Materialismo
O materialismo é uma armadilha espiritual. A Bíblia alerta que o amor ao dinheiro é raiz de todos os males e nos chama a buscar tesouros no céu, não na terra.
O perigo das riquezas
Que aproveita ao homem ganhar o mundo inteiro e perder a sua alma? O materialismo engana e afasta do que realmente importa.
ଜଦି ଗଟେକ୍ ଲକ୍, ଗୁଲାଇ ଜଗତ୍ ଜିତିକରି ନିଜର୍ ଜିବନ୍ ଆରାଇଦେଇସି ବଇଲେ ସେଟା କାଇ ଲାବ୍ ? ଜିବନ୍ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ ।
ଜଦି ଗଟେକ୍ ଲକ୍ ଦୁନିଆର୍ ସବୁ ଜିନିସ୍ ପାଇକରି, ନିଜର୍ ଜିବନ୍ ଆରାଇସି, ସେଟା ତାର୍ପାଇ କାଇ ଲାବ୍ ନାଇ ।
କେତେ କେତେ ଲକ୍ ସାଉକାର୍ ଅଇବାକେ ଏନ୍ତି ମନ୍ କର୍ବାଇଜେ, ସେମନର୍ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍ବାଇ । ଗଟେକ୍ ପସୁ ପାରା ପାନ୍ଦେ ଲାଗ୍ବାଇ । ଜେତ୍କି ବିସଇ ତାକର୍ପାଇ ଆରି ବିନ୍ ଲକର୍ ପାଇ କାରାପ୍ ଆରି ବିପଦ୍ ଆନ୍ସି, ସେ ସବୁ ବିସଇ କର୍ବାକେ ମନ୍ କର୍ବାଇ । ଏନ୍ତାରି ମନ୍ କର୍ବାଟା ଅଦିକ୍ ଅଦିକ୍ ବାବି, ସେମନ୍ କୁରୁପ୍ନାସ୍ ଅଇଜିବାଇ ।
କାଇକେବଇଲେ ଆମେ ଜନମ୍ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍ବୁ, ଚୁଚା ଆତେସେ ଉଟିଜିବୁ । ତେବେ ଆମ୍କେ ଲଡାକେ ଆଇବା କାଦି ଆରି ପିନ୍ଦ୍ବାକେ ବସ୍ତର୍ ରଇଲେ ସେତ୍କିସଙ୍ଗ୍ ସୁସାରେ ରଇବାର୍ ଅଇସି ।
କାଇକେବଇଲେ ଆମେ ଜନମ୍ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍ବୁ, ଚୁଚା ଆତେସେ ଉଟିଜିବୁ । ତେବେ ଆମ୍କେ ଲଡାକେ ଆଇବା କାଦି ଆରି ପିନ୍ଦ୍ବାକେ ବସ୍ତର୍ ରଇଲେ ସେତ୍କିସଙ୍ଗ୍ ସୁସାରେ ରଇବାର୍ ଅଇସି ।
Tesouros no céu
Ajuntai tesouros no céu, onde traça e ferrugem não consomem. O bom nome vale mais que muitas riquezas, e a sabedoria supera o ouro.
"ଏ ଦୁନିଆଇ ନିଜର୍ପାଇ ଦନ୍ ଅର୍ଜା ନାଇ । ଇତି ସଙ୍ଗଇଲା ଦନ୍ ଅଲ୍ମା କାଇ ଚିଲମ୍ ଦାର୍ସି ଆରି ଚର୍ମନ୍ କତି କାଣା କରି ଚରାଇନେବାଇ । ସର୍ଗେ ତମର୍ ପାଇ ଏନ୍ତାରି ଦନ୍ ଅର୍ଜି ସଙ୍ଗୁଆ । ତେଇ ଅଲ୍ମା ଆରି ଚିଲମ୍ ନ ଦାରେ । ଆରି ଚର୍ମନ୍ ମିସା କତି କାଣାକରି ଚରାଇ ନେଇ ନାପାରତ୍ । ଜାଗ୍ରତ୍ !
କାଇକେବଇଲେ ଜନ୍ଟାନେ ତମର୍ ଦନ୍, ତେଇସେ ତମର୍ ମନ୍ ।"
ଜିସୁ ତାକେ କଇଲା, "ତୁଇ ଜଦି ସିଦ୍ ଅଇବାକେ ମନ୍ କଲୁସ୍ନି ବଇଲେ, ଜାଆ ତର୍ଟାନେ ରଇବା ସବୁଜାକ ବିକି ଦେଇ, ସେ ଡାବୁ ଗରିବ୍ ଲକ୍ମନ୍କେ ଦାନ୍ କରିଦେସ୍ । ଏଟା ସବୁ କରି ସାରାଇ ମର୍ ସଙ୍ଗ୍ ଆଉ । ସେନ୍ତାର୍ କଲେ ତକେ ସର୍ଗେ ଦନ୍ ମିଲ୍ସି ।"
ବେସି ଦନ୍ସଁପ୍ତି ବାଦୁଲେ ନାଉଁ ଅରଜ୍ବାଟା ନିକ, ଆରି ସୁନା ରୁପା ବାଦୁଲେ ଲାଡ୍ ମୁଆଁସ୍ ଆରି ଆସିର୍ବାଦ୍ ପାଇବାଟା ନିକ ।
ସୁନାର୍ ବାଦୁଲେ ଗିଆନ୍ ଲାବ୍ କର୍ବାଟା ନିକ, ଆରି ରୁପା ବାଦୁଲେ ନିମାନ୍ ଗିଆନ୍ ପାଇବାଟା କେତେ ନିକ !
ଅସାନ୍ତିରେ ବେସି ସପ୍ଁତି ଅରଜ୍ବା ବାଦୁଲେ ସବୁବେଲର୍ ମାପ୍ରୁକେ ଡରିକରି ଅଲପ୍ ସପ୍ଁତି କାମାଇବାଟା ନିକ ।
Contentamento e generosidade
Grande ganho é a piedade com contentamento. A cobiça é idolatria, mas a generosidade traz alegria e bênção.
ତାର୍ ବାଦୁଲେ ଆମେ ଜେଡେବେଲେ ପର୍ମେସର୍କେ ସାର୍ଦା କରାଉଁ, ଆରି ଆମ୍କେ ଜେତ୍କି ଆଚେ ସେତ୍କି ସଙ୍ଗ୍ ସୁସ୍ତା ସଙ୍ଗ୍ ରଉଁ, ତେବେ ଆମେ ଜବର୍ ଅଇତେ ମିଲାଇଆଚୁ ।
ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇଁ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି ।
ଡାବୁ ଆସା ଅଇକରି ତାର୍ପଚେ ପାଲାଆ ନାଇ । କାଇକେବଇଲେ ପର୍ମେସର୍ କଇଲାଆଚେ, "ମୁଇ ତମ୍କେ କେବେ ନ ପାସ୍ରି କି ନ ଚାଡି ।"
ପୁର୍ନା ଆରି ନୁଆ ଜିବନ୍
ତମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ପାପ୍ କାମ୍ କର୍ତେରଇଲାସ୍, ସେଟାମନ୍ ଆରି କରାନାଇ । ଜେନ୍ତାରି କି ବେସିଆ କାମ୍, ସୁକଲ୍ ନ ରଇବା ଚଲାଚଲ୍ତି, ଗାଗଡର୍ ଲାଲ୍ସାଅଇବାଟା, କାରାପ୍ ବିସଇ ମନ୍ କର୍ବାଟା, ଆରି ଲବ୍ ଅଇବାଟା, ଏ ସବୁ ବିସଇ ପୁତ୍ଲାମନ୍କେ ଜୁଆର୍ କର୍ବାଟା ସଙ୍ଗ୍ ସମାନ୍ ।
ଆରି ଜିସୁ ସେମନ୍କେ କଇଲା, "ଜାଗର୍ତା, ସବୁରକାମର୍ ଲବ୍ କର୍ବାଟାନେଅନି ନିଜେ ନିଜେ ଦୁରେ ରୁଆ । କାଇକେବଇଲେ ଗଟେକ୍ ଲକର୍ ଜିବନ୍ଟାନେଅନି ଦନ୍ସଁପତି ବଡ୍ ବିସଇ ନଏ ।"
ଜନ୍ ଲକ୍ ରୁପାକେ ନିକ ବଲ୍ବାଇ, ସେ ଟାଙ୍କା ପାଇଲେ ମିସା ସାନ୍ତି ନ ପାଏ; ଆରି ଜନ୍ଲକ୍ ବେସି ଦନ୍କେ ଆସା ଅଇସି, ସେ ଜେତେକ୍ କାମାଇଲେ ମିସା ଆସା ନ ଚାଡେ; ଏଟା ସବୁଜାକ ବେକାର୍ ।
ସେ ମାର୍ ପେଟେ ଅନି ଜେନ୍ତି ଡୁମ୍ଣ୍ଡା ଅଇ ଆଇଲା, ସେ ରକାମ୍ ସେ, ମଲାବେଲେ ମିସା ଡୁମ୍ଣ୍ଡା ଅଇସେ ଜାଇସି, ଆରି ସେ କସ୍ଟ କରି ଅର୍ଜି ରଇଲା ଦନ୍କେ ଆତେ ଦାରି ନ ଜାଏ, ସେ ରକାମ୍ କାଇଟା ମିସା ନେଇକରି ନ ଜାଏ।
O invisível acima do visível
As coisas que se veem são temporais; as que não se veem são eternas. Devemos fixar os olhos no que é permanente e verdadeiro.
ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି ।
ସାଉକାର୍ ଲକର୍ ଦନ୍ ତାର୍ ଡାଟ୍ ନଅଁର୍, ଆରି ସେଟା ଡିସ୍ତେ ରଇବା ଉଚା ପାଚୁରି ପାରା ।
ରିସାର୍ ଦିନେ ଦନ୍ କାଇ କାମ୍କେ ନ ଦେଏ, ମାତର୍ ଦରମ୍ ମରନ୍ ଲଗେଅନି ରକିଆ ପାଇସି ।
ଜାଇଟା ନାଇଁ, ସେଟାକେ ଦେକ୍ବାକେ ତମେ କାଇ ତମର୍ ଆକିକେ ଦେକାଇସା କି ? ଜେଡେବେଲେ ତମେ ସେଟାକେ ଦେକ୍ସା ସେଡ୍କିବେଲେ ସେଟା ଲୁଚି ଜାଇସି । କାଇକେବଇଲେ ସେଟା ଗିଦ୍ପାରା ନିଜର୍ ଡେନାକେ ପେଙ୍ଗାରି କରି ଆକାସେ ଉଡି ଜାଇସି ।
କେତେକ୍ ଲକ୍ ଦିନ୍ସାରା ବେସି ଦାନ୍ ଦେବାକେ ଲବ୍ କର୍ବାଇ; ମାତର୍ ଦରମ୍ ଲକ୍ ଦାନ୍ ଦେବାକେ, ଲବ୍ ନ କରତ୍ ।
କାରାପ୍ କାତା ଆରି ମିଚ୍ କାତା କଇବାକେ ମର୍ ଟଣ୍ଡେ ଦେଏ ନାଇଁ; ମକେ ବେସି ଗରିବ୍ କି ସାଉକାର୍ କର୍ ନାଇଁ, ମର୍ ବାଗେ ଜେତ୍କି ଆଚେ, ସେତ୍କି ଦେଇକରି ପର୍ତି ପାଲନ୍ କର୍।
ସେନ୍ତାରିସେ ମାଇଜିମନ୍ ମିସା ଜାଗ୍ରତ୍ ରଇକରି ସୁଆଲ୍ସୁତର୍ ଉଆ । ମୁଣ୍ଡର୍ ଚେଣ୍ଡିତେଇ ଚିକ୍ଚାକ୍ ନ କରି, ସୁନା କି ମୁକ୍ତା କି ଅଦିକ୍ ଦାମ୍ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍ ମର୍ଜିତା ସଙ୍ଗ୍ ନିଜ୍କେ ମାନ୍ଲାପାରା ତିଆର୍ ଉଆ । ତାର୍ ବାଦୁଲେ ବିନ୍ଲକ୍ମନ୍କେ ଦୟା ଦେକାଅତ୍ । ପର୍ମେସର୍କେ ଜୁଆର୍ କଲୁନି ବଲି କଇବା ମାଇଜିମନର୍ପାଇ ସେଟା ନିକ ଚଲାଚଲ୍ତି ଅଇସି ।
ବିସ୍ବାସିମନ୍ ନିଜର୍ ନିଜର୍ ସଁମ୍ପତିକେ ବାଗ୍ ମିସ୍ବାଟା
ସବୁ ବିସ୍ବାସିମନ୍ ଗଟେକ୍ ବିସଇ ଚିନ୍ତା କରି ମନ୍ କଲାଇ । କେ ମିସା ନିଜର୍ ସଁମ୍ପତି ନିଜର୍ ବଲି ଦାବି ନ କର୍ତେ ରଇଲାଇ । ତାକର୍ଟାନେ ଜେତ୍କି ରଇଲା ସେଟା ସବୁଲକ୍ ସମାନ୍ କରି ବାଟାସାଟା କର୍ତେ ରଇଲାଇ ।