Nascimento de Jesus
O nascimento de Jesus é o evento que divide a história. O Verbo se fez carne e habitou entre nós. Deus enviou seu Filho ao mundo para nos salvar e nos reconciliar consigo.
O Verbo se fez carne
Jesus não nasceu por acaso — sua encarnação foi planejada antes da fundação do mundo. Ele se esvaziou e assumiu a forma humana por amor.
କ୍ରିସ୍ଟଜିସୁର୍ ଜଃନ୍କାର୍ ମଃନ୍ ରିଲି, ତୁମିମଃନାର୍ ସେହର୍ ମଃନ୍ ଅଃଉଅ ।
ସେ ଇସ୍ୱର୍ ଅୟି ହେଁ ଇସ୍ୱର୍ ସଃଙ୍ଗ୍ ସଃମାନ୍ ରେଉଁକେ
ନିଜାର୍ ହାୟ୍ଁ ଦଃରିରେତା କଃତା ବଃଲି ନଃବାବ୍ଲା,
ମଃତର୍ ନିଜାର୍ ଇଚା ହଃର୍କାରେ
ସଃବୁ ଚାଡିକଃରି ମାନାୟ ହର୍ ଗତିଦଃଙ୍ଗ୍ଳା ଅୟି
ଅଃହ୍ଣାକ୍ ମଲ୍ ଗଃଣିତା ନଃକେଲା ।
ଆରେକ୍ କ୍ରୁସେ ମଃର୍ତା ହଃତେକ୍ ହେଁ,
ମାୟ୍ନ୍କାରି ଅୟ୍କଃରି ଅଃହ୍ଣାକ୍ ସାନ୍ କଃଲା ।
ମଃତର୍ ବେଳା ହୁର୍ଲାକେ ଇସ୍ୱର୍ ଅଃହ୍ଣାର୍ ତଃୟ୍ ହୁଣି ତାର୍ ନିଜାର୍ ହୟ୍ସିକ୍ ହଃଟାୟ୍ଲା, ସେ ମାୟ୍ଜି ହୁଣି ଜଃଲମ୍ ଅୟି ମସାର୍ ବିଦିର୍ ତଃଳେ ଅୟ୍ଲା । ଜଃନ୍କଃରି ସେ ମଲ୍ ଦଃୟି ମସାର୍ ବିଦି ତଃଳାର୍ ଲକ୍ମଃନ୍କେ ମୁକ୍ଳାୟ୍ଦ୍, ଆରେକ୍ ଅଃମିମଃନ୍ ହୟ୍ସିର୍ ଅଃଦିକାର୍ ହାଉନ୍ଦ୍ ।
ସେ ଜୁୟି ମଃନ୍କେ ହିଲାମଃନ୍ ବଃଲିଆଚେ, ବଃନି ଆର୍ ମାସାର୍ ବାଗିଦାରି ଅୟ୍ରିଲାର୍ ଗିନେ ସେ ହେଁ ନିଜେ ସେରଃକମ୍ ସେତିର୍ ବାଗିଦାରି ଅୟ୍ଲା, ଜଃନ୍କଃରି ମଃର୍ନ୍ ଦଃୟି ମଃର୍ନାର୍ ଅଃଦିକାରିକ୍, ବଃଲେକ୍, ସୟ୍ତାନ୍କେ ନାସ୍ କଃରେଦ୍, ଜାର୍ତଃୟ୍ ମଃର୍ନାର୍ ଅଃଦିକାର୍ ଆଚେ । ଆରେକ୍ ମଃର୍ନାର୍ ଡିରେ ଜୁୟି ଲକ୍ମଃନ୍ ଜିବନ୍ଜାକ ଗତିଦଃଙ୍ଗ୍ଳାର୍ ବାନ୍ଦୁଣେ ରିଲାୟ୍, ସେମଃନ୍କେ ସେ ମୁକ୍ଳାୟ୍ ଆଚେ ।
ବଃଲେକ୍, ସଃବୁ ବିସୟେ ଅଃହ୍ଣାର୍ ବାୟ୍ବେଣିମଃନାର୍ ହର୍ ଅଃଉତାର୍ ତାର୍ ଲଳା ରିଲି, ଜଃନ୍କଃରି ସେ ଲକ୍ମଃନାର୍ ହାହାର୍ ହାହ୍ ମାନ୍ତା ଗିନେ ଇସ୍ୱରାର୍ ସେବା ବିସୟେ ଗଟେକ୍ ଦଃୟାକାରି ଆର୍ ବିସ୍ୱାସି ମୁଳ୍ ଜାଜକ୍ ଅୟ୍ଦ୍ ।
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
O anúncio e o nascimento
O nascimento de Jesus foi anunciado por anjos, precedido por sinais e recebido com adoração pelos pastores e pelos magos do oriente.
ଜିସୁ କ୍ରିସ୍ଟର୍ ଜଃଲମ୍ ଇବାନ୍ୟା ଅୟ୍ଲି । ତାର୍ ଆୟ୍ସି ମରିୟମ୍କେ ଜସେପ୍ ସଃଙ୍ଗ୍ ବିବା ଅଃଉଁକେ ମାଗ୍ଣି ହଃଚେ, ସେମଃନ୍ ବିବା ନଃଉତା ଆଗ୍ତୁ ପବିତ୍ର ଆତ୍ମା ତଃୟ୍ହୁଣି ସେ ଆଙ୍ଗେ ଅୟିଆଚେ ବଃଲି ଜାଣାହଃଳ୍ଲି ।
ମଃତର୍ ସେ ଇରି ମଃନେ ହାଚ୍ଲା ହଃଚେ, ଦଃକା, ମାପୁରାର୍ ଗଟେକ୍ ଦୁତ୍ ତାକ୍ ଚଃହ୍ନେ ଦଃକାୟ୍ ଅୟି କୟ୍ଲା, "ଏ ଦାଉଦ୍ ବଃଉଁସାର୍ ଜସେପ୍ ! ମରିୟମ୍କେ ବିବା ଅଃଉଁକେ ଡିର୍ନାୟ୍, କାୟିତାକ୍ବଃଲେକ୍ ସେ ପବିତ୍ର ଆତ୍ମାୟ୍ ଆଙ୍ଗେ ଅୟିଆଚେ । ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁମି ତାର୍ ନାଉ ଜିସୁ ସଃଙ୍ଗାଉଆସ୍, କାୟିତାକ୍ବଃଲେକ୍ ସେ ତାର୍ ଲକ୍ମଃନ୍କେ ସେମଃନାର୍ ହାହେ ହୁଣି ମୁକ୍ଳାୟ୍ଦ୍ ।"
ବାବ୍ବାଦିର୍ ତଃୟ୍ହୁଣି ଇସ୍ୱରାର୍ ଇ ଜୁୟି କଃତା ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ଇ ସଃବୁ ଗଃଟ୍ଲି । ସେ ବାବ୍ବାଣି ଅଃଉଁଲି, "ଗଟେକ୍ ଦଃଙ୍ଗ୍ଳି ଟକି ଆଙ୍ଗେ ଅୟ୍ଦ୍ ଆର୍ ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ଲକ୍ମଃନ୍ ତାର୍ ନାଉ ଇମାନୁଏଲ୍ ବଃଲି ସଃଙ୍ଗାଉତି ।" ଇ ନାଉଁଆର୍ ଅଃର୍ତ୍, ଅଃମାର୍ ସଃଙ୍ଗ୍ ଇସ୍ୱର୍ ଆଚେ ।
ଇତାର୍ହଃଚ ଜସେପ୍ ନିଦେହୁଣି ଉଟ୍ଲା ଆର୍ ଇସ୍ୱରାର୍ ଦୁତ୍ ତାକ୍ ଜୁୟ୍ରଃକମ୍ କୟ୍ରିଲା, ସେବାନ୍ୟା କଃଲା ଆର୍ ମରିୟମ୍କେ ବିବା ଅୟ୍ଲା । ମଃତର୍ ମରିୟମ୍ ତାର୍ ହିଲା ଜଃଲମ୍ ନଃକେର୍ତା ହଃତେକ୍ ଜସେପ୍ ତାର୍ ସଃଙ୍ଗ୍ ସୟ୍ନଃକେଲା, ଆର୍ ସେ ହିଲା ଜଃଲମ୍ ଅୟ୍ଲାକ୍, ଜସେପ୍ ସେ ହିଲାର୍ ନାଉ ଜିସୁ ବଃଲି ଦିଲା ।
ସେତାର୍ ଗିନେ ଦୁତ୍ ତାକ୍ କୟ୍ଲା, "ଏ ମରିୟମ୍, ଡିର୍ ନାୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ତକେ ଦଃୟା କଃରି ଆଚେ । ଆର୍ ଦଃକ୍, ତୁୟ୍ ଆଙ୍ଗେ ଅୟ୍କଃରି ଗଟେକ୍ ହିଲା ଜଃଲମ୍ କଃର୍ସି, ଆର୍ ତାର୍ ନାଉ ଜିସୁ ବଃଲି ଦିଆସ୍ । ସେ ସଃବ୍କେ ଉଟ୍ୟା ଅୟ୍ଦ୍, ଆର୍ ସେ ସଃବ୍କେ ବଃଡ୍ ମାପୁରାର୍ ହୟିସି ବଃଲି ଡାକେ ହୁଟେଦ୍; ଆର୍ ଇସ୍ୱର୍ ତାକ୍ ତାର୍ ଦାଦିବାବୁ ଦାଉଦାର୍ ହର୍ ସିଙ୍ଗାସଣ୍ ଦଃୟ୍ଦ୍ । ସେ ଜାକୁବକ୍ ବଃଉଁସ୍ ଉହ୍ରେ ଜୁଗେଜୁଗେ ରାଜ୍ କଃରେଦ୍, ଆର୍ ତାର୍ ରାଇଜ୍ କଃବେ ସେସ୍ ନହୟ୍ ।"
ସେତାର୍ ଗିନେ ଜସେପ୍ ହେଁ ନାଉ ଲେକାଉଁକ୍ ମରିୟମ୍ ସଃଙ୍ଗ୍ ଗାଲିଲି ରାଜିର୍ ନାଜରିତ୍ ଗଃଳେହୁଣି ଜିଉଦା ରାଜିର୍ ବେତ୍ଲିହିମ୍ ନାଉଁଆର୍ ଦାଉଦାର୍ ଗଃଳେ ଗଃଳାୟ୍, କାୟିତାକ୍ବଃଲେକ୍ ସେ ଦାଉଦାର୍ ବଃଉଁସାର୍ ଲକ୍ ରିଲା । ତାର୍ ସଃଙ୍ଗ୍ ମରିୟମ୍କ୍ ବିବା ଅଃଉଁକେ ମାଗ୍ଣି ଅୟ୍ରିଲି ଆର୍ ମରିୟମ୍ ଆଙ୍ଗେ ରିଲି । ସେତାର୍ ଗିନେ ସେ ମରିୟମ୍ ସଃଙ୍ଗ୍ ନାଉ ଲେକାଉଁକ୍ ଗଃଲା । ସେମଃନ୍ ବେତ୍ଲିହିମ୍ ଗଃଳେ ରିଲା ବଃଳ୍ ମରିୟମାର୍ ହିଲା ଜଃଲମ୍ ଅଃଉତା ବେଳ୍ ଅୟ୍ଲି । ଆରେକ୍ ମରିୟମ୍ ହଃର୍ତୁ ହିଲା ଜଃଲମ୍ କଃଲି ଆର୍ ତାକ୍ ହଃଚ୍ୟାୟ୍ ଗୁଳ୍ୟାୟ୍ ଗାଇ ସାଳାର୍ ଡଙ୍ଗାୟ୍ ସଳାୟ୍ଲାୟ୍ । କାୟିତାକ୍ବଃଲେକ୍ ବାସାଗଃରେ ସେମଃନାର୍ ଗିନେ ଟାଣ୍ ନଃରିଲି ।
ସେତାକ୍ ଦୁତ୍ ସେମଃନ୍କେ କୟ୍ଲା, "ଡିରି ଜାହାନାୟ୍; ଦଃକା, ମୁଁୟ୍ ସଃବୁଲକାର୍ ବଃଡେ ସଃର୍ଦାର୍ ନିକ କବୁର୍ ତୁମିମଃନ୍କେ ପର୍ଚାର୍ କଃରୁଲେ, କାୟିତାକ୍ବଃଲେକ୍ ଆଜି ଦାଉଦାର୍ ଗଃଳେ ତୁମାର୍ ଗିନେ ରଃକ୍ୟାକାରି ଲକ୍ ଜଃଲମ୍ ଅୟ୍ଲା ଆଚେ, ସେ କ୍ରିସ୍ଟ ମାପୁର୍ । ଆର୍ ତୁମାର୍ ଗିନେ ଇରି ଚିନା ହର୍ ଅୟ୍ଦ୍, ତୁମିମଃନ୍ ଗଟେକ୍ ହିଲାକ୍ ହଚ୍ୟାୟ୍ ଗୁଳ୍ୟାୟ୍ କଃରି ଗାଇ ଡଙ୍ଗାୟ୍ ସଇରିଲାର୍ ଦଃକାସ୍ ।"
ଦୁତ୍ମଃନ୍ ସେମଃନାର୍ ତଃୟ୍ହୁଣି ସଃର୍ଗେ ବାଉଳି ଗଃଲା ହଃଚେ, ମେଣ୍ଡା ଗଃଉଳିଆମଃନ୍ ତାକାର୍ ତାକାର୍ ବିତ୍ରେ କଃତା ଅଃଉଁକେ ଦଃର୍ଲାୟ୍, "ଆସା, ଅଃମିମଃନ୍ ବେତ୍ଲିହିମ୍ ହଃତେକ୍ ଜାୟ୍କଃରି ମାପୁର୍ ଅଃମିମଃନ୍କେ ଇ ଜୁୟି ଗଃଟ୍ଣା ଜାଣାୟ୍ଲା, ସେରି ଦଃକୁଆଁ ।"
ଆର୍ ହଃଚେ ସେମଃନ୍ ବେଗି ଜାୟ୍ ଲଳିକଃରି ମରିୟମ୍ ଆର୍ ଜସେପ୍, ଆରେକ୍ ଗାଇଡଙ୍ଗାୟ୍ ହିଲାକ୍ ସଇରିଲାର୍ ଦଃକ୍ଲାୟ୍ । ସେମଃନ୍ ତାକ୍ ଦଃକିକଃରି ସେ ହିଲାର୍ କଃତା ଦୁତ୍ ଜାୟ୍ବଃଲି କୟ୍ରିଲା, ସେ ସଃବୁ ହୁଟାୟ୍କଃରି କୟ୍ଲାୟ୍ । ଆରେକ୍ ଜଃତେକ୍ ଲକ୍ ମେଣ୍ଡା ଗଃଉଳିଆମଃନାର୍ ତଃୟ୍ହୁଣି ସେ ସଃବୁ କଃତା ସୁଣ୍ଲାୟ୍, ସେସଃବୁ ଲକ୍ମଃନ୍ କାବା ଅୟି ଗଃଳାୟ୍ ।
O Rei que veio servir
Jesus nasceu para ser Rei, e todo aquele que é da verdade ouve a sua voz. Os magos o adoraram e ofereceram seus tesouros.
ସେତାକ୍ ପିଲାତ ଜିସୁକେ ହଃଚାର୍ଲା, "ତଃବେ ତୁୟ୍ କାୟି ଗଟେକ୍ ରଃଜା ?"
ଜିସୁ ଉତୁର୍ ଦିଲା, "ତୁୟ୍ ତ କଃଉଁଲିସ୍, ମୁୟ୍ ଗଟେକ୍ ରଃଜା । ମୁୟ୍ ଜଃନ୍କଃରି ସଃତ୍ ବାଟ୍ୟା ଅୟି ସାକି ଦଃୟ୍ନ୍ଦ୍, ଇତାର୍ ଗିନେ ମୁୟ୍ ଜଃଲମ୍ ଅୟି ଆଚି ଆର୍ ଜଃଗତେ ଆସିଆଚି । ଜୁୟି ଲକ୍ ସଃତାର୍ ହୟିସି, ସେ ମର୍ କଃତା ସୁଣେଦ୍ ।"
ହଃଣ୍ଡିତ୍ମଃନ୍ ରଃଜାର୍ କଃତା ସୁଣି ସେତିହୁଣି ଗଃଳାୟ୍, ଆର୍ ସେମଃନ୍ ହୁର୍ବ୍ ଦେସେ ଜୁୟି ତାରା ଦଃକି ରିଲାୟ୍, ସେ ତାରା ସେମଃନାର୍ ଆଗେ ଆଗେ ଜାୟ୍, ଜୁୟି ଗଃରେ ହିଲା ରିଲା ସେ ଗଃର୍ ଉହ୍ରେ ଜାୟ୍ ତେବଃଲି । ସେମଃନ୍ ସେ ତାରାକେ ଦଃକି ବଃଡେ ସଃର୍ଦା ଅୟଃଲାୟ୍ । ଆର୍ ଗଃର୍ ବିତ୍ରେ ହୁରି ସେ ହିଲାକ୍ ତାର୍ ଆୟ୍ସି ମରିୟମ୍ ସଃଙ୍ଗ୍ ଦଃକ୍ଲାୟ୍ ଆର୍ ତାକ୍ ହାଦେ ଡୁଳି ଜୁଆର୍ କଃଲାୟି, ଆରେକ୍ ନିଜାର୍ ନିଜାର୍ ହେଳି ଉଗାଳି ସନା, ବୁତେକ୍ ମଲାର୍ ଦୁହ୍ଣି ଆର୍ ବାସ୍ନା ଚିକଣ୍ ସେ ହିଲାକ୍ ଦିଲାୟ୍ । ଇତାର୍ହଃଚ ହେରଦ୍ ରଃଜାର୍ ଲଃଗେ ବାଉଳି ନଃଜଃଉଁକେ ଇସ୍ୱର୍ ସେମଃନ୍କେ ଚଃହ୍ନେ ଆଡର୍ ଦିଲାକ୍, ସେମଃନ୍ ବିନ୍ ବାଟ ଅୟି ନିଜାର୍ ଦେସେ ବାଉଳି ଗଃଳାୟ୍ ।