Orgulho
O orgulho é um dos pecados mais condenados na Bíblia. Deus resiste aos soberbos, mas dá graça aos humildes. A humildade é o caminho da honra verdadeira.
Deus resiste ao soberbo
A soberba precede a ruína e o orgulho antecede a queda. Deus abomina o coração altivo e promete humilhar quem se exalta.
ଅଃକାର୍ ଗୁଣ୍ ନାସ୍ଅଃଉତାର୍ ଆଗ୍ତୁ ଗଃର୍ବ୍ ଆର୍ ଗଃର୍ବି ମଃନ୍ ମୁୟେଁ ରଃୟିଦ୍।
ମଃନେ ଗଃର୍ବ୍ କଃର୍ତା ସଃବୁ ଲକେ ଇସ୍ୱର୍ ଗୁର୍ନା କଃରେଦ୍, ଆତ୍ ଦଃରାଦଃରି ଅୟିଲେକ୍ ହେଁ ଡଃଣ୍ଡେହୁଣି ବଞ୍ଚୁ ନଃହାର୍ତି।
ମାନାୟିର୍ ଆକି ଲଃଗେ କୁଣ୍ କୁଣ୍ ରଃସ୍ତା ସଃଜା ଡିସେଦ୍, ମଃତର୍ ସେ ରଃସ୍ତାୟ୍ ମଃର୍ନ୍ ରଃୟିଦ୍।
ଇସ୍ୱରାର୍ ବିସୟେ ଡିର୍, ମଃନ୍ଦ୍ ବିସୟେ ଗୁର୍ନା; ଅଃକାର୍, ଗଃର୍ବ, କଃରାପ୍ବାଟ୍, ହଃନ୍ଦିକଃତା ମୁୟିଁ ଗୁର୍ନା କଃରିନ୍ଦ୍।
ଗଃର୍ବ୍ ଆୟିଲେକ୍ ଲାଜ୍ ଆସେଦ୍; ମଃତର୍ ନିର୍ମଃୟା ଲକାର୍ ତଃୟି ଗ୍ୟାନ୍ ରଃୟିଦ୍।
ଗଃର୍ବ୍ ଆୟିଲେକ୍ ଲାଜ୍ ଆସେଦ୍; ମଃତର୍ ନିର୍ମଃୟା ଲକାର୍ ତଃୟି ଗ୍ୟାନ୍ ରଃୟିଦ୍।
ମାନାୟିର୍ ଅଃକାର୍ ତାକେ ତଃଳେ ହଃକାୟିଦ୍ ;ମଃତର୍ ଜାର୍ ଜିବନ୍ ସୁସ୍ତିର୍ ସେ ମାନାୟ୍ ହାୟିଦ୍।
ମାନାୟିର୍ ଅଃକାର୍ ତାକେ ତଃଳେ ହଃକାୟିଦ୍ ;ମଃତର୍ ଜାର୍ ଜିବନ୍ ସୁସ୍ତିର୍ ସେ ମାନାୟ୍ ହାୟିଦ୍।
ଗଃର୍ବ୍ କଃଲେକ୍ ବିନାସ୍ ଆସେଦ୍ , ଆର୍, ନାମର୍ତା ହଃକା ମାୟିନ୍ ଅୟିଦ୍।
ଗଃର୍ବ୍ କଃଲେକ୍ ବିନାସ୍ ଆସେଦ୍ , ଆର୍, ନାମର୍ତା ହଃକା ମାୟିନ୍ ଅୟିଦ୍।
ଗଃର୍ବି ଲକାର୍ ଗଃର୍ ଇସ୍ୱର୍ ବଃସ୍ଳାୟ୍ ହିଙ୍ଗେଦ୍; ମଃତର୍ ରାଣ୍ଡିଲକାର୍ ଜଃଗାର୍ ସଃନ୍ଦି ବାଚେଦ୍।
Humildade como caminho
Humilhai-vos diante do Senhor e Ele vos exaltará. A grandeza no Reino vem pelo serviço humilde, não pela autopromoção.
ମଃତର୍ ଇସ୍ୱର୍ ହେଁ ଅଃଦିକ୍ ଦଃୟା କଃରେଦ୍; ଇତାକ୍ ସାସ୍ତରେ ଲେକାଆଚେ, "ଇସ୍ୱର୍ ଆକାରିମଃନ୍କେ ବିରଦ୍ କଃରେଦ୍, ମଃତର୍ ଦିର୍ସୁସାର୍ ଲକ୍ମଃନ୍କେ ଦଃୟା କଃରେଦ୍ ।"
ମାପୁରାର୍ ତଃୟ୍ ଅଃହ୍ଣା ଅଃହ୍ଣାକ୍ ସାନ୍ କଃରା, ତଃବେ ସେ ତୁମିମଃନ୍କେ ବଃଡ୍ କଃରେଦ୍ ।
ଅଃର୍କିତ୍ କ୍ରିସ୍ଟବିସ୍ୱାସି ବାୟ୍ବେଣିକେ ଇସ୍ୱର୍ ଉଟାୟ୍ଲେକ୍ ଗଃର୍ବ୍ କଃର, କ୍ରିସ୍ଟିଆନ୍ ମାଜନ୍ ଜଃଡେବଃଳ୍ ତଃଳେ ହଃଳେଦ୍ ସଃଡେବଃଳ୍ ସେ ଗଃର୍ବ୍ କଃର । କାୟିତାକ୍ବଃଲେକ୍ ରଃନାର୍ ହୁଲ୍ ହର୍ ସେ ଜଃଳି ଜାୟ୍ଦ୍ ।
ସେରଃକମ୍ ଏ ଦଃଙ୍ଗ୍ଳାମଃନ୍, ତୁମିମଃନ୍ ପାରାଚିନ୍ ମଃନାର୍ ତଃଳେ ରିଆ । ସଃବୁଲକ୍ ଅଃହ୍ଣା ଅଃହ୍ଣାକ୍ ଦିର୍ ହର୍ ବଃସ୍ତର୍ ହିନ୍ଦା, କାୟିତାକ୍ ବଃଲେକ୍ ସାସ୍ତର୍ କଃଉଁଲି, "ଇସ୍ୱର୍ ଆକାରିମଃନ୍କେ ସାନ୍ କଃରି ଦିର୍ସୁସ୍ତାର୍ ଲକ୍ମଃନ୍କେ ଦଃୟା କଃରେଦ୍ ।" ବଃଲେକ୍ ଇସ୍ୱରାର୍ ବଃଳ୍କାରି ଆତ୍ ତଃଳେ ଅଃହ୍ଣା ଅଃହ୍ଣାକ୍ ସଃହ୍ରି ଦିଆସ୍, ଜଃନ୍କଃରି ସେ ତୁମିମଃନ୍କେ ଟିକ୍ ବେଳାୟ୍ ଉହ୍ରେ ଉଟାୟିଦ୍ । ତୁମିମଃନାର୍ ସଃବୁ ଚିତାର୍ ବଜ୍ ଇସ୍ୱରାର୍ ଉହ୍ରେ ଚାଡିଦିଆସ୍, ବଃଲେକ୍ ସେ ତୁମିମଃନାର୍ ଗିନେ ଚିତା କଃରୁଲା ।
ବଃଲେକ୍ ଜୁୟି ଲକ୍ ନିଜ୍କେ ବଃଡ୍ ବଃଲି ଦଃକାୟ୍ ଅୟ୍ଦ୍, ତାକ୍ ସାନ୍ କଃରା ଅୟ୍ଦ୍, ଆର୍ ଜେ ନିଜ୍କେ ସାନ୍ କଃରେଦ୍, ତାକ୍ ବଃଡ୍ କଃରା ଅୟ୍ଦ୍ ।"
ନିଜାର୍ ଲାବ୍ ହାଁୟ୍ କି ନିଜ୍କେ ଦଃକାୟ୍ ଅଃଉଁକେ କାୟି କାମ୍ କଃରା ନାୟ୍, ମଃତର୍ ତଃଳେହଃଳି ହଃତିଲକ୍ ବିନ୍ଲକେ ନିଜାର୍ ତଃୟ୍ହୁଣି ବଃଡ୍ ମଃନେ କଃରା । ହଃତି ଲକ୍ ଅଃହ୍ଣାର୍ କଃତାୟ୍ ହଃକା ଦିଆନ୍ ନଃଦେୟ୍ ବିନ୍ ଲକାର୍ କଃତା ହେଁ ଦିଆନ୍ ଦେଅ । କ୍ରିସ୍ଟଜିସୁର୍ ଜଃନ୍କାର୍ ମଃନ୍ ରିଲି, ତୁମିମଃନାର୍ ସେହର୍ ମଃନ୍ ଅଃଉଅ ।
Os perigos do orgulho
O orgulho cega, gera contendas e afasta de Deus. A Escritura adverte contra a soberba da vida e a vã glória mundana.
ବଃଲେକ୍ ଗଃଗାଳାର୍ ଇଚା ଆକିର୍ ଇଚା ଆର୍ ଅଃମାର୍ ଜାୟ୍ ଦଃନ୍ ଆଚେ ସେତାର୍ ଗିନେ ଜଃଗତାର୍ ଗଃର୍ବ୍ କଃର୍ତାର୍, ଜଃଗତେ ରିଲା ଇ ସଃବୁ ବିସୟ୍ ଉବାର୍ ତଃୟ୍ ହୁଣି ନାୟ୍, ମଃତର୍ ସଃଙ୍ଗ୍ସାରେ ହୁଣି ଆସିଆଚେ ।
ଇତାକ୍ ଜେ ନିଜ୍କେ ତିର୍ବଃଲି ବାବେଦ୍, ସେ ଜଃନ୍କଃରି ତଃଳେ ନଃହେଳେ ଇତାର୍ ଗିନେ ସେ ଜଃଗ୍ରାତ୍ ଅଃଉଅ ।
ଆରେକ୍ ମୁୟ୍ଁ ନୟ୍ଲା ଲକେ କାଳାଉଁକେ ମର୍ ସଃବୁ ବାଟା କଃରି ଦଃୟ୍ନ୍ଦ୍, ଆରେକ୍ ଜଦି ମୁୟ୍ଁ ମର୍ ଗଃଗାଳ୍ ହଡୁକ୍ ସଃହ୍ରି ଦଃୟ୍ନ୍ଦ୍, ମଃତର୍ ମର୍ ଲାଡ୍ ନଃରେୟ୍, ତଃବେ ମର୍ କାୟି ଲାବ୍ ନାୟ୍ ।
ଇତାର୍ ଗିନେ ଇସ୍ୱର୍ ଗିଆନି ମଃନ୍କେ ଲାଜ୍ କଃରାଉଁକ୍ ଜଃଗତାର୍ ଅଗ୍ୟାନିମଃନ୍କେ ବାଚିଆଚେ, ଆରେକ୍ ବଃଳ୍ବାନ୍ମଃନ୍କ୍ ଲାଜ୍ କଃରାଉଁକ୍ ଇସ୍ୱର୍ ଜଃଗତାର୍ ବଃଳ୍ ନଃୟ୍ଲା ଲକ୍କେ ବାଚ୍ଲା । ଆର୍ ଜାୟ୍ରି ଜଃଗତାର୍ ଆକାୟ୍ ମାୟ୍ନ୍କାରି, ସେ ସଃବୁ ତିନିହଲ୍ୟା କଃରୁକେ ଇସ୍ୱର୍ ଜଃଗତାର୍ ମଲ୍ ନୟ୍ଲାର୍ ଆର୍ ନଃହେଚାର୍ଲା କଃତାକ୍ ହେଁ, ଗଣିତା ନାୟ୍ଲାରିମଃନ୍ ବାଚ୍ଲା ଆଚେ ।
ଦଃର୍ମ୍ ସାସ୍ତରେ ଲେକାଆଚେ, "ମଃତର୍ ଜେ ଗଃର୍ବ୍ କଃରେଦ୍, ସେ ମାପୁରାର୍ କଃଲାକାମେ ଗଃର୍ବ୍ କଃର୍ ।" କାୟିତାକ୍ବଃଲେକ୍ ଜେ ନିଜାର୍ ମାୟ୍ନ୍ କଃରେଦ୍, ସେ କଃଟ୍ହାଳ୍ ଜିଣ୍ଲା ଲକ୍ ନାୟ୍, ମଃତର୍ ମାପୁର୍ ଜାର୍ ଗୁଣ୍ଗାୟ୍ଦ୍, ସେ କଃଟ୍ହାଳ୍ ଜିଣ୍ଲା ଲକ୍ ।
ଜିସୁ ଆରେକ୍ ସେମଃନ୍କେ କୟ୍ଲା, "ଜାୟ୍ରି ଲକ୍ମଃନାର୍ ତଃୟ୍ହୁଣି ହଃଦାୟି ବାରାୟ୍ଦ୍, ସେରି ତାକ୍ ବିଟାଳ୍ କଃରେଦ୍ । କାୟିତାକ୍ବଃଲେକ୍ ଲକାର୍ ବିତ୍ରେ ହୁଣି ବଃଲେକ୍ ଲକ୍ମଃନାର୍ ମଃନ୍ ବିତ୍ରେ ହୁଣି କଃରାପ୍ ଚିତା, ଚର୍ କଃରୁକେ, ଦାରି କଃରୁକେ, ନଃର୍ଅଃତ୍ୟା, ବେସୁଆ, ଲଃବ୍ କାମ୍, ମିଚ୍ କଃଉତାର୍, ଅଃଳ୍ସିଆ, ଅଃକାର୍ ଅଃଉତାର୍, ଲକାର୍ ବିରୁଦେ ଲିନ୍ଦାକଃତା କଃଉତାର୍, ଗଃର୍ବ୍ ଦଃକାୟ୍ ଅଃଉତାର୍, ବକୁଆ ବୁଦି । ଇରିମଃନ୍ ସଃବୁ ଲକାର୍ ମଃନ୍ ବିତ୍ରେ ହୁଣି ହଃଦାୟି ବାରାଉଁଲି ଆର୍ ଲକ୍ମଃନ୍କେ ବିଟାଳ୍ କଃରୁଲି ।"
ଅଃକାର୍ ମାଡ୍ଗଳ୍ କଃରାୟିଦ୍; ମଃତର୍ ବଃଲ୍ ଆଦେସ୍ ହାଉତା ଲକାର୍ ତଃୟି ଗ୍ୟାନ୍ ଆଚେ।
ମାୟିନାର୍ ଆର୍ ଇସ୍ୱରାର୍ ବିସୟେ ଡିରାର୍ ପୁରିସ୍କାର୍ ଦଃନ୍ ମାୟିନ୍ ଆର୍ ଜିବନ୍।
ଜୁୟ୍ମଃନ୍ ଇ ଜଃଗତାର୍ ମାଜନ୍, ସେମଃନ୍ ଜଃନ୍କଃରି ଗଃର୍ବିଆ ନଃଉତି ଆର୍ ନଃସ୍ଟ୍ଅଃଉତା ଦଃନ୍ ଉହ୍ରେ ବଃର୍ସା ନଃକେର୍ତି, ମଃତର୍ ବୟ୍ଗ୍ କଃରୁକେ ସଃବୁ କଃତା ଅଃପର୍ବଳ୍ ଅଃମିମଃନ୍କେ ଦଃୟ୍ଦ୍ ଜୁୟି ଇସ୍ୱର୍, ତାର୍ ଉହ୍ରେ ସଃବୁବଃଳ୍ ଆସା କଃରୁକେ କଃଉ ।
O olhar de Deus
O Senhor não olha como o homem. Ele vê o coração e se agrada dos quebrantados de espírito e dos que tremem diante da sua Palavra.
କାୟିତାକ୍ବଃଲେକ୍ ମର୍ ଆତ୍ ଇରିମଃନ୍ ତିଆର୍ କଃରିଆଚେ, ଆର୍ ଇତାର୍ ଗିନେ ଇରିମଃନ୍ ଉବ୍ଜାଣ୍ ଅୟ୍ଲି, ଇରି ଇସ୍ୱର୍ କଃଉଁଲା; ମଃତର୍ ଇ ଲକେ, ବଃଲେକ୍ ଜୁୟି ଦୁକି ଆର୍ ଦୁକି ଲକ୍ ଜେ ମର୍କଃତା ମାନି ବାଉଡ଼ି ଆସେଦ୍ ତାକେ ମୁଁ ଜଃଗ୍ରାତ୍ କଃରିନ୍ଦ୍।
ଇତାର୍ଗିନେ ମୁୟଁ ନବୁକଦ୍ନିତ୍ସର୍ ବଃଲେକ୍ ତାର୍ ସଃବୁକାମ୍ ସଃତ୍ ଆର୍ ତାର୍ ସଃବୁ କାମ୍ ନିୟମାର୍; ଆରେକ୍, ଜୁୟ୍ଲକ୍ମଃନ୍ ଗଃର୍ବ କଃର୍ତି, ସେମଃନ୍କେ ତଃଳେ କଃରୁକ୍ ତାର୍ ସଃକ୍ତି ଆଚେ।
ସଃବ୍କେ ସଃମାନ୍ ଆକାୟ୍ ଦଃକା, ବଃଡ୍ହାଣ୍ୟା ନଃଉଆଁ, ବାଙ୍ଗିହଃଳ୍ଲା ଲକ୍ମଃନାର୍ ସଃଙ୍ଗ୍ ଅଃଉଆ । ନିଜଃକେ ଗିଆନି ବଃଲି ବାବାନାଁୟ୍ ।
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍, ସୁସାର୍ ଆର୍ ନିଜ୍କେ ସଃମ୍ବାଳ୍ତାର୍ ଇ ସଃବୁ ବିରୁଦେ କାୟିହେଁ ମସାର୍ ବିଦି ନାୟ୍ ।