Gravidez e maternidade
Gravidez e maternidade são bênçãos celebradas na Bíblia. Deus forma cada criança no ventre, cuida da mãe e da família, e abençoa a geração dos justos.
Filhos são herança do Senhor
Deus abençoa a fertilidade e o crescimento das famílias. Cada criança é obra de suas mãos, conhecida e amada antes mesmo de nascer.
ଅଇଲେମିସା ଇସ୍ରାଏଲର୍ ଲକର୍ ବଁସ୍ ଅଦିକ୍ ବଡ୍ତେ ଗାଲା, ଆରି ଜାତିଜାତି ଅଇ ଦେସ୍ ସାରା ବର୍ତି ଅଇଗାଲାଇ ।
ସବୁବେଲର୍ ମାପ୍ରୁ କଇଲାନି, ଆମେ ପିଲା ଜନମ୍ କର୍ବା ଦିନ୍ କେଟାଇ କରି କାଇ ପିଲା ଜନମ୍ କରି ନାପାରୁ କି? ତମର୍ ପର୍ମେସର୍ କଇଲାନି, ପିଲା ଜନମ୍ କରାଇବା ଲକ୍ ଜେ , ମୁଇ କାଇ ପିଲା ଜନମ୍ ଅଇବାଟାକେ ବନ୍ଦ୍ କର୍ବି?
Força e cuidado na gravidez
Deus dá forças à mulher grávida e a sustenta em cada etapa. Sua graça é suficiente e seu poder se aperfeiçoa na fraqueza.
ଏ ସବୁ ଗଟ୍ନା ଆଇଲେ ମିସା ମୁଇ ମୁର୍ଚିକରି ରଇବାକେ ସିକ୍ଲିଆଚି । କାଇକେବଇଲେ, କିରିସ୍ଟ ମକେ ବପୁ ଦେଲାନି ।
ମାତର୍ ସେ ଏନ୍ତାରି କଇଲା, "ତମ୍କେ ଜେତ୍କି ସବୁ ଲଡା ଆଚେ, ମର୍ ଜିବନ୍ ଦୁକାଇଲାଟା, ସେଟା ପୁରାପୁରୁନ୍ କର୍ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍ବଲ୍ ରଇସୁ, ସେବେଲେ ମର୍ ବପୁ ନିକକରି ଡିସ୍ସି ।" ତେବେ ମର୍ ଦୁର୍ବଲ୍ ବିସଇନେଇ ବଡ୍ପନ୍ ଅଇକରି କଇବାକେ ମକେ ବେସି ସାର୍ଦା ଲାଗ୍ସି । କାଇକେବଇଲେ ମୁଇ ଦୁର୍ବଲ୍ ରଇଲାବେଲେ କିରିସ୍ଟର୍ ବପୁ ମକେ ସାଇଜ କର୍ବାଟା ଜାନ୍ଲିନି ।
ସେ ମେଣ୍ଡା ଚାରାଉ ଗଉଡ୍ ପାରା ତାର୍ ଲକ୍ମନ୍କେ ଚାରାଇସି, ସାନ୍ ମେଣ୍ଡାମନ୍କେ ନିଜର୍ ବୁକେ ପାଟାଲି କରି ଦାର୍ସି ଆରି ନିଜର୍ କନ୍ଦେ ସେମନ୍କେ ବଇ ନେଇସି, ଆରି ଦୁଦ୍ କାଇବା ସାନ୍ ମେଣ୍ଡା ପିଲାମନ୍କେ ଦିରେ ଦିରେ କରି ବୁଲାଇ ଆନ୍ସି ।
ଏ ଜାକୁବ୍ କୁଟୁମର୍ ବଁସ୍ , ଏ ଇସ୍ରାଏଲର୍ ବଁସ୍ ଉବ୍ରି ରଇବା କେତେକ୍ ଲକ୍, ମର୍ କାତାକେ ସୁନା ମୁଇ ତମ୍କେ ଜନମ୍ ଅଇଲା ଦିନେ ଅନି ତମର୍ ଜତନ୍ କଲି ଆଚି, ତମେ ଗରବ୍ ବିତ୍ରେ ରଇଲା ବେଲେଅନି ବଜ୍ ବୁଆଇ ଅଇ ଆଚାସ୍; ଆରି, ମୁଇ ତମର୍ ବୁଡା ଅଇବାଜାକ ସେ ସେ ଅଇବି ଆରି ବାଲ୍ ପାଚ୍ବା ଜାକ ମୁଇ ତମର୍ ସଙ୍ଗେ ରଇବି, ମୁଇ ଗଡ୍ଲି ଆଚି ଆରି ମୁଇ ବଇବି; ଉଁ, ମୁଇ ବଇବି ଆରି ଉଦାର୍ କର୍ବି ।
A bênção da maternidade
A Bíblia honra a maternidade como ministério sagrado. As mães são instrumentos de Deus para formar vidas e transmitir a fé.
ମାତର୍ ମାଇଜିମନ୍ ପିଲାଟକିମନ୍କେ ଜନମ୍ ଦେଇକରି ଉଦାର୍ ପାଇବାଇ । ସେମନ୍ କିରିସ୍ଟକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରି ସୁଆଲ୍ ସୁକଲ୍ ସଙ୍ଗ୍ ଚଲାଚଲ୍ତି କରତ୍ ।
ତାର୍ ପିଲାଟକିମନ୍ ଉଟିକରି ତାକେ ଦନିଅବାଦ୍ ବଲିକରି କଇବାଇ ଆରି ତାର୍ ମୁନୁସ୍ ମିସା ସେ ରକାମ୍ ବଡିଆ ବଡିଆ ବଲିକରି ସାର୍ଦାର୍ କାତା କଇସି;
ଆଦମ୍ ନିଜର୍ ମାଇଁଜି ଅବାକେ ସୁଆବସା କଲାକେ, ସେ ଗାଗ୍ଡେ ଅଇ କଇନ୍ ନାଅଁର୍ ଗଟେକ୍ ପିଲା ଜନମ୍ ଅଇଲା, ତାର୍ ଅରତ୍ ଅଇଲାନି ଲାବ୍, ପର୍ମେସରର୍ ସାଇଜରେ ମକେ ଗଟେକ୍ ପିଲା ଜନମ୍ ଅଇଲା ।
ତାର୍ପଚେ ସବୁବେଲର୍ ମାପ୍ରୁ ନିଜର୍ ସପତ୍ ଇସାବେ ସାରାର୍ ଜତନ୍ ନେଲା, ଆରି ସବୁବେଲର୍ ମାପ୍ରୁ ଜାଇଟା କଇରଇଲା, ସାରାର୍ ପାଇ ସେଟା ସେ କଲା । ତାର୍ପଚେ ଅବ୍ରାଆମ୍ ଡକ୍ରା ଅଇଲା ବେଲେ ସାରା ଗାଗ୍ଡେ ଅଇ ପର୍ମେସରର୍ ଲାଗି ସମାନ୍ ବେଲେ ପିଲା ଜନମ୍ କଲା ।
ଇସାକର୍ ସେ ମାଇଁଜି ବାଞ୍ଜି ଅଇଲାକେ ସେ ତାର୍ ପାଇଁ ସବୁବେଲର୍ ମାପ୍ରୁର୍ ଲଗେ ପାର୍ତନା କଲା, ତାରପଚେ ସବୁବେଲର୍ ମାପ୍ରୁ ତାର୍ ପାର୍ତନା ସୁନ୍ଲା ଆରି, ତାର୍ ମାଇଁଜି ରିବିକା ଗାଗ୍ଡେ ଅଇଲା ।
Proteção divina
Deus protege a mãe e o bebê, guardando-os de todo mal. Ele acompanha cada momento com ternura e fidelidade.
ଆରି ଜଦି ମୁନୁସ୍ ପିଲା ଲାଗା ଲାଗି ଅଇଲାବେଲେ ଗାଗ୍ଡେ ରଇଲା ମାଇଜିକେ ମାରିଦେଲେ, ଆରି ତାକେ କାଇଟା ନ ଅଇ, ଆରି ପଚେ କାଇ ନ ଅଇ ଜେବେ ସେ ସୁତକ୍ ଅଇସି, ତେବେ ତାର୍ ମୁନୁସ୍ ଜାଇଟା ଦାବି କଲେ, ସେଟା ତାର୍ ଡଣ୍ଡ୍ ଇସାବେ ଦେବାକେ ପଡ୍ସି । ଜଦି ସେ କାଇଆଲେ ଅସୁବିଦା ଅଇଲେ, ଜିବନ୍ ବାଦୁଲେ ଜିବନ୍,
ତାର୍ପଚେ ସବୁବେଲର୍ ମାପ୍ରୁ କଇଲାନି, ମାଇଜି ଟକିମନ୍ ନିଜର୍ ଜନମ୍ ଦେଇ ରଇଲା ପିଲା ଜିଲା ମନ୍କେ ଜତନ୍ ନ କରି ନିଜର୍ ଦୁଦ୍ କାଇବା କଁଲା ପିଲାମନ୍କେ ପାସ୍ରି ମିସା ଜାଇ ପାରତ୍ ? ଉଁ, ଏମନ୍ ପାସ୍ରି ମିସା ଜାଇ ପାରତ୍ , ଅଇଲେ ମିସା ମୁଇଁ ତମ୍କେ ନ ପାସ୍ରି ।
Esperança e promessa
A maternidade é caminho de esperança. Como Sara, Ana e Isabel, as mães encontram na fé a força para aguardar as promessas de Deus.
ତାର୍ ବିସ୍ବାସର୍ ଲାଗି ଅବ୍ରାଆମ୍ ବେସି ଡକ୍ରା ରଇଲା ମିସା ଆରି ତାର୍ ମାଇଜି ସାଆରା ବାଞ୍ଜି ରଇଲେ ମିସା, ବାବା ଅଇଲା । ପର୍ମେସର୍ କାତା ଦେଇରଇଲାଟା ସିଦ୍ କର୍ସିଆକା ବଲି ସେ ଜାନିରଇଲା ।
ଜେ ବିସ୍ବାସ୍ କର୍ସି ତାର୍ କେଡେକ୍ ନିମାନ୍ କରମ୍, କାଇକେବଇଲେ ମାପ୍ରୁ ତାକେ ଜାଇଜାଇଟା କୁଆଅଇଲାଆଚେ, ସେ ସବୁଜାକ ଅଇସି ଆକା ।"
ତେଇ ମରିୟମ୍ କଇଲା,
"ମର୍ ଜିବନ୍ ମର୍ ମାପ୍ରୁର୍ ମଇମା କଲାନି ।
ଆରି ମର୍ ଆତ୍ମା ମର୍ ରକିଆକାରି ପର୍ମେସରର୍ଟାନେ ସାର୍ଦା କଲାନି ।
କାଇକେବଇଲେ ସେ ମର୍ପାରା କାକୁର୍ତିଆନିକେ ନିଜର୍ ଗତିଦାଙ୍ଗ୍ଡି ବଲି ଏତାଇଲା ଆଚେ ।
ଆରି ଦେକା ଆଜିଅନି କାଲ୍କାଲ୍ ଜୁଗ୍ଜୁଗ୍, ସବୁ ଲକ୍ ମକେ ପର୍ମେସରର୍ ତେଇଅନି ଆସିର୍ବାଦ୍ ମିଲ୍ଲା ଲକ୍ ବଲି କଇବାଇ ।
କାଇକେବଇଲେ ସବୁର୍ଟାନେଅନି ବପୁର୍ ମାପ୍ରୁ, ମର୍ପାଇ କାବାଅଇଜିବା କାମ୍ କଲାଆଚେ,
ତାର୍ ନାଉଁ ସୁକଲ୍ ।
ମୁଇ ତାକେ ଆସିର୍ବାଦ୍ କର୍ବି, ଆରି ତାର୍ ତେଇ ଅନି ତମ୍କେ ଗଟେକ୍ ପିଲା ଦେବି,ଆମେ ତାକେ ଆସିର୍ବାଦ୍ କର୍ବି,ସେ ବିନ୍ ବିନ୍ କୁଲର୍ ଆଦି ମାତା ଅଇସି,ତାର୍ ତେଇ ଅନି ବିନ୍ ବିନ୍ ଦେସର୍ ରାଜା ମନ୍ ଜାତ୍ ଅଇବାଇ।