Reino dos céus
O Reino dos Céus é comparado por Jesus a tesouros, sementes e redes. Através de parábolas, Ele revelou os mistérios de um Reino que já está entre nós, mas que se consumará na eternidade.
O valor incomparável do Reino
O Reino dos Céus é como um tesouro escondido ou uma pérola de grande valor. Quem o encontra, vende tudo para possuí-lo.
ତହ୍ଲା ଦଃନାର୍ କଃତା
"ସଃର୍ଗ୍ ରାଇଜ୍ ଗଟ୍ ହଃଦାୟି ଲୁକ୍ଣେ ରିଲା ଦଃନ୍ ହର୍ । ଗଟ୍ ମାନାୟ୍ ସେରି ଦଃକି ସେ କଃତାକ୍ ଲୁକାୟ୍ଲା, ଆର୍ ସଃର୍ଦା ଅୟି ଜାୟ୍ ଅଃହ୍ଣାର୍ ସଃର୍ନେ ବିକିକଃରି ସେ ହଃଦାକେ ଗେନ୍ଲା ।"
ମୁକ୍ତାର୍ କଃତା
"ଆରେକ୍ ସଃର୍ଗ୍ ରାଇଜ୍ ଇବାନ୍ୟା ଗଟେକ୍ ନିକ ନିକ ମୁକ୍ତା ଲଳ୍ତିରିଲା ବେବାରି ହର୍ । ଗଟେକ୍ ବଃଡେ ମଲାର୍ ମୁକ୍ତା ଦଃକି ସେ ଜାୟ୍ ତାର୍ ଗଃରେ ରିଲାର୍ ସଃବୁ ବିକିକଃରି ସେ ମୁକ୍ତାକେ ଗେନ୍ଲା ।"
ସଃର୍ସୁ ମୁଞ୍ଜିର୍ କଃତା
ଜିସୁ ଆରେକ୍ ଗଟେକ୍ କଃତା କୟ୍ ସେମଃନ୍କେ କୟ୍ଲା, "ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟେକ୍ ସଃର୍ସୁ ମୁଞ୍ଜି ହର୍, ଜୁୟ୍ରି ନଃୟ୍ ଗଟ୍ ଲକ୍ ଅଃହ୍ଣାର୍ ବାଳେ ବୁଣ୍ଲା । ସଃର୍ସୁ ମୁଞ୍ଜି ସଃବ୍କେ ସାନ୍ ବିଆନ୍, ମଃତର୍ ସେରି ବାଡ୍ଲେକ୍, ସଃବୁ ସାଗ୍ ଗଃଚ୍ ତଃୟ୍ହୁଣି ବଃଡ୍ ଅୟି ଇବାନ୍ୟା ବାଡେଦ୍ ଜେ, ଅଃଗାସ୍ ଉହ୍ରାର୍ ଚେଳେମଃନ୍ ଆସି ତାର୍ ଡାଳ୍ବିତ୍ରେ ଗୁଡା ଗାଲି ବାସା କଃର୍ତି ।"
କମିର୍ କଃତା
ଜିସୁ ସେମଃନ୍କେ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ କୟ୍ଲା, "ସଃର୍ଗ୍ ରାଇଜ୍ କମିର୍ ହର୍, ଗଟେକ୍ ମାୟ୍ଜି ସେରି ନଃୟ୍କଃରି ମାଣେକ୍ ଗମ୍ଗୁଣ୍ଡ୍ ସଃଙ୍ଗ୍ ମିସାୟ୍ କଃରି ଚଃଟ୍କ୍ଲି, ଆର୍ ହଃଚେ ସେ ସଃବୁ କମିର୍ ହର୍ ଅୟ୍ଲି ।"
Parábolas do Reino
Jesus ensinou sobre o Reino mediante parábolas que revelam seu crescimento, seu juízo e a separação final entre justos e injustos.
କଃଦଟଳାର୍ କଃତା
ଜିସୁ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ ବୁଜାୟ୍ଲା, "ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟ୍ ମାନାୟ୍ହର୍, ସେ ଅଃହ୍ଣାର୍ ହଃଦାୟି ନିକ ବିଆନ୍ ବୁଣି ରିଲା, ମଃତର୍ ଲକ୍ମଃନ୍ ସୟ୍ରିଲା ବଃଳ୍, ତାର୍ ସଃତ୍ରୁ ଆସି ସେ ଗଅଁ ବିଆନ୍ ବିତ୍ରେ କଃଦଟଳା ମୁଞ୍ଜି ବୁଣି ବାରାୟ୍ ଗଃଲା । ତାର୍ହଃଚେ ଜଃଡେବଃଳ୍ ମୁଞ୍ଜି ଗଃଜା ଅୟି ହଃତାର୍ ବାରାୟ୍ ହଃଳ୍ ହଃଳୁକ୍ ଦଃର୍ଲି, ସଃଡେବଃଳ୍ କଃଦଟଳା ହେଁ ଡିସ୍ଲି । ସେତାକ୍ ଗଃରାର୍ ଗତିଦଃଙ୍ଗ୍ଳାମଃନ୍ ଆସି ସାଉକାର୍କେ କୟ୍ଲାୟ୍, ‘ଏ ସାଉକାର୍, ତୁୟ୍ କାୟି ତର୍ ହଃଦାୟି ନିକ ବିଆନ୍ ବୁଣି ନଃରିଲିସ୍ ? ତଃବେ କୁୟ୍ତିର୍ କଃଦଟଳା ରଃନ୍ ଉଟ୍ଲି ?’ ସେ ସେମଃନ୍କେ କୟ୍ଲା, ‘କୁୟି ଅଲେ ସଃତ୍ରୁ ଇରି କଃରିଆଚେ ।’ ଆରେକ୍ ଗତିଦଃଙ୍ଗ୍ଳାମଃନ୍ କୟ୍ଲାୟ୍, ‘ଅଃମିମଃନ୍ ଜାୟ୍ ସେରି ଜିକି ହଃବ୍ଳାଉନ୍ଦ୍ ବଃଲି କାୟି ତର୍ ମଃନ୍ ?’ ମଃତର୍ ସାଉକାର୍ କୟ୍ଲା, ‘ନାୟ୍, ତୁମିମଃନ୍ କଃଦଟଳା ଜିକ୍ତା ବଃଳ୍ କେଜାଣ୍ ତାର୍ ସଃଙ୍ଗ୍ ଗଅଁ ହେଁ ଜିକି ହଃବ୍ଳାଉଆସ୍ । ସେତାକ୍ ତାସ୍ କାଟ୍ତା ହଃତେକ୍ କଃଦଟଳାକ୍ ହେଁ ବାଡୁକେ ଦିଆସ୍, ହଃଚେ କାଟ୍ତା ବଃଳ୍ କାଟ୍ତା ଲକ୍କେ କୟ୍ଦ୍, ତୁମିମଃନ୍ ହଃର୍ତୁ କଃଦଟଳା ସଃବୁ ଗଟେ ଟାଣେ କଃରି ଜୟେ ହଡାଉଁକ୍ ହଃଣ୍ଡା ବାନ୍ଦା, ଆର୍ ଗଅଁ ସଃବୁ ମର୍ ଗଃଦ୍ୟାୟ୍ ସଃଙ୍ଗାଉଆ ।’"
ଜିସୁ କଃଦଟଳା ରଃନାର୍ ବାବ୍ ବୁଜାୟ୍ଲା
ହଃଚେ ଜିସୁ ସେ ଲକ୍ମଃନ୍କେ ଚାଡି ଗଃରେ ହୁର୍ଲା, ତାର୍ହଃଚେ ତାର୍ ଚେଲାମଃନ୍ ଜିସୁର୍ ଚଃମେ ଆସି ହଃଚାର୍ଲାୟ୍, "ବାଳାର୍ କଃଦଟଳା କଃତାର୍ ବାବ୍ ନିକକଃରି ବୁଜାଉ ।"
ଜିସୁ କୟ୍ଲା, "ନିକ ବିଆନ୍ ଜେ ବୁଣେଦ୍, ସେ ନଃରାର୍ ହୟିସି । ତାସ୍ ହଃଦା ଅଃଉଁଲି ଜଃଗତ୍, ଜୁୟି ଲକ୍ମଃନ୍ ସଃର୍ଗ୍ ରାଇଜେ ବାସା କଃର୍ତି, ସେମଃନ୍ ନିକ ବିଆନ୍, କଃଦଟଳା ରଃନ୍ ହାହ୍ ଆତ୍ମାର୍ ଲକ୍ମଃନ୍ । ଜୁୟି ସଃତ୍ରୁ ସେରି ବୁଣ୍ଲି, ସେ ସୟ୍ତାନ୍, କାଟାବେଟା ବେଳା ଅୟ୍ଲି ଜୁଗ୍ ସେସ୍ ଦିନ୍, ଆର୍ କାଟ୍ତା ଲକ୍ସଃବୁ ସଃର୍ଗ୍ ଦୁତ୍ମଃନ୍ । ବଃଲେକ୍ କଃଦଟଳା ଜଃନ୍କଃରି ଗଟେ ଟାଣେ ଗାଦା କଃରି ଜୟେ ହଡାଉଁକ୍ ଅୟ୍ଦ୍, ଜୁଗ୍ ସେସ୍ ଦିନ୍ ସେରକମ୍ ଅୟ୍ଦ୍ । ନଃରାର୍ ହୟିସି ଅଃହ୍ଣାର୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ସେମଃନ୍ ତାର୍ ରାଇଜାର୍ ସଃବୁ ବାଦା ଅଃଉତା ଲକ୍ମଃନ୍କେ ଆର୍ ଅଃଦଃର୍ମି ଲକ୍ମଃନ୍କେ ରୁଣ୍ଡାଉତି । ଆର୍ ସେମଃନ୍କେ ଜୟ୍କୁଣ୍ଡେ ହଃବ୍ଳାଉତି, ସେ ବିତ୍ରେ କାନ୍ଦ୍ତାର୍ ଆର୍ ଦାତାର୍ କିଳିମିଳି ଅୟ୍ଦ୍ । ସଃଡେବଃଳ୍ ଇସ୍ୱରାର୍ ଦଃର୍ମି ଲକ୍ମଃନ୍ ସେମଃନାର୍ ସଃର୍ଗାର୍ ଉବାସିର୍ ରାଇଜେ ବେଳ୍ ହର୍ ଜିକ୍ଜିକା ଡିସ୍ତି । ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।"
ମାଚ୍ ଦଃର୍ତାର୍ ଜାଲାର୍ କଃତା
"ଆରେକ୍ ସଃର୍ଗ୍ ରାଇଜ୍ ସଃମ୍ନ୍ଦେ ହଃକାୟ୍ଲା ସଃବୁ ରଃକମାର୍ ମାଚ୍ ରୁଣ୍ଡାଉତା ଗଟେକ୍ ମାଚ୍ଜାଲ୍ ହର୍ । ସେରି ବଃର୍ତି ଅୟ୍ଲାକ୍ ଲକ୍ମଃନ୍ କଃଣ୍ଡାୟ୍ ଜିକି ଆଣ୍ଲାୟି, ଆର୍ ବଃସି ନିକନିକରି ଡଙ୍ଗାୟ୍ ଗଟେଟାଣେ କଃଲାୟି, ମଃତର୍ ବାନ୍ୟାରିମଃନ୍ ହଃଦାୟି ହଃବ୍ଳାୟ୍ଲାୟ୍ । ଜୁଗ୍ ସେସ୍ ଦିନ୍ ସେରଃକମ୍ ଅୟ୍ଦ୍, ଦୁତ୍ମଃନ୍ ବାରାୟ୍ ଆସି ଦଃର୍ମିମଃନାର୍ ବିତ୍ରେ ଦୁସ୍ଟ୍ମଃନ୍କେ ବିନେ କଃର୍ତି । ଆରେକ୍ ସେମଃନ୍କେ ବଃଟିର୍ ଜୟ୍କୁଣ୍ଡେ ହଃକାଉତି, ସେତି ସେମଃନ୍ କାନ୍ଦି କାନ୍ଦି ଦାତ୍ ଚାବି ଅଃଉତି ।"
Quem herda o Reino
Os humildes, os pobres de espírito e as crianças são herdeiros do Reino. Mas é difícil para os ricos entrarem nele.
କୁୟି ଲକ୍ମଃନାର୍ ବାୟ୍ଗ୍
"ଜୁୟି ଲକ୍ମଃନ୍ ଇସ୍ୱରାର୍ ଆତ୍ମା ଉହ୍ରେ ବଃର୍ସା କଃର୍ତି, ସେମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନ୍କାର !
କାନ୍ଦ୍ତା ଲକ୍ମଃନାର୍ ବାୟ୍ଗ୍;
ସେମଃନ୍ ଦୁକ୍ ବଃଳ୍ ସାସ୍ ହାଉଁ ହାର୍ତି !
ମାୟଃନ୍କାରି ଲକ୍ମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ଇସ୍ୱର୍ ବୁୟ୍ଁ ଦେଉଁକେ ସଃୟ୍ତ୍ କଃରି ଆଚେ, ସେରି ସେମଃନ୍ ହାଉତି !
ଇସ୍ୱରାର୍ ଇଚା ଦଃର୍ମ୍କାମ୍ କଃରୁକେ ଜୁୟି ଲକ୍ମଃନାର୍ ମଃନ୍, ସେମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ଇସ୍ୱର୍ ସେମଃନାର୍ ମଃନ୍ ସଃର୍ଦା କଃରାୟ୍ଦ୍ !
ବିନ୍ ଲକ୍କେ ଦଃୟା ଦଃକାଉତା ଲକ୍ମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ସେମଃନ୍ ଦଃୟା ହାଉତି !
ମଃନ୍ବିତ୍ରେ ଜେ ନିର୍ମୁଳ୍ ସେମଃନ୍ ବାୟ୍ଗ୍;
କାୟିତାକ୍ବଃଲେକ୍ ସେମଃନ୍ ଇସ୍ୱର୍କେ ଦଃକ୍ତି !
ସୁସ୍ତାକାରି ଲକ୍ମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ସେମଃନ୍ ଇସ୍ୱରାର୍ ହୟିସି ବଃଲି ଡାକେ ହୁଟ୍ତି !
ଇସ୍ୱରାର୍ ଇଚାୟ୍ ଦଃର୍ମ୍କାମ୍ କଃରି ତାଡ୍ନା ହାଉତା ଲକ୍ମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନାର୍ ।"
"ଲକ୍ମଃନ୍ ଜଃଡେବଃଳ୍ ତୁମିମଃନ୍କେ ମର୍ ଗିନେ ଲିନ୍ଦା ଆର୍ ତାଡ୍ନା କଃର୍ତି, ଆରେକ୍ ମିଚେ ତୁମାର୍ ବିରୁଦେ ସଃବୁ ରଃକମାର୍ କଃରାପ୍ କଃତା କଃଉତି, ତଃବେ ତୁମିମଃନାର୍ ବାୟ୍ଗ୍ । ତୁମିମଃନ୍ ଅଃନାୟ୍ ସଃର୍ଦା କଃରା, କାୟିତାକ୍ବଃଲେକ୍ ସଃର୍ଗ୍ ହୁରେ ତୁମାର୍ ଗିନେ ଗାଦେକ୍ ପୁରିସ୍କାର୍ ଆଚେ; ସେବାନ୍ୟା ତ ତୁମାର୍ ହୁର୍ବାର୍ ବାବ୍ବାଦିମଃନ୍କେ ତାଡ୍ନା କଃରି ରିଲାୟ୍ ।"
ସଃର୍ଗ୍ ରାଜାୟ୍ କେଏ ସଃବ୍କେ ବଃଡ୍ ?
ସଃଡେବଃଳ୍ ଚେଲାମଃନ୍ ଜିସୁର୍ ହାକ୍ ଆସି ହଃଚାର୍ଲାୟ୍, "ତଃବେ ସଃର୍ଗ୍ ରାଇଜେ କେଏ ସଃବ୍କେ ବଃଡ୍ ?"
ଜିସୁ ଗଟେକ୍ ସାନ୍ ହିଲାକ୍ ଚଃମେ କୁଦି ସେମଃନାର୍ ମଃଜାୟ୍ ଟିଆ କଃରାୟ୍ କୟ୍ଲା, "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଲେଉଟି ସାନ୍ ହିଲା ହର୍ ନୟ୍ଲେକ୍, କଃବେ ହେଁ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ । କୁୟି ମାନାୟ୍ ଇ ସାନ୍ ହିଲା ହର୍ ଅଃହ୍ଣାକ୍ ସାନ୍ କଃରେଦ୍, ସେ ସଃର୍ଗ୍ ରାଇଜେ ସଃବ୍କେ ବଃଡ୍ ଅୟ୍ଦ୍ ।
ମଃତର୍ ଜିସୁ କୟ୍ଲା, "ସାନ୍ ହିଲାମଃନ୍କେ ଚାଡି ଦିଆସ୍, ସେମଃନ୍କେ ମର୍ ଚଃମେ ଆସୁକ୍ ମଃନା କଃରା ନାୟ୍, କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇରଃକମ୍ ଲକ୍ମଃନାର୍ ।"
ସେତାକ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାଜନ୍ ଲକ୍ କଃଡେ କଃସ୍ଟେ ସଃର୍ଗ୍ ରାଇଜେ ଜାୟ୍ଦ୍ । ଆରେକ୍ ଗଟ୍ତର୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଗଟ୍ ମାଜନ୍ ଲକ୍ ଇସ୍ୱରାର୍ ରାଇଜେ ଜାତା ବାଟା, ସୁତ୍ଲିର୍ କାଣାବାଟ୍ ଅୟି ଉଟ୍ ଚିଙ୍ଗୁଳ୍ତାର୍ ଉସାସ୍ ।"
ଚେଲାମଃନ୍ ଇରି ସୁଣ୍ଲାୟ୍ ଆର୍ କାବା ଅୟି କୟ୍ଲାୟ୍, "ତଃବେ କେଏ ହାହେହୁଣି ନିଜ୍କେ ବଚାଉ ହାରେ ?"
ଜିସୁ ସେମଃନ୍କେ ଦଃକି କୟ୍ଲା, "ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।"
ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ସୁଣା, ଇସ୍ୱର୍ କାୟି ଇ ଜଃଗତାର୍ ଅଃର୍କିତ୍ମଃନ୍କେ ବିସ୍ୱାସାର୍ ଦଃନେ ମାଜନ୍ ଅଃଉଁକେ ବାଚି ନଃକେରେ କି ? ଆରେକ୍ ଅଃହ୍ଣାର୍ ଲାଡ୍କାରିମଃନ୍କେ ଜୁୟି ରାଇଜ୍ ଦଃୟ୍ଦ୍ ତାର୍ ଅଃଦିକାରି ଅଃଉଁକେ ଜଃବାଉ ନଃଦେୟ୍ କି ?
ମଃତର୍ ସଃବ୍କେ ବଃଡ୍ ଇସ୍ୱରାର୍ ପବିତ୍ର ଲକମଃନ୍ ରାୟ୍ଜ୍ ହାଉତି ଆର୍ ଜୁଗ୍ଜୁଗ୍ ହଃତେକ୍ ରାୟ୍ଜ୍ ଅଃଦିକାର୍ କଃର୍ତି।
Buscar o Reino acima de tudo
Jesus ensinou que devemos buscar primeiro o Reino e sua justiça. Nem todo que diz 'Senhor, Senhor' entrará — só quem faz a vontade do Pai.
ମୁଁୟ୍ ତୁମିମଃନ୍କେ ନଃଜାଣି
"ଜୁୟି ଲକ୍ମଃନ୍ ମକ୍ ‘ମାପୁର୍, ମାପୁର୍’ ବଃଲି କଃଉତି, ସେମଃନ୍ ବିତ୍ରେ ସଃବୁଲକ୍ ସଃର୍ଗ୍ ରାଇଜେ ଜଃଉଁ ନଃହାର୍ତି, ମଃତର୍ ଜୁୟି ଲକ୍ମଃନ୍ ମର୍ ସଃର୍ଗାର୍ ଉବାର୍ ଇଚା ହୁରୁଣ୍ କଃର୍ତି, ସେମଃନ୍ ହଃକା ସଃର୍ଗ୍ ରାଇଜେ ଜଃଉଁକେ ହାର୍ତି ।
ବଃଲେକ୍ ଜୁୟି ଲକ୍ ଇ ସଃବୁ ସାନ୍ ସାନ୍ ଆଦେସ୍ମଃନାର୍ ବିତ୍ରେ କୁୟି ଗଟେକ୍ ଆଦେସ୍ ନଃମାନେ ଆର୍ ଲକ୍ମଃନ୍କେ ହେଁ ସେବାନ୍ୟା ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜେ ସାନ୍ ବଃଲାୟ୍ ଅୟ୍ଦ୍; ମଃତର୍ ଜୁୟି ଲକ୍ ସେ ସଃବୁ ମାନେଦ୍ ଆର୍ ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜ୍ ତଃୟ୍ଁ ବଃଡ୍ ବଃଲାୟ୍ ଅୟ୍ଦ୍ । କାୟିତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜଃବେ ହଃତେକ୍ ତୁମିମଃନାର୍ କାମ୍ ଇସ୍ୱରାର୍ ଇଚା ହଃର୍କାରେ ଆର୍ ଦଃର୍ମ୍ ଗୁରୁ ଆର୍ ପାରୁସି ମଃନାର୍ ତଃୟ୍ହୁଣି ଅଃଦିକ୍ ବିସ୍ୱାସ୍ ଅୟ୍ନଃରିଲେକ୍, ତଃବେ ତୁମିମଃନ୍ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ ।"
ତଃବାର୍ଗିନେ ତୁମିମଃନ୍ ଇବାନ୍ୟା ବଃଲି ପାର୍ତ୍ନା କଃରା-
‘ଏ ଅଃମାର୍ ସଃର୍ଗାର୍ ଉବା,
ତର୍ ନାଉ ପବିତ୍ର ବଃଲି ମାନ୍ତି ଅଃଉଅ;
ତର୍ ରାଇଜ୍ ଆସ,
ଜଃନ୍କଃରି ସଃର୍ଗେ ସେନ୍କଃରି ହୁର୍ତିବି ତଃୟ୍ ତର୍ ଇଚା ହୁରୁଣ୍ ଅଃଉଅ ।
ବାପ୍ତିସମ୍ ଦେତା ଜହନାର୍ ପର୍ଚାର୍
ସଃଡେବଃଳ୍ ବାପ୍ତିସମ୍ ଦେତା ଜହନ୍ ଜିଉଦା ଦେସାର୍ ସୁକ୍ଲା ବଃଟାୟ୍ ଆସି ପର୍ଚାର୍ କଃରୁକେ ଆରୁମ୍ କଃଲା, "ତୁମାର୍ ହାହ୍ଚାଡା, କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି ।"
ସଃଡେବଃଳ୍ ହୁଣି ଜିସୁ ପର୍ଚାର୍ କଃରୁକେ ଆରୁମ୍ କଃରି କଃଉଁକେ ଦଃର୍ଲା, "ତୁମାର୍ ହାହ୍ ଚାଡା, କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି ।"
ଆର୍ ଜଃଉଁ ଜଃଉଁ, ‘ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି !’ ବଃଲି ପର୍ଚାର୍ କଃରା !
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଗାଦେକ୍ ଲକ୍ ଉଦ୍ତି ଆର୍ ବୁଡ୍ତି ବାଟ୍ହୁଣି ଆସି ଅବ୍ରାହାମ୍, ଇସାକ୍ ଆର୍ ଜାକୁବକ୍ ସଃଙ୍ଗ୍ ସଃର୍ଗ୍ ରାଇଜେ ବଜି କାଉଁକେ ବଃସ୍ତି ।
ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାୟ୍ଜି ହେଟେହୁଣି ଜଃଲମ୍ ଅୟ୍ଲା ସଃବୁ ଲକ୍ମଃନାର୍ ବିତ୍ରେ ବାପ୍ତିସମ୍ ଦେତା ଜହନ୍ ତଃୟ୍ହୁଣି ବଃଡ୍ କେଏ ନାୟ୍ । ମଃତର୍ ଜେ ସଃର୍ଗ୍ ରାଇଜେ ସଃବ୍କେ ସାନ୍, ସେ ଜହନାର୍ ତଃୟ୍ହୁଣି ହେଁ ବଃଡ୍ । ଆର୍ ବାପ୍ତିସମ୍ ଦେଉ ଜହନ୍ ତାର୍ କଃତା ପର୍ଚାର୍ କଃଲା ବଃଳ୍ହୁଣି ଆଜି ହଃତେକ୍ ସଃର୍ଗ୍ ରାଇଜ୍ ଉହ୍ରେ ବଃଳ୍ମାଡ୍ ଅଃଉଁଲି, ଆରେକ୍ ଅଃଦିକାର୍ କଃର୍ତା ଲକ୍ମଃନ୍ ଜଃବର୍ ବଃଳ୍ବପୁ ସଃଙ୍ଗ୍ ଅଃଦିକାର୍ କଃରୁକେ ମଃନ୍ କଃରୁଲାୟ୍ ।
A herança eterna
O Reino dos Céus é inabalável e eterno. Deus nos chama a fazer firme a nossa vocação e eleição para entrar nesse Reino.
ତଃବେ ଆସା ଅଃମି ମାପୁର୍କେ ଦନ୍ୟବାଦ୍ ଦେଉଁଆ ବଃଲେକ୍ ଅଃମି ଲଃଦ୍ବଃଦ୍ ନଃଉତାର୍ ରାଇଜ୍ ହାୟ୍ଆଚୁ, ସେତାର୍ଗିନେ ଅଃମି ଦନ୍ୟବାଦ୍ ଦେଉଁଆ ଆର୍ ବକ୍ତି ଆର୍ ଡିର୍ ସଃଙ୍ଗ୍ ଇସ୍ୱରାର୍ ସଃର୍ଦାର୍ ଲକ୍ ଅୟି ତାର୍ ହୁଜା କଃରୁଆଁ । କାୟିତାକ୍ବଃଲେକ୍ ଅଃମିମଃନାର୍ ଇସ୍ୱର୍ ନାସ୍କାରି ଜୟ୍ ହର୍ ।
ବଃଲେକ୍ ଏ ବାୟ୍ବେଣିମଃନ୍, ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ କୁଦ୍ଲାର୍ ଆର୍ ବାଚ୍ଲାର୍ ତିର୍ କଃରୁକେ ଅଃଦିକ୍ ଜାଗ୍ରତ୍ ଅଃଉଆ; ବଃଲେକ୍ ଇବାନ୍ୟା କଃଲେକ୍ ତୁମିମଃନ୍ କଃବେହେଁ ବିସ୍ୱାସେ ହୁଣି ଜଟ୍ୟାୟ୍ ନଃଉଁଆସ୍ । ଆର୍ ଇରଃକମ୍ ଅଃମିମଃନାର୍ ମାପୁର୍ ଆର୍ ମୁକ୍ତିକଃର୍ତା ଜିସୁ କ୍ରିସ୍ଟର୍ ସଃବୁ ଦିନାର୍ ରାଇଜେ ସଃର୍ଦାୟ୍ ଜଃଉଁକେ ତୁମିମଃନ୍କେ ଦିଆ ଅୟ୍ଦ୍ ।
ମାପୁର୍ ମକ୍ ସଃବୁ କଃରାପ୍ କାମେ ହୁଣି ମୁକ୍ଳାୟ୍ଦ୍ ଆର୍ ମକ୍ ମୁକ୍ଳାୟ୍ କଃରି ନିଜାର୍ ସଃର୍ଗ୍ ରାଇଜେ ନଃୟ୍ଦ୍, ଜୁଗେଜୁଗେ ତାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
ସଃର୍ଗେ ଦଃନ୍
"ଏ ସାନ୍ ଦଃଳ୍, ଡିରା ନାୟ୍, କାୟିତାକ୍ବଃଲେକ୍ ତୁମିମଃନ୍କେ ତାର୍ ରାଇଜ୍ ଦେଉଁକେ ତୁମିମଃନାର୍ ସଃର୍ଗାର୍ ଉବାଦିର୍ ବଃଡେ ସଃର୍ଦା ।
ବଃଲେକ୍ ତୁମିମଃନ୍ ବାୟ୍ଦ୍ରେ ଜାଣା ଜେ, ଦାରିକାମ୍ କଃରୁମଃନ୍, ବିଟାଳ୍ ଜିବନ୍ କାଟୁ କି ଦଃନ୍ଲଃବି ସେ ତ ମୁର୍ତି ହୁଜାକଃରୁ ଏମଃନ୍ କ୍ରିସ୍ଟ ଆର୍ ଇସ୍ୱରାର୍ ରାଇଜେ ଜଃଉଁ ନଃହାର୍ତି ।