Estudar a Bíblia
Estudar a Bíblia é mergulhar na mente de Deus. A Palavra é lâmpada para os pés, espada do Espírito e alimento para a alma. O cristão que estuda cresce em sabedoria e maturidade.
A importância do estudo
Os bereanos eram mais nobres porque examinavam as Escrituras diariamente. Estudar a Bíblia é mandamento e privilégio.
ତେସଲନିର୍ ଜିଉଦିମନର୍ ଟାନେଅନି ବେରିଆର୍ ଜିଉଦିମନ୍ କୁଲାକୁଲି ମନ୍ ରଇବା ଲକ୍ ରଇଲାଇ । ସେମନ୍ ଅଦିକ୍ ମନ୍ଦିଆନ୍ ଦେଇ ସିସ୍ମନର୍ ସିକିଆ ସୁନ୍ଲାଇ । ଆରି ପାଉଲ୍ କଇଲା କାତା, ସତ୍ କି ନାଇ ବଲି ଜାନ୍ବାକେ ସବୁ ଦିନ୍ ଦରମ୍ ସାସ୍ତର୍ ପଡ୍ତେରଇଲାଇ ।
ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ ।
ଆରି ତୁଇ ପିଲାବେଲେ ଅନି ସୁକଲ୍ ସାସ୍ତର୍ ଜାନିଆଚୁସ୍ । କିରିସ୍ଟ ଜିସୁକେ ବିସ୍ବାସ୍ କଲାର୍ ପାଇ ପର୍ମେସର୍ ତକେ ରକିଆ କର୍ସି ବଲି ତୁଇ ଜାନ୍ଲୁସ୍ନି । ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି । ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।
ମୁଇ ତର୍ଟାନେ ଆଇବା ଜାକ ବିସ୍ବାସିମନ୍ ରୁଣ୍ଡ୍ଲା ବେଲାଇ, ଜେନ୍ତାରି କି ସବୁଲକ୍ ନିକକରି ସୁନ୍ଲାପାରା ସାସ୍ତର୍ ପଡିଦେସ୍ । ତେଇର୍ ଅରତ୍ ସେମନ୍କେ ବୁଜାଇଦେସ୍ ।
ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି ।
Meditar e guardar
Não se aparte a lei do Senhor da tua boca. Medita nela de dia e de noite para que cumpras tudo o que nela está escrito.
Estudo diligente
Esdras preparou o coração para buscar e ensinar a lei. O estudo exige disciplina, constância e coração aberto.
କାଇକେବଇଲେ, ସେ ପର୍ତୁମ୍ ମାସର୍ ପର୍ତୁମ୍ ଦିନେ ବାବିଲେ ଅନି ଆଇବାର୍ ଆରାମ୍ କଲା, ଆରି ତାର୍ ଲଗେ ପର୍ମେସରର୍ ଆତର୍ ଆସିର୍ବାଦ୍ ଅଇଲାକେ ସେ ପାଞ୍ଚ୍ ମାସର୍ ପର୍ତୁମ୍ ଦିନେ ଜିରୁସାଲାମେ କେଟ୍ଲା । ସେଟାର୍ ପାଇଁ ଏଜ୍ରା ସବୁବେଲର୍ ମାପ୍ରୁର୍ ନିଅମ୍ ଦେକ୍ଲା ଆରି ପାଲନ୍ କର୍ବାକେ, ଇସ୍ରାଏଲ୍ ଲଗେ ବିଦି ଆରି ସାସନ୍ ସିକିଆ ଦେବାକେ ନିଜର୍ ମନ ଦେଇ ରଇଲା ।
ନିମାନ୍ ସିକିଆର୍ ମୁଲିଅ
ଦାଉଦର୍ ପିଲା ଇସ୍ରାଏଲର୍ ରାଜା ସଲ୍ମନ୍ ରାଜାର୍ ନିମାନ୍ ସିକିଆ; ଗିଆନ୍ ଆରି ନିମାନ୍ ସିକିଆ ବୁଜ୍ବାକେ; ଗିଆନର୍ ବାକିଅ ଏତାଇବାକେ; ନିମାନ୍ ଚାଲିଚଲନ୍, ଦରମ୍ଟା ଆରି ନିମାନ୍ ଏତାଇବାଟା ଆରି ନିଆଇ ବିସଇରେ ଗଟେକ୍ ଆଦେସ୍ ପାଲନ୍ କର୍ବାକେ ପାର୍ସି; ଦରମ୍ ଲକ୍ମନ୍କେ ଜାଗର୍ତା ଆରି ଦାଙ୍ଗ୍ଡା ଲକ୍କେ ବିଦିଆ ଆରି ସବୁ ବିସଇ ଜାନି ପିଆସ୍ ଅଇଗାଲା ଆଚେ; ଜନ ରକାମ୍ ଗିଆନି ଲକ୍ ସେଟା ସୁନିକରି ଅଦିକ୍ ଗିଆନ୍ ସିକ୍ସି ଆରି ବୁଦିମାନ୍ ଲକ୍ ନିମାନ୍ ସିକିଆ ପାଇସି; ଆରି ଗଟେକ୍ ସିକିଆର୍ କାତା ଆରି ଉଦାଅରନର୍ କାତା ଆରି ଗିଆନିମନର୍ କାତା ଆରି ସେମନର୍ ମନ୍ ବିତ୍ରର୍ କାତା ବୁଜି ପାର୍ସା ।
ବେଣ୍ଡିଆ ପିଲାମନ୍କେ ସିକିଆ
ଏ ମର୍ ପିଲା, ତୁଇ ମର୍ ସିକିଆକେ ପାସର୍ ନାଇଁ; ମାତର୍ ତମର୍ ମନ୍ ମର୍ ଆଦେସ୍ ସବୁ ପାଲନ୍ କର । କାଇକେବଇଲେ ସେ ଅନୁସାରେ ଆୟୁସ୍ ବଡ୍ସି ଆରି ସବୁ ଦିନର୍ ପାଇଁ ଜିବନର୍ ସାନ୍ତି ବଡ୍ସି ।
ମର୍ ସିକିଆକେ ମନେ ରକି ରୁଆ; ସେଟାକେ ପାସ୍ରି ଜାଆ ନାଇଁ; ସେଟାକେ ମାନା; କାଇକେବଇଲେ ସେଟା ଆକା ତମର୍ ଜିବନ୍ ।
କାଇକେବଇଲେ ସେ ଆଦେସ୍ ଅଇଲାନି ବତି ଆରି ସେ ସିକିଆ ଉଜଲ୍ ଆରି ସିକିଆ ପାଇବାଟା ଅଇଲାନି ଜିବନର୍ ଗଟେକ୍ ବାଟ୍;
Proteção e crescimento
Quem ignora a Palavra perece. Toda Escritura é útil — crescei na graça e no conhecimento do nosso Senhor.
ନିଅମ୍ ଆରି ପର୍ମାନ୍ ପାଇ ରଇବା ବାକିଅର୍ ବାଟେ ଜାଆ। ଜେବେ ସେମନ୍ ଏ ବାକିଅ ଇସାବେ କାତା ନ କଅତ୍, ତେବେ ସେମନର୍ ବାଟ୍ ସବୁ ଆନ୍ଦାର୍ ।
ଜିସୁ ସେମନ୍କେ କଇଲା, "ଦରମ୍ ସାସ୍ତରେ ପର୍ମେସରର୍ କାଇଟା ଲେକା ଅଇଲା ଆଚେ ସେ ବିସଇ, ଆରି ତାର୍ ବପୁର୍ ବିସଇ ତମେ ନାଜାନି କରି ବୁଲ୍ ବାବ୍ଲାସ୍ନି ।
କାଇକେବଇଲେ ସାସ୍ତରେ ଜେତ୍କି ଲେକା ଅଇଲାଆଚେ, ସେ ସବୁ ଆମ୍କେ ସିକାଇବାକେ । ଜେନ୍ତାରିକି, ସାସ୍ତରେଅନି ଜନ୍ ମୁର୍ଚି ରଇବାଟା ଆରି ସାର୍ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍ ଆସା ବଡ୍ସି ।
ଏ ଆଲାଦର୍ ବାଇମନ୍, ତମେ ଆଗେ ଅନି ଏ ସବୁ ବିସଇ ଜାନି ଜାଗର୍ତା ଅଇରୁଆ । କେଡେବଲ୍ ନିୟମ୍ ନ ମାନ୍ଲା ଲକର୍ ଆସାର୍ କାମର୍ ପାନ୍ଦ୍ଲଗେ ଅଦ୍ରି, ଡାଟ୍ସଙ୍ଗ୍ ରଇବା ବିସ୍ବାସେ ଅନି ଉନା ଉଆନାଇ । ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ ।
ପର୍ମେସର୍ ମୁନୁସ୍ମନ୍କେ ତାକର୍ ପାପେଅନି କେନ୍ତି ମୁକ୍ଲାଇସି ବଲି ପୁର୍ବର୍ ବବିସତ୍ବକ୍ତାମନ୍ ମନ୍ଦିଆନ୍ କରି ପଡ୍ଲାଇ । ପର୍ମେସର୍ ତମ୍କେ ଦେବା ଏ ଦାନ୍ ବିସଇ, ସେମନ୍ ଆଗ୍କେ ଗଟ୍ବା କାତା କଇଲାଇ । କିରିସ୍ଟ କେନ୍ତି ଦୁକ୍କସ୍ଟ ମୁରଚ୍ଲା, ଆରି ସବୁ ନିନ୍ଦା ସାର୍ଲା ପଚେ ସେ କେନ୍ତି ଡାକ୍ପୁଟା ପାଇଲା, ସେ ବିସଇ ପର୍ମେସରର୍ ଆତ୍ମା ସେମନ୍କେ ଜାନାଇଲା । ଏଟା ସବୁ କେବେ ଅଇସି ଆରି କେନ୍ତାରି ଅଇସି, ସେଟା ଜାନ୍ବାକେ ସେମନ୍ ବେସି ମନ୍ କଲାଇ । ସେଟାର୍ପାଇଁ ସେମନ୍ ସେ ବିସଇ ମନ୍ଦିଆନ୍ କରି ପଡ୍ଲାଇ ।