Oração
A oração é o fôlego da vida cristã. É conversa íntima com Deus, pedido de socorro, ação de graças e intercessão. Jesus ensinou seus discípulos a orar e praticou a oração constantemente.
O convite a orar
Jesus disse: pedi e recebereis, buscai e achareis, batei e abrir-se-vos-á. Deus convida seus filhos a orar com fé e persistência.
ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି ।
ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି । ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
ତମେ କାରାପ୍ ଲକ୍ ଅଇରଇଲେ ମିସା ନିଜର୍ ପିଲାମନ୍କେ ନିକନିକ ଜିନିସ୍ ଦେଇସା । ସେନ୍ତାରିସେ ଜନ୍ ଲକ୍ମନ୍ ସରଗର୍ ବାବାକେ ମାଙ୍ଗ୍ବାଇ ସେ ସେମନ୍କେ ଆରି କେତେ ନିକନିକ ଜିନିସ୍ ଦେଇସି ।
ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।"
ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।"
ମୁଇ ତମ୍କେ କଇଲିନି, ମାଙ୍ଗା ତେବେ ତମ୍କେ ଦିଆଅଇସି । କଜା, ତେଇ ତମେ ମିଲାଇସା । କାପାଟେ ବାଜାଆ, ତେଇ ତମର୍ପାଇବଲି ଉଗାଡି ଦିଆଅଇସି । କାଇକେବଇଲେ, ଜେ ମାଙ୍ଗ୍ସି, ସେ ପାଇସି । ଜେ କଜ୍ସି, ସେ ମିଲାଇସି । ଜେ କାପାଟେ ବାଜାଇସି, ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
ଜିସୁ ଦିନେକ୍ ତାର୍ ସିସ୍ମନ୍କେ ପର୍ମେସର୍କେ ମାଙ୍ଗ୍ବାବେଲେ ନ ତାକି ପାର୍ତନା କରିକରି ରଇବାକେ, ଗଟେକ୍ କାତାନି ବୁଜାଇ କଇଲା, ଗଟେକ୍ ଗଡେ ଗଟେକ୍ ବିଚାର୍ କାରିଆ ଲକ୍ ରଇଲା । ସେ ପର୍ମେସର୍କେ ନ ଡର୍ତେ ରଇଲା, କି ଲକ୍ମନ୍କେ ନ ନାମ୍ତେ ରଇଲା । ସେ ଗଡେ ଗଟେକ୍ ରାଣ୍ଡି ମାଇଜି ମିସା ରଇଲା । ସେ ସବୁ ବେଲେ ବିଚାର୍ କାରିଆର୍ ଲଗେ ଜାଇ ଏନ୍ତି କଇତେ ରଇଲା, ଗଟେକ୍ ଲକ୍ ମର୍ ବିରଦି ଅଇଲା ଆଚେ । ଏ ବିସଇନେଇକରି ତମେ ମର୍ ବିରଦିକେ ବିଚାର କରା । ଜେନ୍ତିକି, ସେ ମକେ ନିଆଇ ଇସାବେ ଚଲାଚଲ୍ତି କର୍ସି । ଏନ୍ତି ବେସି ଦିନ୍ ସେ ବିଚାର୍କାରିଆ ନିଆଇ କର୍ବାକେ ମନ୍ ନ କଲେ ମିସା, ସେ ଦିନ୍କେ ଆସି ବେମ୍ଜା କର୍ତେରଇଲା । ମାତର୍ ସେ ବିଚାର୍କାରିଆ ଲକ୍ ମନେ ମନେ ବାବ୍ଲା, "ମୁଇ ପର୍ମେସର୍କେ ଡରି ନାଇକି ଲକ୍ମନ୍କେ ନାମି ନାଇ । ମାତର୍ ଏ ରାଣ୍ଡିମାଇଜି ସବୁ ବେଲା ଆସି ବେମ୍ଜା କଲାନି । ସେଟାର୍ପାଇଁ ତାକେ ନିଆଇ ମିଲ୍ଲା ପାରା ବିଚାର୍ କର୍ବି । କାଇକେ ବଇଲେ ଏନ୍ତି ବିଚାର୍ ନ କଲେ ସେ ସବୁଦିନ୍ ଆସି ମକେ ବେମ୍ଜା କର୍ତେ ରଇସି ।"
ତେଇ ମାପ୍ରୁ କଇଲା, "ଏ ଅନିଆଇ ବିଚାର୍କାରିଆ କାଇଟା କର୍ବାକେ ବାଚ୍ଲା, ସେଟା ତମେ ସିକା । ସେନ୍ତି ଲାଚୁଆଁ ବିଚାର୍କାରିଆ ସେ ରାଣ୍ଡିମାଇଜିର୍ ବିଚାର୍ କଲା । ସେନ୍ତାର୍ ଆଲେ, ତାର୍ତେଇଅନି କେତେ ନିମାନ୍ ଇସାବେ ପର୍ମେସର୍ ସେ ବାଚ୍ଲା ଲକ୍ମନର୍ ଦିନ୍ରାତିର୍ ପାର୍ତନା ସୁନି ନିମାନ୍ ନିଆଇ ବିଚାର୍ କର୍ସି । ସେମନ୍କେ ସାଇଜ କର୍ବାକେ ସେ ଅଲ୍ସମ୍ ନ କରେ । ମୁଇ ତମ୍କେ କଇଲିନି, ସେ ଦାପ୍ରେସେ ତାର୍ ଲକ୍ମନର୍ପାଇ ନିମାନ୍ ନିଆଇବିଚାର୍ କର୍ସି । ମାତର୍ ପର୍ମେସର୍ ଟାନେଅନି ଆଇଲା ନର୍ପିଲା ମୁଇ ଆରିତରେକ୍ ଆଇବାବେଲେ ଏ ଦୁନିଆଇ, ମକେ ବିସ୍ବାସ୍ କର୍ବା ଲକ୍ମନ୍କେ ଦେକ୍ବି କି ନାଇ ?"
ସେଟାର୍ପାଇଁ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି ।
ସେଟାର୍ପାଇଁ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି ।
ସେଟାର୍ପାଇଁ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି ।
Orar em nome de Jesus
Tudo o que pedirmos em nome de Jesus, Ele fará, para que o Pai seja glorificado no Filho. A oração em seu nome tem autoridade.
ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି ।
ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି । ତମେ ଜଦି କାଇ ବିସଇ ମିସା ମର୍ ନାଉଁଦାରି ମାଙ୍ଗ୍ସା ବଇଲେ ମୁଇ ସେଟା ଦେବି ।
ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି । ତମେ ଜଦି କାଇ ବିସଇ ମିସା ମର୍ ନାଉଁଦାରି ମାଙ୍ଗ୍ସା ବଇଲେ ମୁଇ ସେଟା ଦେବି ।
ଜଦି ତମେ ମର୍ସଙ୍ଗ୍ ମିସିକରି ରଇସା ଆରି ମର୍ ବାକିଅ ତମର୍ ମନେ ରଇସି, ତମେ ମନ୍କରି କାଇ ବିସଇ ମାଙ୍ଗ୍ସା ବଇଲେ ସେଟା ମିଲାଇସା ।
ତମେ ମକେ ବାଚାସ୍ ନାଇ, ମାତର୍ ମୁଇ ତମ୍କେ ବାଚ୍ଲି ଆଚି । ଆରି ଜାଇକରି ଅଦିକ୍ ଅଦିକ୍ ପଲ୍ ଦାର୍ବାକେ ତମ୍କେ ଦାଇତ୍ ଦେଲି । ତମର୍ ପଲ୍ ସବୁ ଦିନର୍ ପାଇ ରଇସି । ତେବେ ତମେ ମର୍ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍ଲେ ମିସା ସେ ତମ୍କେ ଦେଇସି ।
ତମେ ଏବେ ଜାକ ମର୍ ନାଉଁ ଦାରି କାଇଟା ମିସା ମାଙ୍ଗାସ୍ ନାଇତା । ଏବେ ମାଙ୍ଗା, ତେବେ ତମ୍କେ ମିଲ୍ସି । ଆରି ତମର୍ ସାର୍ଦା ପୁରାପୁରୁନ୍ ଅଇସି ।"
Orar sem cessar
A Bíblia nos exorta a orar em todo tempo. A oração constante nos mantém conectados com Deus e nos fortalece espiritualmente.
ସବୁବେଲେ ପାର୍ତନା କରା ।
ସବୁବେଲେ ପାର୍ତନା କରା ।
ସବୁବେଲେ ସାର୍ଦାଅଇ ରୁଆ । ସବୁବେଲେ ପାର୍ତନା କରା । ସବୁ ସୁକ୍ ଦୁକ୍ ବେଲେ ମାପ୍ରୁକେ ଦନିଅବାଦ୍ ଦିଆସ୍ । କାଇକେବଇଲେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି ଜିଉନା କାଉନା କଲାସ୍ନି ବଲି ପର୍ମେସର୍ ତମର୍ଟାନେ ଅନି ମାଙ୍ଗ୍ଲାନି ।
ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ ।
ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ ।
ପାର୍ତନା କରିଲାଗିରୁଆ । ଆରି ଜାଗ୍ରତ୍ ଅଇରୁଆ । ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେଇତେରୁଆ ।
ଆମ୍କେ ରଇବା ଆସାର୍ ଲାଗି ଆମେ ସାର୍ଦା ଅଉଁ । ଦୁକ୍ କସ୍ଟ ଆଇଲେ ମୁର୍ଚିକରି ରଉଁ । ସବୁବେଲା ପର୍ମେସର୍କେ ପାର୍ତନା କର୍ତେ ରଉଁ ।
A oração do modelo
Jesus ensinou a oração do Pai Nosso como modelo. Ela cobre adoração, submissão, provisão, perdão, proteção e louvor.
ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ ।
ଏ ଆମର୍ ସରଗର୍ ବାବା,
ତମର୍ ସୁକଲ୍ ନାଉଁ ଡାକ୍ପୁଟା ପାଅ ।
ତମର୍ ସାସନ୍ ଆସ । ସର୍ଗେ ତମର୍ ମନ୍ କଲାଟା ଜେନ୍ତାରି ସିଦ୍ ଅଇଲାନି,
ଏ ରାଇଜେ ମିସା ସେନ୍ତାରି ତମେ ମନ୍ କଲାଟା ସିଦ୍ ଅ ।
ଆଜି ଆମ୍କେ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
ଆମର୍ ବିରଦେ ଦସ୍ କରିରଇବା ଲକ୍ମନ୍କେ
ଆମେ ଜେନ୍ତାର୍ କେମା କଲୁନି, ସେନ୍ତାରି ଆମର୍ ସବୁ ଦସ୍ କେମା କରା ।
ବେସି କସ୍ଟ ରଇବା ପରିକା ଆମ୍କେ ମୁରଚ୍ବାକେ ଦିଆ ନାଇ,
ମାତର୍ କାରାପ୍ କାମେଅନି ରକିଆ କରା
ଜେନ୍ତିକି ତମର୍ ରାଇଜ୍, ତମର୍ ବପୁ,
ଆରି ଡାକ୍ପୁଟା ସବୁ ଜୁଗେଜୁଗେ ତମର୍ ଅଇକରି ରଅ । ଆମେନ୍ !
ଜିସୁ ସେମନ୍କେ କଇଲା, ଜେଡେବେଲେ ତମେ ପାର୍ତନା କର୍ସା, ସେଡ୍କିବେଲେ କୁଆ,
"ବାବା ତମର୍ ନାଉଁ ସୁକଲ୍ବଲି ସବୁଲକ୍ ମାନତ୍ ।
ତମର୍ ରାଇଜ୍ ଆସ ।
ସବୁଦିନ୍ ଆମ୍କେ ଆମର୍ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
ଆମର୍ ସବୁ ପାପ୍ କେମା କରିଦିଆସ୍,
କାଇକେବଇଲେ ଆମେ ମିସା ଆମର୍ ବିରୁଦେ ବୁଲ୍ କଲା ଲକ୍ମନ୍କେ କେମା କଲୁନି ।
ଆମ୍କେ ପାପ୍ ଦସ୍ କରାଇବା ସବୁର୍ତେଇଅନି ରକିଆ କରା ।"
ପାର୍ତନା କର୍ବା ବେଲେ କୁଟିଆଲ୍ ବିସ୍ବାସିମନର୍ ପାରା ଉଆନାଇ । କାଇକେ ବଇଲେ ସେମନ୍ ଲକ୍ମନ୍କେ ଦେକାଇ ଅଇବାକେ ପାର୍ତନା ଗର୍ମନ୍କେ ଆରି ଗାଉଁର୍ ମଜା ଡାଣ୍ଡେ ଟିଆ ଅଇକରି ପାର୍ତନା କର୍ବାକେ ମନ୍ କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ନିଜର୍ ନିଜର୍ ପୁରୁସ୍କାର୍ ପାଇଲାଇବେ ।
ମାତର୍ ତମେ ପାର୍ତନା କର୍ବାକେ ତମର୍ ବାକ୍ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍ ଡାବିଅଇଦିଆସ୍ ଆରି ନ ଡିସାଇ ଅଇବା ତମର୍ ସର୍ଗର୍ ବାବାର୍ ଲଗେ ପାର୍ତନା କରା । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମର୍ ବାବା ତମ୍କେ ପୁରୁସ୍କାର୍ ଦେଇସି ।
ମାତର୍ ତମେ ପାର୍ତନା କର୍ବାକେ ତମର୍ ବାକ୍ରାଇ ଜାଇ, କାକେ ନ ଦେକାଇଅଇତେ ପୁରିକରି କାପାଟ୍ ଡାବିଅଇଦିଆସ୍ ଆରି ନ ଡିସାଇ ଅଇବା ତମର୍ ସର୍ଗର୍ ବାବାର୍ ଲଗେ ପାର୍ତନା କରା । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମର୍ ବାବା ତମ୍କେ ପୁରୁସ୍କାର୍ ଦେଇସି ।
ପାର୍ତନା କର୍ବା ବେଲେ ପର୍ମେସର୍କେ ବିସ୍ବାସ୍ ନ କର୍ବା ଲକ୍ମନର୍ ପାରା ଅରତ୍ ନଇଲା କାତା ତର୍କେ ତର୍ କଇ ଆଉଲି ନ ଉଆ, ବେସି ପର୍ ପାର୍ତନା କଲେ ସେ ପର୍ମେସର୍ ସୁନ୍ସି ବଲି, ସେମନ୍ ମନେ ବାବ୍ବାଇ ।
ପାର୍ତନା କର୍ବା ବେଲେ ପର୍ମେସର୍କେ ବିସ୍ବାସ୍ ନ କର୍ବା ଲକ୍ମନର୍ ପାରା ଅରତ୍ ନଇଲା କାତା ତର୍କେ ତର୍ କଇ ଆଉଲି ନ ଉଆ, ବେସି ପର୍ ପାର୍ତନା କଲେ ସେ ପର୍ମେସର୍ ସୁନ୍ସି ବଲି, ସେମନ୍ ମନେ ବାବ୍ବାଇ ।
ପାର୍ତନା କର୍ବା ବେଲେ ପର୍ମେସର୍କେ ବିସ୍ବାସ୍ ନ କର୍ବା ଲକ୍ମନର୍ ପାରା ଅରତ୍ ନଇଲା କାତା ତର୍କେ ତର୍ କଇ ଆଉଲି ନ ଉଆ, ବେସି ପର୍ ପାର୍ତନା କଲେ ସେ ପର୍ମେସର୍ ସୁନ୍ସି ବଲି, ସେମନ୍ ମନେ ବାବ୍ବାଇ । ସେମନର୍ ପାରା ଉଆ ନାଇ । ତମେ ମାଙ୍ଗ୍ବା ଆଗ୍ତୁ ଜାଇଟା ଦର୍କାର୍, ତମର୍ ସରଗର୍ ବାବା ପର୍ମେସର୍ ସେଟା ସବୁ ଜାନ୍ସି ।
Oração eficaz
A oração do justo é poderosa e eficaz. Ore com fé, sem duvidar, pois quem duvida é como onda do mar levada pelo vento.
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି । ମାତର୍ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍ବାସର୍ ସଙ୍ଗ୍ ପାର୍ତନା କର୍ବାର୍ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍ସି, ସେ ପବନ୍ସଙ୍ଗ୍ ଇଣ୍ଡ୍ତେ ରଇବା ସମ୍ଦୁରର୍ ଉଲ୍କା ପାନି ପାରା ଗଟେକ୍ ଲକ୍ । ସେ ରକାମ୍ ଲକ୍ ମାପ୍ରୁର୍ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର । ସେ ତା, ଦୁଇମନିଆ ଲକ୍, ସେ କର୍ବା ସବୁ କାମ୍ଟାନେ ତବିର୍ ନ ରଏ ।
ମାତର୍ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍ବାସର୍ ସଙ୍ଗ୍ ପାର୍ତନା କର୍ବାର୍ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍ସି, ସେ ପବନ୍ସଙ୍ଗ୍ ଇଣ୍ଡ୍ତେ ରଇବା ସମ୍ଦୁରର୍ ଉଲ୍କା ପାନି ପାରା ଗଟେକ୍ ଲକ୍ ।
ମାତର୍ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍ବାସର୍ ସଙ୍ଗ୍ ପାର୍ତନା କର୍ବାର୍ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍ସି, ସେ ପବନ୍ସଙ୍ଗ୍ ଇଣ୍ଡ୍ତେ ରଇବା ସମ୍ଦୁରର୍ ଉଲ୍କା ପାନି ପାରା ଗଟେକ୍ ଲକ୍ । ସେ ରକାମ୍ ଲକ୍ ମାପ୍ରୁର୍ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର ।
କାଇକେବଇଲେ ତମେ ଜନ୍ଟା ମିଲାଇବାକେ ମନ୍ କଲାସ୍ନି, ସେଟା ମିଲାଇ ନାପାର୍ଲେ, ମରାଇବାକେ ମନ୍କଲାସ୍ନି । ଜନ୍ଟା ମିଲାଇବାକେ ବେସି ମନ୍ ଅଇଲାନି, ସେଟା ମିଲାଇବାକେ ତମ୍କେ ବପୁନାଇ । ସେଟାର୍ପାଇଁ ତମର୍ତମର୍ ବିତ୍ରେ ଲାଗାଜଡା ଅଇ ମାରାମାରି ଅଇଲାସ୍ନି । ତମେ ପର୍ମେସର୍କେ ମାଙ୍ଗାସ୍ ନାଇଜେ ମନ୍କଲାଟା ମିଲାଇ ନା ପାର୍ଲାସ୍ନି ।
ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।
Deus ouve e responde
Clama a mim e te responderei. O Senhor ouve os que clamam a Ele com sinceridade e responde com poder e fidelidade.
Confiança nas promessas
Se pedimos algo segundo a sua vontade, Ele nos ouve. A confiança na oração vem de conhecer e confiar em Deus e suas promessas.
ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି ।
ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି । ଜେଡେବେଲେ ଆମେ ତାକେ ମାଙ୍ଗ୍ଲେ, ସେ ଆମର୍ କାତା ସୁନ୍ସି । ଆମେ ତାକେ ପାର୍ତନାଇ ଜାଇଟା ମାଙ୍ଗ୍ଲେ ସେଟା ଆମ୍କେ ଦେଇସି ।
ଜେଡେବେଲେ ଆମେ ତାକେ ମାଙ୍ଗ୍ଲେ, ସେ ଆମର୍ କାତା ସୁନ୍ସି । ଆମେ ତାକେ ପାର୍ତନାଇ ଜାଇଟା ମାଙ୍ଗ୍ଲେ ସେଟା ଆମ୍କେ ଦେଇସି ।
ଆମେ ତାକେ ଜେତ୍କି ମାଙ୍ଗ୍ଲୁନି, ସେଟା ସବୁ ପର୍ମେସର୍ ଆମ୍କେ ଦେଇସି । କାଇକେବଇଲେ ସେ ତିଆର୍ଲାଟା ସବୁ ଆମେ କଲୁନି ।
ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।
ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।
ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।
ତେବର୍ପାଇ ଜନ୍ ଲକ୍ମନ୍ ପର୍ମେସରର୍ ଲଗେ ଆଇବାକେ ମନ୍ କଲାଇନି, ପର୍ମେସର୍ ଆଚେ ବଲି ବିସ୍ବାସ୍ କର୍ବାର୍ ଆଚେ । ଜେତ୍କି ଲକ୍ମନ୍ ତାକେ କଜ୍ବାଇ, ସେ ସେମନର୍ ଆସା କଲାଟା ପୁରାପୁରୁନ୍ କର୍ସି ।
ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
Diversas formas de oração
A oração inclui adoração, intercessão, súplica e ação de graças. Levante mãos santas, ore pelos outros e clame em todo tempo.
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ । ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ ।
ଜିସୁକିରିସ୍ଟ କରି ରଇବା କାମର୍ ଲାଗି, ବେସି ରଇବା ତାର୍ ଦନ୍ସଁପତି ଟାନେଅନି ସେ ତକେ ଲଡାକେ ଆଇବା ସବୁ ବିସଇ ଦେଇସି ।
ମୁଇ ମୁନୁସ୍ ପିଲାମନ୍କେ କଇଲିନି, ସେମନ୍ ଜେଡେବେଲେ ପାର୍ତନା କର୍ବାକେ ରୁଣ୍ଡ୍ବାଇ, ସୁକଲ୍ ଚଲାଚଲ୍ତି ଅଇକରି ତାକର୍ ଆତ୍ ଟେକି ପାର୍ତନା କରତ୍ । ଜଦି ଏବେ ମିସା ସେମନ୍ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍ବାର୍ ଆଚେ ।
ମୁଇ ମୁନୁସ୍ ପିଲାମନ୍କେ କଇଲିନି, ସେମନ୍ ଜେଡେବେଲେ ପାର୍ତନା କର୍ବାକେ ରୁଣ୍ଡ୍ବାଇ, ସୁକଲ୍ ଚଲାଚଲ୍ତି ଅଇକରି ତାକର୍ ଆତ୍ ଟେକି ପାର୍ତନା କରତ୍ । ଜଦି ଏବେ ମିସା ସେମନ୍ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍ବାର୍ ଆଚେ ।
ଏ ରଗ୍ ମର୍ଟାନେଅନି ଦାରିଜାଅ ବଲି ମୁଇ ତିନ୍ତର୍ ମାପ୍ରୁକେ ଗୁଆରି କଲି । ମାତର୍ ସେ ଏନ୍ତାରି କଇଲା, "ତମ୍କେ ଜେତ୍କି ସବୁ ଲଡା ଆଚେ, ମର୍ ଜିବନ୍ ଦୁକାଇଲାଟା, ସେଟା ପୁରାପୁରୁନ୍ କର୍ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍ବଲ୍ ରଇସୁ, ସେବେଲେ ମର୍ ବପୁ ନିକକରି ଡିସ୍ସି ।" ତେବେ ମର୍ ଦୁର୍ବଲ୍ ବିସଇନେଇ ବଡ୍ପନ୍ ଅଇକରି କଇବାକେ ମକେ ବେସି ସାର୍ଦା ଲାଗ୍ସି । କାଇକେବଇଲେ ମୁଇ ଦୁର୍ବଲ୍ ରଇଲାବେଲେ କିରିସ୍ଟର୍ ବପୁ ମକେ ସାଇଜ କର୍ବାଟା ଜାନ୍ଲିନି ।
ଆମ୍କେ ବପୁ ନାଇ, ମାତର୍ ସୁକଲ୍ଆତ୍ମା ଆମ୍କେ ସାଇଜ କର୍ସି । କେନ୍ତାରି ପାର୍ତନା କର୍ବାକେ ଅଇସି, ସେଟା ଆମେ ନାଜାନୁ । ସେଟାର୍ ପାଇ ଜନ୍ଟା ଆମେ କଇ ନାପାର୍ଲୁନି, ସେଟା ସୁକଲ୍ ଆତ୍ମା ନିଜେ ଆମର୍ପାଇଁ "ଆନା, ଆୟା !" ଅଇକରି ପରମେସର୍କେ ଗୁଆରି କର୍ସି । ପରମେସର୍ ଆମର୍ ମନର୍ କାତା ଜାନେ । ସୁକଲ୍ଆତ୍ମାର୍ ମନର୍ ଚିନ୍ତା ସେ ଜାନେ । କାଇକେବଇଲେ ସୁକଲ୍ଆତ୍ମା ପରମେସର୍ ମନ୍ କଲା ଇସାବେ, ତାକର୍ ଲକ୍ମନର୍ ପାଇ ଗୁଆରି କର୍ତେ ରଇସି ।
ଆମ୍କେ ବପୁ ନାଇ, ମାତର୍ ସୁକଲ୍ଆତ୍ମା ଆମ୍କେ ସାଇଜ କର୍ସି । କେନ୍ତାରି ପାର୍ତନା କର୍ବାକେ ଅଇସି, ସେଟା ଆମେ ନାଜାନୁ । ସେଟାର୍ ପାଇ ଜନ୍ଟା ଆମେ କଇ ନାପାର୍ଲୁନି, ସେଟା ସୁକଲ୍ ଆତ୍ମା ନିଜେ ଆମର୍ପାଇଁ "ଆନା, ଆୟା !" ଅଇକରି ପରମେସର୍କେ ଗୁଆରି କର୍ସି । ପରମେସର୍ ଆମର୍ ମନର୍ କାତା ଜାନେ । ସୁକଲ୍ଆତ୍ମାର୍ ମନର୍ ଚିନ୍ତା ସେ ଜାନେ । କାଇକେବଇଲେ ସୁକଲ୍ଆତ୍ମା ପରମେସର୍ ମନ୍ କଲା ଇସାବେ, ତାକର୍ ଲକ୍ମନର୍ ପାଇ ଗୁଆରି କର୍ତେ ରଇସି ।
ସେ ତାର୍ ବିସ୍ବାସେଅନି ବିନେ ବେଗ୍ଲେ ନାଇ, କି ପରମେସର୍ ଦେଇରଇବା କାତା ଅଇସି କି ନଏଁ ବଲି କଏନାଇ । ସେ ବିସ୍ବାସ୍ କରି ବପୁ ସଙ୍ଗ୍ ପୁରାପୁରୁନ୍ ଅଇଲା ଆରି ସେ ପରମେସର୍କେ ଡାକ୍ପୁଟା କଲା । "ପରମେସର୍ ଜନ୍ ସପତ୍ ଦେଇରଇଲା, ସେଟା ସେ କର୍ସି ଆକା ବଲି ଡାଟ୍ସଙ୍ଗ୍ ବିସ୍ବାସ୍ କଲା ।"
Oração e perseverança
Persevere na oração. Mesmo quando parece que não há resposta, Deus está agindo. O que impossível aos homens é possível a Deus.
ପର୍ମେସର୍ ଜେକି ଆମେ ତାକେ ମାଙ୍ଗ୍ବା ତେଇଅନି କି ଚିନ୍ତା କର୍ବା ତେଇଅନି ଅଦିକ୍ କରିପାର୍ସି, କାଇକେ ବଇଲେ ତାର୍ ବଡ୍ ବପୁ ସଙ୍ଗ୍ ସେ ଆମର୍ ବିତ୍ରେ କାମ୍ କରି ଆଇଲାନି ।
ପର୍ମେସର୍ ଜେକି ଆମେ ତାକେ ମାଙ୍ଗ୍ବା ତେଇଅନି କି ଚିନ୍ତା କର୍ବା ତେଇଅନି ଅଦିକ୍ କରିପାର୍ସି, କାଇକେ ବଇଲେ ତାର୍ ବଡ୍ ବପୁ ସଙ୍ଗ୍ ସେ ଆମର୍ ବିତ୍ରେ କାମ୍ କରି ଆଇଲାନି ।
"ମୁଇ ତମ୍କେ ସତ୍ କଇଲିନି, ତମେ ଏ ଜଗତେ ଜାଇଟା ନାଇ ବଲ୍ସା, ସେଟା ସର୍ଗେ ମିସା ନାଇ ଅଇସି । ଆରି ଜନ୍ଟା ପାଇ ତମେ ଜଗତେ ଉଁ କଇସା, ସେଟା ସର୍ଗେ ମିସା ଉଁ ଅଇସି ।
କାଇକେ ବଇଲେ ଜନ୍ତି ଦୁଇ କି ତିନ୍ ଲକ୍ ରୁଣ୍ଡିକରି ମର୍ ନାଉଁ ଦାର୍ବାଇ, ତେଇ ମୁଇ ଆଚି ।"
ମାତର୍ ଉପାସ୍ ରଇକରି ପାର୍ତନା ନ କଲେ, କାଇ ବିନ୍ ଉପାଇ ନେଇ ମିସା ଏନ୍ତାରି ଡୁମା ବାରଇ ନ ଜାଏ ।
ଜିସୁ ତାକର୍ ଟାନେଅନି କଣ୍ଡେକ୍ ଦୁରିକେ ଜାଇ ବୁଏଁ ଉମ୍ତାଡିଅଇ ପାର୍ତନା କଲା, "ବାବା ଜଦି ଅଇସି ବଇଲେ ଏ ଦୁକ୍ ପୁରୁନର୍ ମୁତା ମର୍ଟାନେଅନି ଦାରି ଜା, ମାତର୍ ମୁଇ ମନ୍ କଲାଟା ନଏଁ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।"
"ମାତର୍ ତମେମନ୍ ସୁନି ଆଚାସ୍ଜେ ମୁଇ ତମ୍କେ କଇଲିନି, ତମର୍ ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ମନ୍ ତମ୍କେ ଇନ୍ କର୍ବାଇ, ସେମନର୍ ମଙ୍ଗଲ୍ କରା । ଜନ୍ ଲକ୍ମନ୍ ତମ୍କେ ସାଇପ୍ ଦେବାଇ, ସେମନ୍କେ ଆସିର୍ବାଦ୍ କରା । ଜନ୍ ଲକ୍ମନ୍ ତମ୍କେ ଇଜତ୍ ଜିକ୍ବାଇ, ସେମନର୍ପାଇ ପାର୍ତନା କରା ।
"ଏ ସିମନ୍, ସିମନ୍ ! ସୁନ୍ ! ଚାସି ଜେନ୍ତି ଦାନ୍ ଉଡାଲିକରି ପଟ୍ ବିନେ କର୍ସି, ସେନ୍ତାରି ସଇତାନ୍ ତମ୍କେ ତେରେପେତେ କର୍ବାକେ ଆଦେସ୍ ପାଇଲା ଆଚେ । ମାତର୍ ତର୍ ବିସ୍ବାସ୍ ଉନା ନ ଅ ବଲି ମୁଇ ପାର୍ତନା କଲିଆଚି । ସେ ପରିକାଇ, ବିସ୍ବାସେ ଡାଟ୍ଅଇ, ଜିତି ଆଇଲେ ତର୍ ବାଇମନ୍କେ ମିସା ସେନ୍ତି ଡାଟ୍ କରାଇସୁ ।"
ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
ପାଉଲ୍ ଆରି ସିଲା ମଜା ରାତି ବେଲାଇ ପର୍ମେସର୍କେ ପାର୍ତନା କରି ଗିତ୍ ଗାଇତେ ରଇଲାଇ । ବନ୍ଦି ଗରେ ରଇବା ବିନ୍ଲକ୍ମନ୍ ସେଟା ସବୁ ସୁନ୍ତେ ରଇଲାଇ ।
ଜନ୍ଜାକ ସବୁବେଲର୍ ମାପ୍ରୁର୍ ଚିନ୍ ମିଲ୍ସି ସେତ୍କି ଜାକ ତମେ ତାକେ କଜା, ଜନ୍ଜାକ ସେ ଲଗେଆଚେ, ସେ ଜାକ ତାର୍ ଲଗେ ପାର୍ତନା କରା ।
ଆରି, ଜେ ତମର୍ ନାଉଁ ଦାରିକରି ପାର୍ତନା କର୍ସି, ଜେ ତକେ ଦାର୍ବାକେ ନିଜ୍କେ ଇଚା କର୍ସି, ଏନ୍ତି ଲକ୍ କେ ନାଇଁ; କାଇକେ ବଇଲେ ତୁଇ ଆମର୍ ଲଗେ ଅନି ତର୍ ମୁଁକେ ଲୁଚାଇ ଆଚୁସ୍ ଆରି ଆମର୍ କାରାପ୍ କାମର୍ପାଇଁ ଆମ୍କେ ଡଣ୍ଡ୍ ଦେଇ ଆଚୁସ୍ ।
ଆରି, ଏଟା ଗଟ୍ସି ଜେ, ସେମନ୍ ଡାକ୍ବା ଆଗେ ମୁଇଁ ଉତର୍ ଦେବି ଆରି ସେମନ୍ କାତା କଉଁ କଉଁ ମୁଇ ସୁନ୍ବି ।
ଆରି, ଏଟା ଗଟ୍ସି ଜେ, ସେମନ୍ ଡାକ୍ବା ଆଗେ ମୁଇଁ ଉତର୍ ଦେବି ଆରି ସେମନ୍ କାତା କଉଁ କଉଁ ମୁଇ ସୁନ୍ବି ।
ଏ ଜିରୁସାଲାମ୍ ତେଇ ବାସା ଅଇରଇବା ସିଅନର୍ ଲକ୍ମନ୍ ; ତମେ ଆରି ନ କାନ୍ଦାସ୍; ତମର୍ କାନ୍ଦ୍ବାଟା ସବୁବେଲର୍ ମାପ୍ରୁ ନ ପିଟ୍ତେ ଆସିର୍ବାଦ୍ କର୍ସି; ସେ ସୁନ୍ଲା ଦାପ୍ରେ ତମେ ମାଗ୍ଲାଟା ଦେଇସି ।
ସବୁବେଲର୍ ମାପ୍ରୁ, ଇସ୍ରାଏଲର୍ ସୁକଲ୍ ସବୁବେଲର୍ ମାପ୍ରୁ ଆରି ତାକେ ଗଡି ରଇଲା ଲକ୍ ଏ କାତା କଇଲାନି, ଆଗ୍ତୁର୍ ଗଟ୍ନାର୍ ବିସଇରେ ମକେ ପାଚାରା; ତମେ ମର୍ ପିଲାମନର୍ ବିସଇରେ ଆରି ମର୍ ଆତ୍ ସଙ୍ଗ୍ କଲା କାମ୍ ବିଇରେ ମକେ କଅ ।
Postura na oração
Ore no secreto, e o Pai que vê em secreto recompensará. A oração não precisa de muitas palavras, mas de coração sincero.
ଜନ୍ ଲକ୍ ନିଅମ୍ କାତା ସୁନ୍ବାକେ ମନ୍ ନ କରେ, ସେ ପାର୍ତନା କର୍ବାକେ ଗିନ୍ ଗର୍ସି ।
ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।