Namoro
O namoro cristão deve ser vivido com sabedoria, pureza e propósito. A Bíblia orienta sobre escolher um cônjuge, guardar o coração e honrar a Deus em todo relacionamento.
Guardar o coração
Sobre tudo o que se deve guardar, guarda o teu coração, porque dele procedem as fontes da vida. O namoro exige vigilância e sabedoria.
ତମର୍ ମନ୍କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ ।
ବିସ୍ବାସ୍ ନ କଲା ଲକ୍ମନର୍ ଟାନେ ଜାଚାଇ ଉଆନାଇ
ତମେ ବିସ୍ବାସ୍ ନ କର୍ବା ଲକ୍ମନର୍ ସଙ୍ଗ୍ ମିସିକରି କାମ୍ କରାନାଇ । ସେ କାମ୍ କେବେମିସା ନ ଅଏ । କାଇକେବଇଲେ ସତ୍ ଆରି ମିଚ୍ ମିସାଇ ନ ଅଏ । ଉଜଲ୍ ଆରି ଆନ୍ଦାର୍ ନ ମିସତ୍ । କିରିସ୍ଟ ଆରି ସଇତାନ୍ କାଇ ବିସଇଟାନେ ମିସା ରାଜି ନ ଅଅତ୍ । ଗଟେକ୍ ବିସ୍ବାସ୍ କର୍ବା ଲକ୍ ଆରି ଗଟେକ୍ ବିସ୍ବାସ୍ ନ କର୍ବା ଲକ୍, ଗଟେକ୍ ଟାନେ ମିସିକରି ନ ରଅତ୍ ।
ନାଡାଇ ଉଆନାଇ, କାରାପ୍ ଲକ୍ମନର୍ ସଙ୍ଗ୍, ସାଙ୍ଗ ଅଇଲେ ସେମନ୍ ତମର୍ ନିକ ଚଲାଚଲ୍ତି କର୍ବାଟା ନସାଇ ଦେବାଇ ।
Pureza e santidade
O corpo é templo do Espírito Santo. A Bíblia nos chama a fugir da imoralidade e esperar no amor com paciência e respeito mútuo.
ବେବିଚାର୍ କାମେଅନି ଦୁରିକେ ରୁଆ । ଲକ୍ମନ୍ କାଇ ବିନ୍ ପାପ୍ କଲେ ମିସା, ସେଟା ତାର୍ ଗାଗଡର୍ ବିରୁଦେ ନଏଁ । ମାତର୍ ଜେ ବେବିଚାର୍ କାମ୍ କର୍ସି, ସେ ନିଜର୍ ଗାଗଡ୍ ବିରୁଦେ ପାପ୍ କର୍ସି । ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ । କାଇକେବଇଲେ ପର୍ମେସର୍ ତମ୍କେ ଜବର୍ ଦାମ୍ ଦେଇକରି ଗେନିଆଚେ, ସେଟାର୍ ପାଇ ତମର୍ ଗାଗ୍ଡର୍ କାମ୍ ସଙ୍ଗ୍ ପର୍ମେସରର୍ ମଇମା କରା ।
କେତେଲକ୍ କଇବାଇ, ପେଟ୍ ଜଦି କାଦି କାଇବାକେ ମନ୍ କଲାନି ବଇଲେ କାଦି କାଇବାଟା ନିକ, । ମାତର୍ ମୁଇ କଇଲିନି, ପର୍ମେସର୍ ଗଟେକ୍ ଦିନ୍ ଏ ଦୁଇଟାକେ ମିସା କୁରୁପ୍ନାସ୍ କର୍ସି । ଗାଗଡ୍ ବେବିଚାର୍ କାମ୍ କର୍ବାକେ ନାଇ, ମାତର୍ ମାପ୍ରୁର୍ ସେବା କର୍ବାକେ ଲାଗ । ଗାଗଡ୍କେ ଦର୍କାର୍ ଅଇବାଟା ମାପ୍ରୁ ଜାଗାଇସି ।
ମାତର୍ ତମେ ଜଦି ମନର୍ ଲାଲ୍ସା ମୁର୍ଚିକରି ରଇ ନାପାର୍ଲାସ୍ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
A esposa prudente vem do Senhor
Deus criou o homem e a mulher para completarem-se. A casa e os bens são herança dos pais, mas a esposa prudente vem do Senhor.
ତାର୍ପଚେ ସବୁବେଲର୍ ମାପ୍ରୁ ପର୍ମେସର୍ କଇଲା, ନର୍ଲକ୍ ଏକ୍ଲା ରଇବାଟା ଟିକ୍ ନାଇ, ମୁଇ ତାର୍ ପାଇଁ ସବୁବେଲେ ରଇ ଜିଇବା କାଇବାକେ ଗଟେକ୍ ମାଇଜି ଟକି ତିଆର୍ କର୍ବି ।
ଗର୍ ଆରି ଦନ୍ ଆନିଦାଦିମନର୍ ଲଗେ ଅନି ପାଇବାର୍ ଅଦିକାର୍; ମାତର୍ ବୁଦି ମତି ମାଇଁଜି ମାପ୍ରୁର୍ ଲଗେ ଅନି ପାଇବାଇ ।
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି ।