Jesus Cristo
Jesus Cristo é o centro de toda a Escritura — Deus encarnado, Salvador do mundo, Senhor dos senhores. Nele habita corporalmente toda a plenitude da divindade.
A divindade de Cristo
No princípio era o Verbo, e o Verbo estava com Deus, e o Verbo era Deus. Jesus é Deus revelado em carne humana.
କାଇଟା ତିଆର୍ ନ ଅଇରଇଲା ପୁର୍ବେ ବାକିଅ ରଇଲା । ସେ ବାକିଅ ପର୍ମେସରର୍ ସଙ୍ଗ୍ ରଇଲା । ସେ ଆରି ପର୍ମେସର୍ ଗଟେକ୍ ରଇଲାଇ ।
କାଇଟା ତିଆର୍ ନ ଅଇରଇଲା ପୁର୍ବେ ବାକିଅ ରଇଲା । ସେ ବାକିଅ ପର୍ମେସରର୍ ସଙ୍ଗ୍ ରଇଲା । ସେ ଆରି ପର୍ମେସର୍ ଗଟେକ୍ ରଇଲାଇ । କାଇଟା ତିଆର୍ ନ ଅଇବା ଆଗ୍ତୁ ଏ ବାକିଅ ପର୍ମେସର୍ ସଙ୍ଗ୍ ରଇଲା । ପର୍ମେସର୍ ସେ ବାକିଅ ଦେଇ ସବୁ ବିସଇ ତିଆର୍ କଲାଆଚେ । ଏ ଦୁନିଆଇ ତିଆର୍ ଅଇଲା ଗଟେକ୍ ବିସଇ ମିସା ତାର୍ଟାନେଅନି ତିଆର୍ ନ ଅଇଲାଟା ନ ରଇଲା ।
ଆରି ସେ ବାକିଅ ନର୍ ଲକ୍ ଅଇକରି ଆମର୍ ସଙ୍ଗ୍ ଜିଇଲା । ତାର୍ ସତ୍ ଆରି ଜିବନ୍ ଦୁକାଇବାଟା ପୁରାପୁରୁନ୍ ରଇଲା । ତାର୍ ବାବାର୍ ଗଟେକ୍ସେ ପିଲା ବଲି ସେ ମଇମା ପାଇରଇଲା । ତାର୍ ମଇମା ଆମେ ଦେକିଆଚୁ ।
କାଇକେବଇଲେ ନର୍ରୁପ୍ ଦାରିରଇବାବେଲେ ମିସା କିରିସ୍ଟ ପୁରାପୁରୁନ୍ ପର୍ମେସର୍ ରଇଲା ।
କାଇକେବଇଲେ ନର୍ରୁପ୍ ଦାରିରଇବାବେଲେ ମିସା କିରିସ୍ଟ ପୁରାପୁରୁନ୍ ପର୍ମେସର୍ ରଇଲା । ଆରି ତମେ ତାର୍ ସଙ୍ଗ୍ ମିସିରଇଲାର୍ପାଇ ଆତ୍ମା ଇସାବେ ପୁରାପୁରୁନ୍ ଅଇଆଚାସ୍ । ବିନ୍ ବିନ୍ ବପୁ ଆରି ଅଦିକାର୍ ଉପ୍ରେ ରଇ, କିରିସ୍ଟର୍ ସାସନ୍ ବଡ୍ ।
କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
ସେ ପର୍ମେସରର୍ ପାରା ସବୁ ରକାମ୍ ରଇଲେ ମିସା, ତାର୍ ସଙ୍ଗ୍ ସମାନ୍ଅଇ ରଇବା ଅଦିକାର୍ ନିଜର୍ପାଇ ଦାରିକରି ରଇବି ବଲି ମନ୍ କରେ ନାଇ ।
ତାର୍ ବାଦୁଲେ ସେ ନିଜେ ମନ୍କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍ ଗତିଦାଙ୍ଗ୍ଡାର୍ ରୁପ୍ ଦାରିଆଇଲା । ନର୍ ଲକ୍ ପାରା ଅଇକରି ନର୍ ଲକର୍ ବାନିମୁର୍ତି ଦାରି ଜାତ୍ଅଇଲା ।
କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
Jesus, o Filho de Deus
Tu és o Cristo, o Filho do Deus vivo! Jesus revelou o Pai e demonstrou sua autoridade divina por palavras e obras.
ଜିସୁ ପାଚାର୍ଲା, "ମୁଇ କେ ବଲି ତମେ କାଇଟା ବଇଲାସ୍ନି ?"
ସିମନ୍ ପିତର୍ କଇଲା, "ତମେ କିରିସ୍ଟ, ମସିଅ, ଜିବନ୍ ରଇବା ପରମେସରର୍ ପିଲା ।"
ଜିସୁ କଇଲା, "ନିମାନ୍, ଜୁନସର୍ ପିଲା, ପିତର୍ ! ଏଟା ସତ୍, ତୁଇ ମୁନୁସର୍ଟାନେ ଅନି କଉସ୍ ନାଇ । ମର୍ ସରଗର୍ ବାବା ତକେ ଜାନାଇଲାକେ ତୁଇ କଇଲୁସ୍ ।
ଗଟେକ୍ ଦାଙ୍ଗ୍ଡି ଗାଗ୍ଡେ ଅଇ ପିଲା ଜନମ୍ କର୍ସି, ଆରି ସେ ପିଲା ଲକ୍ମନର୍ ଟାନେ ଇମାନୁଏଲ୍ ବଲି ନାମାଇ ଅଇସି, ଏ ନାଉଁର୍ ଅରତ୍ ଅଇଲାନି, ପର୍ମେସର୍ ଆମର୍ ସଙ୍ଗ୍ ଆଚେ ।
ଦର୍ତନି ଚୁଲ୍ବୁଲି ବିନ୍ ବିନ୍ ଗଟ୍ନା ଅଇବାଟା ଦେକି, ଜିସୁକେ ଜାଗିରଇବା ସନିଅମନର୍ ମୁକିଅ ଆରି ବିନ୍ ସନିଅମନ୍ ଡରିଗାଲାଇ । ସେମନ୍ କଇଲାଇ, "ସତଇସେ ଏ ନିଜେ ପର୍ମେସରର୍ ପଅ ଆକା !"
ମାତର୍ ଜିସୁ ଚିମ୍ରା ଅଇକରି ରଇଲା, କାଇଟା ମିସା କଏନାଇ । ବଡ୍ପୁଜାରି ଜିସୁକେ ଆରି ତର୍ ପାଚାର୍ଲା, "ତୁଇ କାଇ ପୁଜା ପାଇବା ପର୍ମେସରର୍ ପଅ କିରିସ୍ଟ କି ?"
ଜିସୁ କଇଲା, "ଉଁ, ମୁଇ ସେ । ଆରି ନର୍ପିଲା ମୁଇ, ପର୍ମେସରର୍ ବେସି ବପୁର୍ ଉଜା ଆତ୍ ବାଟେ ବସିରଇଲାଟା ଆରି ସରଗର୍ ମେଗେ ଆଇବାଟା ଦେକ୍ସା ।"
ମାତର୍ ସେ ଲକ୍ ସେମନ୍କେ କଇଲା, "ଡରାନାଇ, ତମେ କୁର୍ସେ ମଲା ନାଜରିତ୍ ଗଡର୍ ଜିସୁ କିରିସ୍ଟକେ କଜ୍ଲାସ୍ନି କି ? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍ଲା ଆଚେ । ତାର୍ ମଡ୍ ସଙ୍ଗଇଲା ଜାଗା ଦେକା ।" ବଲି କଇଲା ।
ସବୁଲକ୍ ଡୁବନ୍ ନେଲା ପଚେ ଜିସୁ ମିସା ଡୁବନ୍ ନେଲା । ଆରି ପାର୍ତନା କର୍ବାବେଲେ, ଏଦେ ଦେକା ! ବାଦଲ୍ ଉଗାଡିଅଇଗାଲା, ଆରି ସୁକଲ୍ ଆତ୍ମା ପରୁଆର୍ ଗାଗଡ୍ ଦାରି ଉତ୍ରି ଆସି, ଜିସୁର୍ ଉପ୍ରେ ବସ୍ଲା । ସର୍ଗେଅନି ଗଟେକ୍ ଏନ୍ତାରି ସବଦ୍ ଆଇଲା, "ତୁଇସେ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ଅଇଲିନି ।"
Eu Sou
Jesus disse: antes que Abraão existisse, Eu Sou. Ele se identificou com o nome divino revelado a Moisés na sarça ardente.
ଜିସୁ ସେମନ୍କେ କଇଲା, "ମୁଇ ତମ୍କେ ସତ୍କାତା କଇଲିନି, ଅବ୍ରାଆମ୍ ଜନମ୍ ଅଇବା ଆଗ୍ତୁଅନି ମୁଇ ଆଚି ।"
ତାର୍ପଚେ ମସା ପର୍ମେସର୍କେ କଇଲା, ଦେକା ମୁଇ ଜେଡ୍ବେଲେ ଇସ୍ରାଏଲ୍ ଦେସେ ଜାଇକରି ସେମନ୍କେ କଇବି, କି ତମର୍ ଆନି ଦାଦି ମନର୍ ପରମେସର୍ ମକେ ତମର୍ ଲଗେ ପାଟାଇ ଆଚେ; ଜଦି ସେମନ୍ ପାଚାର୍ବାଇ, ତାର୍ନାଉଁ କାଇନାଉଁ ବଲିକରି ପାଚାର୍ଲେ, ସେଡ୍କିବେଲେ ମୁଇ କାଇ ବଲିକରି ଉତର୍ଦେବି ? ପର୍ମେସର୍ ମସାକେ କଇଲା, ମୁଇ ଜେ ଆଚି, ସେ ଆଚି, ଆରି ସେ କଇଲା, ତମେ ଇସ୍ରାଏଲ୍ ଲକ୍କେ କଇସା, ମୁଇ ନିଜେ, ମୁଇଁ ଆଚି, ମକେ ତମର୍ ଲଗେ ପାଟାଇ ଆଚେ ।
ବାବା ଆରି ମୁଇ ଗଟେକ୍ ସେ ।"
ମାତର୍ ଜିସୁ ସେମନ୍କେ କଇଲା, "ମର୍ବାବା ପର୍ମେସର୍ ସବୁବେଲା କାମ୍କଲାନି, ମୁଇ ମିସା ସେନ୍ତି କାମ୍ କଲିନି ।"
ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍ ତାକେ ମରାଇବାକେ ଅଦିକ୍ ଚେସ୍ଟା କଲାଇ । କାଇକେ ବଇଲେ ଜିସୁ ବିସ୍ରାମ୍ ବାରର୍ ନିୟମ୍ ମାନେ ନାଇ ବଲି ନାଇ, ମାତର୍ ସେ ପର୍ମେସର୍କେ ମର୍ ବାବା ବଲି କଇ, ନିଜ୍କେ ପର୍ମେସର୍ ସଙ୍ଗ୍ ସମାନ୍ କରି ରଇଲା ।
ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍ ତାକେ ମରାଇବାକେ ଅଦିକ୍ ଚେସ୍ଟା କଲାଇ । କାଇକେ ବଇଲେ ଜିସୁ ବିସ୍ରାମ୍ ବାରର୍ ନିୟମ୍ ମାନେ ନାଇ ବଲି ନାଇ, ମାତର୍ ସେ ପର୍ମେସର୍କେ ମର୍ ବାବା ବଲି କଇ, ନିଜ୍କେ ପର୍ମେସର୍ ସଙ୍ଗ୍ ସମାନ୍ କରି ରଇଲା ।
ବାବା ପର୍ମେସର୍ ଜେନ୍ତି ମଲାଲକ୍ମନ୍କେ ଜିବନ୍ କରି ଉଟାଇସି, ସମାନ୍ ସେନ୍ତି ମୁଇ ମିସା ତାର୍ ପିଲା ଜାକେ ଜାକେ ମନ୍ କର୍ବି, ସେମନ୍କେ ମଲାତେଇଅନି ଉଟାଇବି । ବାବା ପର୍ମେସର୍ କାକେ ମିସା ତାର୍ ପାପ୍ କାମ୍ଲାଗି ବିଚାର୍ ନ କରେ । ମାତର୍ ସବୁ ଲକ୍ମନର୍ ବିଚାର୍ କର୍ବା ପୁରାପୁରୁନ୍ ଅଦିକାର୍ ତାର୍ ପିଲା ମକେ, ଦେଲା ଆଚେ । ତେବେ ସବୁ ଲକ୍ମନ୍ ବାବାକେ ଜେନ୍ତି ସନ୍ମାନ୍ ଦେଲାଇନି, ସେନ୍ତିସେ ତାର୍ ପିଲା ମକେ ମିସା ସନ୍ମାନ୍ ଦେବାଇ । ଜଦି ଜନ୍ ଲକ୍ମନ୍ ତାର୍ ପିଲା ମକେ ସନ୍ମାନ୍ ଦେଅତ୍ ନାଇ, ସେମନ୍ ମକେ ପାଟାଇଲା ବାବାକେ ମିସା ସନ୍ମାନ୍ ଦେଅତ୍ ନାଇ ।
ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ ।
O Salvador e Senhor
Jesus é o caminho, a verdade e a vida. Não há outro nome dado entre os homens pelo qual devamos ser salvos.
ଜିସୁ ତାକେ କଇଲା, "ମୁଇ ସତ୍, ବାଟ୍ ଆରି ଜିବନ୍ । ମର୍ବାଟେ ନ ଗାଲେ ବାବା ପର୍ମେସର୍ ଲଗେ କେ ମିସା ଜାଇନାପାରେ ।"
ଜିସୁ ତାକେ କଇଲା, "ପିଲିପ୍ ଏତ୍କି ଦିନ୍ ମୁଇ ତମର୍ ସଙ୍ଗ୍ ରଇଲି, ତୁଇ ମକେ ଚିନି ନାପାର୍ଲୁସ୍ କି ?" ଜେ ମକେ ଦେକ୍ଲା ଆଚେ ସେ ମର୍ ବାବା ପର୍ମେସର୍କେ ଦେକ୍ଲା ଆଚେ । କେନ୍ତି ଆମ୍କେ ତର୍ ବାବାକେ ଦେକାଇ ଦେ ବଲି କଇଲୁସ୍ନି ? ତୁଇ ବିସ୍ବାସ୍ କୁରୁସ୍ ନାଇ କି ପିଲିପ୍ ? ମୁଇ ବାବାର୍ ତେଇ ଆଚି ଆରି ବାବା ମର୍ଟାନେ ଆଚେ । ମୁଇ ତମ୍କେ ଜନ୍ କାତା ସବୁ କଇଲିଆଚି, ସେ ସବୁ କାତା ମର୍ ନିଜର୍ତେଇଅନି କଇନାଇ । ମାତର୍ ବାବା ମର୍ତେଇ ରଇକରି ତାର୍ କାମ୍, ମର୍ଟାନେଅନି କଲାନି ।
ଜିସୁ ତାକେ କଇଲା, "ମୁଇ ଜିବନ୍ ଆରି ମରିକରି ଆରିତରେକ୍ ଉଟ୍ବା ଲକ୍ । ଜେ ମକେ ବିସ୍ବାସ୍ କର୍ସି, ସେ ମଲେ ମିସା, ବଁଚ୍ସି ।
ଜିସୁ ମାର୍ତାକେ କଇଲା, "ତୁଇ ଜଦି ବିସ୍ବାସ୍ କର୍ସୁ ବଇଲେ ପର୍ମେସରର୍ ମଇମା ଦେକ୍ସୁ ବଲି ମୁଇ ତକେ କଇ ନ ରଇଲି କି ?"
ସେ ଆକା ଆମ୍କେ ମୁକ୍ତି ଦେଇସି । ଗୁଲାଇ ଜଗତର୍ପାଇ ପର୍ମେସର୍ ତାକେସେ ଦେଲା ଆଚେ । ଜେ କି ଆମ୍କେ ରକିଆ କର୍ସି ।
ସେମନ୍ ଜାଉ ଜାଉ ଗଟେକ୍ ବନ୍ଦ୍ ଲଗେ କେଟ୍ଲାଇ । ସେ ବାଣ୍ଡାର୍ଗରିଆ କଇଲା, "ଇତି ପାନି ଆଚେ, କାଇ ଅସୁବିଦା ନ ରଇଲେ ମକେ ଡୁବନ୍ ଦିଆ ।"
ସେ ଲକ୍ ରତ୍ ତେବାଇବାକେ ତିଆର୍ଲା । ପିଲିପ୍ ଆରି ସେ, ପାନି ବିତ୍ରେ ଗାଲାଇ ଆରି ପିଲିପ୍ ତାକେ ପାନିତେଇ ଡୁବନ୍ ଦେଲା ।
A supremacia de Cristo
Ele é o resplendor da glória de Deus e a expressão exata do seu ser. Toda a plenitude habita nele e por Ele tudo subsiste.
ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।
ପର୍ମେସର୍ ତାର୍ ପଅକେ ସରଗର୍ ଦୁତ୍ମନର୍ ଟାନେଅନି ମୁକିଅ କଲା ଆରି ସେମନର୍ଟାନେଅନି ତାକେ ବଡ୍ ନାଉଁ ଦେଲା ।
ଜିସୁ ପର୍ମେସରର୍ ପଅ ଅଇଲାକେ, ସେ ଆମର୍ ମନେ ଜନ୍ ବଡ୍ ପୁଜାରି ବଲି ବିସ୍ବାସ୍ କରି ଦାରିକରି ଆଚୁ, ସେଟା ଡାଟ୍ କର୍ବୁ । ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।
ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।
ତେବର୍ ପାଇ ସେଟା ଦର୍କାର୍ ରଇଲା ଜେ ଆମେ ଜନ୍ଲକ୍ମନ୍କି ତାର୍ ବାଇବଇନି ଅଇଲୁଆଚୁ, ସେ ସମାନ୍ ଆମର୍ ପାରା ଅଇରଇବାକେ । ସେନ୍ତାର୍ ଆଲେ ସେ ଆମର୍ ପର୍ମେସର୍ ଟାନେ ରଇବା ସତ୍ସଙ୍ଗ୍ ଆରି ଦୟାସଙ୍ଗ୍ ରଇବା ବଡ୍ ପୁଜାରି । ସେ ଆମର୍ ବଡ୍ ପୁଜାରି ଅଇଲାକେ ଆମର୍ ପାପର୍ କେମା ଅଇଲା ।
ସତୟ୍ ସେ ଆମର୍ କସ୍ଟକେ ସବୁ ନେଇଗାଲା ଆଚେ ଆରି ଆମର୍ ଦୁକାସବୁ ବଇଆଚେ । ଅଇଲେ ମିସା ଆମେମନ୍ ତାକେ ମାଡ୍ ଅଇଆଚେ ଆରି ପର୍ମେସରର୍ ଲାଗି ମାଡ୍ କାଇ ଆଚେ ଆରି ଦୁକ୍ ପାଇ ଆଚେ ବଲି ବାବ୍ଲୁ ।
ମାତର୍ ସେ ଆମର୍ ଅଦରମ୍ ପାଇଁ କଣ୍ଡିଆ କାବ୍ରା ଅଇଲା ଆରି ଆମର୍ ପାପ୍ର୍ ପାଇଁ ଚୁନ୍ଚୁନା ଅଇଲା; ଆମ ସାନ୍ତିର୍ ବାଦୁଲେ ସାସ୍ତି ତାର୍ ଉପ୍ରେ ପଡ୍ଲା ଆରି ସେ ମାଡର୍ ଲାଗି ଆମେ ନିମାନ୍ ଅଇଲୁ ।
କାଇକେ ବଇଲେ ଆମର୍ ପାଇଁ ବଲିକରି ଗଟେକ୍ ପିଲା ଜନମ୍ କଲା ଆଚେ, ଆରି ଆମ୍କେ ଗଟେକ୍ ପିଲା ଜାତ୍ ଅଇଲା ଆଚେ , ଆରି ତାର୍ କନ୍ଦେ ସାସନ୍ କର୍ବା ଅଜନ୍ ଲାଦା ଅଇସି; ଆରି ତାର୍ ନାଉଁ କାବା ଅଇଜିବାଟା, ସାସନ୍ କାରିଆ ,ସବୁବେଲର୍ ପର୍ମେସର୍ ସବୁବେଲର୍ ବାବା, ସାନ୍ତି ଦେବା ରାଜା ଅଇସି।
Confessar a Cristo
Todo aquele que confessa que Jesus é o Filho de Deus, Deus permanece nele e ele em Deus. A fé em Cristo é a vitória.
ଜେ ମିସା ଜିସୁକେ ପର୍ମେସରର୍ ପଅ ବଲି ନାମ୍ଲେ, ପର୍ମେସର୍ ସେ ଲକର୍ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍ମେସରର୍ ସଙ୍ଗ୍ ରଇସି ।
ଜେ ମିସା ଜିସୁକେ ପର୍ମେସରର୍ ପଅ ବଲି ନାମ୍ଲେ, ପର୍ମେସର୍ ସେ ଲକର୍ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍ମେସରର୍ ସଙ୍ଗ୍ ରଇସି ।
ପର୍ମେସର୍ ଏନ୍ତାରି ଆମର୍ପାଇଁ ତାର୍ ଆଲାଦ୍ ଦେକାଇଲା । ସେ ଗଟେକ୍ ବଲି ତାର୍ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍ଲାଗି ଆମେ ନ ସାର୍ବା ଜିବନ୍ ପାଇବୁ । ଏନ୍ତାରି ନଏଁଜେ, ଆମେ ପର୍ମେସର୍କେ ଆଲାଦ୍ କଲୁ, ମାତର୍ ସେ ଆମ୍କେ ଆଲାଦ୍ କଲା । ଆରି କୁରୁସ୍କାଟେ ମଲାର୍ପାଇ ଆମର୍ ଡଣ୍ଡ୍ ପାଇବାକେ ତାର୍ ପଅକେ ପାଟାଇଲା । ଏଟା ଅଇଲାନି ସତ୍ସଙ୍ଗ୍ ଆଲାଦ୍ କର୍ବାଟା ।
ପର୍ମେସର୍ ଏନ୍ତାରି ଆମର୍ପାଇଁ ତାର୍ ଆଲାଦ୍ ଦେକାଇଲା । ସେ ଗଟେକ୍ ବଲି ତାର୍ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍ଲାଗି ଆମେ ନ ସାର୍ବା ଜିବନ୍ ପାଇବୁ ।
ମାତର୍ ପାପ୍କରି ଲାଗିରଇବା ଲକ୍ମନ୍ ସଇତାନର୍ । କାଇକେବଇଲେ କାଇଟା ତିଆର୍ ନଅଇବା ଆଗ୍ତୁ ସଇତାନ୍ ପାପ୍ କରିଆଇଲାନି । ସଇତାନ୍ କରିରଇବା କାମ୍ କୁରୁପ୍ନାସ୍ କର୍ବାକେ ପର୍ମେସରର୍ ପଅ ଏ ଜଗତେ ଆଇଲା ।
ଏ ଜଗତ୍କେ କେ ଆରାଇପାର୍ସି ? ଜିସୁକେ ପର୍ମେସରର୍ ପଅ ବଲି ଜେ ବିସ୍ବାସ୍ କର୍ସି, ସେ ଏ ଜଗତ୍କେ ଆରାଇସି ।
ସେ ସାକିଅ ଏଟା ସେ । ପର୍ମେସର୍ ଆମ୍କେ ନ ସାର୍ବା ଜିବନ୍ ଦେଲାଆଚେ । ଏ ଜିବନ୍ ଆମେ ତାର୍ ପଅର୍ଲାଗି ମିଲାଇଆଚୁ । ତାର୍ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍ ଏ ନ ସାର୍ବା ଜିବନ୍ ପାଇବାଇ । ଆରି ଜେ ତାର୍ ପଅର୍ସଙ୍ଗ୍ ମିସେନାଇ ସେ ଏ ଜିବନ୍ ମିସା ପାଏନାଇ ।
ଜଦି ଉଁ, କିରିସ୍ଟସେ ମାପ୍ରୁ ବଲି କଇଲାସ୍ନି ଆରି ଉଁ, ପରମେସର୍ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍ବାସ୍ କଲାସ୍ନି, ସେନ୍ତାର୍ ଆଲେ ତମେ ମୁକ୍ତି ପାଇସା ।
Viver em Cristo
Já não sou eu quem vive, mas Cristo vive em mim. Ele supre toda necessidade, dá paz e reina como Senhor.
ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
ଜିସୁକିରିସ୍ଟ କରି ରଇବା କାମର୍ ଲାଗି, ବେସି ରଇବା ତାର୍ ଦନ୍ସଁପତି ଟାନେଅନି ସେ ତକେ ଲଡାକେ ଆଇବା ସବୁ ବିସଇ ଦେଇସି ।
ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ଆମ୍କେ ସବୁଲକ୍କେ ଗାଗ୍ଡେ ବିନ୍ ବିନ୍ ବାଗ୍ ଆଚେ । ସେ ଗାଗଡର୍ ବିନ୍ ବିନ୍ ବାଗର୍, ବିନ୍ ବିନ୍ କାମ୍ ଆଚେ । ସେନ୍ତାରିସେ ଆମେ ଜେତ୍କି ଲକ୍ କିରିସ୍ଟତେଇ ମିସ୍ଲୁଆଚୁ, ଆମେ ତାର୍ ଗାଗଡ୍ ଅଇଲୁଆଚୁ । ଗାଗଡର୍ ଆତ୍ ଗଡ୍ ପାରା ଆମେ ସବୁ ଲକ୍ ମିସିଆଚୁ ।
ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।
ମାତର୍ କିରିସ୍ଟକେ ମାପ୍ରୁବଲି ଡାକ୍ପୁଟା କରା ଆରି ସନ୍ମାନ୍ ଦିଆସ୍ । ବିସ୍ବାସି ଇସାବେ, ତମେ ଆସା କର୍ବା ବିସଇ କେ ମିସା ପାଚାର୍ଲେ, ସେମନ୍କେ ବାତାଇବାକେ ଜାଗ୍ରତ୍ ଅଇରୁଆ ।
କାଇକେବଇଲେ ଗଟେକ୍ ସେ ପର୍ମେସର୍ ଆଚେ । ଆରି ଗଟେକ୍ସେ ଲକ୍ ଆଚେ, ଜେ କି ପର୍ମେସର ଆରି ଲକ୍ମନର୍ ବିତ୍ରେ ସାନ୍ତି ଆନିପାର୍ସି । ସେ ଲକ୍ ଅଇଲାନି ଜିସୁ କିରିସ୍ଟ ।
O Rei eterno
O Rei dos reis voltará em glória e majestade. Todo joelho se dobrará e toda língua confessará que Jesus Cristo é o Senhor.
ତାର୍ପଚେ ସରଗ୍ ଉଗାଡି ଅଇଲାଟା ମୁଇ ଦେକ୍ଲି । ଆରି ଏଦେ ଦେକା ! ଗଟେକ୍ ଦବ୍ ଗଡା ଆଇବାଟା ଡିସ୍ଲା । ଗଡା ଚାଲାଉର୍ ନାଉଁ ଅଇଲାନି ବିସ୍ବାସ୍ କର୍ବାଟା ଆରି ସତ୍ଟା । ସେ ଅନିଆଇ ନ କରି ତାର୍ ଜୁଇଦ୍ କର୍ସି ଆରି ଜିତ୍ସି । ତାର୍ ଆଁକି ଲାଗ୍ତେ ରଇବା ଜଇପାରା ରଇଲା । ଆରି ତାର୍ ମୁଣ୍ଡେ ବେସି ମୁକୁଟ୍ ପିନ୍ଦି ରଇଲା । ଜନ୍ ନାଉଁ ତାର୍ ଉପ୍ରେ ଲେକା ଅଇରଇଲା, ସେଟାକେ ଚାଡିଦେଲେ ଆରି କେ ନାଜାନିରଇଲାଇ । ତାର୍ ବସ୍ତର୍ ବନିତେଇ ବୁଡାଇଲାପାରା ରଇଲା । ତାର୍ ନାଉଁ ରଇଲା ପର୍ମେସରର୍ ବାକିଅ । ସର୍ଗର୍ ସନିଅମନ୍ ଦବ୍ ବସ୍ତର୍ ପିନ୍ଦିକରି ଆରି ଦବ୍ଗଡାଇ ବସି ତାର୍ ପଚେ ପଚେ ଜାଇତେରଇଲାଇ । ତାର୍ ଟଣ୍ଡେଅନି ଗଟେକ୍ ଗଜିଆ କାଣ୍ଡା ବାରଇଲା । ସେଟାସଙ୍ଗ୍ ସେ ଏ ଜଗତର୍ ରାଇଜ୍ମନ୍କେ ଆରାଇସି । ସେ ଡାଟ୍ ସଙ୍ଗ୍ ତାକର୍ ଉପ୍ରେ ସାସନ୍ କର୍ସି । ବେସି ବପୁ ରଇବା ପର୍ମେସରର୍ ରିସା ସେମନ୍କେ ଦେକାଇସି । ସେ ତାର୍ ସତ୍ରୁମନ୍କେ ମାଣ୍ଡିକରି ରମ୍ଦିଦେଇସି । ଜେନ୍ତାରିକି ଅଙ୍ଗୁର୍ ପିଚ୍କିକରି ରସ୍ ବାର୍କରାଇସି । ତାର୍ ବସ୍ତରେ, ଜଙ୍ଗେ, ଏ ନାଉଁ ଲେକାଅଇରଇଲା । "ସବୁରାଜାମନର୍ ଉପ୍ରେ ରଇବା ରାଜା, ସବୁ ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।"
ମାପ୍ରୁ ଜିସୁ ଜିବନ୍ ଦୁକାଇଲାଟା ସବୁର୍ ଲଗେ ରଅ । ଆମେନ୍ !
ତାର୍ ପଚେ ଜିସୁ ତମାକେ କଇଲା, "ତର୍ ଆଙ୍ଗ୍ଟି ଇତି ସଙ୍ଗଇ ମର୍ ଆତ୍ ଦେକ୍, ଆରି ମର୍ ପାଞ୍ଜ୍ରାଇ ଆତ୍ ପୁରାଇ ଦେକ୍ । ଆରି କେବେ ମିସା ବିସ୍ବାସ୍ କରିନାଇ ବଲି କଅ ନାଇ, ମାତର୍ ବିସ୍ବାସ୍ କର୍ ।" ତମା ଜିସୁକେ କଇଲା, "ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍ !"
ଜିସୁ ସିସ୍ମନର୍ ସଙ୍ଗ୍ ରଇଲାବେଲେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କରିରଇଲା । ସେଟା ସବୁ ଏ ବଇତେଇ ଲେକା ଅଏନାଇ । ମାତର୍ ଏତ୍କିସେ ଲେକାଅଇଲା, "ତମେ ଜେନ୍ତିକି ବିସ୍ବାସ୍ କର୍ସା ଜେ, ଜିସୁସେ ପର୍ମେସରର୍ ପଅ, ଜେକି ମସିଅ, ଆରି ତାକେ ବିସ୍ବାସ୍ କଲେସେ ତମେ ଜିବନ୍ ପାଇସା ।"
ମୁଇ ତମ୍କେ ଜେନ୍ତି ଆଲାଦ୍ କଲିଆଚି, ସମାନ୍ ସେନ୍ତି ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ରୁଆ । ଏଟାସେ ମର୍ ଆଦେସ୍ ।
"ତମ୍କେ ସତ୍ କାତା କଇଲିନି, ଜନ୍ ଲକ୍ମନ୍ ମର୍ କବର୍ ନେବା ଲକ୍ମନ୍କେ ନାମ୍ବାଇ, ସେମନ୍ ମକେ ମିସା ନାମ୍ବାଇ, ଆରି ମକେ ପାଟାଇଲା ପର୍ମେସର୍କେ ମିସା ନାମ୍ବାଇ ।"
ଆରି ମୁଇ ସେମନ୍କେ ନ ସାର୍ବା ଜିବନ୍ ଦେବି । ସେମନ୍ କେବେମିସା ନସ୍ଟ ନ ଅଅତ୍ । ସେମନ୍କେ ମର୍ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍ । ମର୍ ବାବା ମକେ ଜନ୍ଟା ଦେଲାଆଚେ, ସେଟା ସବୁର୍ଟାନେଅନି ଅଦିକ୍ ମୁଲିଅ । ବାବାର୍ ଆତେଅନି ସେଟା କେ ମିସା ଚାଡାଇ ନେଇ ନାପାରତ୍ । ବାବା ଆରି ମୁଇ ଗଟେକ୍ ସେ ।"
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ । ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ । କେ ପର୍ମେସରର୍ ପିଲାକେ ବିସ୍ବାସ୍ କଲାନି ତାର୍ ବିଚାର୍ନା ନଏଁଁ । ମାତର୍ ଜେ ପର୍ମେସରର୍ ପିଲାକେ ବିସ୍ବାସ୍ କରେନାଇ ତାର୍ ବିଚାର୍ନା ଅଇସାର୍ଲାବେ । କାଇକେବଇଲେ ସେ ଗଟେକ୍ ବଲି ପିଲାକେ ବିସ୍ବାସ୍ କରେନାଇ ।
ଜନ୍ ଲକ୍ ନିଜର୍ କୁରୁସ୍ ବଇ ମର୍ ସଙ୍ଗ୍ ନ ଆସେ ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।
କାଇକେ ବଇଲେ ଜନ୍ତି ଦୁଇ କି ତିନ୍ ଲକ୍ ରୁଣ୍ଡିକରି ମର୍ ନାଉଁ ଦାର୍ବାଇ, ତେଇ ମୁଇ ଆଚି ।"
ଜିସୁ ସେମନ୍କେ ଦେକିକରି କଇଲା, "ଏ ବିସଇ ଲକ୍ମନର୍ ଟାନେ ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
ଜିସୁ କଇଲା, "ପର୍ମେସରର୍ ଟାନେ ନାପାର୍ଲା ବିସଇ କାଇଟା ନାଇ ।"
ଆମର୍ ମାପ୍ରୁ ଜିସୁ କିରିସ୍ଟ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସବୁର୍ ସଙ୍ଗ୍ ର ।