Descansar no Senhor
Descansar no Senhor é um ato de fé. Em um mundo agitado, Deus nos convida a entregar nossas ansiedades, aquietar o coração e confiar plenamente em sua provisão e cuidado.
O convite ao descanso
Jesus convida os cansados e sobrecarregados a irem a Ele e encontrar descanso para as suas almas. O jugo dele é leve.
"ବେସି ବଜ୍ ବଇକରି ତାକ୍ଲା ଲକ୍ମନ୍, ମର୍ ଲଗେ ଆସା । ମୁଇ ତମ୍କେ ପୁଣ୍ଡାଇବି । ମର୍ ଜୁଆଡି ବଇ ମର୍ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍ ଆରି ମର୍ ମନ୍ କୁଉଁଲ୍ ଅଇଲାର୍ ଲାଗି ତମେ ମର୍ଲଗେ ପୁଣ୍ଡ୍ସା । ମୁଇ ତମର୍ ଉପ୍ରେ ଜନ୍ ଜୁଆଡି ସଙ୍ଗଇବି ସେଟା ତମ୍କେ ବଇବାକେ ସଅଜ୍ ଅଇସି । ଆରି ତମ୍କେ ଜନ୍ ବଜ୍ ଦେବି, ସେଟା ମିସା ବେସି ଉସାସ୍ ।"
Confiança e paz
Quem confia no Senhor encontra paz perfeita. A ansiedade perde o poder quando entregamos tudo nas mãos do Deus soberano.
ଏ ମାପ୍ରୁ ଜାର୍ମନ୍ ତମର୍ ଲଗେ ରଇସି , ତମେ ତାକେ ପୁରାପୁରୁନ୍ ବାବ୍ରେ ସାନ୍ତି ସଙ୍ଗେ ସଙ୍ଗଇସା ; କାଇକେ ବଇଲେ ସେ ତମ୍କେ ଆସା କରି ଆଚେ ।
କାଇକେବଇଲେ ପର୍ମେସର୍, ଇସ୍ରାଇଲର୍ ସୁକଲ୍ ସବୁବେଲର୍ ମାପ୍ରୁ ଲକ୍ମନ୍କେ କଇଲା, ବାଉଡି କରି ଆସା, ତେବେ ତମେ ଉଦାର୍ ପାଇସା; ସୁସ୍ତା ଆରି ବିସ୍ବାସ୍ ସଙ୍ଗ୍ ତମେ ବପୁ ପାଇସା, ତମେ ଜଦି ରାଜି ଅଇସା ବଇଲେ।
ଆରି, ଦରମ୍ ଲକର୍ କାମ୍ ସାନ୍ତି ଅଇସି ଆରି ଦରମ୍ ଲକର୍ କାମ୍ ସବୁବେଲେ ସାନ୍ତିସଙ୍ଗେ ନ ଡର୍ତେ କାମ୍ ଅଇସି ।
ମାତର୍ ଜନ୍ ଲକ୍ମନ୍ ସବୁବେଲର୍ ମାପ୍ରୁକେ ଜାଗି ରଇବାଇ, ସେମନ୍ ନୁଆଁ ନୁଆଁ ବପୁ ପାଇବାଇ; ସେମନ୍ ଚଚନ୍ ଚଡଇ ପାରା ଉପ୍ରେ ଉଡ୍ତେ ଜିବାଇ; ସେମନ୍ ନ ତାକ୍ତେ ପାଲାଇବାଇ; ସେମନ୍ ନ ତାକ୍ତେ ଇଣ୍ଡ୍ବାଇ ।
ଏନ୍ତାରି କଲେ, ପର୍ମେସର୍ ତମ୍କେ ସାନ୍ତି ଦେଇସି । ଏ ସାନ୍ତି ଲକ୍ମନ୍ ବୁଜ୍ବା ସାନ୍ତିର୍ପାରା ନାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍ ଜିବନେ କସ୍ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍ସି ।
ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି ।
Esperar no Senhor
Esperar no Senhor renova as forças. A Bíblia nos ensina que aquietar-se diante de Deus e confiar em seu tempo é marca da maturidade espiritual.
A fidelidade de Deus
Deus é fiel. Seus planos são de paz e esperança. Podemos descansar sabendo que Ele guarda e sustenta quem nele confia.
ସେଡ୍କିବେଲେ ସବୁବେଲର୍ ମାପ୍ରୁ ମସାକେ କଇଲା, ମୁଇ ତମର୍ ସଙ୍ଗେ ଇଣ୍ଡ୍ବି, ଆରି ତମ୍କେ ବିସ୍ରାମ୍ ଦେବି ।
ଏଟାର୍ ଲାଗି ମୁଇ ଏ ବନ୍ଦିଗରେ ଦୁକ୍ କସ୍ଟ ପାଇଲିନି । ପାଇଲେ ମିସା ଲାଜ୍ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍ବାସ୍ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍ଟା ସର୍ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍ ଜାକ, ଜତନ୍ କରି ସଙ୍ଗଇବାକେ ତାର୍ ବପୁ ଆଚେ । ଏଟା ମୁଇ ଡାଟ୍ ସଙ୍ଗ୍ ବିସ୍ବାସ୍ କଲିନି ।