O poder da oração
A oração é o canal mais poderoso de comunicação com Deus. Através dela, milagres acontecem, montanhas são movidas e o impossível se torna possível.
Pedidos com fé
Jesus ensinou: pedi e recebereis. Tudo o que pedirmos em seu nome, crendo, Ele fará. A fé transforma a oração em poder.
ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି ।
ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।"
ସେଟାର୍ପାଇଁ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି ।
ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି । ତମେ ଜଦି କାଇ ବିସଇ ମିସା ମର୍ ନାଉଁଦାରି ମାଙ୍ଗ୍ସା ବଇଲେ ମୁଇ ସେଟା ଦେବି ।
Oração e milagres
A oração dos justos tem grande poder. Pedro orou e Dorcas ressuscitou. Jesus disse que certos demônios só se expulsam com jejum e oração.
ପିତର୍ ବାକ୍ରାଇଅନି ସବୁକେ ବାର୍କରାଇ ଦେଲା ଆରି ମାଣ୍ଡିକୁଟା ଦେଇ ପାର୍ତନା କଲା । ତାର୍ପଚେ ଦର୍କାସର୍ ମଲା ଗାଗଡର୍ବାଟେ ଦେକିକରି କଇଲା, "ଟାବିତା ଉଟ୍ !" ଏଦେ ଦେକା ! ଦର୍କାସ୍ ଆଁକି ଦେକ୍ଲା ଆରି ପିତର୍କେ ଦେକି ଉଟିକରି ବସ୍ଲା ।
ଏ କାତା ସୁନି ଜିସୁ ସେମନ୍କେ କଇଲା, "ଏନ୍ତାରି କାରାପ୍ ଆତ୍ମା ପର୍ମେସର୍କେ ପାର୍ତନା କରିସେ କେଦ୍ବାର୍ ଅଇସି, ଆରି କାଇ ବାଟ୍ ନାଇ ।"
କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ । ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା । ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
Orar em todo tempo
A Bíblia nos exorta a orar sem cessar, com ações de graças e súplicas, revestidos da armadura espiritual. A oração traz paz sobrenatural.
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ । ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ ।