Casamento
O casamento é aliança sagrada instituída por Deus. Ele une marido e mulher em uma só carne — pacto de amor, fidelidade e companheirismo que reflete o amor de Cristo pela Igreja.
Fundamento divino
Não é bom que o homem esteja só. Deus criou o casamento como aliança de companheirismo, amor e fecundidade.
ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲା, ନର୍ଲକ୍ ଏକ୍ଲା ରଇବାଟା ଟିକ୍ ନାଇ, ମୁଇ ତାର୍ ପାଇଁ ସବୁବେଲେ ରଇ ଜିଇବା କାଇବାକେ ଗଟେକ୍ ମାଇଜି ଟକି ତିଆର୍ କର୍ବି ।
ସବୁଦିନର୍ ମାପ୍ରୁ ପର୍ମେସର୍ ଆଦମ୍କେ ମଲାପାରା ସୁଆଇ ଦେଇକରି ତାର୍ ଗଟେକ୍ ପାଞ୍ଜ୍ରାଆଡ୍ ନେଇକରି ସେ ଜାଗା ଲଗେ ମାଉଁସ୍ ଜଡିଦେଲା । ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଆଦମର୍ ଲଗେଆନି ଜନ୍ ପାଞ୍ଜ୍ରାଆଡ୍ ନେଇରଇଲା ସେଟା ସଙ୍ଗେ ଗଟେକ୍, ମାଇଜି ତିଆର୍ କରି ଆଦମର୍ ଲଗେ ଆନ୍ଲା । ତେବର୍ପାଇ ଆଦମ୍ କଇଲା, ଏତର୍ ଅଇଲା, ଏଟା ମର୍ ଆଡର୍ ଆଡ୍ ଆରି ମାଉଁସର୍ ମାଉଁସ୍, ଆର୍ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍ ଲକ୍ ତେଇ ଅନି ନେଇ ତିଆର୍ ଅଇଆଚେ । ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ । ଆଦମ୍ ଆରି ତାର୍ ମାଇଜି, ଦୁଇଲକ୍ ନାଙ୍ଗ୍ଲା ନାଙ୍ଗ୍ଲି ଅଇ ରଇଲେ ମିସା ସେମନ୍ ଲାଜ୍ ନ ଅଇତେ ରଇଲାଇ।
ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
ଆରି ସବୁବେଲର୍ ମାପ୍ରୁ ପର୍ମେସର୍ ଆଦମର୍ ଲଗେଆନି ଜନ୍ ପାଞ୍ଜ୍ରାଆଡ୍ ନେଇରଇଲା ସେଟା ସଙ୍ଗେ ଗଟେକ୍, ମାଇଜି ତିଆର୍ କରି ଆଦମର୍ ଲଗେ ଆନ୍ଲା । ତେବର୍ପାଇ ଆଦମ୍ କଇଲା, ଏତର୍ ଅଇଲା, ଏଟା ମର୍ ଆଡର୍ ଆଡ୍ ଆରି ମାଉଁସର୍ ମାଉଁସ୍, ଆର୍ ନାଉଁ ଅଇଲାନି ମାଇଜି, କାଇକେ ବଇଲେ ନର୍ ଲକ୍ ତେଇ ଅନି ନେଇ ତିଆର୍ ଅଇଆଚେ । ସେଟାର୍ ପାଇଁ ମୁନୁସ୍ ନିଜର୍ ଆୟା ବାବାକେ ଚାଡି କରି ନିଜର୍ ମାଇଜିର୍ ଲଗେ ବାନ୍ଦିଅଇ କରି ରଇସି, ଆରି ସେମନ୍ ଗଟେକ୍ ଅଇ ରଇବାଇ ।
ତାର୍ପଚେ ପର୍ମେସର୍ କଇଲା, ମର୍ ନିଜର୍ ବାନିମୁର୍ତି ପାରା ଆରି ନିଜର୍ ପାରା କରି ଗଟେକ୍ ନର୍କେ ତିଆର୍ କର୍ବି। ସେମନ୍ ପାନି ତେଇ ଜିଇବା ମାଚ୍ ମନ୍କେ ଆରି ଉଡି ବୁଲ୍ବା ଚଡଇ ମନ୍କେ ଆରି ପସୁମନ୍କେ ଆରି ସବୁ ପୁର୍ତିବିର୍ ବୁଏଁ ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତୁ ସବୁକେ ସାସନ୍ କର୍ସି। ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା । ଆରି ପର୍ମେସର୍ ସେମନ୍କେ ଆସିର୍ବାଦ୍ କଲା; ଆରି, ପର୍ମେସର୍ ସେମନ୍କେ କଇଲା, ତମର୍ ଜାତିକୁଲ୍ ବେସି ଅଅତ୍, ଆରି ପୁର୍ତିବିସାରା ପୁରାପୁରୁନ୍ ଅଇକରି ବାସା ଅଅତ୍, ଆରି ପାନିଲଗେ ରଇବା ମାଚ୍ ମନ୍କେ ଆରି ଉଡିବୁଲ୍ବା ଚଡଇ ମନ୍କେ ଆରି ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତୁମନର୍ ଉପ୍ରେ ସାସନ୍ କରା ।
କଏନ ଆରି ଏବଲ୍
ଆଦମ୍ ନିଜର୍ ମାଇଁଜି ଅବାକେ ସୁଆବସା କଲାକେ, ସେ ଗାଗ୍ଡେ ଅଇ କଇନ୍ ନାଅଁର୍ ଗଟେକ୍ ପିଲା ଜନମ୍ ଅଇଲା, ତାର୍ ଅରତ୍ ଅଇଲାନି ଲାବ୍, ପର୍ମେସରର୍ ସାଇଜରେ ମକେ ଗଟେକ୍ ପିଲା ଜନମ୍ ଅଇଲା ।
ସେତ୍ ଆରି ଇନସ୍
ତାର୍ପଚେ ଆଦମ୍ ଆରି ଗଟେକ୍ ତର୍ ନିଜର୍ ମାଇଜି ସଙ୍ଗେ ସୁଆବସା କଲାକେ, ସେ ଗଟେକ୍ ପିଲା ଜନମ୍ କରି ତାର୍ ନାଉଁ ସେତ୍ ବଲି କରି ଦେଲାଇ, ସେଟାର୍ ପାଇଁ ସେ କଇଲା, ପର୍ମେସର୍ ଏବଲର୍ ବାଦୁଲେ ଆରି ଗଟେକ୍ ପିଲା ମକେ ଦେଲାଆଚେ, କାଇକେ ବଇଲେ କଇନ୍ ତାକେ ମର୍ତେ ମାରି ରଇଲା ।
Fidelidade conjugal
O que Deus ajuntou não separe o homem. O casamento deve ser honrado e o leito matrimonial preservado sem impureza.
ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।"
ଜିସୁ କଇଲା, "ସାସ୍ତରେ ପଡାସ୍ ନାଇ କି ? ଆଦିପୁର୍ବେ ପର୍ମେସର୍ ନର୍ ଲକ୍କେ ମୁନୁସ୍ ଆରି ମାଇଜି କରି ତିଆର୍ କଲା । ସେଡେବେଲେ ମାପ୍ରୁ କଇରଇଲା, ଏଟାର୍ ପାଇ ବଲି ମୁନୁସ୍, ତାର୍ ଆୟା ବାବାର୍ତେଇ ଅନି ବିନେ ଅଇସି ଆରି ସେମନ୍ ଦୁଇ ଲକ୍ ଗଟେକ୍ ଅଇବାଇ । ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।"
ସେଡେବେଲେ ମାପ୍ରୁ କଇରଇଲା, ଏଟାର୍ ପାଇ ବଲି ମୁନୁସ୍, ତାର୍ ଆୟା ବାବାର୍ତେଇ ଅନି ବିନେ ଅଇସି ଆରି ସେମନ୍ ଦୁଇ ଲକ୍ ଗଟେକ୍ ଅଇବାଇ । ଆରି ସେମନ୍ ଅଲ୍ଗା ନ ଅଅତ୍, ମିସି ରଇବାଇ । ସେମନ୍ ଦୁଇଲକ୍ ଇସାବେ ନ ରଅତ୍ । ଜନ୍ ଲକ୍ମନ୍କେ ପର୍ମେସର୍ ଜଡିଆଚେ, ଲକ୍ମନ୍ ସେମନ୍କେ ବେଗ୍ଲାଇବାଟା ଟିକ୍ନାଇ ।"
ଚାଡାମେଲା ବିସଇ ନେଇ ସିକିଆ
"ଜଦି କେ ମିସା ନିଜର୍ ମାଇଜିକେ ଚାଡିଦେବାକେ ମନ୍ କଲାନି, ସେ ତାକେ ରାଜିନାମା ପତର୍ ଲେକି ଚାଡିଦେଅ । ଏ ସିକିଆ ତମେ ଆଗ୍ତୁ ପାଇଆଚାସ୍ । ମାତର୍ ମୁଇ କଇଲିନି, ଜେକି ନିଜର୍ ମାଇଜିକେ ବେସିଆ କାମ୍ ଚାଡି ଅଲ୍ଗା ଦସ୍ ଦାରି ଚାଡ୍ସି, ସେ ତାକେ ପାଦ୍ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍ଲା ମାଇଜିକେ ବିବା ଅଇସି, ସେ ପାଦ୍ରା ଅଇସି ।"
ବେସିଆ କାମ୍ ବିସଇ ନେଇ ସିକିଆ
"ବେସିଆ କାମ୍ କରାନାଇ, ତମେ ପୁରୁବେ ଅନି ଏ ଆଦେସ୍ ସୁନି ଆସିଆଚାସ୍ । ମାତର୍ ମୁଇ ତମ୍କେ କଇଲିନି, ଜେ ମିସା ବିନ୍ ମାଇଜିକେ ବେସିଆକାମ୍ ଇସାବେ ଆଁକି ଦେକ୍ସି, ସେ ତାର୍ ସଙ୍ଗ୍ ମନେ ମନେ ବେସିଆ କାମର୍ ଅପ୍ରାଦ୍ କଲାଆଚେ ।
ସେମନ୍ କଇଲାଇ, "ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାର୍ ରାଜିନାମା ପତର୍ ଲେକି ତାକେ ଦେଲାପଚେ ତାକେ ପାଟାଇଦେଇ ଅଇସି ବଲି ମସା କଇଲା ଆଚେ ।"
ଜିସୁ ସେମନ୍କେ କଇଲା, "ମସା କାଇକେ ଏନ୍ତି ଲେକିରଇଲା ବଇଲେ, ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଡାଟ୍ ରଇଲାଟା ଦେକିକରି ସେ, ଏ ଆଦେସ୍ ଲେକିଦେଲା ଆଚେ । ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ପର୍ମେସର୍ ମାଇଜି ଆରି ମୁନୁସ୍ କରି ତିଆର୍କଲା ଆଚେ । ସେଟାର୍ପାଇଁ ଗଟେକ୍ ମୁନୁସ୍ ତାର୍ ବାବା ମାକେ ଚାଡିକରି ତାର୍ ମାଇଜି ସଙ୍ଗ୍ ମିସ୍ସି । ସେ ଦୁଇଲକ୍ ଗଟେକ୍ ଅଇବାଇ, ଆରି ସେମନ୍ ଦୁଇଲକ୍ ଇସାବେ ନ ରଅତ୍, ମାତର୍ ଗଟେକ୍ ଲକ୍ ଇସାବେ ରଇବାଇ । ସେଟାର୍ପାଇଁ ପର୍ମେସର୍ ଜନ୍ ଦୁଇଲକ୍କେ ମିସାଇଆଚେ, କେ ମିସା ସେମନ୍କେ ବିନେ ନ ବେଗ୍ଲାଅତ୍ ।"
ଆରି ସେନ୍ତି ସେ ଜନ୍ ମାଇଜିଟକି ତାର୍ ମୁନୁସ୍କେ ଚାଡ୍ ପତର୍ ଦେଇ, ବିନ୍ ମୁନୁସ୍କେ ବିବା ଅଇସି ବଇଲେ ସେ ମିସା ପର୍ତୁମ୍ ମନସ୍ ବିରୁଦେ ପାଦ୍ରି କାମ୍ କଲାନି ।" ବଲିକରି କଇଲା ।
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
Amor como Cristo
Maridos, amai vossas mulheres como Cristo amou a igreja. O amor conjugal reflete o evangelho em ação.
ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା । କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା ।
ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା । କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା । ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କୁରାଇସି ।
ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା । କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା । ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କୁରାଇସି । ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି । କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି । କାଇକେବଇଲେ ଆମେ ସବୁ ତାର୍ ଗାଗଡର୍ ବାଗ୍ ଅଇଆଚୁ ।
ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି ।
ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି । କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି । କାଇକେବଇଲେ ଆମେ ସବୁ ତାର୍ ଗାଗଡର୍ ବାଗ୍ ଅଇଆଚୁ ।
ଏ ମାଇଜିମନ୍ ତମେ ଜେନ୍ତାର୍ ମାପ୍ରୁକେ ସର୍ପିଅଇ ଆଚାସ୍, ସେନ୍ତାରି ତମର୍ ନିଜର୍ ନିଜର୍ ମୁନୁସ୍କେ ମିସା ସର୍ପି ଉଆ । କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ । ତେବର୍ପାଇ ମଣ୍ଡ୍ଲି ଜେନ୍ତାର୍ କିରିସ୍ଟକେ ସର୍ପି ଅଇସି, ସେନ୍ତାରି ଏ ମାଇଜିମନ୍, ତମେ ମିସା ସବୁ ବିସଇତେଇ ତମର୍ ମନସ୍ମନର୍ ଟାନେ ସର୍ପି ଅଇବାର୍ଆଚେ ।
ଏ ମାଇଜିମନ୍ ତମେ ଜେନ୍ତାର୍ ମାପ୍ରୁକେ ସର୍ପିଅଇ ଆଚାସ୍, ସେନ୍ତାରି ତମର୍ ନିଜର୍ ନିଜର୍ ମୁନୁସ୍କେ ମିସା ସର୍ପି ଉଆ । କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ ।
ଏ ମାଇଜିମନ୍ ତମେ ଜେନ୍ତାର୍ ମାପ୍ରୁକେ ସର୍ପିଅଇ ଆଚାସ୍, ସେନ୍ତାରି ତମର୍ ନିଜର୍ ନିଜର୍ ମୁନୁସ୍କେ ମିସା ସର୍ପି ଉଆ । କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ । ତେବର୍ପାଇ ମଣ୍ଡ୍ଲି ଜେନ୍ତାର୍ କିରିସ୍ଟକେ ସର୍ପି ଅଇସି, ସେନ୍ତାରି ଏ ମାଇଜିମନ୍, ତମେ ମିସା ସବୁ ବିସଇତେଇ ତମର୍ ମନସ୍ମନର୍ ଟାନେ ସର୍ପି ଅଇବାର୍ଆଚେ ।
ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା । କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା । ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କୁରାଇସି । ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି । କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି । କାଇକେବଇଲେ ଆମେ ସବୁ ତାର୍ ଗାଗଡର୍ ବାଗ୍ ଅଇଆଚୁ ।
ଏଟାର୍ପାଇ ଦରମ୍ ସାସ୍ତରେ ଲେକାଅଇଆଚେ ମୁନୁସ୍ ତାର୍ ନିଜର୍ ଆୟା ବାବାକେ ଚାଡି ନିଜର୍ ମାଇଜିର୍ ସଙ୍ଗ୍ ମିସି ଜାଇସି । ଆରି ସେ ଦୁଇଲକ୍ ମିସି ଗଟେକ୍ ଅଇବାଇ । ଏଟା ଗଟେକ୍ ବଡ୍ ଲୁଚି ରଇବା ବିସଇ । ମାତର୍ ମୁଇ କିରିସ୍ଟ ଆରି ମଣ୍ଡଲି ବିତ୍ରେ ମିସିବିଡି ରଇବା ବିସଇ କାତା ଅଇଲିନି । ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ଏଟାର୍ପାଇ ଦରମ୍ ସାସ୍ତରେ ଲେକାଅଇଆଚେ ମୁନୁସ୍ ତାର୍ ନିଜର୍ ଆୟା ବାବାକେ ଚାଡି ନିଜର୍ ମାଇଜିର୍ ସଙ୍ଗ୍ ମିସି ଜାଇସି । ଆରି ସେ ଦୁଇଲକ୍ ମିସି ଗଟେକ୍ ଅଇବାଇ ।
ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ମାତର୍ ତମର୍ ବିତ୍ରେ ବେସିଆ ଇସାବେ ରଇବା ଚଲାଚଲ୍ତି, କି କାଇ ରକାମର୍ ସୁକଲ୍ ନ ଅଇବାଟା କି ଲବ୍ ଅଇବାଟା ଆଚେ, ବଲି ବିନ୍ ଲକ୍ମନ୍ ନ କଅତ୍ । କାଇକେବଇଲେ ଏଟା ସବୁ ପର୍ମେସରର୍ ସୁକଲ୍ ଲକ୍ମନ୍ କର୍ବା ଟିକ୍ ବିସଇ ନଏ ।
Submissão e respeito
Mulheres, sujeitem-se aos próprios maridos. Maridos, convivam com as esposas com conhecimento e honra.
ନୁଆ ଜିବନର୍
ଏ ମାଇଜିମନ୍, ତମେ ନିଜର୍ ନିଜର୍ ମୁନୁସ୍ମନର୍ କାତା ମାନିକରି ରୁଆ । ଜିସୁ କିରିସ୍ଟର୍ ସଙ୍ଗ୍ ମିସିରଇଲାର୍ ପାଇ ଏନ୍ତାରି କର୍ବାଟା ନିକ ।
ଏ ମୁନୁସ୍ମନ୍, ତମେ ନିଜର୍ ନିଜର୍ ମାଇଜିମନ୍କେ ଆଲାଦ୍ କରି ଦରମ୍ ଉଆ ।
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି । ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ । ତମେ କାଇଟା ମିସା କଇଲେ କି କଲେ, ସେ ସବୁ ମାପ୍ରୁ ଜିସୁର୍ ନାଉଁଦାରି ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି ।
ପୁର୍ନା ଆରି ନୁଆ ଜିବନ୍
ତମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ପାପ୍ କାମ୍ କର୍ତେରଇଲାସ୍, ସେଟାମନ୍ ଆରି କରାନାଇ । ଜେନ୍ତାରି କି ବେସିଆ କାମ୍, ସୁକଲ୍ ନ ରଇବା ଚଲାଚଲ୍ତି, ଗାଗଡର୍ ଲାଲ୍ସାଅଇବାଟା, କାରାପ୍ ବିସଇ ମନ୍ କର୍ବାଟା, ଆରି ଲବ୍ ଅଇବାଟା, ଏ ସବୁ ବିସଇ ପୁତ୍ଲାମନ୍କେ ଜୁଆର୍ କର୍ବାଟା ସଙ୍ଗ୍ ସମାନ୍ ।
ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍ମନ୍, ନିଜର୍ ମାଇଜିମନର୍ ସଙ୍ଗ୍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍କେ ତମର୍ଟାନେଅନି ଉନା ବପୁଆଚେ । ସେମନ୍କେ ସନ୍ମାନ୍ ଦିଆସ୍, କାଇକେବଇଲେ ପର୍ମେସର୍ ଦେବା ନ ସାର୍ବା ଜିବନ୍ ତମର୍ ସଙ୍ଗ୍ ସେମନ୍କେ ମିସା ମିଲ୍ସି । ତମର୍ ପାର୍ତନା କର୍ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍ ମାନିକରି ରୁଆ ।
ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍ମନ୍, ନିଜର୍ ମାଇଜିମନର୍ ସଙ୍ଗ୍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍କେ ତମର୍ଟାନେଅନି ଉନା ବପୁଆଚେ । ସେମନ୍କେ ସନ୍ମାନ୍ ଦିଆସ୍, କାଇକେବଇଲେ ପର୍ମେସର୍ ଦେବା ନ ସାର୍ବା ଜିବନ୍ ତମର୍ ସଙ୍ଗ୍ ସେମନ୍କେ ମିସା ମିଲ୍ସି । ତମର୍ ପାର୍ତନା କର୍ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍ ମାନିକରି ରୁଆ ।
Pureza no casamento
Não adulterarás. A impureza sexual destrói alianças e famílias. Deus chama à santidade no matrimônio.
ତମେ ବେସିଆ କାମ୍ କରା ନାଇ,
ତମେ ତମର୍ ସାଇପଡିସାର୍ ଗର୍କେ ଲବ୍ କରା ନାଇ, ତମେ ନିଜର୍ ସାଇପଡିସାର୍ ମାଇଜିକେ କି ଦାସ୍, କି ଦାସିକେ, କି ତାର୍ ଗରୁ, କି ଗଦ, କି ତମର୍ ସାଇପଡିସାର୍ କାଇ ବସ୍ତୁ କେ ଲବ୍ ଉଆ ନାଇ।
ଉଁ ସେଟା ସତ୍, ମାତର୍ ବେସି ଲକ୍ ବେବିଚାର୍ କାମେ ଚଲାଚଲ୍ତି କଲାଇନି । ମୁଇ କଇଲିନି ଗଟେକ୍ ଗଟେକ୍ ମୁନୁସ୍କେ ତାର୍ ନିଜର୍ ମାଇଜି ଆରି ଗଟେକ୍ ଗଟେକ୍ ମାଇଜିକେ ତାର୍ ନିଜର୍ ମୁନୁସ୍ ରଇବାର୍ ଆଚେ ।
ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ । ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ ।
ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ । ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ । ଦୁଇ ମାଇଜି ମୁନୁସ୍ ବେଗ୍ଲିକରି ନ ରଅତ୍ । ମାତର୍ ବେଗ୍ଲିକରି ରଇବାର୍ ଆଲେ, ଦୁଇ ଲକ୍ ରାଜି ଉଆ । ଜେନ୍ତାରି କି ସେ ବେଗ୍ଲି ରଇବା ବେଲାଇ, ପାର୍ତନା କରିଅଇସି । ମାତର୍ ତାର୍ପଚେ ଆରିତରେକ୍ ଆସି ମିସାଆ । ଏନ୍ତାରିକଲେ ସଇତାନର୍ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍କେ ମୁର୍ଚିକରି ରଇବା ବପୁ ଉନା ଆଚେ ।
ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ । ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ । ଦୁଇ ମାଇଜି ମୁନୁସ୍ ବେଗ୍ଲିକରି ନ ରଅତ୍ । ମାତର୍ ବେଗ୍ଲିକରି ରଇବାର୍ ଆଲେ, ଦୁଇ ଲକ୍ ରାଜି ଉଆ । ଜେନ୍ତାରି କି ସେ ବେଗ୍ଲି ରଇବା ବେଲାଇ, ପାର୍ତନା କରିଅଇସି । ମାତର୍ ତାର୍ପଚେ ଆରିତରେକ୍ ଆସି ମିସାଆ । ଏନ୍ତାରିକଲେ ସଇତାନର୍ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍କେ ମୁର୍ଚିକରି ରଇବା ବପୁ ଉନା ଆଚେ ।
ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍କେ କଇଲିନି, ତମେ ମର୍ ପାରା ଏକ୍ଲା ରଇଲେ ତମର୍ପାଇ ନିକ ଅଇସି । ମାତର୍ ତମେ ଜଦି ମନର୍ ଲାଲ୍ସା ମୁର୍ଚିକରି ରଇ ନାପାର୍ଲାସ୍ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
ମାତର୍ ବିବା ଅଇବା ବିସ୍ବାସିମନ୍କେ ମୁଇ ଆଦେସ୍ ଦେଲିନି, ମୁଇ ଦେଇ ନାଇ ମାତର୍ ମାପ୍ରୁ ଦେଲାନି । ଜଦି ତମେ ଗଟେକ୍ ବିବାଇ ମାଇଜି, ସେନ୍ତାର୍ ଆଲେ ମୁନୁସ୍କେ ଚାଡି ବିନେ ନ ରୁଆ । ଜଦି ତାକେ ଚାଡ୍ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍ ତର୍ ନିଜର୍ ମୁନୁସ୍ ସଙ୍ଗ୍ ମିସା । ଜଦି ତମେ ବିବାଇ ମୁନୁସ୍, ନିଜର୍ ମାଇଜିକେ ନ ଚାଡା ।
କାଇକେବଇଲେ ଜଦି ତମେ ଗଟେକ୍ ବିସ୍ବାସି ମାଇଜି, ବିସ୍ବାସ୍ ନ କର୍ବା ମୁନୁସ୍କେ ବିବା ଅଇଆଚାସ୍, ତର୍ ମୁନୁସ୍ ତର୍ ସଙ୍ଗ୍ ମିସ୍ଲାର୍ପାଇ ତାକେ ପର୍ମେସର୍ ତାର୍ ନିଜର୍ ସୁକଲ୍ ଲକ୍ କଲାଆଚେ । ସେନ୍ତାରିସେ ବିସ୍ବାସ୍ ନ କରିରଇବା ମାଇଜିକେ, ପର୍ମେସର୍ ଡାକ୍ଲା ଆଚେ । କାଇକେବଇଲେ ସେ ବିସ୍ବାସ୍ କର୍ବା ମନସ୍ ସଙ୍ଗ୍ ମିସ୍ଲା ଆଚେ । ଏନ୍ତାରି ନ ରଇଲେ ତମର୍ ପିଲାମନ୍ ବିସ୍ବାସ୍ ନ କର୍ବା ଲକର୍ ପିଲାମନର୍ପାରା ଅଇତାଇ । ମାତର୍ ଏବେ ସେମନ୍କେ ମିସା ପର୍ମେସର୍ ତାର୍ ନିଜର୍ ଲକ୍ କଲାଆଚେ ।
ମାତର୍ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍ମନ୍ ସବୁବେଲେ ମାପ୍ରୁର୍ ସେବା କାମ୍ କର୍ବାକେ ମନ୍ କର । କାଇକେବଇଲେ ମାପ୍ରୁକେ ସାର୍ଦା କରାଇବାଟା ତାର୍ ମୁକିଅ କାମ୍ । ମାତର୍ ଜେ ବିବାଅଇଆଚେ, ସେ ଏ ଜଗତର୍ ସବୁ ବିସଇନେଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ମାଇଜିକେ ସାର୍ଦାସଙ୍ଗ୍ ରକ୍ବାକେ ମନ୍ କର୍ସି । ସେନ୍ତିସେ ତାର୍ ମନ୍ ଦୁଇବାଟେ ଜିକ୍ଟାନ୍ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍ଡି ମାପ୍ରୁର୍ କାମର୍ ବିସଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ଗାଗଡ୍ ଆରି ଆତ୍ମା ପର୍ମେସର୍କେ ସର୍ପି ଦେବାକେ ମନ୍ କର୍ସି । ମାତର୍ ବିବା ଅଇଲା ମାଇଜି ଏ ଜଗତର୍ ସବୁଦିନର୍ ବିସଇ ଚିନ୍ତା କର୍ସି । କାଇକେ ବଇଲେ ତାର୍ ମୁନୁସ୍କେ ସାର୍ଦା କର୍ବାକେ ସେ ବାବ୍ତେ ରଇସି ।
ମୁନୁସ୍ ଜିବନ୍ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍ ମରିଜାଇସି, ତେବେ ମାଇଜି ମାପ୍ରୁକେ ବିସ୍ବାସ୍ କର୍ବା ଲକ୍କେ, କାକେ ମିସା ବିବା ଅଇପାର୍ସି ।
ବିବା ବିସଇରେ ନିୟମ୍
ଏବେ ତମେ ଲେକ୍ଲାଟାନେ ଜନ୍ ସବୁ ବିସଇ ଆଚେ, ସେ ସବୁର୍ ଉତର୍ ମୁଇ ଦେବି । ତମେ ପାଚାରିରଇଲାସ୍ ବିସ୍ବାସିମନ୍ ବିବା ନ ଅଇବାଟା ନିକ କି ? ଉଁ ସେଟା ସତ୍, ମାତର୍ ବେସି ଲକ୍ ବେବିଚାର୍ କାମେ ଚଲାଚଲ୍ତି କଲାଇନି । ମୁଇ କଇଲିନି ଗଟେକ୍ ଗଟେକ୍ ମୁନୁସ୍କେ ତାର୍ ନିଜର୍ ମାଇଜି ଆରି ଗଟେକ୍ ଗଟେକ୍ ମାଇଜିକେ ତାର୍ ନିଜର୍ ମୁନୁସ୍ ରଇବାର୍ ଆଚେ ।
ବେବିଚାର୍ କାମେଅନି ଦୁରିକେ ରୁଆ । ଲକ୍ମନ୍ କାଇ ବିନ୍ ପାପ୍ କଲେ ମିସା, ସେଟା ତାର୍ ଗାଗଡର୍ ବିରୁଦେ ନଏଁ । ମାତର୍ ଜେ ବେବିଚାର୍ କାମ୍ କର୍ସି, ସେ ନିଜର୍ ଗାଗଡ୍ ବିରୁଦେ ପାପ୍ କର୍ସି । ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ । କାଇକେବଇଲେ ପର୍ମେସର୍ ତମ୍କେ ଜବର୍ ଦାମ୍ ଦେଇକରି ଗେନିଆଚେ, ସେଟାର୍ ପାଇ ତମର୍ ଗାଗ୍ଡର୍ କାମ୍ ସଙ୍ଗ୍ ପର୍ମେସରର୍ ମଇମା କରା ।
କେତେଲକ୍ କଇବାଇ, ପେଟ୍ ଜଦି କାଦି କାଇବାକେ ମନ୍ କଲାନି ବଇଲେ କାଦି କାଇବାଟା ନିକ, । ମାତର୍ ମୁଇ କଇଲିନି, ପର୍ମେସର୍ ଗଟେକ୍ ଦିନ୍ ଏ ଦୁଇଟାକେ ମିସା କୁରୁପ୍ନାସ୍ କର୍ସି । ଗାଗଡ୍ ବେବିଚାର୍ କାମ୍ କର୍ବାକେ ନାଇ, ମାତର୍ ମାପ୍ରୁର୍ ସେବା କର୍ବାକେ ଲାଗ । ଗାଗଡ୍କେ ଦର୍କାର୍ ଅଇବାଟା ମାପ୍ରୁ ଜାଗାଇସି । ପର୍ମେସର୍, ମାପ୍ରୁ ଜିସୁକେ ତାର୍ ନିଜର୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା । ସେନ୍ତାରିସେ ଆମ୍କେ ମିସା ଉଟାଇସି, ।
ମନେରଅ ଜନ୍ ଲକ୍ମନ୍ ପାପେରଇକରି ବଁଚ୍ବାଇ ସେମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ । ନିଜେ ନାଡାଇ ଉଆନାଇ । ଜନ୍ ଲକ୍ମନ୍ ନିୟମ୍ ବିରୁଦେ ଚଲାଚଲ୍ତି କଲାଇନି କି ମୁର୍ତି ପୁଜା କଲାଇନି କି ବେବିଚାର୍ କାମ୍ କଲାଇନି କି ମନସ୍ ମନସ୍ ବିତ୍ରେ ଆରି ମାଇଜି ମାଇଜି ବିତ୍ରେ ଅଇବା କାରାପ୍ କାମ୍ କଲାଇନି, ବେସିଆ କାମ୍ କଲାଇନି, ଚର୍ନା ଅଇଲାନି, କି ଦନ୍ ଲବ୍ରା ଅଇଲାନି, ମାତୁଆଲ୍ କି ନିନ୍ଦା କର୍ବାଲକ୍ ଅଇଲାନି କି ଅଲ୍ଗା ଲକର୍ ଜିନିସ୍ ଚରାଇବା ଲକ୍ ଅଇଲାନି, ଏମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ ।
ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ । ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ । ଆମେ ଦରମ୍ ନଇଲାଟାକେ ଦେକି ସାର୍ଦା ନ ଅଉଁ, ମାତର୍ ସତ୍ ଟାନେ ସାର୍ଦା ଅଇବୁ । ସବୁ ବିସ୍ବାସ୍ କର୍ବୁ, ସବୁଟା ଆସାକର୍ବୁ, ସବୁବିସଇ ମୁରଚ୍ବାଟା ନ ଚାଡୁ ।
କିରିସ୍ଟକେ ମୁକା ମୁକା କରି ବାଗ୍ ବାଗ୍ କଲାପାରା ଦଲ୍ ଅଇଆଚାସ୍ । ମୁଇ ପାଉଲ୍, ତମର୍ ପାଇ କୁର୍ସେ ମରିରଇଲି କି ? କି ତମେ ପାଉଲର୍ ନାଉଁ ଦାରି ଡୁବନ୍ ନେଇରଇଲାସ୍ ?
ସେଟାର୍ପାଇଁ କିରିସ୍ପ ଆରି ଗାଅକେ ଚାଡ୍ଲେ ତମର୍ ବିତ୍ରେ ଆରି କାକେ ମିସା ଡୁବନ୍ ଦେଇ ନାଇ ବଲି ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ତମେ ମର୍ ନାଉଁ ଦାରି ଡୁବନ୍ ନେଇଆଚାସ୍ ବଲି କେଡେବେଲେ କେ ମିସା କଇଦେବାଇ । ଉଁ ତିପାନ୍କେ ଆରି ତାର୍ କୁଟୁମର୍ ଲକ୍କେ ମିସା ଡୁବନ୍ ଦେଇରଇଲି । ଆରି କାକେ ଡୁବନ୍ ଦେଲିଆଚି କି ନାଇ ବଲି ମକେ ଏତ୍ ଆସେ ନାଇ । କାଇକେବଇଲେ କିରିସ୍ଟ ମକେ ଡୁବନ୍ ଦେବାକେ ପାଟାଏ ନାଇ, ନିମାନ୍ କବର୍ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍ମନର୍ ଗିଆନ୍ ଇସାବେ ସେଟା ମୁଇ କର୍ତି, ସେନ୍ତାର୍ ଆଲେ କିରିସ୍ଟର୍ କୁର୍ସର୍ କବରର୍ ବପୁ ଉନା ଅଇତା ।
ମଣ୍ଡଲିତେଇ ବେବିଚାର୍
ମୁଇ ସତ୍ସେ ସୁନ୍ଲି ଜେ, ତମର୍ ବିତ୍ରେ ବେସିଆ କାମ୍ ଆଚେ । ଆରି ଏନ୍ତାରି ବେସିଆ କାମ୍, ଜନ୍ଟାକି ବିସ୍ବାସ୍ ନ କଲା ଲକର୍ ବିତ୍ରେ ମିସା ନାଇ । ଜେନ୍ତାର୍କି ନିଜର୍ ସାନ୍ ଆୟାର୍ ସଙ୍ଗ୍ ସୁଆବସା ଅଇଲାନି । ଆରି ତମର୍ ବିତ୍ରେଅନି ଗଟେକ୍ ଲକ୍ ଏନ୍ତାରି କାମ୍ କଲାଆଚେ, ତେବେ ତମେ କାଇକେ ବଡ୍ପନ୍ ଦେକାଇଲାସ୍ନି ? ସେ କରିରଇବା ପାପ୍ କାମର୍ ଲାଗି ଲାଜ୍ ଅଇକରି ସେନ୍ତାରି ଲକ୍କେ ତମର୍ ବିତ୍ରେଅନି ବାର୍କରାଇ ଦେବାର୍ ରଇଲା ।
Sabedoria conjugal
Acha esposa, acha o bem. Bebe água da tua própria cisterna. A fidelidade conjugal é fonte de bênção permanente.
ଜନ୍ ଲକ୍ ମାଇଁଜି ପାଇସି, ସେ ନିମାନ୍ ଜିନିସ୍ ପାଇସି ଆରି ସବୁବେଲର୍ ମାପ୍ରୁର୍ ଲଗେ ଅନି ଆସିର୍ବାଦ୍ ପାଇସି ।
ଜନ୍ ଲକ୍ ମାଇଁଜି ପାଇସି, ସେ ନିମାନ୍ ଜିନିସ୍ ପାଇସି ଆରି ସବୁବେଲର୍ ମାପ୍ରୁର୍ ଲଗେ ଅନି ଆସିର୍ବାଦ୍ ପାଇସି ।
ଜନ୍ ଲକ୍ ମାଇଁଜି ପାଇସି, ସେ ନିମାନ୍ ଜିନିସ୍ ପାଇସି ଆରି ସବୁବେଲର୍ ମାପ୍ରୁର୍ ଲଗେ ଅନି ଆସିର୍ବାଦ୍ ପାଇସି ।
ଗର୍ ଆରି ଦନ୍ ଆନିଦାଦିମନର୍ ଲଗେ ଅନି ପାଇବାର୍ ଅଦିକାର୍; ମାତର୍ ବୁଦି ମତି ମାଇଁଜି ମାପ୍ରୁର୍ ଲଗେ ଅନି ପାଇବାଇ ।
ତମର୍ ଜର୍ନା ପାନି ଦନିଅ ଅ, ଆରି, ତୁଇ ଦାଙ୍ଗ୍ଡା ବେଲେ ବିବା ଅଇଲା ମାଇଜିର୍ ସଙ୍ଗେ ସାର୍ଦା କର୍ । ଆଲାଦର୍ ସୁନ୍ଦର୍ ଡଙ୍ଗରର୍ କଟ୍ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍ତି କର; ଆରି, ତାର୍ ଆଲାଦ୍ରେ ତୁଇ ସବୁବେଲେ ଲାଲାଇ ଅଇ ରଅ ।
କାଇକେବଇଲେ ପାଦ୍ରି ମାଇଜିମନ୍ ସୁଆଦ୍ ମୁଦୁର୍ କାତା କଇବାଇ, ତାର୍ ମୁଁ ଚିକ୍ ଚିକି ଜାଇତେ ରଇସି । ମାତର୍ ତାର୍ ସାରାସାରି ଦସା ପିତା ଗଚର୍ ରସ୍ପାରା, ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ପାରା ତିପ୍ ତିପା। ସେ ମରନ୍ ବାଟେ ଜାଇସି; ତାର୍ ପାଦ୍ ସିଦା ମସ୍ନେ ସେ ଅଦର୍ସି; ସେଟାର୍ପାଇଁ ସେ ତାର୍ ଜିବ୍ନେ ନିକ ବାଟ୍ ନ ମିଲେ; ସେ କେନେ ଗାଲେ ମିସା ଉପ୍ରେ ଉପ୍ରେ ଅଇସି, ମାତର୍ ସେ ସେଟା ନାଜାନେ। ସେଟାର୍ପାଇଁ ଏ ମର୍ ପିଲାମନ୍, ମର୍ କାତାକେ ସୁନା ଆରି ମର୍ କଇଲା ବାକିଅକେ ପାସ୍ରି ଜାଆ ନାଇଁ । ବିନ୍ ମାଇଁଜି ମନର୍ ଟାନେ ଅନି ତମେ ଦୁରିକେ ରୁଆ ଆରି ତାର୍ ଗରର୍ ଦୁଆରେ କି ଗରେ ଜାଆ ନାଇଁ । କେଜାନେ ଅଲ୍ଗା ଲକ୍ମନ୍ ତମର୍ ଇଜତ୍ ଜିକ୍ବାଇ ଆରି ବେଣ୍ଡିଆ ବେଲେ ମୁର୍କ ଲକ୍ମନ୍ ତକେ ମର୍ତେ ମାର୍ବାଇ ।
କାଇକେବଇଲେ ପାଦ୍ରି ମାଇଜିମନ୍ ସୁଆଦ୍ ମୁଦୁର୍ କାତା କଇବାଇ, ତାର୍ ମୁଁ ଚିକ୍ ଚିକି ଜାଇତେ ରଇସି । ମାତର୍ ତାର୍ ସାରାସାରି ଦସା ପିତା ଗଚର୍ ରସ୍ପାରା, ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ପାରା ତିପ୍ ତିପା। ସେ ମରନ୍ ବାଟେ ଜାଇସି; ତାର୍ ପାଦ୍ ସିଦା ମସ୍ନେ ସେ ଅଦର୍ସି; ସେଟାର୍ପାଇଁ ସେ ତାର୍ ଜିବ୍ନେ ନିକ ବାଟ୍ ନ ମିଲେ; ସେ କେନେ ଗାଲେ ମିସା ଉପ୍ରେ ଉପ୍ରେ ଅଇସି, ମାତର୍ ସେ ସେଟା ନାଜାନେ।
ବିନ୍ ମାଇଁଜି ମନର୍ ଟାନେ ଅନି ତମେ ଦୁରିକେ ରୁଆ ଆରି ତାର୍ ଗରର୍ ଦୁଆରେ କି ଗରେ ଜାଆ ନାଇଁ । କେଜାନେ ଅଲ୍ଗା ଲକ୍ମନ୍ ତମର୍ ଇଜତ୍ ଜିକ୍ବାଇ ଆରି ବେଣ୍ଡିଆ ବେଲେ ମୁର୍କ ଲକ୍ମନ୍ ତକେ ମର୍ତେ ମାର୍ବାଇ । କେଜାନେ ଚିନା ଜାନା ନଇଲା ଲକ୍ମନ୍ ତମର୍ ବପୁ ସଙ୍ଗେ ମିସ୍ବାଇ ଆରି ତମର୍ ଅରଜ୍ଲା ଦନ୍କେ ବିନ୍ ଦେସ୍ମନର୍ ଗରେ ସଙ୍ଗଇବାଇ; ଆରି ତର୍ ବଇସ୍ ସାରି ଆଇବା ସମୟ୍ରେ ତର୍ ମାଉସ୍ ଆରି ଗାଗଡ୍ ନସ୍ଟ ଅଇ ଆଇସି, ତୁଇ କେଜାନେ କାନ୍ଦ୍ସୁ, ଆରି କଇସୁ, ମୁଇ ସିକିଆ କେନ୍ତି ଗିନ୍ କଲି! ଆରି, ମର୍ ମନ୍ ନିମାନ୍ କାତାକେ କେନ୍ତି ସୁନେ ନାଇଁ ! ମୁଇଁ ମର୍ ମାସଟର୍ ମନର୍ କାତା ନ ମାନ୍ଲି ଆରି ଜନ୍ଲକ୍ ମନ୍ ମକେ ସିକିଆ ଦେଲାଇ, ସେମନର୍ କାତାକେ ମୁଇଁ ନ ସୁନ୍ଲି, ମୁଇଁ କୁଟୁମ୍ ଆରି ମଣ୍ଡଲିର୍ ସବୁ ରକାମ୍ ଟାନେ ଅରିଆନ୍ରେ ପଡ୍ଲି ।
ଆଲାଦର୍ ସୁନ୍ଦର୍ ଡଙ୍ଗରର୍ କଟ୍ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍ତି କର; ଆରି, ତାର୍ ଆଲାଦ୍ରେ ତୁଇ ସବୁବେଲେ ଲାଲାଇ ଅଇ ରଅ । ଏ ମର୍ ପିଲା, ଅଲ୍ଗା ମାଇଁଜି ମନ୍କେ ତୁଇ କାଇକେ ଲାଲ୍ସା କଲୁସ୍ନି ? ଆରି ଅଲ୍ଗା ମାଇଁଜିର୍ ପାନ୍ଦେ ତୁଇ କାଇକେ ପଡ୍ସୁ ?
ବିନ୍ ମାଇଁଜି ମନର୍ ସଙ୍ଗେ ଜନ୍ ଲକ୍ ଜାଇ ସୁଆବସା କର୍ସି, ସେ ସେ ରକାମ୍; ଜେ ତାକେ ଚିଇସି, ସେ ଡଣ୍ଡ୍ ପାଇସି ।
ଜନ୍ ମୁନୁସ୍ ନିଜର୍ ମାଇଁଜିକେ ଚାଡିକରି ଅଲ୍ଗା ମାଇଁଜି ମନର୍ ଲଗେ ଜାଇସି ସେ ବେସି କାରାପ୍ ଲକ୍; ସେ ନିଜର୍ ଜିବନ୍କେ ନସ୍ଟ କର୍ସି ।
ଜନ୍ ମୁନୁସ୍ ନିଜର୍ ମାଇଁଜିକେ ଚାଡିକରି ଅଲ୍ଗା ମାଇଁଜି ମନର୍ ଲଗେ ଜାଇସି ସେ ବେସି କାରାପ୍ ଲକ୍; ସେ ନିଜର୍ ଜିବନ୍କେ ନସ୍ଟ କର୍ସି । ସେ କସ୍ଟ ଆରି ଲାଜ୍ ପାଇସି; ଆରି, ତାର୍ ଦସ୍ କେବେ ମିସା ନ ଲୁଚେ । କାଇକେବଇଲେ ମାଇଁଜିର୍ ପାଇଁ ଇସାତଲା ଅଇଲେ ବେସି ରିସା ଅଇସି; ସେ ରିସା ଅଇଗାଲା ବଇଲେ କେବେ ମିସା କେମା ନ କରେ । ସେ କେତେକ୍ ବାବୁଜିଆ କଲେ ମିସା ରାଜି ନ ଅଏ; କି ତକେ ବେସି ଲାଚଁ ଦେବି ବଲି କଇଲେ ମିସା ସେ ନ ମାନେ।
ବୁଦିରଇଲା ମାଇଁଜି ନିଜର୍ ମୁନୁସର୍ ମୁକୁଟ୍ ପାରା; ମାତର୍ ବୁଦି ନଇଲା ମାଇଁଜି ତାର୍ ମୁନୁସ୍କେ ନସ୍ଟ କର୍ସି।
ନର୍ଲକ୍ମନର୍ ମନ୍ ନିଜର୍ ଇଣ୍ଡ୍ବା ବାଟ୍ ବିସଇ ଜଜ୍ନା କର୍ସି; ମାତର୍ ସବୁବେଲର୍ ମାପ୍ରୁ ତାର୍ ବାଟ୍ ତିଆର୍ କର୍ସି ।
ଟଣ୍ଡାଇ ମାଇଜି ସଙ୍ଗେ ମେଡ୍ଗରେ ରଇବା ବାଦୁଲେ ଗଟେକ୍ ମେଡ୍ ଗର୍ ଉପ୍ରର୍ କନେ ବାସାଅଇ ରଇବାଟା ନିକ ।
ଗୁନ୍ଚଲନ୍ ରଇବା ମାଇଁଜି
ଗୁନ୍ଚଲନ୍ ରଇଲା ମାଇଁଜି କେ ପାଇ ପାର୍ସି? ସେ ମତି ମୁକ୍ତାର୍ ତେଇଅନି ଅଦିକ୍ ମୁଲିଅର୍ ଦନ୍ ପାଇସି ।
Bíblia e casamento
Deus abomina o divórcio. A aliança matrimonial é reflexo da aliança de Deus com seu povo — sagrada e eterna.
ବିସ୍ବାସ୍ ନ କଲା ଲକ୍ମନର୍ ଟାନେ ଜାଚାଇ ଉଆନାଇ
ତମେ ବିସ୍ବାସ୍ ନ କର୍ବା ଲକ୍ମନର୍ ସଙ୍ଗ୍ ମିସିକରି କାମ୍ କରାନାଇ । ସେ କାମ୍ କେବେମିସା ନ ଅଏ । କାଇକେବଇଲେ ସତ୍ ଆରି ମିଚ୍ ମିସାଇ ନ ଅଏ । ଉଜଲ୍ ଆରି ଆନ୍ଦାର୍ ନ ମିସତ୍ ।
ଜେନ୍ତାରି କି ତମେ ବେସିଆ କାମ୍ଟାନେଅନି ବିନେ ରଇକରି, ସୁକଲ୍ ସଙ୍ଗ୍ ରଇବାଟା ପର୍ମେସର୍ ମନ୍ କଲାନି । ସବୁଲକ୍ ସୁକଲ୍ ଆରି ଆଲାଦ୍ସଙ୍ଗ୍ ନିଜର୍ ନିଜର୍ ମାଇଜିମନର୍ ସଙ୍ଗ୍ ରଇବାକେ ସିକା । ଆରି, ଜେନ୍ତିକି ବିସ୍ବାସ୍ ନ କଲା ଲକ୍ମନର୍ପାରା ପର୍ମେସରର୍ ବାକିଅ ନ ମାନିକରି ଆସାର୍ କାମ୍ କରାନାଇ ।
ଜାଗର୍ତା, କେ ମିସା କାର୍ଆଲେ ଅନିଆଇର୍ ବାଦୁଲେ ଅନିଆଇ ନ କରା । ତାର୍ ବାଦୁଲେ ନିଜର୍ ନିଜର୍ ବିତ୍ରେ ଆରି ସବୁଲକର୍ ପାଇ ସବୁବେଲେ ମଙ୍ଗଲ୍ କର୍ବାକେ ଚେସ୍ଟା କରା ।
ବେବିଚାର୍ କାମ୍ କରି ପାପ୍ କର୍ବାଇ, ମୁନୁସ୍ମୁନୁସ୍ ବିତ୍ରେ ଆରି ମାଇଜିମାଇଜି ବିତ୍ରେ ବେବିଚାର୍ କାମ୍ କର୍ବା ଲକ୍ମନର୍ପାଇ, ଗତିଦାଙ୍ଗ୍ଡା ଇସାବେ ଲକ୍ମନ୍କେ ବିକ୍ବା ସାଉକାର୍ ମନର୍ପାଇ, ଜନ୍ ଲକ୍ ସତ୍ କଅତ୍ନାଇ, ସତ୍ସେ କଇବି ବଲି କାତା ଦେଇରଇକରି ମିଚ୍ କଇବା ଲକ୍ମନର୍ପାଇ ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ବିରୁଦେ ଜେତ୍କି ସବୁ କାତା ଉଟ୍ସି, ସେ ସବୁର୍ପାଇ ।
ତେବର୍ପାଇ ଜେନ୍ତିକି ତାର୍ ଜିବନେ ବିନ୍ ଲକ୍ମନର୍ କାଇ ନିନ୍ଦା ନ ରଇବାର୍ । ସେ ଗଟେକ୍ ମାଇଜି ସଙ୍ଗଇରଇବାର୍ ଆଚେ । ନିଜେ ଜାଗ୍ରତ୍ ରଇକରି, ନିଜର୍ ଜିବନେ ସୁସ୍ତା ରଇକରି, ସବୁଲକର୍ ସନ୍ମାନ୍ ପାଇକରି, ଆଇଲା ଲକ୍ମନ୍କେ ଡାକିନେବା ପାରା ଲକ୍ ଅଇକରି, ଲକ୍ମନ୍କେ ବୁଦିର୍ କାତା ସିକାଇବା ଲକ୍ ଅଇ,
ସେବାକରୁ ଗଟେକ୍ ମାଇଜି ସଙ୍ଗଇ, ତାର୍ ପିଲାଟକିମନ୍କେ, ତାର୍ କୁଟୁମର୍ ବିନ୍ ଲକ୍ମନ୍କେ, ଆରି ଗତିଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଜତନ୍ କର୍ବାର୍ ଆଚେ ।
ଜନ୍ ଲକ୍କେ ତୁଇ ପାର୍ଚିନ୍ ଇସାବେ ବାଚ୍ସୁ, ସେ ଏନ୍ତାରି ଲକ୍ ଅଇବାର୍ ଆଚେ, କେ ମିସା ତାକେ ବୁଲ୍ କଲାନି ବଲି ଦସ୍ ଦେଇନାପାରତ୍ । ତାକେ ଗଟେକ୍ ସେ ମାଇଜି ରଇବାର୍ ଆଚେ । ତାର୍ ପିଲାଟକିମନ୍ କିରିସ୍ଟକେ ବିସ୍ବାସ୍ କର୍ବାର୍ ଆଚେ । ସେମନ୍ ନିକ ଚଲାଚଲ୍ତି କର୍ତେରଇବାର୍ ଆଚେ । ଜେନ୍ତାରି କି ତାକର୍ ଆୟାବାବାମନ୍କେ ମାନତ୍ ନାଇ କି ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାଇନି ବଲି ସେମନ୍କେ କେ ଦସ୍ ଦାରି ନାପାରତ୍ ।
Exemplos bíblicos
O Cântico dos Cânticos celebra o amor conjugal. A Bíblia honra o casamento em toda a sua beleza e profundidade.
ଆକାସ୍ ତଲେ ପର୍ମେସର୍ ତମ୍କେ ବଁଞ୍ଚ୍ବାକେ ଜେତ୍କି ଦିନ୍ ଦେଲା ଆଚେ, ସେତ୍କି ଦିନ୍ସେ ବଁଞ୍ଚ୍ସା, ସେଟାର୍ପାଇଁ ଜିବନ୍ ରଇବା ଜାକ ତମର୍ ଲାଡର୍ ମାଇଁଜି ପିଲା ସଙ୍ଗେ ଆରାମ୍ସେ ଜିଇ କାଇ ରୁଆ; କାଇକେବଇଲେ ଜିବନ୍ ରଇବା ଜାକ ଏ ପୁର୍ତିବିଟାନେ ତମେ ଜନ୍ ଜନ୍ କାମ୍ଦାମ୍ କଲାସ୍ନି, ସେ କାମର୍ ବିତ୍ରେ ଏଟା ଆକା ତମର୍ ବାଗ୍ ।
ଆକାସ୍ ତଲେ ପର୍ମେସର୍ ତମ୍କେ ବଁଞ୍ଚ୍ବାକେ ଜେତ୍କି ଦିନ୍ ଦେଲା ଆଚେ, ସେତ୍କି ଦିନ୍ସେ ବଁଞ୍ଚ୍ସା, ସେଟାର୍ପାଇଁ ଜିବନ୍ ରଇବା ଜାକ ତମର୍ ଲାଡର୍ ମାଇଁଜି ପିଲା ସଙ୍ଗେ ଆରାମ୍ସେ ଜିଇ କାଇ ରୁଆ; କାଇକେବଇଲେ ଜିବନ୍ ରଇବା ଜାକ ଏ ପୁର୍ତିବିଟାନେ ତମେ ଜନ୍ ଜନ୍ କାମ୍ଦାମ୍ କଲାସ୍ନି, ସେ କାମର୍ ବିତ୍ରେ ଏଟା ଆକା ତମର୍ ବାଗ୍ ।
ଗଟେକ୍ଲକର୍ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍ଟ କଲା ପଲ୍, ପାଇବାଇ। ସେମନର୍ ବିତ୍ରେ ଗଟେକ୍ ଲକ୍ ଅସୁବିଦା ଅଇଲେ ମିସା ଆରି ଗଟେକ୍ ଲକ୍ ସାଇଜ କର୍ସି; ମାତର୍ ଜେ ଗଟେକ୍ ଲକ୍ସେ ରଇସି ତାକେ କାଇ ଅସୁବିଦା ଅଇଲେ ମିସା ସାଇଜ କର୍ବାଲକ୍ କେ ନ ରଅତ୍, ସେ ଗଟେକ୍ କସ୍ଟ ପାଇବା ଲକ୍ । ଆରି ଦୁଇ ଲକ୍ ମିସିକରି ସଇଲେ ତାତି ପୁଟାଇ ଦେଇସି; ମାତର୍ ଏକ୍ଲା ସଇଲେ ଗରମ୍ ଲାଗ୍ସିକି? କେବେ ଜଦି କେ ଏକ୍ଲା ରଇବା ଲକ୍କେ ମାର୍ସି ବଇଲେ ଦୁଇଲକ୍ ଅଇକରି ତାକେ ମାର୍ବାକେ ଚେସ୍ଟା କର୍ବାଇ; ଆରି ତିନ୍ଟା ମିସାଇ ବଁଅଁଲା ଡର୍ ନ ଚିଡେ ।
Juízo e restauração
O Senhor é testemunha do pacto conjugal. Casamentos quebrados podem ser restaurados pelo poder e graça de Deus.
ମାତର୍ ଅବ୍ରାମର୍ ମାଇଜି ସାରିର୍ ପାଇ ସବୁବେଲର୍ ମାପ୍ରୁ ପାରକେ ଆରି ତାର୍ କୁଟୁମର୍ ଉପ୍ରେ ବଡ୍ ରଗ୍ ପାଟାଇଲା । ତାର୍ପଚେ ପାର ଅବ୍ରାମ୍କେ ଡାକି କଇଲା ତମେ ମର୍ ସଙ୍ଗେ ଏଟା କାଇକାତା କଲୁସ୍ ?
ଆଗାର ଆରି ଇସ୍ମାଇଲ୍
ଅବ୍ରାମର୍ ମାଇଜି ସାରିକେ ପିଲାଟକି ନ ଅଇ ରଇଲାଇ,ଆରି, ଆଗାର୍ ନାଉଁର୍ ଗଟେକ୍ ମିସରିଆ ଗତି ଦାଙ୍ଗ୍ଡି ରଇଲା । ତାର୍ପଚେ ସାରି ଅବ୍ରାମ୍କେ କଇଲା, ଦେକ୍ ସବୁବେଲର୍ ମାପ୍ରୁ ମକେ ବାଞ୍ଜି କରିଆଚେ, ସେଟାର୍ ପାଇ ମୁଇଁ ଗୁଆରି କଲିନି, ତୁଇ ମର୍ ଏ ଗତି ଦାଙ୍ଗ୍ଡି ସଙ୍ଗେ ସୁଆବସା କର୍, କେ ଜାନେ ମୁଇଁ ଆର୍ ପାଇଁ ପିଲା ପାଇ ପାର୍ବି କାଇକି । ତେବେ ଅବ୍ରାମ୍ ସାରିର୍ କାତାରେ ରାଜି ଅଇଲା । ଅବ୍ରାମ୍ କିଣାନ୍ ଦେସେ ଦସ୍ ବରସ୍ ବାସାକଲା ପଚେ, ତାର୍ ମାଇଁଜି ସାରି ନିଜର୍ ମିସିରିୟା ଗତି ଦାଙ୍ଗ୍ଡି ଆଗାର୍କେ ନେଇ ନିଜର୍ ମୁନୁସ୍ ଅବ୍ରାମ୍ ସଙ୍ଗେ ବିବା କରି ଦେଲା ।
ତାର୍ପଚେ ଗଟେକ୍ ଲକ୍ କଇଲା, ଆଇବା ବରସର୍ ଏ ମାସେ ଆରି ତରେକ୍ ଆମେ ବାଉଡି ଆଇବୁ, ଦେକା ସେବେଲେ ତର୍ ମାଇଜି ସାରାର୍ କଲେ ଗଟେକ୍ ପିଲା ଦାରି ରଇସି, ଏ କାତା ସାରା ତମୁର୍ ଦୁଆରର୍ ପଚ୍ବାଟେ ରଇ କରି ସୁନ୍ତେ ରଇଲା । ସେ ବେଲେ ଅବ୍ରାଆମ୍ ଆରି ସାରା ଡକ୍ରାଡକ୍ରି ଅଇକରି ବେସି ବଇସ୍ ଅଇଜାଇ ରଇଲାଇ, ଆରି ସାରାର୍ ପିଲାଟକି ଜନମ୍ ଦେବା ବଇସ୍ ସାରିଜାଇ ରଇଲା। ସେଟାର୍ ପାଇ ସାରା ଆଁସି କରି ମନେ ମନେ କଇଲା, ମୁଇ ଏ ଡକ୍ରି କାଲେ କାଇ ସାର୍ଦା କରି ପାର୍ବିତା କି ? ମର୍ ମୁନୁସ୍ ମିସା ତା ଡକ୍ରା ଅଇ ଗାଲାବେ ।
ମାତର୍ ସେ କୁଲ୍ ନିଜର୍ଟା ନ ଅଏ, ବଲିକରି ବାଇର୍ ମାଇଜିର୍ ସଙ୍ଗେ ମିସ୍ଲାବେଲେ ବାଇର୍ କୁଲ୍ ଜାତ୍ ନ କର୍ବା ଇଚାରେ ବୁଏଁ ଜରାଇ ଦେଲା। ତାର୍ ଏ ରକାମ୍ କାମ୍ ସବୁବେଲର୍ ମାପ୍ରୁର୍ ଲଗେ ବୁଲ୍ କାମ୍, ସେଟାର୍ ପାଇଁ ସେ ତାକେ ମିସା ମରାଇ ଦେଲା ।
ସବୁବେଲେ ସାନ୍ତି ରଇବା ନିଅମ୍
ଏ ବାଞ୍ଜିମାଇଁଜି, କେବେ ମିସା ପିଲା ଜନମ୍ ନ ଦେଇରଇବା ମାଇଜିମନ୍, ତମେ ଗିତ୍କୁଆ, ଆରି ଜନମ୍ କଲାବେଲର୍ ଦୁକା ଅଇଲେ, ତମେ ଆଉଲି ଅଇ କରି ଗିତ୍କଇ ସାର୍ଦା କରା, କାଇକେବଇଲେ ସବୁବେଲର୍ ମାପ୍ରୁ କଇଲାନି, ବିବା ଅଇଲା ମାଇଁଜିର୍ ପିଲାମନର୍ ତେଇଅନି ଟୁରାଟୁରି ପିଲାଜିଲା ଅଦିକ୍ ।
ମୁଇଁ ସବୁବେଲର୍ ମାପ୍ରୁର୍ ଲଗେ ବେସି ସାର୍ଦା କର୍ବି; ମର୍ ମନ୍ପରାନ୍ ମର୍ ପର୍ମେସରର୍ ଲଗେ ସାର୍ଦା ଅଇସି, କାଇକେ ବଇଲେ ବିବା ଦାଙ୍ଗ୍ଡା ଜେନ୍ତିକି ସାଜ୍ବାଜ୍ ଅଇସି, ଆରି କନିଆ ଦାଙ୍ଗ୍ଡା ଜେନ୍ତିକି ନିଜ୍କେ ବିବା ଅଇବାବେଲେ ସଜାଇ ଅଇସି, ସେ ରକାମ୍ ସେ ଉଦାର୍ କର୍ବା ବସ୍ତର୍ ସଙ୍ଗ୍ ମକେ ପିନ୍ଦାଇ ଆଚେ ଆରି ସୁକଲ୍ ରାଜ୍ ବସ୍ତର୍ ମକେ ଡାବାଇ ଆଚେ ।
ସେ ଦାପ୍ରେ, ଏଦେ ଦେକା ! ଆନା ନାଉଁର୍ ଗଟେକ୍ ମାଇଜି ବବିସତ୍ବକ୍ତା ତାକର୍ ଲଗେ ଆଇଲା । ସେ ଆସେର୍ ବଁସର୍ ପିନୁଏଲର୍ ଟକି, ସେ ବେସି ଡକ୍ରି ଅଇଜାଇରଇଲା । ବିବା ଅଇ ମୁନୁସ୍ ସଙ୍ଗ୍ ସାତ୍ ବରସ୍ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍ ଅଇରଇଲା ।
"ଜେଡେବେଲା ତମ୍କେ କାର୍ଆଲେ ବିବାଗରେ ଜିବାକେ ଡାକ୍ବାଇ, ସେବେଲା ମୁକିଅ ଲକ୍ମନ୍ ବସ୍ବା ଜାଗାଇ ଜାଇ ବସାନାଇ । କାଇକେ ବଇଲେ ସେମନ୍ ତମର୍ତେଇଅନି ବଡ୍ ଲକ୍କେ ମିସା ବିବାଟାନେ ଜିବାକେ ଡାକି ରଇବାଇ ।
"କେମିସା ନିଜର୍ ମାଇଜିକେ ଚାଡି ବିନ୍ଟା ଆନ୍ଲେ, ସେ ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଲକ୍ ଅଇଜାଇସି । ଆରି କେ, ସେ ଚାଡ୍ଲା ଦାଙ୍ଗ୍ଡିକେ ବିବା ଅଇସି ବଇଲେ ସେ ମିସା ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଆଚେ ।" ବଲି କଇଲା ।
ସେବେଲାଇ ନଅ ବଡେଟା ପାନିଜାଜେ ପୁର୍ବା ଦିନ୍ ଜାକ ଲକ୍ମନ୍ ଅବ୍କାସେ ରଇଲାଇ । ସେମନ୍ ବଜି କର୍ବାର୍, ଦାଙ୍ଗ୍ଡି ଆନ୍ବାର୍, ଆରି ଦାଙ୍ଗ୍ଡି ଦେବାର୍ କର୍ତେ ରଇଲାଇ । ପଚେ ବେସି ପାନିଅଇ ସବୁ ଡାବିଅଇଲା । ନଅ ଆରି ତାର୍ କୁଟୁମର୍ ଲକ୍କେ ଚାଡି ସବୁ ଲକ୍କେ ପାନି ବୁଡାଇ ପାକାଇଲାଇ ।
ଜିସୁ ଟିଆଅଇ ତାକେ ପାଚାର୍ଲା, "ସେ ଲକ୍ମନ୍ କେନେ ଗାଲାଇ ? ଇତି କେ ମିସା ତକେ ଦସ୍ ଦାର୍ବାକେ ନାଇ କି ?" ସେ କଇଲା, "ନାଇ ମାପ୍ରୁ କେ ମିସା ମକେ ଦସି ବଲି ବିଚାର୍ କରତ୍ ନାଇ ।" ଜିସୁ ତାକେ କଇଲା, "ମୁଇ ମିସା ତକେ ଦସି ବଲି ବିଚାର୍ ନ କରି । ମାତର୍ ଜା ଆରି ପାପ୍ କର୍ ନାଇ ।"
ଜନ୍ ଲକ୍ମନ୍ ମର୍ଲାଗି ନିଜର୍ ଗର୍, ବାଇ ବଇନି, ଆୟା ବାବା, ପିଲାଟକି ଆରି ଜମିବାଡି ଚାଡି ଆଚତ୍, ସେମନ୍ ତାର୍ ସଏ ଗୁନ୍ ଆସିର୍ବାଦ୍ ପାଇବାଇ, ଆରି ନ ସାର୍ବା ଜିବନ୍ ମିସା ପାଇବାଇ ।
ସେମନ୍ ଜିସୁକେ ପାଚାର୍ଲାଇ, "ଏ ଗୁରୁ, ଜଦି ଗଟେକ୍ ଲକ୍ ପିଲାଟକି ନ ଅଇତେ ମରିଜାଇସି, ତେବେ ମରିଜାଉର୍ ବାଇ ସେ ରାଣ୍ଡି ମାଇଜିକେ ସଙ୍ଗଇସି । ଆରି ତାକର୍ ଟାନେଅନି ଅଇଲା ପିଲାଜିଲା ସେ ମଲା ଲକର୍ପାଇ ଅଇସି ବଲି ମସା ନିୟମ୍ କଲା ଆଚେ ।
ମରିକରି ଉଟ୍ଲା ପଚେ, ମଲା ଲକ୍ମନ୍ ସରଗର୍ ଦୁତ୍ମନର୍ ପାରା ଅଇଜିବାଇ । ସେମନ୍ ଆରି ବିବା ନ ଅଅତ୍ କି ନ କରତ୍ ।
କାଇକେବଇଲେ ତାର୍ ମନେ ଜନମ୍ ଅଇଲା କାରାପ୍ ଚିନ୍ତାଇଅନି ସେ ନର୍ମାର୍ବାଟା, କାରାପ୍ କାମ୍ କର୍ବାଟା, ବେସିଆ କାମ୍ କର୍ବାଟା, ଚର୍ବାଟା, ମିଚ୍କାତା କଇବାଟା ଆରି ବିନ୍ଲକର୍ କୁଟ୍କାତା କଇବା ପାରା, ବିନ୍ ବିନ୍ ରକାମର୍ ନିୟମ୍ ନଇଲା କାମ୍ମନ୍ କର୍ସି ।"
ଗାଗଡର୍ କାମ୍ମନ୍ ତା ନିକ ସଙ୍ଗ୍ ଜାନା ପଡ୍ଲାନି, ବେସିଆ କାମ୍ କର୍ବାଟା, ସୁକଲ୍ ନଇଲାଟା, କାରାପ୍ ଇସାବେ ଦେକ୍ବାଟା, ପୁତ୍ଲାପୁଜା କର୍ବାଟା, ଜାଦୁବିଦିଆ କର୍ବାଟା, ଲାଗାଜଡା କରି ସତ୍ରୁ ଅଇବାଟା, ଆଁକାର୍ ଅଇବାଟା, ରିସା ଅଇବାଟା, କାମ୍ ଅଇଲାପଚେ ପାଚାରି ନ ଦେକ୍ବାଟା, ଦଲ୍ବିରଦି ଅଇବାଟା, କିରମାର୍ ଅଇବାଟା, ଇଁସାତଲା ଅଇବାଟା, ମାତୁଆଲ୍ ଅଇବାଟା, ମଜାମଜ୍ଲିସ୍ ଅଇବାଟା, ଏ ସବୁ କାମ୍ମନ୍ ମୁଇ ଆଗ୍ତୁ ଜେନ୍ତି ତମ୍କେ କଇରଇଲି, ସେଟାର୍ ପାଇ ଆରିତରେକ୍ କଇଦେଲିନି ଜେ, ଜନ୍ ଲକ୍ମନ୍ ଏନ୍ତାରି କାମ୍ କର୍ବାଇ, ସେମନ୍ ପରମେସରର୍ ରାଇଜେ ପୁର୍ବା ଅଦିକାର ପାଇ ନାପାରତ୍ ।
ବିବା ଅଇବା ବିସଇ ଦେକ୍ଲେ, ମୁନୁସ୍ ବଁଚି ରଇବା ଜାକ, ତାର୍ ମାଇଜି ସଙ୍ଗ୍ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍ ମୁନୁସ୍ ମରିଗାଲା ପଚେ ତାର୍ ମାଇଜି ଏ ନିୟମେଅନି ମୁକଲ୍ସି । ସେ ବଁଚି ରଇଲା ବେଲେ, ତାର୍ ମାଇଜି ଜଦି ବିନ୍ ମୁନୁସ୍କେ ବିବା ଅଇସି, ତେବେ ତାକେ ଚାଡ୍ରି ବଲି କଇବାଇ, ମାତର୍ ମୁନୁସର୍ ମରନ୍ ପଚେ ବିନ୍ ମୁନୁସ୍କେ ବିବା ଅଇଲେ, ତାକେ ଆରି ଚାଡ୍ରି ବଲି ନ କଅତ୍ । ନିୟମ୍ ଇସାବେ ସେ ଗଟେକ୍ ମୁକ୍ଲି ରଇବା ମାଇଜି ।
ମାତର୍ ତମର୍ ଚଲାଚଲ୍ତିତେଇ ଗଟେକ୍ ବିସଇ ମର୍ ମନ୍କେ ଜାଏନାଇ । ସେ ଜେଜେବଲ୍ ନାଉଁର୍ ମାଇଜିକେ ତମର୍ ଦଲେ ମିସାଇଲାସ୍ । ମୁଇ ନିଜେ ପର୍ମେସରର୍ ଦୁତ୍ ବଲାଇଅଇଲାନି । ମର୍ ଗତିଦାଙ୍ଗ୍ଡାମନ୍କେ ସେ ବେସିଆ କାମ୍ କର୍ବାକେ ସିକାଇଲାନି । ମୁର୍ତିମନ୍କେ ସର୍ପିଦେଇରଇବା କାଦି ମିସା କାଇବାକେ କଇଲାନି ।
ସେମନ୍ ଚରାଇବାଟା, ବେସିଆ କାମ୍ କର୍ବାଟା, ଜାଦୁ ମଁତର୍ କର୍ବାଟା ଆରି ନର୍ ମରାଇବାଟା ମିସା ଚାଡତ୍ନାଇ ।
ତାର୍ ବିଚାର୍ନା ଜାକ ସତ୍ ଆରି ଅନିଆଇ ନ ଅଇତେ ଜନ୍ ବେସିଆ ମାଇଜି ଗୁଲାଇ ଜଗତ୍କେ ତାର୍ କାରାପ୍ ଚଲାଚଲ୍ତି ସଙ୍ଗ୍ ନସାଇତେରଇଲା, ସେ ତାକେ ଦସ୍ ଦେଲାଆଚେ । ତାର୍ ଦାଙ୍ଗ୍ଡାମନ୍କେ ସେ ମରାଇଲାକେ ତାକେ ସେ ଡଣ୍ଡ୍ ଦେଲାଆଚେ ।