Planejamento
O planejamento é sábio, mas deve sempre se submeter à vontade de Deus. A Bíblia ensina que devemos planejar com prudência, mas confiar que Deus dirige nossos passos.
Planejar com sabedoria
Contar nossos dias nos ensina a ter coração sábio. O planejamento prudente é elogiado na Escritura como expressão de bom senso.
ତମେ ଜଦି ଗଟେକ୍ ବଡ୍ ଗର୍ ବାନ୍ଦ୍ବାକେ ମନ୍ କଲାସ୍ନି ବଇଲେ, ବାନ୍ଦ୍ବା ଆଗ୍ତୁ କେତେକ୍ କର୍ଚ ଅଇସି ସେଟା ବସି କରି ଇସାବ୍ କର୍ସା । ଆରି ସେ ଗରର୍ ସବୁ କାମ୍ କରିସାରାଇବାକେ ତମର୍ ଲଗେ ସେତ୍କି ଡାବୁ ଆଚେକି ନାଇ ବଲି ଇସାବ୍ କରିଦେକ୍ସା ।
ଟିକ୍ ବୁଜାମାନା ନ ରଇଲେ ଲକ୍ମନ୍ ବିନାସ୍ ଅଇବାଇ, ଆରି ବେସି ନିମାନ୍ ସିକିଆ ଦେବା ଲକ୍ ରଇଲେ ଲକ୍ମନ୍ ନିମାନ୍ ସଙ୍ଗେ ରଇବାଇ ।
ସବୁବେଲର୍ ମାପ୍ରୁକେ ତମର୍ କାମ୍ ସର୍ପି ଦିଆସ୍, ତାର୍ପଚେ ତମର୍ ସବୁ ଜଜ୍ନାକେ ସପଲ୍ କର୍ସି ।
ସାଉକାର୍ ଅଇବାକେ ନିଜର୍ ଗାଗଡ୍କେ କସ୍ଟ ଦିଆସ୍ ନାଇଁ; ଆରି ନିଜର୍ ବୁଦିରେ ଚାଲାକି ଉଆ ନାଇଁ ।
Deus dirige os passos
O coração do homem planeja, mas a resposta certa vem do Senhor. Seus caminhos são mais altos que os nossos, e seus planos prevalecem.
ନର୍ଲକ୍ମନର୍ ମନ୍ ନିଜର୍ ଇଣ୍ଡ୍ବା ବାଟ୍ ବିସଇ ଜଜ୍ନା କର୍ସି; ମାତର୍ ସବୁବେଲର୍ ମାପ୍ରୁ ତାର୍ ବାଟ୍ ତିଆର୍ କର୍ସି ।
ନର୍ଲକର୍ ମନ୍ ବିତ୍ରେ ବିନ୍ବିନ୍ ରକାମର୍ ଏତ୍ ରଇସି, ମାତର୍ ସବୁବେଲର୍ ମାପ୍ରୁ ଆଦେସ୍ ତିର୍ କର୍ସି ।
କାଇକେବଇଲେ ସବୁବେଲର୍ ମାପ୍ରୁ କଇଲାନି, ମର୍ ବାବ୍ନା ତମର୍ ବାବ୍ନା ରକାମ୍ ନାଇଁ, ଆରି ତମର୍ ବାଟ୍ ଆମର୍ ବାଟ୍ ପାରା ନାଇଁ ।
କାଇକେ ବଇଲେ ପୁର୍ତିବି ଚାଡି ଆକାସ୍ମଣ୍ଡଲ୍ ଜେନ୍ତାର୍ ଉଚା, ସେ ରକାମ୍ ଆମର୍ ବାଟ୍ସବୁ ତମର୍ ବାଟ୍ ଚାଡି ଆରି ଆମର୍ ନିଅମ୍ ସବୁ ତମର୍ ନିଅମ୍ ଚାଡି ଉଚା ଆଚେ ।
ଏଟା ସବୁବେଲର୍ ମାପ୍ରୁ ପର୍ମେସରର୍ ଲଗେ ଅନି ଅଇସି, ତାର୍ ଜଜ୍ନା କାବାଅଇ ଜିବା ପାରା ଆରି ଗିଆନ୍ରେ ବଡ୍ ।
Confiança no plano de Deus
Os planos do Senhor são de paz e esperança. Ele revela seus segredos aos seus servos e guia com fidelidade cada caminho confiado a Ele.
ସବୁ ବିସଇର୍ ପାଇଁ ଗଟେକ୍ ସମୟ୍ଆଚେ
ସବୁ ବିସଇର୍ ସାର୍ବା ଦିନ୍ ଗଟେକ୍ ଆଚେ ଆରି ଆକାସ୍ ତଲେ ସବୁର୍ଜାକ ଇଚାର୍ ସମୟ୍ ଆଚେ;
ମାତର୍ ଆମ୍କେସେ ପର୍ମେସର୍ ତାର୍ ଟିକିନିକି ବିସଇ ଜାନାଇଆଚେ । ସେ ସୁକଲ୍ ଆତ୍ମାସେ ସବୁ ବିସଇ ସିକାଇସି ଆରି ତାର୍ ବିତ୍ରେ ରଇବା ଟିକିନିକି ଚିନ୍ତା ମିସା କର୍ସି ।
ଗଣ୍ଡ୍ଗଲ୍ କର୍ବା ଲକ୍ମନ୍କେ ରିସା ଉଆ ନାଇଁ, ଆରି, ତାକର୍ କନ୍ ମିସା ବାଟ୍କେ ଇଣ୍ଡା ନାଇଁ । କାଇକେବଇଲେ କାରାପ୍ ଲକ୍ମନ୍କେ ସବୁବେଲର୍ ମାପ୍ରୁର୍ ଗିନ୍ କର୍ସି, ମାତର୍ ଦରମ୍ ଲକ୍ମନର୍ ତେଇ ମାପ୍ରୁ ସାର୍ଦା ଅଇସି ।