Comunhão com os irmãos
A comunhão com os irmãos é marca da igreja verdadeira. Os cristãos primevos perseveravam na comunhão — partindo pão, orando e encorajando-se mutuamente.
Comunhão verdadeira
Perseveravam na doutrina dos apóstolos e na comunhão. A comunhão autêntica envolve amor sacrificial e acolhimento mútuo.
ସେତାକ୍ ଜୁୟ୍ମଃନ୍ ପିତରାର୍ କଃତା ମଃନେ ବିସ୍ୱାସ୍ କଃଲାୟି, ସେମଃନ୍ ବାପ୍ତିସମ୍ ହାୟ୍ଲାୟ୍, ଆର୍ ସେ ଦିନ୍ ହାକାହାକି ତିନି ଅଃଜାର୍ ଲକ୍ ବିସ୍ୱାସି ଦଃଳେ ମିସ୍ଲାୟ୍ । ସେମଃନ୍ ପେରିତ୍ମଃନାର୍ ସିକ୍ୟାୟ୍, ସଃଙ୍ଗେ ରେତାର୍, ରୁଟି ବାଙ୍ଗ୍ତା ତଃୟ୍, ପାର୍ତ୍ନା କଃର୍ତା ତଃୟ୍ ମଃନ୍ହଃରାଣ୍ ଦଃୟ୍ରିଲାୟ୍ ।
ବିସ୍ୱାସିମଃନାର୍ ହଃତି ଦିନାର୍ ଜିବନ୍
ଆର୍ ଲକ୍ମଃନ୍ କାବା ଅୟ୍ଲାୟ୍, କାୟିତାକ୍ବଃଲେକ୍ ପେରିତ୍ମଃନ୍ ଗାଦେକ୍ କାବା ଅଃଉତା କାମ୍ ଆର୍ ଚିନ୍ମଃନ୍ ଦଃକାଉଁକ୍ ଦଃର୍ଲାୟ୍ । ମଃତର୍ ଜୁୟି ଲକ୍ମଃନ୍ ବିସ୍ୱାସ୍ କଃଲାୟି ସେମଃନ୍ ସଃବୁ ଗଟେକ୍ ଟାଣେ ରୁଣ୍ଡି ସଃବୁ ରଃକମାର୍ ଦଃନ୍ବିତ୍ ସଃବାର୍ ବଃଲି ବାବ୍ତି ରିଲାୟ୍ । ଆରେକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ସଃବୁ ରଃକମାର୍ ଦଃନ୍ସଃପତି ବିକିକଃରି ଜାର୍ ଜଃତେକ୍ ଲଳା ସଃବ୍କେ ବାଟାକଃରୁକ୍ ଦଃର୍ଲାୟ୍ । ଆର୍ ସେମଃନ୍ ଏକ୍ ମଃନ୍ ଅୟି ସଃବୁ ବିନ୍ ମନ୍ଦିରେ ରୁଣ୍ଡିରେତି ରିଲାୟ୍ ଆର୍ ଗଃରେ ଗଃରେ ରୁଟି ବାଙ୍ଗି କଃରି ସଃର୍ଦାୟ୍ ଆର୍ ସୁସାର୍ ମଃନେ କାଉଆ ହିଉଆ କଃର୍ତି ରିଲାୟ୍ ।
ଆର୍ ସେମଃନ୍ ଇସ୍ୱରାର୍ ଦଃୟାର୍ ଜଃଜ୍ମାନ୍ କଃର୍ତି ରିଲାୟ୍ ଆର୍ ସଃବୁ ଲକାର୍ ଗଃର୍ ମଃନ୍କେ ଜାତି ରିଲାୟ୍, ଆରେକ୍ ମାପୁର୍ ହାହେ ହୁଣି ମୁକ୍ତି ହାୟ୍ଲା ଲକ୍ମଃନ୍କେ ହଃତିଦିନ୍ ସେମଃନାର୍ ଦଃଳେ ମିସାଉତି ରିଲାୟ୍ ।
ଆରେକ୍ ଲାଡ୍ ଆର୍ ସଃତ୍ କାମେ କଃତା ସିକାଉଁକ୍ ଏକ୍ଆରେକାର୍ ବିସୟେ ମଃନ୍ ଦେଉଁଆ । ଆର୍ କେକେ ଜଃନ୍କଃରି ମଣ୍ଡ୍ଳିର୍ ପାର୍ତ୍ନା ଚାଡି ରେତି, ଅଃମିମଃନ୍ ସେବାନ୍ୟା କଃରୁ ନଃଚୁଆଁ, ମଃତର୍ ଏକ୍ଆରେକ୍କେ ସାସ୍ ଦେଉଁଆ, ମୁଳ୍କଃରି ଜଃଡେବଃଳ୍ ତୁମିମଃନ୍ ମାପୁରାର୍ ଦିନ୍ ଚଃମେ ଅୟି ଆସୁଲି ବଃଲି ଦଃକୁଲାସ୍ ।
ସଃଙ୍ଗାର୍ ମଲ୍
ଏକ୍ଲା ଟାଣୁ ଦୁୟ୍ଲକ୍, ନିକା କାୟତାକ୍ବଃଲେକ୍ ସେମଃନ୍ ନିଜାର୍ କଃସ୍ଟାର୍ ବଃଲ୍ ହଃଳ୍ ହାଉତି। ସେମଃନ୍ ଅଦୁର୍ଲେକ୍, ଗଟେଲକ୍ ତାର୍ ସଃଙ୍ଗୁଆଡ଼ିକେ ଉଟାୟିଦ୍; ମଃତର୍ ଜେ ଅଦୁର୍ତାବଃଳ୍ ଗଟେଲକ୍ ହଃକା ରଃୟିଦ୍ ଆର୍ ତାକେ ଉଟାଉଁକ୍ କେଏ ନରେତି, ସେ ଦଃଣ୍ଡାର୍ ଜୟିଗ୍। ଆରେକ୍ ଦୁୟ୍ଲକ୍ ଗଟେ ଟାଣେ ସୟିଲେକ୍ ଉସୁମ୍ ଅଃଉତି; ମଃତର୍ ଏକ୍ଲାଲକ୍ କଃନ୍କଃରି ଉସୁମ୍ ଅଃଉଁହାରେ? ଜଃବେ କେଏ ଏକ୍ଲା ରେତାଲକେ ଆରାୟିଦ୍, ତଃବେ ଦୁୟ୍ ଲକ୍ ତାକେ ବିରଦ୍ କଃର୍ତି; ଆରେକ୍, ତିନିଗୁଣ୍ ଡର୍ ବେଗି ଚିଡି ନଃକେରେ।
Amor fraternal
Amai-vos com amor fraternal sincero. Encorajem-se mutuamente e carreguem os fardos uns dos outros.
ଅଃବେ ତୁମିମଃନ୍ ସେତାର୍ ହଃଚେ ଜାତା ଲକ୍ ଅୟ୍ରିଲାକ୍, ନିଜ୍ ନିଜ୍କେ ନିର୍ମୁଳ୍ କଃରି ଆଚାସ୍, ତୁମିମଃନ୍ ସଃତ୍ ମାନିକଃରି ହେଟ୍କପଟିଆ ନଃୟ୍କଃରି ବାୟ୍ମଃନ୍କେ ଲାଡ୍ କଃର୍ତାର୍ ଗିନେ ଅଃହ୍ଣା ଅଃହ୍ଣାର୍ ଆତ୍ମାକେ ନିର୍ମୁଳ୍ କଃରି ରିଲାକେ ମଃନ୍ ଦେୟ୍କଃରି ଏକ୍ମଃନେ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା ।
କଃଟି ନଃୟ୍କଃରି ଏକ୍ଆରେକ୍କେ ଗଃରେ କୁଦା ।
କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ଏକ୍ଆରେକ୍କେ ଲାଡ୍ କଃରା ଆର୍ ଏକ୍ଆରେକ୍କେ ମାୟ୍ନ୍ କଃରୁକେ ଇଚା କଃରା ।
କ୍ରିସ୍ଟର୍ ଦିର୍ଗୁଣ୍
କ୍ରିସ୍ଟର୍ ଆତ୍ମା ସଃଙ୍ଗ୍ ମିସିରିଲାକେ ତୁମିମଃନ୍ ଜିବନେ ସଃକ୍ତି ହାୟ୍ଁ ଆଚାସ୍ ଆର୍ ତୁମାର୍ ଲାଡ୍ ତୁମିମଃନ୍କେ ଦୁକ୍ ହାସ୍ରାଉଁଲି । ତଃନ୍ଅଲେ ତୁମିମଃନ୍ ଗଟେକ୍ ମଃନେ ଗଟେକ୍ ଲାଡେ, ଏକ୍ ମଃନ୍ ଆର୍ ଏକ୍ ବାବ୍ନାକାରି ଅୟି ମର୍ ସଃର୍ଦା ହୁରା କଃରା
କ୍ରିସ୍ଟର୍ କଃତା ତୁମିମଃନାର୍ ମଃନେ ଜଃବର୍ ବାସାକଃର; ତୁମିମଃନ୍ ହଃତିଲକ୍ ହୁର୍ନ୍ ବୁଦିର୍ ସଃଙ୍ଗ୍ ସିକାଉଆ ଆର୍ ଚେତାଉଆ, ଆରେକ୍ ଇସ୍ୱରାର୍ ଗିନେ ଗିତ୍ ପ୍ରସଂସା, ଦଃର୍ମ୍ ଗିଆନେ ମଃନ୍ସଃହ୍ରି ଗିତ୍ କଃଉଆ ।
ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
କାୟିତାକ୍ବଃଲେକ୍ ଏ ବାୟ୍ବେଣିମଃନ୍ ତୁମିମଃନ୍ ମୁକ୍ଳୁକ୍ କୁଦା ଅୟି ଆଚାସ୍, ମଃତର୍ ଜଃଗ୍ରାତ୍, ଅଃବ୍କା ତୁମାର୍ ମୁକୁଳ୍ତା ଗିନେ କେଏ ଗଃଗାଳାର୍ ଇଚା ହୁରୁଣ୍ କଃର୍ତାର୍ ଗିନେ ଚାଲ୍ଚାଲ୍ତି ନଃକେର; ମଃତର୍ ଲାଡେ ତୁମାର୍ ବିତ୍ରେ ଏକ୍ ଆରେକ୍ ସେବାକଃର ।
ଇତାର୍ ଗିନେ ଅଃବେ ଜଃନ୍କଃରି କଃରୁଲାସ୍, ସେବାନ୍ୟା ଗଟ୍ ଲକ୍ ଆରେକ୍ ଗଟ୍ ଲକ୍କେ ଦୁକ୍ ହାସ୍ରାଉଆ ଆର୍ ଉହ୍କାର୍ କଃର୍ତି ରିଆ ।
ତାର୍ ସଃଙ୍ଗ୍ ଅଃମାର୍ ମିସାଣ୍ ଆଚେ, ଇରି କୟ୍ ଜଦି ଅଃମିମଃନ୍ ଅଃନ୍ଦାରେ ଜିବନ୍ କାଟୁନ୍ଦ୍, ସେନ୍ଅୟ୍ଲେକ୍ ଅଃମିମଃନ୍ ମିଚୁଆମଃନ୍ ଆର୍ ସଃତେ ଜିବନ୍ ନଃକାଟୁଲୁ । ମଃତର୍ ସେ ଜଃନ୍କଃରି ଉଜାଳେ ବାସାକାରି, ଅଃମିମଃନ୍ ଜଦି ସେନ୍କଃରି ଉଜାଳେ ଚାଲ୍ଚାଲ୍ତି କଃରୁଲୁ, ତଃବେ ଅଃମିମଃନାର୍ ବିତ୍ରେ ମିସିକଃରି ଆଚେ । ଆରେକ୍ ତାର୍ ହୟିସି ଜିସୁର୍ ବଃନି ସଃବୁ ହାହେ ହୁଣି ଅଃମିମଃନ୍କେ ନିର୍ମୁଳ୍ କଃରେଦ୍ ।
ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ସଃର୍ଦା କଃରା, ସଃବୁ ବିସୟେ ଜୟଃଗ୍ ଅଃଉଆ, ଗ୍ୟାନ୍ ଦଃରା, ଗଟେକ୍ ମଃନ୍ ଅଃଉଆ, ସୁସ୍ତାୟ୍ ବାସା କଃରା, ଆର୍ ଲାଡ୍ ଆର୍ ସୁସ୍ତାର୍ ଇସ୍ୱର୍ ତୁମିମଃନାର୍ ସଃଙ୍ଗେ ରଃୟ୍ଦ୍ ।
ତୁମିମଃନ୍ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇ ନଃଉଆଁ ବିଦି ମୁୟ୍ ତୁମିମଃନ୍କେ ଦେଉଁଲେ, ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା ।