ଦିଲାକ୍, ଅଃମିମଃନ୍ ଲାଡ୍ କାୟିରି ଜାଣି ଆଚୁ; ଆରେକ୍ ବାୟ୍ ବେଣିମଃନାର୍ ଗିନେ ହେଁ ଅଃମାର୍ ଜିବନ୍ ଦେତାର୍ ଲଳା । ମଃତର୍ ଜେ ଜଃଗତାର୍ ଦଃନେ ଦଃନି ଅୟି ଅଃହ୍ଣାର୍ ବାୟ୍ବେଣିର୍ ଅକେଟ୍ ଦଃକ୍ଲେକ୍ ହେଁ ତାକେ ଦଃୟା ନଃକେରେ ତାର୍ ତଃୟ୍ ଇସ୍ୱରାର୍ ଲାଡ୍ କଃନ୍କଃରି ରେଉଁ ହାରେ ? ଏ ହିଲାମଃନ୍ ଆସା ଅଃମିମଃନ୍ କଃତାୟ୍ କି ଟଣ୍ଡେ ଲାଡ୍ ନଃକେରି କାମେ ଆର୍ ସଃତ୍କଃରି ଲାଡ୍ କଃରୁଆଁ ।
ଜିସୁକ୍ରିସ୍ଟ ଅଃମାର୍ ଗିନେ ଜିବନ୍ ଦିଲାକ୍, ଅଃମିମଃନ୍ ଲାଡ୍ କାୟିରି ଜାଣି ଆଚୁ; ଆରେକ୍ ବାୟ୍ ବେଣିମଃନାର୍ ଗିନେ ହେଁ ଅଃମାର୍ ଜିବନ୍ ଦେତାର୍ ଲଳା । ମଃତର୍ ଜେ ଜଃଗତାର୍ ଦଃନେ ଦଃନି ଅୟି ଅଃହ୍ଣାର୍ ବାୟ୍ବେଣିର୍ ଅକେଟ୍ ଦଃକ୍ଲେକ୍ ହେଁ ତାକେ ଦଃୟା ନଃକେରେ ତାର୍ ତଃୟ୍ ଇସ୍ୱରାର୍ ଲାଡ୍ କଃନ୍କଃରି ରେଉଁ ହାରେ ? ଏ ହିଲାମଃନ୍ ଆସା ଅଃମିମଃନ୍ କଃତାୟ୍ କି ଟଣ୍ଡେ ଲାଡ୍ ନଃକେରି କାମେ ଆର୍ ସଃତ୍କଃରି ଲାଡ୍ କଃରୁଆଁ ।
ଜଦି ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍କଃରୁଲୁ, ଅଃମିମଃନ୍ ଜାଣୁଲୁ ଜେ ଅଃମିମଃନ୍ ମଃର୍ନ୍କେ ଜିଣିକଃରି ଜିବନେ ହଚି ଆଚୁ, ସେତାକ୍ ଅଃମିମଃନ୍ ବିସ୍ୱାସି ବାୟ୍ବେଣି ମଃନ୍କେ ଲାଡ୍ କଃରୁଲୁ । ଜେ ଲାଡ୍ ନଃକେରେ, ଅଃବେ ହେଁ ସେ ମଃର୍ନାର୍ ତଃଳେ ଆଚେ ।
ବଃଲେକ୍ ଅଃମିମଃନ୍ ଜେ ଏକ୍ ଆରେକ୍କେ ଲାଡ୍କଃରା ଆର୍ ଏକ୍ ଆରେକ୍କେ ଲାଡ୍କଃର୍ତା ଦଃର୍କାର୍, ଇ କଃତା ତୁମିମଃନ୍ ମୁଳେହୁଣି ସୁଣି ଆଚାସ୍ ।
ଦଃକା ଉବା ଅଃମିମଃନ୍କେ କଃଡେକ୍ ଲାଡ୍ କଃରି ଆଚେ ଜେ, ଅଃମିମଃନ୍ ଇସ୍ୱରାର୍ ହିଲା ବଃଲି ଡାକେହୁଟୁନ୍ଦ୍, ଆର୍ ସଃତ୍କଃରି ଅଃମିମଃନ୍ ତାର୍ ହିଲାମଃନ୍, ଇତାର୍ ଗିନେ ଜଃଗତ୍ ଅଃମିମଃନ୍କେ ନଃଚିନୁଲି ବଃଲେକ୍ ସେରି ତାକ୍ ଚିନି ନଃରିଲି ।
ବଃଲେକ୍ ଇସ୍ୱର୍କେ ଲାଡ୍ କଃର୍ତା ଅଃର୍ତ୍ ଅଃଉଁଲି ତାର୍ ବଲ୍ ମାନ୍ତାର୍, ଆର୍ ତାର୍ ବିଦି ସଃବୁ ଜଃବର୍ କଃସ୍ଟ ନାୟ୍ ।
Amor de Deus
Deus prova o seu amor em que Cristo morreu por nós. Deus amou o mundo de tal maneira que deu o seu Filho unigênito.
ମଃତର୍ ଅଃମିମଃନ୍ ହାହି ରିଲା ବଃଳ୍ ହେଁ କ୍ରିସ୍ଟ ଜେ ଅଃମାର୍ ଗିନେ ମଃଲା, ସେତାକ୍ ଇସ୍ୱର୍ ଅଃମାର୍ ଗିନେ ଅଃହ୍ଣାର୍ ଲାଡ୍ ଦଃକାୟ୍ ଆଚେ ।
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ଅଃହ୍ଣାର୍ ନିଜାର୍ ଲକାର୍ ଗିନେ ନିଜାର୍ ଜିବନ୍ ଦେତାର୍ ଚାଡି କାର୍ ଆରେକ୍ ଅଃଦିକ୍ ବଃଡ୍ ଲାଡ୍ ନାୟ୍ ।
ଅଃହ୍ଣାର୍ ନିଜାର୍ ଲକାର୍ ଗିନେ ନିଜାର୍ ଜିବନ୍ ଦେତାର୍ ଚାଡି କାର୍ ଆରେକ୍ ଅଃଦିକ୍ ବଃଡ୍ ଲାଡ୍ ନାୟ୍ ।
ଉବା ଜୁୟ୍ରଃକମ୍ ମକ୍ ଲାଡ୍ କଃଲା ଆଚେ, ମୁୟ୍ ହେଁ ସେରଃକମ୍ ତୁମିମଃନ୍କେ ଲାଡ୍ କଃରିଆଚି; ମର୍ ଲାଡେ ତିର୍ ଅୟ୍ରିଆ । ମୁୟ୍ ଜଃନ୍କଃରି ମର୍ ଉବାର୍ ଆଦେସ୍ ମାନି କଃରି ତାର୍ ଲାଡେ ତିର୍ ଅୟି ଆଚି, ତୁମିମଃନ୍ ସେରଃକମ୍ ଜଃବେ ମର୍ ଆଦେସ୍ ମାନାସ୍ ତଃବେ ମର୍ ଲାଡେ ତିର୍ ଅୟ୍ରିଆସ୍ ।
ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇରି ମର୍ ଆଦେସ୍,
ଜଦି ତୁମିମଃନ୍ ମକ୍ ଲାଡ୍ କଃରାସ୍ ତଃନ୍ଅୟ୍ଲେକ୍ ମର୍ ଆଦେସ୍ ସଃବୁ ମାନାସ୍ ।
"ଜେ ମର୍ ଆଦେସ୍ ସଃବୁ ହାୟ୍ଁ କଃରି ମାନେଦ୍ ସେ ତ ମକ୍ ଲାଡ୍ କଃରେଦ୍ ଆରେକ୍ ଜେ ମକ୍ ଲାଡ୍ କଃରେଦ୍, ମର୍ ଉବା ତାକ୍ ଲାଡ୍ କଃରେଦ୍, ଆର୍ ମୁୟ୍ ତାକ୍ ଲାଡ୍ କଃରିନ୍ଦ୍ ଆର୍ ତାର୍ ତଃୟ୍ ମୁୟ୍ ନିଜେ ଦଃକାୟ୍ ଅୟ୍ନ୍ଦ୍ ।"
ଜିଉଦା, ଜେ ଇସ୍କାରିଅତ୍ ଜିଉଦା ନାୟ୍, ସେ ଜିସୁକେ କୟ୍ଲା, "ଏ ମାପୁର୍, ଇରି କଃନ୍କଃରି ଅୟ୍ଦ୍ ? ତୁୟ୍ ଜଃଗତ୍କେ ନିଜ୍କେ ନଃଦେକାୟ୍, ଅଃମାର୍ ତଃୟ୍ କଃନ୍କଃରି ଅଃହ୍ଣାକ୍ ଜାଣାଉଁସି ?"
ଜିସୁ ତାକ୍ କୟ୍ଲା, "ଜଦି କେଏ ମକ୍ ଲାଡ୍ କଃରେଦ୍, ତଃନ୍ଅୟ୍ଲେକ୍ ସେ ମର୍ କଃତା ମାନେଦ୍, ଆରେକ୍ ମର୍ ଉବା ତାକ୍ ଲାଡ୍ କଃରେଦ୍, ଆରେକ୍ ଉବା ଆର୍ ମୁୟ୍ ଆସି ତାର୍ତଃୟ୍ ବାସା କଃରୁନ୍ଦ୍ । ଜେ ମକ୍ ଲାଡ୍ ନଃକେରେ, ସେ ମର୍ ବଃଚନ୍ ନଃମାନେ । ଆର୍ ଜୁୟି କଃତା ତୁମିମଃନ୍ ସୁଣୁଲାସ୍, ସେରି ମର୍ ନିଜାର୍ ନାୟ୍, ମଃତର୍ ମକେ ଜେ ହଃଟାୟ୍ ଆଚେ ସେ ଉବାର୍ ।"
ତୁମିମଃନ୍ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇ ନଃଉଆଁ ବିଦି ମୁୟ୍ ତୁମିମଃନ୍କେ ଦେଉଁଲେ, ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା । ଜଦି ତୁମାର୍ ତୁମାର୍ ବିତ୍ରେ ଲାଡ୍ ରଃୟ୍ଦ୍, ତଃବେ ତୁମିମଃନ୍ ଜେ ମର୍ ଚେଲା ଇରି ସଃବୁ ଲକ୍ମଃନ୍ ଜାଣ୍ତି ।"
O maior mandamento
Amarás ao Senhor de todo o coração e ao próximo como a ti mesmo. Estes são os maiores mandamentos — neles se resume toda a lei.
ଜିସୁ ତାକ୍ କୟ୍ଲା, "ତୁୟ୍ ଅଃହ୍ଣାର୍ ସଃର୍ନେ ମଃନ୍, ସଃବୁ ଜିବନ୍, ସଃବୁ ମଃନ୍ ଦଃୟି ମାପୁର୍ ଅଃହ୍ଣାର୍ ଇସ୍ୱର୍କେ ଲାଡ୍ କଃର୍ । ଇରି ଅଃଉଁଲି ସଃବ୍କେ ବଃଡ୍ ଆର୍ ହଃର୍ତୁ ଆଦେସ୍ । ତାର୍ ହଃଚାର୍ ବଲ୍ ହେଁ ଇ ବଲ୍ ହର୍, ‘ତୁମି ଅଃହ୍ଣାର୍ ହାକିହଃଳ୍ସାକେ ଅଃହ୍ଣାକ୍ ଲାଡ୍ କଃଲା ହର୍ ଲାଡ୍ କଃରା ।’
ଜିସୁ ତାକ୍ କୟ୍ଲା, "ତୁୟ୍ ଅଃହ୍ଣାର୍ ସଃର୍ନେ ମଃନ୍, ସଃବୁ ଜିବନ୍, ସଃବୁ ମଃନ୍ ଦଃୟି ମାପୁର୍ ଅଃହ୍ଣାର୍ ଇସ୍ୱର୍କେ ଲାଡ୍ କଃର୍ । ଇରି ଅଃଉଁଲି ସଃବ୍କେ ବଃଡ୍ ଆର୍ ହଃର୍ତୁ ଆଦେସ୍ । ତାର୍ ହଃଚାର୍ ବଲ୍ ହେଁ ଇ ବଲ୍ ହର୍, ‘ତୁମି ଅଃହ୍ଣାର୍ ହାକିହଃଳ୍ସାକେ ଅଃହ୍ଣାକ୍ ଲାଡ୍ କଃଲା ହର୍ ଲାଡ୍ କଃରା ।’ ଇ ଜଳେକ୍ ଆଦେସ୍ ଉହ୍ରେ ମସାର୍ ସଃର୍ନେ ବିଦି ଆର୍ ବାବ୍ବାଦିମଃନାର୍ ସିକ୍ୟା ବଃର୍ସା କଃରୁଲି ।"
ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇ ସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’"
"ବଃଲେକ୍ ଲକ୍ମଃନ୍ ତୁମାର୍ ସଃଙ୍ଗ୍ ଜଃନ୍କା ବେବାର୍ କଃରତ୍ ବଃଲି ମଃନ୍ କଃରୁଲାସ୍, ତୁମିମଃନ୍ ହେଁ ସେମଃନାର୍ ସଃଙ୍ଗ୍ ସେବାନ୍ୟା ବେବାର୍ କଃରା, କାୟିତାକ୍ବଃଲେକ୍ ଇରି ହଃକା ମସାର୍ ବିଦି ଆର୍ ବାବ୍ବାଦିମଃନାର୍ ଦଃର୍ମ୍ସାସ୍ତର୍ ସିକ୍ୟାର୍ ସଃତ୍ ଅଃର୍ତ୍ ।"
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମିମଃନାର୍ ସଃତ୍ରୁମଃନ୍କେ ଲାଡ୍ କଃରା, ଆର୍ ଜୁୟି ଲକ୍ମଃନ୍ ତୁମିକେ କଃସ୍ଟ ଦେତି, ସେମଃନାର୍ ଗିନେ ପାର୍ତ୍ନା କଃରା,
ଆର୍ ତୁମିମଃନ୍ ଅଃହ୍ଣାର୍ ସଃବୁ ମଃନ୍, ସଃବୁ ଜିବନ୍, ସଃବୁ ମଃନ୍ ଆର୍ ସବୁ ସଃକ୍ତି ଦଃୟି ଅଃହ୍ଣାର୍ ମାପୁର୍ ଇସ୍ୱର୍କେ ଲାଡ୍ କଃରା ।’ ଆରେକ୍ ଗଟେକ୍ ବଲ୍ ଅଃଉଁଲି, ‘ତୁମିମଃନ୍ ନିଜ୍କେ ଜଃତେକ୍ ଲାଡ୍ କଃରୁଲାସ୍, ବିନ୍ ଲକେ ହେଁ ସେରଃକମ୍ ଲାଡ୍କଃରା । ଇ ଜୁଳେକ୍ ବିଦି ଚାଡି ଆରେକ୍ ବିନ୍ ବଃଡ୍ ବିଦି କୁୟ୍ରି ନାୟ୍ ।’"
O amor que não falha
O amor é paciente, é benigno. Tudo sofre, tudo crê, tudo espera, tudo suporta. O amor jamais acaba.
ଲାଡ୍ ଦୁକ୍ ସଃମ୍ବାଳ୍ତାର୍, ଲାଡ୍ ଉହ୍କାର୍ କଃର୍ତାର୍ । ଡାରା ନଃକେରେ, ଗଃର୍ବ୍ ନଃକେରେ, ଅଃକାର୍ ନଃକେରେ ମଃନେ ଲାଡ୍ ରିଲାର୍ ଗିନେ ରିସା ଜାତ୍ ନୟ୍, ନିଜେ ଲାବ୍ ହାଉଁକେ ଉପାୟ୍ ନଃକଜେ କାକ୍ରି ନୟ୍, ଉହ୍କାର୍ ହାୟ୍ଁ ନଃରିଲେକ୍ ହେଁ ମଃନେ ବେର୍ ନଃଦେରେ ।
ଲାଡ୍ ଦୁକ୍ ସଃମ୍ବାଳ୍ତାର୍, ଲାଡ୍ ଉହ୍କାର୍ କଃର୍ତାର୍ । ଡାରା ନଃକେରେ, ଗଃର୍ବ୍ ନଃକେରେ, ଅଃକାର୍ ନଃକେରେ ମଃନେ ଲାଡ୍ ରିଲାର୍ ଗିନେ ରିସା ଜାତ୍ ନୟ୍, ନିଜେ ଲାବ୍ ହାଉଁକେ ଉପାୟ୍ ନଃକଜେ କାକ୍ରି ନୟ୍, ଉହ୍କାର୍ ହାୟ୍ଁ ନଃରିଲେକ୍ ହେଁ ମଃନେ ବେର୍ ନଃଦେରେ । ଅଃଦଃର୍ମେ ସଃର୍ଦା ନଃକେରେ ମଃତର୍ ସଃତ୍ ତଃୟ୍ ସଃର୍ଦା କଃରେଦ୍, ଲବଦ୍ ସଃବୁ ସଃମ୍ବାଳେଦ୍, ସଃବୁ ସଃତ୍ କଃରେଦ୍, ସଃବୁ ଆସା କଃରେଦ୍, ସଃବୁ କଃତାୟ୍ ସାସ୍ଦଃରି ରଃୟ୍ଦ୍ ।
ତଃବେ ବିସ୍ୱାସ୍, ବଃର୍ସା, ଲାଡ୍, ଇ ତିନିଗଟ୍ ସଃବୁବଃଳ୍ ରଃୟ୍ଦ୍, ଆର୍ ଇମଃନାର୍ ବିତ୍ରେ ଲାଡ୍ ସଃବ୍କେ ବଃଡ୍ ।
ତଃବେ ବିସ୍ୱାସ୍, ବଃର୍ସା, ଲାଡ୍, ଇ ତିନିଗଟ୍ ସଃବୁବଃଳ୍ ରଃୟ୍ଦ୍, ଆର୍ ଇମଃନାର୍ ବିତ୍ରେ ଲାଡ୍ ସଃବ୍କେ ବଃଡ୍ ।
ତଃବେ ବିସ୍ୱାସ୍, ବଃର୍ସା, ଲାଡ୍, ଇ ତିନିଗଟ୍ ସଃବୁବଃଳ୍ ରଃୟ୍ଦ୍, ଆର୍ ଇମଃନାର୍ ବିତ୍ରେ ଲାଡ୍ ସଃବ୍କେ ବଃଡ୍ ।
ଆର୍, ଜଦି ମର୍ ତଃୟ୍ ଇସ୍ୱରାର୍ କବୁର୍ କଃଉତା ସଃକ୍ତି ରଃୟ୍ଦ୍; ମର୍ତଃୟ୍ ସଃବୁ ଗୁପ୍ତ ଅଃର୍ତ୍ ବୁଜୁକ୍ ସଃକ୍ତି ରେଉଁ ହାରେ; ସଃବୁ ଗିଆନ୍ ହାୟ୍ରଃୟ୍ନ୍ଦ୍, ଆର୍ ହଃର୍ବାତ୍କେ ଗୁଚାଉତା ଗିନେ ମର୍ ବିସ୍ୱାସ୍ ରଃୟ୍ଦ୍, ମଃତର୍ ମର୍ ଜଦି ଲାଡ୍ ନଃରେୟ୍, ତଃବେ ମୁୟ୍ଁ କାୟିରି ନାୟ୍ ।
ମଃତର୍ ଜଃନ୍କଃରି ଲେକା ଆଚେ,
"ଆକି ଜୁୟ୍ରି ନଃଦେକେ, କାନ୍ ଜୁୟ୍ରି ନଃସୁଣେ,
ଆର୍ ମାନାୟ୍ର୍ ମଃନେ ଜୁୟ୍ରି ଜାତ୍ ଅୟି ନଃକେରେ,
ସେ ସଃବୁ ଇସ୍ୱର୍ ଅଃହ୍ଣାର୍ ଲାଡ୍କାରି ଲକ୍ମଃନାର ଗିନେ ଟିକ୍ କଃରିଆଚେ ।"
ସଃବୁ କାମ୍ ଲାଡେ କଃରା ଅଃଉଅ ।
ସଃବୁ କାମ୍ ଲାଡେ କଃରା ଅଃଉଅ ।
Amor inseparável
Nada poderá nos separar do amor de Deus. Nem morte, nem vida, nem anjos — absolutamente nada.
ମୁୟ୍ଁ ବାୟ୍ଦ୍ରେ ଜାଣି ତାର୍ ଲାଡେ ହୁଣି ଅଃମି କଃବେ ହେଁ ଦୁରି ଅଃଉଁ ନଃହାରୁ । ମଃର୍ନ୍ କି ଜିବନ୍, ସଃର୍ଗ୍ ଦୁତ୍ କି ଅଃଗାସ୍ ମଃଣ୍ଡଳାର୍ କୁୟି ଅଃଦିକାରି ହେଁ କି ସଃକ୍ତି, ଅଃବେ କି ହଃଚେ, ଉହ୍ରାର୍ କି ତଃଳାର୍, କାୟି ବିସୟ୍ ସଃବୁ ଜଃଗତାର୍ ଇରଃକମ୍ କାୟି ବିସୟ୍ ନାୟ୍ ଜୁୟ୍ରି ପର୍ବୁ ଜିସୁ କ୍ରିସ୍ଟର୍ ଦଃୟ୍କଃରି ଜାଣାହଃଳ୍ତାର୍ ଇସ୍ୱରାର୍ ସେ ଲାଡେ ହୁଣି ଆମିମଃନ୍କେ ଦୁର୍ କଃରୁ ହାରେଦ୍ ।
ମୁୟ୍ଁ ବାୟ୍ଦ୍ରେ ଜାଣି ତାର୍ ଲାଡେ ହୁଣି ଅଃମି କଃବେ ହେଁ ଦୁରି ଅଃଉଁ ନଃହାରୁ । ମଃର୍ନ୍ କି ଜିବନ୍, ସଃର୍ଗ୍ ଦୁତ୍ କି ଅଃଗାସ୍ ମଃଣ୍ଡଳାର୍ କୁୟି ଅଃଦିକାରି ହେଁ କି ସଃକ୍ତି, ଅଃବେ କି ହଃଚେ, ଉହ୍ରାର୍ କି ତଃଳାର୍, କାୟି ବିସୟ୍ ସଃବୁ ଜଃଗତାର୍ ଇରଃକମ୍ କାୟି ବିସୟ୍ ନାୟ୍ ଜୁୟ୍ରି ପର୍ବୁ ଜିସୁ କ୍ରିସ୍ଟର୍ ଦଃୟ୍କଃରି ଜାଣାହଃଳ୍ତାର୍ ଇସ୍ୱରାର୍ ସେ ଲାଡେ ହୁଣି ଆମିମଃନ୍କେ ଦୁର୍ କଃରୁ ହାରେଦ୍ ।
ଲାଡ୍ ମଃନ୍ ବିତ୍ରାର୍ ଅଃଉଅ ଜାୟ୍ରି ମଃନ୍ଦ୍ ସେତାକ୍ ଗିଣ୍ କଃରା; ଜୁୟ୍ରି ନିକ ସେତି ମଃନ୍ ଦିଆସ୍ ।
ଲାଡ୍ ମଃନ୍ ବିତ୍ରାର୍ ଅଃଉଅ ଜାୟ୍ରି ମଃନ୍ଦ୍ ସେତାକ୍ ଗିଣ୍ କଃରା; ଜୁୟ୍ରି ନିକ ସେତି ମଃନ୍ ଦିଆସ୍ ।
ଲାଡ୍ ମଃନ୍ ବିତ୍ରାର୍ ଅଃଉଅ ଜାୟ୍ରି ମଃନ୍ଦ୍ ସେତାକ୍ ଗିଣ୍ କଃରା; ଜୁୟ୍ରି ନିକ ସେତି ମଃନ୍ ଦିଆସ୍ । କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ଏକ୍ଆରେକ୍କେ ଲାଡ୍ କଃରା ଆର୍ ଏକ୍ଆରେକ୍କେ ମାୟ୍ନ୍ କଃରୁକେ ଇଚା କଃରା ।
କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ଏକ୍ଆରେକ୍କେ ଲାଡ୍ କଃରା ଆର୍ ଏକ୍ଆରେକ୍କେ ମାୟ୍ନ୍ କଃରୁକେ ଇଚା କଃରା ।
ସଃବ୍କେ ଲାଡ୍ କଃର୍ତା ରିଣେ ରିଣ୍ୟା ଅଃଉଆ ଆର୍ ବିନ୍ ବିସୟେ କାର୍ ତଃୟ୍ ହେଁ ରିଣ୍ୟା ଅଃଉଆ ନାୟ୍; ବଃଲେକ୍ ଜେ ସଃବ୍କେ ଲାଡ୍ କଃରେଦ୍ ସେ ବିଦି ମାନି ଆଚେ ।
Viver no amor
Revesti-vos de amor, que é vínculo da perfeição. O amor cobre multidão de pecados e edifica a comunidade.
ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ ।
ଏକ୍ଲା ଆରେକ୍ ଏକ୍ଲାକେ ସଃମ୍ବାଳ, ଆରେକ୍ ଜଦି କାର୍ ବିରୁଦେ କଃତା ରିଲେକ୍, ଏକ୍ଲା ଆରେକ୍ ଏକ୍ଲାକେ କେମା କଃର; ମାପୁର୍ ଜଃନ୍କଃରି ତୁମିମଃନ୍କେ କେମା କଃରି ଆଚେ, ତୁମିମଃନ୍ ହେଁ ସେ ରଃକମ୍ କେମା କଃରା । ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ ।
ଜଃନ୍କଃରି ସେ ନିଜାର୍ ଜଃଜ୍ମାନାର୍ ଦଃନ୍ ହର୍ ନିଜାର୍ ଆତ୍ମାର୍ ଦଃୟି ତୁମିମଃନ୍କେ ଆତ୍ମାର୍ ଜିବନ୍ ସଃକ୍ତି ହାୟ୍ଁ ବପୁକାରି ଅଃଉଁକେ ଦଃୟ୍ଦ୍ । ମୁୟ୍ଁ ପାର୍ତ୍ନା କଃରୁଲେ ଜଃନ୍କଃରି ତୁମିମଃନାର୍ ବିସ୍ୱାସ୍ ବଃଳେ କ୍ରିସ୍ଟ ତୁମିମଃନାର୍ ମଃନ୍ବିତ୍ରେ ବାସା କଃରେଦ୍ । ମୁୟ୍ଁ ପାର୍ତ୍ନା କଃରୁଲେ, ଜଃନ୍କଃରି ତମାର୍ ମୁଳ୍ ଲାଡେ ତାହୁନ୍ ଅୟ୍ଦ୍ ଆର୍ ଅଃଟୁଆ ଅୟ୍ଦ୍ ।
ତଃବେ ସଃବୁ ରଃକମାର୍ ଲକ୍କେ ଦିର୍, ସୁସାର୍ ଆର୍ ଜଃବର୍ ମୁର୍ଚି ସଃବୁ ସଃମ୍ବାଳି ଏକ୍ଲା ଆରେକ୍ ଏକ୍ଲାକେ ଲାଡ୍ ଦଃକାଉଆ ।
ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା । କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ଜାଣାୟି ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା,
ଆର୍ ମର୍ ପାର୍ତ୍ନା ଇରି, ତୁମିମଃନାର୍ ଲାଡ୍, ଗିଆନ୍ ଆର୍ ସଃବୁ ନିକ ବୁଜ୍ତା ସଃକ୍ତିଏ ଜଃବର୍ ଅଃଉଆ, ଜଃନ୍କଃରି ତୁମିମଃନ୍କେ ଅଃଦିକ୍ ନିକ ବିସୟ୍ମଃନ୍ ସଃବୁ ମଃନ୍ କଃରୁ ହାରାସ୍, ସେ ତଃନ୍ ଅୟିଲେକ୍ ତୁମିମଃନ୍ କ୍ରିସ୍ଟର୍ ଆସ୍ତାର୍ ଦିନେ ନିର୍ମୁଳ୍ ଆର୍ ଲିନ୍ଦା ନଃହାୟ୍ ରିଆସ୍ । ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଗୁଣ୍ ଗିତ୍ ଗିନେ ତୁମିମଃନାର୍ ଜିବନ୍ ଜିସୁ କ୍ରିସ୍ଟର୍ ଦିଲାର୍ ସଃବୁ ଦଃର୍ମ୍ ଗୁଣେ ହୁରୁଣ୍ ଅଃଉଆସ୍ ।
କାୟିତାକ୍ବଃଲେକ୍ ସଃବୁ ମସାର୍ ବିଦି ଇ ଗଟେକ୍ କଃତାୟ୍ ହୁରୁଣ୍ ଅୟ୍ଦ୍, ତୁମି ଅଃହ୍ଣାର୍ ହାକିହଃଳ୍ସାକେ ନିଜାର୍ ହର୍ ଲାଡ୍ କଃରା ।
ଆର୍ ମାପୁର୍ ତୁମିମଃନାର୍ ମଃନ୍କ୍ ଇସ୍ୱରାର୍ ଲାଡ୍ ଆର୍ କ୍ରିସ୍ଟର୍ ସଃମ୍ବାଳ୍ତା ହର୍ ବାଟେ କାଡାୟ୍ ନେଉଅ ।
ମୁଳ୍କଃରି ତୁମିମଃନ୍ ମଃନ୍ହଃରାଣ୍ ସଃଙ୍ଗ୍ ଲାଡ୍ କଃରାକଃରି ଅଃଉତି ରିଆ, ବଃଲେକ୍ ଲାଡ୍ ବୁତେକ୍ ହାହ୍ ଡାହେଦ୍ ।
ମୁଳ୍କଃରି ତୁମିମଃନ୍ ମଃନ୍ହଃରାଣ୍ ସଃଙ୍ଗ୍ ଲାଡ୍ କଃରାକଃରି ଅଃଉତି ରିଆ, ବଃଲେକ୍ ଲାଡ୍ ବୁତେକ୍ ହାହ୍ ଡାହେଦ୍ ।
ମୁଳ୍କଃରି ତୁମିମଃନ୍ ମଃନ୍ହଃରାଣ୍ ସଃଙ୍ଗ୍ ଲାଡ୍ କଃରାକଃରି ଅଃଉତି ରିଆ, ବଃଲେକ୍ ଲାଡ୍ ବୁତେକ୍ ହାହ୍ ଡାହେଦ୍ ।
Expressões de amor
O amor há de ser eterno como o grande Rei. Como a esmeralda reluz, assim brilha o amor que vem de Deus.
ଅଃକାର୍ ମାଡ୍ଗଳ୍ ଉପ୍ଜାୟିଦ୍ , ମଃତର୍ ଲାଡ୍ ସଃବୁ ଅଃଦଃର୍ମକେ ଡାହେଦ୍।
ଦଃୟା ଆର୍ ସଃତ୍ ତୁମିକେ ଚାଡି ନଃଜାୟି; ତୁମାର୍ ଟଟିୟେ ଅଳାଉଆ ଆର୍ ତୁମାର୍ ମଃନ୍ ହାଟାଲଃଗେ ଲେକିରଃକା। ସେରି କଃଲେକ୍, ତୁମି ମାପୁରାର୍ ଆର୍ ମାନାୟ୍ ମଃନ୍କାର୍ ଲଃଗେ ବଃଲ୍ବିଚାର୍ ଲାବ୍ ହାଉଁ ହାରାସ୍।
ତୁୟ୍ ମର୍ ଆକାୟ୍ ବେସି ମଲ୍ ଆର୍ ମାୟିନ୍କାରି ଅୟ୍ଆଚ୍ସି ଆର୍ ମୁଁୟ୍ ତକେ ଲାଡ୍ କଃରିଆଚି; ଇତାକେ ମୁଁୟ୍ ତର୍ ବାଦୁଲେ ମାନାୟ୍ମଃନ୍କେ ଆର୍ ତର୍ ଜିବନାର୍ ବାଦୁଲେ ଗସ୍ଟି ମଃନ୍କେ ଦଃୟ୍ନ୍ଦ୍।
ମଃତର୍ ତୁମାର୍ ସଃତ୍ରୁମଃନ୍କେ ଲାଡ୍ କଃରା ଆର୍ ସେମଃନାର୍ ନିକ କଃରା, ଆରେକ୍ କଃଣ୍ତର୍ ହାଉଁକ୍ ଆସା ନଃକେରି ରିଣ୍ ଦିଆସ୍; ସେବାନ୍ୟା କଃଲେକ୍ ତୁମିମଃନ୍କାର୍ ପୁରିସ୍କାର୍ ବୁତେକ୍ ଅୟ୍ଦ୍ ଆର୍ ତୁମିମଃନ୍ ସଃବ୍କେ ଉଟ୍ୟା ମାପୁରାର୍ ହୟିସି ଅଃଉଆସ୍, କାୟିତାକ୍ବଃଲେକ୍ ଦନ୍ୟବାଦ୍ ନଃଦେତା ଲକ୍ମଃନ୍କେ ଆର୍ ଦୁସ୍ଟ୍ ଲକ୍ମଃନ୍କେ ଇସ୍ୱର୍ ଦଃୟା କଃରେଦ୍ ।