Ídolos
A Bíblia condena a idolatria com veemência. Um ídolo é qualquer coisa que ocupa o lugar de Deus no coração. Os cristãos são chamados a guardar-se dos ídolos e servir ao Deus vivo.
Guardai-vos dos ídolos
Filhinhos, guardai-vos dos ídolos. A cobiça é idolatria. Tudo que ocupa o trono de Deus no coração é um ídolo.
ଏ ମର୍ ଆଲାଦର୍ ପିଲାଟକିମନ୍, ମିଚ୍ ପୁତ୍ଲାମନର୍ ଟାନେଅନି ଦୁରିକେ ରୁଆ ।
ତମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ପାପ୍ କାମ୍ କର୍ତେରଇଲାସ୍, ସେଟାମନ୍ ଆରି କରାନାଇ । ଜେନ୍ତାରି କି ବେସିଆ କାମ୍, ସୁକଲ୍ ନ ରଇବା ଚଲାଚଲ୍ତି, ଗାଗଡର୍ ଲାଲ୍ସାଅଇବାଟା, କାରାପ୍ ବିସଇ ମନ୍ କର୍ବାଟା, ଆରି ଲବ୍ ଅଇବାଟା, ଏ ସବୁ ବିସଇ ପୁତ୍ଲାମନ୍କେ ଜୁଆର୍ କର୍ବାଟା ସଙ୍ଗ୍ ସମାନ୍ ।
କାଇକେବଇଲେ ଜନ୍ ଲକ୍ମନ୍ ଡାବୁ ଆସାକରି ଆଚତ୍, ସେ ଡାବୁ ମିଲାଇବାକେ ବିନ୍ ବିନ୍ ରକାମର୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ । କେତେଲକ୍ କିରିସ୍ଟର୍ ବିସଇଟାନେ ରଇବା ସିକିଆ ବିସ୍ବାସ୍ କର୍ବାଟା ଦିରେ ଦିରେ ଚାଡିଦେଇଆଚତ୍ । କାଇକେବଇଲେ ସେମନ୍ ଡାବୁ ମନ୍କଲାଇ ଆରି ନିଜେ ବୁସିଅଇଲା ଲକ୍ପାରା ବେସି ରକାମ୍ ଦୁକ୍ କସ୍ଟେ ପଡ୍ଲାଇଆଚତ୍ ।
ସେଟାର୍ପାଇଁ ତମେ ଆମର୍ ପାରା ଆରି କାର୍ଟା ମିସା ମୁର୍ତି ତିଆର୍ ନ କରା; ଆରି ନିଜର୍ ନିଜର୍ ପାଇ ରୁପା କି ସୁନାର୍ କାଇ ମିସା ଦେବ୍ତାର୍ ମୁର୍ତି ତିଆର୍ ନ କରାସ୍ ।
O único Deus verdadeiro
O Senhor é Deus nos céus e na terra — não há outro. Escolham hoje a quem servir, mas eu e a minha casa serviremos ao Senhor.
ମନେରଅ ଜନ୍ ଲକ୍ମନ୍ ପାପେରଇକରି ବଁଚ୍ବାଇ ସେମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ । ନିଜେ ନାଡାଇ ଉଆନାଇ । ଜନ୍ ଲକ୍ମନ୍ ନିୟମ୍ ବିରୁଦେ ଚଲାଚଲ୍ତି କଲାଇନି କି ମୁର୍ତି ପୁଜା କଲାଇନି କି ବେବିଚାର୍ କାମ୍ କଲାଇନି କି ମନସ୍ ମନସ୍ ବିତ୍ରେ ଆରି ମାଇଜି ମାଇଜି ବିତ୍ରେ ଅଇବା କାରାପ୍ କାମ୍ କଲାଇନି, ବେସିଆ କାମ୍ କଲାଇନି, ଚର୍ନା ଅଇଲାନି, କି ଦନ୍ ଲବ୍ରା ଅଇଲାନି, ମାତୁଆଲ୍ କି ନିନ୍ଦା କର୍ବାଲକ୍ ଅଇଲାନି କି ଅଲ୍ଗା ଲକର୍ ଜିନିସ୍ ଚରାଇବା ଲକ୍ ଅଇଲାନି, ଏମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ ।
Vencer a idolatria
Não tenhas comunhão com as obras das trevas. Revesti-vos da armadura de Deus para resistir às ciladas do diabo.
ଆନ୍ଦାରେ ରଇବା ଲକ୍ମନ୍ କର୍ବା କାଇ ମୁଲିଅ ନ ରଇବା କାମେ ମିସାନାଇ । ସେଟାମନ୍କେ କାଇ ମୁଲିଅ ନାଇ । ତାର୍ ବାଦୁଲେ ସେନ୍ତାରି କାରାପ୍ ଅଇବା କାମ୍ ନ ଲୁଚାଇ ଦେକାଇଦିଆସ୍ । ସେନ୍ତାରି ଲୁଚ୍ତେ କର୍ବା କାମର୍ ବିସଇ କାତା ଅଇବାକେ ମିସା ଲାଜ୍ ଲାଗ୍ସି ।
ପର୍ମେସର୍ ତମ୍କେ ଦେଇରଇବା ଜୁଇଦର୍ ସବୁ ରକାମ୍ ଆତ୍ ଆତିଆର୍ ସାଜାଡିକରି ରୁଆ । ଜେନ୍ତାରିକି ତମ୍କେ ସଇତାନ୍ ନାଡାଇବା ବେଲେ ତାକେ ବିରଦ୍ କରିପାରାସ୍ ।
ତମେ ସେମନ୍କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍ତନା କରିନାଇ । ମାତର୍ ସଇତାନର୍ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି ।
ଜନ୍ ଅସ୍ତର୍ ମିସା ତର୍ ବିରଦ୍ରେ ତିଆର୍ ଅଇସି, ସେଟା ସପଲ୍ ନ ଅଏ ଆରି ଜନ୍ସବୁ ଜିବ୍ ବିଚାର୍ ଲଗେ ତମର୍ ବିରଦ୍ରେ ଉଟ୍ସି, ତୁଇ ତାକେ ଦସ୍ ଦାର୍ସା । ସବୁବେଲର୍ ମାପ୍ରୁର୍ ଦାସ୍ ମନର୍ ଅଦିକାର୍ ଆରି ମର୍ ପୁରସ୍କାର୍ ସେମନର୍ ଦରମ୍ କାମ୍ ଏଟା, ଏଟା ସବୁବେଲର୍ ମାପ୍ରୁ କଇଲାନି ।
ମିଚ୍ କାମ୍ କରି ଆରିଜାଆ ନାଇ, ସବୁ ବିସଇ ସତ୍ ବାବେ କରି ଜିତିକରି ରୁଆ ।
ଆମର୍ ପାପେଅନି ଆମ୍କେ ବାଦ୍ବା ବପୁ ମରନ୍ ପାଇଲା ଆଚେ । ଆରି ପର୍ମେସରର୍ ନିୟମ୍ ନ ମାନ୍ଲାତେଇଅନି ପାପ୍ ବପୁ ପାଇସି ।