Ouvir
Ouvir é uma disciplina espiritual essencial. A Bíblia exorta: 'Quem tem ouvidos, ouça.' A fé vem pelo ouvir, e ouvir é mais que escutar — é obedecer e agir.
A fé vem pelo ouvir
Sem ouvir a Palavra, não há fé. A pregação do evangelho gera fé nos corações de quem ouve com disposição e humildade.
ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
ତଃବେ ସେମଃନ୍ ଜାକେ ବିସ୍ୱାସ୍ ନଃକେର୍ତି, ତାର୍ ତଃୟ୍ କଃନ୍କଃରି ପାର୍ତ୍ନା କଃର୍ତି ? ଆରେକ୍ ଜାର୍ ବିସୟେ ସେମଃନ୍ ନଃସୁଣ୍ତି କଃନ୍କଃରି ତାର୍ ତଃୟ୍ ବିସ୍ୱାସ୍ କଃର୍ତି ? ଆର୍ ପର୍ଚାର୍ କଃର୍ତା ଲକ୍ ନୟ୍ଲେକ୍ ସେମଃନ୍ କଃନ୍କଃରି ସୁଣ୍ତି ?
ଜିସୁ ତାର୍ କଃତା ସଃରାୟ୍କଃରି କୟ୍ଲା, "ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।" ଜିସୁ ସଃମ୍ନ୍ଦ୍ କଃଣ୍ଡାୟ୍ ଲକ୍ମଃନ୍କେ ସିକ୍ୟା ଦେଉଁଲା
ଆର୍ ଜିସାୟ୍ ବାବ୍ବାଦିର୍ ଇ ବାବ୍ବାଣି ସେମଃନାର୍ ଗିନେ ହୁରୁଣ୍ ଅୟ୍ଲି
‘ଇ ଲକ୍ମଃନ୍ ସୁଣୁ ସୁଣୁ ସୁଣ୍ତି, ମଃତର୍ କଃନ୍କଃରି ହେଁ ବୁଜୁ ନଃହାର୍ତି;
ଆରେକ୍ ଦଃକୁ ଦଃକୁ ଦଃକ୍ତି, ମଃତର୍ କଃନ୍କଃରି ହେଁ ଜାଣୁ ନଃହାର୍ତି ।
କାୟିତାକ୍ବଃଲେକ୍ ଇ ଲକ୍ମଃନାର୍ ମଃନ୍ ଅଃଟୁଆ ଅୟ୍ଲି,
ସେମଃନ୍ କାନେ ବଃଡେ କଃସ୍ଟେ ସୁଣ୍ଲାୟ୍,
ଆର୍ ଅଃହ୍ଣା ଅଃହ୍ଣାର୍ ଆକି ଲୁମ୍ଲାୟ୍ ।
ଜଃନ୍କଃରି ସେମଃନ୍ ଆକାୟ୍ ନଃଦେକ୍ତି,
ଆର୍ କାନେ ନଃସୁଣ୍ତି,
ଆର୍ ମଃନେ ନଃବୁଜ୍ତି,
ଆର୍ ବାଉଳି ନାସ୍ତି,
ଆର୍ ଅଃମି ସେମଃନ୍କେ ଉଜ୍ ନଃକେରୁ ।’"
Ouvir e obedecer
Não basta ouvir — é preciso praticar. Quem ouve a Palavra e a pratica é como o homem sábio que edificou sobre a rocha.
ମଃତର୍ ଅଃବ୍କା ସୁଣିକଃରି ଅଃହ୍ଣା ଅଃହ୍ଣାକ୍ ନଃଜେଟି ମାପୁରାର୍ ବାକ୍ୟ ହଃର୍କାରେ କାମ୍ କଃରା ।
ମଃତର୍ ଅଃବ୍କା ସୁଣିକଃରି ଅଃହ୍ଣା ଅଃହ୍ଣାକ୍ ନଃଜେଟି ମାପୁରାର୍ ବାକ୍ୟ ହଃର୍କାରେ କାମ୍ କଃରା ।
ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନ୍ ଇରି ଜାଣି ଆଚାସ୍ । ହଃତି ଲକ୍ ସୁଣୁକେ ଚଃଚଲ୍ ଅଃଉଆ, କଃତା କଃଉଁକେ ଦିର୍ ଆର୍ ରିସା ଅଃଉଁକେ ଦିର୍ ଅଃଉଆ ।
ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନ୍ ଇରି ଜାଣି ଆଚାସ୍ । ହଃତି ଲକ୍ ସୁଣୁକେ ଚଃଚଲ୍ ଅଃଉଆ, କଃତା କଃଉଁକେ ଦିର୍ ଆର୍ ରିସା ଅଃଉଁକେ ଦିର୍ ଅଃଉଆ । କାୟିତାକ୍ବଃଲେକ୍ ମାନାୟ୍ର୍ ରିସା ଇସ୍ୱର୍ ମଃନ୍ କଃର୍ତା ଦଃର୍ମ୍ କାମ୍ ହୁରୁଣ୍ ନଃକେରେ ।
"ତଃବେ ଜୁୟ୍ଲକ୍ ମର୍ ଇ ସଃବୁ କଃତା ସୁଣେଦ୍ ଆର୍ ମାନେଦ୍, ସେ ଟେଳା ଉହ୍ରେ ଗଃର୍ ବାନ୍ଦ୍ଲା ବୁଦିଆ ଲକ୍ ହର୍ ଅୟ୍ଦ୍ ।
"ତଃବେ ଜୁୟ୍ଲକ୍ ମର୍ ଇ ସଃବୁ କଃତା ସୁଣେଦ୍ ଆର୍ ମାନେଦ୍, ସେ ଟେଳା ଉହ୍ରେ ଗଃର୍ ବାନ୍ଦ୍ଲା ବୁଦିଆ ଲକ୍ ହର୍ ଅୟ୍ଦ୍ । ବଃର୍ସା ଅୟ୍ଲି, ହୁର୍ ଆୟ୍ଲି, ବାଉବଃତାସ୍ ଆୟ୍ଲି ଆର୍ ସେ ଗଃର୍କେ ଦଃକା ମାର୍ଲି । ମଃତର୍ ସେ ଗଃର୍ ନଃବେସୁଳ୍ଲି, କାୟିତାକ୍ବଃଲେକ୍ ସେରି ଚଃଚ୍ରା ଉହ୍ରେ କୁନାଦି ଅୟ୍ରିଲି ।"
"ଆର୍ ଜୁୟ୍ଲକ୍ ମର୍ ଇ ସଃବୁ କଃତା ସୁଣି ନଃମାନେ, ସେ ବାଲି ଉହ୍ରେ ଗଃର୍ ବାନ୍ଦ୍ଲା ନିର୍ବୁଦିଆ ଲକ୍ ହର୍ ଅୟ୍ଦ୍ । ବଃଡ୍ ବଃର୍ସା ଅୟ୍ଲି, ହୁର୍ ଆୟ୍ଲି, ବାଉବଃତାସ୍ ଆୟ୍ଲି ଆର୍ ସେ ଗଃର୍କେ ଦଃକ୍ୟା ମାର୍ଲି, ଆର୍ ସେ ଗଃର୍ ବାଙ୍ଗି ଅଦ୍ରିଗଃଲି । ଆରେକ୍ ତାର୍ ଦଃସା ବଃଡେ ବୟ୍ଙ୍କାର୍ ଅୟ୍ଲି ।"
ମଃତର୍ ଜିସୁ ଉତୁର୍ ଦିଲା, "ଦଃର୍ମ୍ସାସ୍ତରେ ଲେକା ଆଚେ,
‘ମାନାୟ୍ ଅଃବ୍କା ରୁଟି କାୟି କଃରି ଜିବନ୍ ନଃରେୟ୍,
ମଃତର୍ ଇସ୍ୱରାର୍ ଟଣ୍ଡେ ହୁଣି ବାରାୟ୍ଲା ହଃତି ବଃଚନେ ବାଚେଦ୍, ଜୁୟ୍ରି ଜିବନ୍ ଗିନେ ଲଳା ।’"
ମଃତର୍ ଜିସୁ କୟ୍ଲା, "ନାୟ୍, ଜୁୟ୍ମଃନ୍ ଇସ୍ୱରାର୍ ବଃଚନ୍ ସୁଣ୍ତି ଆର୍ ମାନ୍ତି ସେମଃନାର୍ ବାୟ୍ଗ୍ ।"
ମଃତର୍ ଜିସୁ କୟ୍ଲା, "ନାୟ୍, ଜୁୟ୍ମଃନ୍ ଇସ୍ୱରାର୍ ବଃଚନ୍ ସୁଣ୍ତି ଆର୍ ମାନ୍ତି ସେମଃନାର୍ ବାୟ୍ଗ୍ ।"
ତୁମିମଃନ୍ ସେ ସଃବୁ କଃତା ମର୍ ତଃୟ୍ହୁଣି ସିକିଆଚାସ୍, ହାୟ୍ଆଚାସ୍, ଆର୍ ମର୍ତଃୟ୍; ଦଃକିଆଚାସ୍, ସେରିମଃନ୍ କଃରା; ତଃବେ ସୁସ୍ତାକାରି ଇସ୍ୱର୍ ତୁମିମଃନାର୍ ସଃହା ଅୟ୍ଦ୍ ।
Deus ouve nossas orações
O Senhor ouve os que clamam a Ele de coração sincero. Ele inclina os ouvidos para as nossas súplicas e responde com fidelidade.
ଅଃମିମଃନ୍ ଜଃବେ ତାର୍ ଇଚା ହଃର୍କାରେ ଜାୟ୍ ହେଁ ପାର୍ତ୍ନା କଃରୁନ୍ଦ୍, ତଃବେ ସେ ଅଃମାର୍ ସେ ପାର୍ତ୍ନା ସୁଣେଦ୍, ତାର୍ ଚଃମେ ଅଃମାର୍ ଇ ସାସ୍ ଆଚେ ।
ଆର୍ ଅଃମିମଃନ୍ ତାର୍ ହାକ୍ ଜାୟ୍ରି ହେଁ ପାର୍ତ୍ନା କଃରୁନ୍ଦ୍, ସେରି ସେ ସୁଣେଦ୍ ବଃଲି ଜଦି ଅଃମିମଃନ୍ ଜାଣୁଲୁ, ତଃବେ ତାର୍ ଟାଣେ ଜାୟ୍ରି ପାର୍ତ୍ନା କଃରି ଆଚୁ, ସେରି ସଃବୁ ଜେ ହାୟ୍ଁ ଆଚୁ ଇରି ହେଁ ଜାଣୁକେ ଦଃର୍କାର୍ ।
ଦଃକା ମାପୁର୍ ଆତ୍ ଚଟ୍ ଅୟି ନଃକେରେ ଜେ ସେରି ମୁକ୍ତି କଃରୁ ନଃହାରେ, ଆର୍ ତାର୍ କାନ୍ ବଃୟ୍ରା ଅୟି ନଃକେରେ ଜେ ସେ ନଃସୁଣେ।
Ouvir a voz de Deus
Jesus disse: 'As minhas ovelhas ouvem a minha voz.' Deus fala através da Palavra, do Espírito e das circunstâncias — cabe a nós ouvir.
ମର୍ ମଃନ୍ଦାର୍ ମେଣ୍ଡାମଃନ୍ ମର୍ ଟଣ୍ଡ୍ ସୁଣ୍ତି, ଆର୍ ମୁୟ୍ ସେମଃନ୍କେ ଜାଣି ଆର୍ ସେମଃନ୍ ମର୍ ହଃଚେ ହଃଚେ ଆସ୍ତି ।
"ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜେ ମର୍ କଃତା ସୁଣି ମକ୍ ହଃଟାୟ୍ଲା ଉବାକ୍ ବିସ୍ୱାସ୍ କଃରେଦ୍, ସେ ଅଃମ୍ବର୍ ଜିବନ୍ ହାୟ୍ଦ୍, ଆର୍ ସେ ବିଚାର୍ ଦଃଣ୍ଡେ ନଃହେଳି, ମଃର୍ନ୍କେ ଜିଣିକଃରି ଜିବନେ ଜାୟ୍ଆଚେ । ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ମଃଲା ଲକ୍ମଃନ୍ ଇସ୍ୱରାର୍ ହୟ୍ସିର୍ ଟଣ୍ଡ୍ ସୁଣ୍ତି, ଆର୍ ଜୁୟି ଲକ୍ମଃନ୍ ସୁଣ୍ତି ସେମଃନ୍ ଜିବନ୍ ହାଉତି, ଅଃନ୍କା ବେଳା ଆସୁଲି ଆର୍ ସେ ବେଳା ଅଃବେ ହେଁ ଆୟ୍ଲିନି ।
ଦଃକା, ମୁୟ୍ଁ ଦୁଆର୍ ଲଃଗେ ଟିଆ ଅୟି କାହାଟେ ମାରୁଲେ; ଜଦି କେଏ ମର୍ ଟଣ୍ଡ୍ ସୁଣି କାହାଟ୍ ଉଗାଳେଦ୍, ତଃନ୍ଅୟ୍ଲେକ୍ ମୁୟ୍ଁ ଗଃରେ ହୁରି ତାର୍ ଲଃଗେ ଜାୟ୍ନ୍ଦ୍, ଆରେକ୍ ମୁଁୟ୍ ତାର୍ ସଃଙ୍ଗ୍ କାୟ୍ନ୍ଦ୍ ଆର୍ ସେ ମର୍ ସଃଙ୍ଗ୍ କାୟ୍ଦ୍ ।
ଦଃକା, ମୁୟ୍ଁ ଦୁଆର୍ ଲଃଗେ ଟିଆ ଅୟି କାହାଟେ ମାରୁଲେ; ଜଦି କେଏ ମର୍ ଟଣ୍ଡ୍ ସୁଣି କାହାଟ୍ ଉଗାଳେଦ୍, ତଃନ୍ଅୟ୍ଲେକ୍ ମୁୟ୍ଁ ଗଃରେ ହୁରି ତାର୍ ଲଃଗେ ଜାୟ୍ନ୍ଦ୍, ଆରେକ୍ ମୁଁୟ୍ ତାର୍ ସଃଙ୍ଗ୍ କାୟ୍ନ୍ଦ୍ ଆର୍ ସେ ମର୍ ସଃଙ୍ଗ୍ କାୟ୍ଦ୍ ।
ବଃଲେକ୍ ଜେ, ତୁମିମଃନ୍କେ ଆତ୍ମା ଦଃୟ୍ଦ୍, ଆର୍ ତୁମିମଃନ୍କାର୍ ବିତ୍ରେ ସଃକ୍ତିର୍ କାମ୍ କଃରେଦ୍ ସେ କି ମସାର୍ ବିଦିର୍ ଚାଲ୍ଚାଲ୍ତି ଗିନେ ସେରି କଃରେଦ୍ କି ବିସ୍ୱାସେ ସୁଣ୍ତାର୍ ଗିନେ କଃରେଦ୍ ?
Sabedoria no ouvir
Seja pronto para ouvir e tardio para falar. A sabedoria começa com a disposição de ouvir instrução e aceitar correção.
ଜେ ସୁଣ୍ତା ଆଗ୍ତୁ ଉତୁର୍ ଦଃୟିଦ୍ ସେରି ତାର୍ ଗିନେ ଅଗିଆନି ଆର୍ ଲାଜାର୍ କଃତା।
ଜୁୟି ଲକ୍ ମାପୁରାର୍ କଃତା ବୁଜୁହାର୍ତା, ସେ ଆସିର୍ବାଦ୍ ହାୟିଦ୍,ଆରେକ୍ ଇସ୍ୱରାର୍ ତଃୟ୍ ଜେ ଆସ୍ର କଃରେଦ୍ ସେ ବୁଦିମାନ୍।
ଏ ମର୍ ହ, ତୁମି ଉବାର୍ ଆଦେସ୍ ମାନା ଆର୍ ନିଜାର୍ ଆୟାର୍ ଆଦେସ୍ ଚାଡାନାୟ୍।
ବଃଲ୍ସିକ୍ୟା ଜେ ମାନେଦ୍, ସେ ଜିବନାର୍ ରଃସ୍ତାୟି ଇଣ୍ଡେଦ୍; ମଃତର୍ ଜେ ସିକ୍ୟାକେ ଚାଡିଦଃୟିଦ୍ ସେ ଲକ୍ମଃନ୍କେ କଃରାପ୍ ରଃସ୍ତାକେ ନଃୟିଦ୍।
ଜୁୟିଲକ୍ ବିଦି ସୁଣୁକେ ନିଜାର୍ କାନ୍ ନଃଦେୟି , ତାର୍ ଗଃଉଆରି ହଃକା ଗୁର୍ନାର୍ ବିସୟି ଅୟିଦ୍।
ଅଗିଆନି ଲକାର୍ ଗିତ୍ ସୁଣ୍ତା ବାଦୁଲେ ଗିଆନିମଃନ୍କାର୍ ଉଳାସୁଣ୍ତାର୍ ବଃଲ୍।
ସଃବୁ ବିସୟ୍ ନିରାସ୍; ମାନାୟ୍ ସେରି ବାବ୍ନା କଃରୁ ନଃହାରେ; ଆକି ଦଃକିକଃରି ସଃନ୍ତସ୍ ନାୟ୍, କି କାନ୍ ସୁଣିକଃରି ସଃନ୍ତସ୍ ନାୟ୍।
ମଃତର୍ ମଃଜାରାତି ପାଉଲ୍ ଆର୍ ସିଲା ଇସ୍ୱର୍ ତଃୟ୍ ପାର୍ତ୍ନା ଆର୍ ପ୍ରସଂସାର୍ ଗିତ୍ କଃଉତି ରିଲାୟ୍, ଆର୍ ବିନ୍ କଃୟ୍ଦିମଃନ୍ ସୁଣ୍ତି ରିଲାୟ୍ ।
ବଃଲେକ୍ ତୁମିମଃନ୍ ଜାୟ୍ ଜାୟ୍ରି ଅଃନ୍ଦାରେ କୟ୍ ଆଚାସ୍ ସେରି ସଃବୁ ସୁଣା ଅୟ୍ଦ୍, ଆରେକ୍ ଜାୟ୍ରି କାହାଟ୍ ଡାହ୍ଲା ବିତୁର୍ ବଃକ୍ରାୟ୍ ଲୁକ୍ଣେ କୟ୍ ଆଚାସ୍ ସେରି ଚାନି ଉହ୍ରେ ପର୍ଚାର୍ କଃରା ଅୟ୍ଦ୍ ।"
"ଜଃଡେବଃଳ୍ ତୁମାର୍ ବାୟ୍ ତୁମାର୍ ବିରୁଦେ ହାହ୍ କଃରେଦ୍, ତଃବେ ତୁମାର୍ ଦୁୟ୍ ଲକାର୍ ବିତ୍ରେ ତାକେ ତାର୍ ଦସ୍ ଦଃକାଉଆ । ଜଦି ସେ ତୁମାର୍ କଃତା ସୁଣେଦ୍, ତଃବେ ତୁମି ଅଃହ୍ଣାର୍ ବାୟ୍କ୍ ହାୟ୍ଲାସ୍ ।
"ଜଃଡେବଃଳ୍ ତୁମାର୍ ବାୟ୍ ତୁମାର୍ ବିରୁଦେ ହାହ୍ କଃରେଦ୍, ତଃବେ ତୁମାର୍ ଦୁୟ୍ ଲକାର୍ ବିତ୍ରେ ତାକେ ତାର୍ ଦସ୍ ଦଃକାଉଆ । ଜଦି ସେ ତୁମାର୍ କଃତା ସୁଣେଦ୍, ତଃବେ ତୁମି ଅଃହ୍ଣାର୍ ବାୟ୍କ୍ ହାୟ୍ଲାସ୍ । ମଃତର୍ ସେ ଜଦି ତୁମାର୍ କଃତା ନଃସୁଣେ, ତଃବେ ତୁମାର୍ ସଃଙ୍ଗ୍ ଆରେକ୍ ଗଟ୍ ଲକ୍କେ ନୟ୍ଲେକ୍ ଦୁୟ୍ ଲକ୍କେ ନଃୟ୍ ତାର୍ ଲଃଗେ ଜାହା । ଜଃନ୍କଃରି ଅଃମାର୍ ସାସ୍ତର୍ ହଃର୍କାରେ ‘ଦୁୟ୍ କି ତିନି ସାକିର୍ ମୁଏଁ ସଃବୁ କଃତା ତିର୍ ଅୟ୍ଦ୍ ।’ ସେ ଜଦି ସେମଃନାର୍ କଃତା ହେଁ ନଃମାନେ, ତଃବେ ମଣ୍ଡ୍ଳିକେ କଃଉଆ ଆର୍ ଜଦି ସେ ମଣ୍ଡ୍ଳିର୍ କଃତା ହେଁ ନଃମାନେ, ତଃବେ ସେ ତୁମାର୍ ଆକାୟ୍ ଅଜିଉଦି ଆର୍ ରିବ୍ନି ହର୍ ଅଃଉଅ, ଆର୍ ତାର୍ ସଃଙ୍ଗ୍ ମିଳାମିସା କଃରାନାୟ୍ ।"
ତଃବେ ମାପୁର୍ ମିସରାର୍ ଲକ୍ମଃନାର୍ ଆତେହୁଣି ଇସ୍ରାଏଲ୍କେ ରଃକ୍ୟା କଃରି ସେମଃନାର୍ ହାଁୟ୍ ଜୁୟି ସଃବୁ ନିକ କାମ୍ କଃରିଆଚେ, ସେତାର୍ ଗିନେ ଜିତ୍ର ବେସି ସଃର୍ଦା ଅୟ୍ଲା।