Santidade
A santidade é o chamado supremo de Deus para o seu povo. 'Sede santos, porque eu sou santo' — essa ordem ressoa por toda a Escritura, convidando-nos a uma vida separada para Deus.
O chamado à santidade
Deus nos escolheu antes da fundação do mundo para sermos santos. A santificação é sua vontade expressa e nosso destino em Cristo.
ମଃତର୍ ତୁମିମଃନ୍କେ କୁଦ୍ଲା ଲକ୍ ଜଃନ୍କାର୍ ପବିତ୍ର, ତୁମିମଃନ୍ ହେଁ ମାୟ୍ନ୍କାରି ହିଲାମଃନାର୍ ହର୍ ସଃବୁ ଚାଲାଚାଲ୍ତି ତଃୟ୍ ସେ ରଃକମ୍ ପବିତ୍ର ଅଃଉଆ । ଜଃନ୍କଃରି ସାସ୍ତରେ ଲେକା ଆଚେ, "ତୁମିମଃନ୍ ପବିତ୍ର ଅଃଉଆ, କାୟିତାକ୍ବଃଲେକ୍ ମୁଁୟ୍ ପବିତ୍ର।"
ମଃତର୍ ତୁମିମଃନ୍କେ କୁଦ୍ଲା ଲକ୍ ଜଃନ୍କାର୍ ପବିତ୍ର, ତୁମିମଃନ୍ ହେଁ ମାୟ୍ନ୍କାରି ହିଲାମଃନାର୍ ହର୍ ସଃବୁ ଚାଲାଚାଲ୍ତି ତଃୟ୍ ସେ ରଃକମ୍ ପବିତ୍ର ଅଃଉଆ । ଜଃନ୍କଃରି ସାସ୍ତରେ ଲେକା ଆଚେ, "ତୁମିମଃନ୍ ପବିତ୍ର ଅଃଉଆ, କାୟିତାକ୍ବଃଲେକ୍ ମୁଁୟ୍ ପବିତ୍ର।"
କ୍ରିସ୍ଟର୍ ତଃୟ୍ ମିସି ଅଃମି ଜଃନ୍କଃରି ଇସ୍ୱରାର୍ ଅଃଉଁନ୍ଦ୍ ସେତାକ୍ ଜଃଗତାର୍ ଉବ୍ଜାଣ୍ ହୁର୍ବେ ସେ ବାଚିଆଚେ, ବଃଲେକ୍ ଅଃମିମଃନ୍ ତାର୍ ଲାଡାର୍ ଗିନେ ପବିତ୍ର ଆର୍ ଦସି ନୟ୍ଲାର୍ ଅଃଉଁନ୍ଦ୍ ।
କାୟିତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ପବିତ୍ର ଅଃଉଆସ୍, ଇତି ହଃକା ଇସ୍ୱରାର୍ ମଃନ୍, ବଃଲେକ୍ ତୁମିମଃନ୍ ଜଃନ୍କଃରି ବେସ୍ୟା ହାହେ ହୁଣି ଦୁରିକ୍ ରିଆସ୍, ଆର୍ ତୁମିମଃନ୍ ଇସ୍ୱର୍କେ ନଃଜାଣ୍ତା ଜଃଗତାର୍ ଲକ୍ମଃନାର୍ ହର୍ ବେସ୍ୟା ନୟ୍କଃରି ପବିତ୍ର ଅଃଉଆ । ସଃବୁଲକ୍ ଇସ୍ୱର୍କେ ନଃଜାଣ୍ଲା ଲକ୍ମଃନାର୍ ହର୍ ନୟ୍କଃରି କଃନ୍କଃରି ପବିତ୍ର ଆର୍ ମାନ୍ତି ବାବେ ଅଃହ୍ଣା ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜିବନ୍ କାଟୁକ୍ ଅୟ୍ଦ୍, ସେରି ଜାଣା । ଆରେକ୍ ବିନ୍ କୁୟି ବିସ୍ୱାସି ବାୟ୍କ୍ ଅଃନ୍ୟାୟ୍ କଃରାନାୟ୍ କି ସେମଃନ୍କେ ଜଃଟା ନାୟ୍, ଇ କଃତା ଅଃମି ଆଗ୍ତୁ କୟ୍ଆଚୁ ଆର୍ ଅଃବେ ହେଁ ଜଃଗ୍ରାତ୍ କଃରାୟ୍ ସାକି ଦେଉଁଲୁ, ଜୁୟି ଲକ୍କେ ସେବାନ୍ୟା କଃରେଦ୍ ମାପୁର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍ । କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ବିଟାଳ୍ ଜିବନ୍ କାଟୁକ୍ ନଃକୁଦି, ପବିତ୍ର ଅଃଉଁକେ କୁଦି ଆଚେ ।
ସେ ଅଃମିମଃନ୍କେ ମୁକ୍ଳାୟ୍ ଆଚେ, ଆର୍ ନିର୍ମୁଳ୍ କୁଦାଣେ କୁଦି ଆଚେ, ଅଃମିମଃନାର୍ କାମ୍ କଃଲା ହଃର୍କାରେ ସେ ନଃକେରେ, ମଃତର୍ ତାର୍ ସଃୟ୍ତ୍ ଆର୍ ଦଃୟା ହଃର୍କାରେ କଃରିଆଚେ । ସେ ଦଃୟା ଜୁଗ୍ ଆରୁମାର୍ ହୁର୍ବେ ହୁଣି ଜିସୁ କ୍ରିସ୍ଟର୍ ତଃୟ୍ ଅଃମିମଃନ୍କେ ଦିଆ ଅୟ୍ରିଲି ।
O Deus santo
O Senhor é santo em toda a sua natureza. O universo testemunha sua santidade, e os anjos proclamam: Santo, Santo, Santo.
ଜେ ଜୁଗ୍ଜୁଗାର୍ ଇସ୍ୱର୍ ଜାର୍ନାଉ ଦଃର୍ମି, ସେ ଉଚ୍ ଆର୍ ସଃବ୍କେ ଉଟ୍ୟା ପୁରୁସ୍ ଇକଃତା କଃଉଁଲା; ମୁଁୟ୍ ଉହ୍ରେ ଜାର୍ ନିର୍ମୁଳ୍ ଟାଣେ ବାସାକଃରିନ୍ଦ୍, ଆର୍ ମାଇନ୍କାରି ଲକାର୍ ଜିବନ୍କେ ଜିବନ୍ ଆର୍ ବାଙ୍ଗିଗଃଲା ମଃନାର୍ ଲକ୍କେ ଜିବନ୍ ଦେଉଁକେ ସେ ମାୟ୍ନ୍କାରି ସଃଙ୍ଗ୍ ବାସ୍କଃରିନ୍ଦ୍।
A prática da santidade
A santidade se expressa em pensamentos puros, ações corretas e separação do pecado. É um processo contínuo de purificação e dedicação a Deus.
ସଃବୁ ଲକାର୍ ସଃଙ୍ଗ୍ ସୁସ୍ତାୟ୍ ରେଉଁକ୍ ଚେସ୍ଟା କଃରା, ଆର୍ ପବିତ୍ର ରଃୟ୍ ଜିବନ୍ କାଟୁକେ ଚେସ୍ଟା କଃରା ବଃଲେକ୍ ସେରି ନୟ୍ଲେକ୍ ଇସ୍ୱର୍ କେଏ ଦଃକୁ ନାହାରାସ୍ ।
ସଃବୁ ଲକାର୍ ସଃଙ୍ଗ୍ ସୁସ୍ତାୟ୍ ରେଉଁକ୍ ଚେସ୍ଟା କଃରା, ଆର୍ ପବିତ୍ର ରଃୟ୍ ଜିବନ୍ କାଟୁକେ ଚେସ୍ଟା କଃରା ବଃଲେକ୍ ସେରି ନୟ୍ଲେକ୍ ଇସ୍ୱର୍ କେଏ ଦଃକୁ ନାହାରାସ୍ ।
ତଃବେ, ଏ ଲାଡାର୍ମଃନ୍, ଇ ସଃବୁ ସଃୟ୍ତ୍ ଅଃମିକ୍ ସଃୟ୍ତ୍ କଃରା ଅୟିଆଚେ, ଗଃଗାଳ୍ ଆର୍ ଆତ୍ମାର୍ ସଃବୁ ବିଟାଳ୍ ତଃୟ୍ହୁଣି ଅଃହ୍ଣା ଅଃହ୍ଣାକ୍ ନିର୍ମୁଳ୍ କଃରୁଆଁ, ଆରେକ୍ ଇସ୍ୱର୍କେ ଡିରିକଃରି ପବିତ୍ର ତଃୟ୍ ସିଦ୍ ଅଃଉଁଆ ।
ତଃବେ, ଏ ଲାଡାର୍ମଃନ୍, ଇ ସଃବୁ ସଃୟ୍ତ୍ ଅଃମିକ୍ ସଃୟ୍ତ୍ କଃରା ଅୟିଆଚେ, ଗଃଗାଳ୍ ଆର୍ ଆତ୍ମାର୍ ସଃବୁ ବିଟାଳ୍ ତଃୟ୍ହୁଣି ଅଃହ୍ଣା ଅଃହ୍ଣାକ୍ ନିର୍ମୁଳ୍ କଃରୁଆଁ, ଆରେକ୍ ଇସ୍ୱର୍କେ ଡିରିକଃରି ପବିତ୍ର ତଃୟ୍ ସିଦ୍ ଅଃଉଁଆ ।
ମଃତର୍ ଅଃବେ ତୁମିମଃନ୍ ହାହାର୍ ତଃଳେ ହୁଣି ମୁକ୍ଳି କଃରି ଇସ୍ୱରାର୍ ଗତିଦଃଙ୍ଗ୍ଳା ଅୟି ଆଚାସ୍ । ଇତିର୍ ଲାବ୍ ଅଃଉଁଲି, ଇସ୍ୱରାର୍ ତଃୟ୍ ହୁରାହୁରି ଆତ୍ମାୟ୍ ହୁର୍ତାର୍ ଆର୍ ଇତିର୍ ହଃଳ୍ ଅଃମ୍ବର୍ ଜିବନ୍ ।
ତୁମିମଃନାର୍ ଦୁର୍ବୁଳ୍ ଗିନେ, ଇ ସଃବୁ କଃତା ମୁୟ୍ଁ ଚାଲ୍ତା ବାସାୟ୍ କଃଉଁଲେ । ତୁମିମଃନ୍ ଜଃନ୍କଃରି ଅଃଦଃର୍ମ୍ ଗିନେ ଅଃହ୍ଣା ଅଃହ୍ଣାର୍ ସଃବୁ ଗଃଗାଳ୍କେ ବିଟାଳ୍ ଆର୍ ଅଃଦଃର୍ମାର୍ ତଃୟ୍ ଗତିଦଃଙ୍ଗ୍ଳା ହର୍ ସଃହ୍ରି ରିଲାସ୍, ସେନ୍କଃରି ଅଃବେ ଅଃହ୍ଣା ଅଃହ୍ଣାର୍ ସଃବୁ ଗଃଗାଳ୍କେ ନିର୍ମୁଲ୍ ଗିନେ ଦଃର୍ମ୍ ଟାଣେ ଗତିଦଃଙ୍ଗ୍ଳା ହର୍ ସଃହ୍ରି ଆଚାସ୍ ।
ତଃବେ ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଦଃୟାର୍ ଗିନେ ଗଃଉଆରି କଃରୁଲେ; ତୁମିମଃନ୍ ନିଜାର୍ ନିଜାର ଗଃଗାଳ୍କେ ଜିବନ୍ ରିଲାର୍, ପବିତ୍ର ଆର୍ ଇସ୍ୱର୍ ମଃନ୍କଃଲା ହୁଜା ହର୍ ଦଃୟ୍ଦିଆସ୍, ଇରି ତ ତୁମିମଃନାର୍ ଇସ୍ୱର୍ ତଃୟ୍ ଟିକ୍ ସେବା ।
ଏ ବାୟ୍ବେଣିମଃନ୍, ତୁମିମଃନ୍ ଜୁୟି ସିକ୍ୟା ହାୟ୍ଁ ଆଚାସ୍, ସେତିର୍ ଉଲ୍ଟା ଜୁୟି ଲକ୍ମଃନ୍ ବାଗ୍କଃରି ଆର୍ ବାଦା ଗଃଟାଉତି, ସେମଃନ୍କେ ଚିନିକଃରି ସେମଃନାର୍ ତଃୟ୍ହୁଣି ଅଃଲ୍ଗା ରେତାର୍ ଗିନେ ମୁୟ୍ଁ ତୁମିକେ ଗଃଉଆରି କଃରୁଲେ ।
ତୁମିମଃନ୍ ଇସ୍ୱରାର୍ ଲକ୍ ସେତାର୍ ଗିନେ ତୁମାର୍ ବିତ୍ରେ ଦାରିକାମ୍ ସଃବୁ ରଃକମ୍ ବିଟାଳ୍ କି ଲଃବ୍ ଅଃଳକ୍ ହେଁ ନଃରେଅ ।
ତୁମିମଃନ୍ ଇସ୍ୱରାର୍ ଲକ୍ ସେତାର୍ ଗିନେ ତୁମାର୍ ବିତ୍ରେ ଦାରିକାମ୍ ସଃବୁ ରଃକମ୍ ବିଟାଳ୍ କି ଲଃବ୍ ଅଃଳକ୍ ହେଁ ନଃରେଅ ।
ତଃବେ ଜୁୟି ହଃର୍ନା ଚାଲ୍ଚାଲ୍ତି ଦଃରି ତୁମିମଃନ୍ ଜିବନ୍ ଜିଉତି ରିଲାସ୍, ସେରି ଚାଡିଦିଆସ୍, ବଃଲେକ୍ ତାର୍ ଟକ୍ତାର୍ ଲାଳ୍ସା ଗିନେ ତୁମାର୍ ଆତ୍ମା ନଃସ୍ଟ୍ ଅଃଉତି ରିଲି । ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ । ଇସ୍ୱରାର୍ ହର୍ ତିଆର୍ ଅୟ୍ଲାର୍ ନଃଉଆଁ ଆତ୍ମା ହାଉଆ । ସେରି ତୁମାର୍ ଦଃର୍ମ୍ ଆର୍ ସଃତ୍ ପବିତ୍ର ବିସୟ୍ ଜିବନେ ଦକାଜଃଉଅ ।
ଆର୍, ହୁର୍ବେ କଃରାପ୍ ବାବ୍ନା ମିଚ୍ କାମ୍ କଃରି ତୁମିମଃନ୍ ଇସ୍ୱରାର୍ ତଃୟ୍ ହୁଣି ବିନ୍ ରିଲାସ୍ ଆର୍ ମଃନେ ସଃତ୍ ନଃରିଲାସ୍ । ମଃତର୍ ଅଃବେ ଇସ୍ୱର୍ ତୁମିମଃନ୍କେ ହେଁ ଅଃହ୍ଣାର୍ ମୁଏଁ ନିର୍ମୁଳ୍, ଲିନ୍ଦା ନଃହାୟ୍ଲାର୍ ଆର୍ ନିର୍ଦସି କଃରି ତାହୁନ୍ କଃରୁକେ କ୍ରିସ୍ଟର୍ ମାସାର୍ ଗଃଗାଳେ ମଃଲାକେ ତୁମିମଃନ୍କେ ଆରେକ୍ ନିଜାର୍ ସଃଙ୍ଗ୍ ମିସାୟ୍ ଆଚେ । ତୁମିମଃନ୍ ଜଃବେ ବିସ୍ୱାସେ ମୁଳ୍ରି ଜାଣି ଅଃଟୁଆ ରଃୟ୍ ନିକ କବୁରେ ରିଲା ବଃର୍ସା ଚାଡି ଏଣେ ତେଣେ ନଃଉଆଁ । ସେ ସଃବୁ ଅଃଗାସ୍ ତଃଳେ ରିଲା ସଃବୁ ଜଃଗତେ ପର୍ଚାର୍ ଅୟିଆଚେ ତୁମିମଃନ୍ ସୁଣିଆଚାସ୍, ଆର୍ ମୁୟ୍ଁ ପାଉଲ୍ ସେତିର୍ ଗଟେକ୍ ସେବାକାରି ଅୟି ଆଚି ।
A Palavra que santifica
Jesus disse: 'Santifica-os na verdade; a tua palavra é a verdade.' A Bíblia é o instrumento de Deus para nos purificar e transformar.
ସଃତ୍ ସଃଙ୍ଗ୍ ସେମଃନ୍କେ ପବିତ୍ର କଃର୍, ତର୍ ବଃଚନ୍ ତ ସଃତ୍ ।
Templo do Espírito Santo
Nosso corpo é templo de Deus. Devemos honrá-lo com santidade, guardando mente e coração e buscando a semelhança com Cristo.
ତୁମିମଃନ୍ କାୟି ନଃଜାଣାସ୍ ? ତୁମିମଃନ୍ ଇସ୍ୱରାର୍ ମନ୍ଦିର୍, ଆର୍ ଇସ୍ୱରାର୍ ଆତ୍ମା ତୁମିମଃନ୍କାର୍ ବିତ୍ରେ ବାସା କଃରେଦ୍ ।
କରନ୍ତି ଗଃଳେ ରିଲା ଇସ୍ୱରାର୍ ମଣ୍ଡ୍ଳିକେ ଇ ଚିଟି ଲେକୁଲାୟ୍, ଜୁୟ୍ମଃନ୍ ଇସ୍ୱରାର୍ ହାୟ୍ଁ ନିର୍ମୁଳ୍ ଲକ୍ ଅଃଉଁକେ କୁଦ୍ଲାର୍ ଆର୍ ଜିସୁ କ୍ରିସ୍ଟର୍ ସଃଙ୍ଗ୍ ମିସ୍ଲାକେ ଇସ୍ୱରାର୍ ଅୟି ଆଚ୍ତି ଆର୍ ସଃବୁବଃଳ୍ ଅଃମାର୍ ମାପୁର୍ ଜିସୁକ୍ରିସ୍ଟର୍ ସେବା କଃରୁଲାୟ୍ ।
କ୍ରିସ୍ଟଜିସୁର୍ ଜଃନ୍କାର୍ ମଃନ୍ ରିଲି, ତୁମିମଃନାର୍ ସେହର୍ ମଃନ୍ ଅଃଉଅ ।
କ୍ରିସ୍ଟର୍ ଆତ୍ମା ସଃଙ୍ଗ୍ ମିସିରିଲାକେ ତୁମିମଃନ୍ ଜିବନେ ସଃକ୍ତି ହାୟ୍ଁ ଆଚାସ୍ ଆର୍ ତୁମାର୍ ଲାଡ୍ ତୁମିମଃନ୍କେ ଦୁକ୍ ହାସ୍ରାଉଁଲି । ତଃନ୍ଅଲେ ତୁମିମଃନ୍ ଗଟେକ୍ ମଃନେ ଗଟେକ୍ ଲାଡେ, ଏକ୍ ମଃନ୍ ଆର୍ ଏକ୍ ବାବ୍ନାକାରି ଅୟି ମର୍ ସଃର୍ଦା ହୁରା କଃରା ନିଜାର୍ ଲାବ୍ ହାଁୟ୍ କି ନିଜ୍କେ ଦଃକାୟ୍ ଅଃଉଁକେ କାୟି କାମ୍ କଃରା ନାୟ୍, ମଃତର୍ ତଃଳେହଃଳି ହଃତିଲକ୍ ବିନ୍ଲକେ ନିଜାର୍ ତଃୟ୍ହୁଣି ବଃଡ୍ ମଃନେ କଃରା । ହଃତି ଲକ୍ ଅଃହ୍ଣାର୍ କଃତାୟ୍ ହଃକା ଦିଆନ୍ ନଃଦେୟ୍ ବିନ୍ ଲକାର୍ କଃତା ହେଁ ଦିଆନ୍ ଦେଅ । କ୍ରିସ୍ଟଜିସୁର୍ ଜଃନ୍କାର୍ ମଃନ୍ ରିଲି, ତୁମିମଃନାର୍ ସେହର୍ ମଃନ୍ ଅଃଉଅ ।
ସେ ଇସ୍ୱର୍ ଅୟି ହେଁ ଇସ୍ୱର୍ ସଃଙ୍ଗ୍ ସଃମାନ୍ ରେଉଁକେ
ନିଜାର୍ ହାୟ୍ଁ ଦଃରିରେତା କଃତା ବଃଲି ନଃବାବ୍ଲା,
ମଃତର୍ ନିଜାର୍ ଇଚା ହଃର୍କାରେ
ସଃବୁ ଚାଡିକଃରି ମାନାୟ ହର୍ ଗତିଦଃଙ୍ଗ୍ଳା ଅୟି
ଅଃହ୍ଣାକ୍ ମଲ୍ ଗଃଣିତା ନଃକେଲା ।
ଆରେକ୍ କ୍ରୁସେ ମଃର୍ତା ହଃତେକ୍ ହେଁ,
ମାୟ୍ନ୍କାରି ଅୟ୍କଃରି ଅଃହ୍ଣାକ୍ ସାନ୍ କଃଲା ।
ଇତାର୍ ଗିନେ ଇସ୍ୱର୍ ତାକେ ସଃବ୍କେ ଅଃଦିକ୍ ବଃଡ୍ କଃରି ଆଚେ,
ଆରେକ୍ ସଃବ୍କାର୍ ନାଉ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉ ଦିଲା ଆଚେ,
ଜଃନ୍କଃରି ସଃର୍ଗ୍, ମଃୟ୍ଚ୍,
ଆର୍ ହଃତାଳେ ରିଲା ହଃତି ଲକ୍
ଜିସୁର୍ ନାଉଁଏ ମୁଣ୍ଡିଆ ମାର୍ତି,
ଆରେକ୍, ଉବା ଇସ୍ୱରାର୍ ଜଃଜ୍ମାନାର୍ ଗିନେ
ହଃତି ଜିବ୍ ଜିସୁ କ୍ରିସ୍ଟ ମାପୁର୍ ବଃଲି କୟ୍ଦ୍ ।
ବଃଲେକ୍ ଏ ମର୍ ଲାଡାର୍ମଃନ୍, ଜଃନ୍କଃରି ତୁମିମଃନ୍ ସଃବୁ ବଃଳ୍ ମର୍ କଃତାମାନି ଆଚାସ୍, ମୁୟ୍ଁ ରିଲା ବଃଳ୍ କଃଲା ହର୍ ନୟ୍, ମଃତର୍ ଅଃବେ ମୁୟ୍ଁ ନୟ୍ଲା ବଃଳ୍ ହେଁ ଅଃଦିକ୍ ବିସ୍ୱାସେ ମର୍ କଃତା ମାନ୍ତାର୍ ଲଳା । ଆର୍ ତୁମାର୍ ମୁକ୍ତି ଅଃଉତାର୍ ଜଃନ୍କଃରି ହୁରା ଅୟ୍ଦ୍ ସେତାକ୍ ଡିରି କଃରି କାମ୍ କଃରା କାୟିତାକ୍ବଃଲେକ୍ ତୁମିମଃନ୍କେ ଇସ୍ୱରାର୍ ଇଚା ସାଦୁନ୍ କଃରୁକେ ମଃନ୍ କଃରୁକେ ଆର୍ ଜୟ୍ଗ୍ କଃରୁକେ ନିଜେ ତୁମାର୍ ବିତ୍ରେ କାମ୍ କଃରେଦ୍ ।
ବିରଦ୍ ଆର୍ ଗାଣେଞ୍ଜ୍ କଃତା କାଟାକାଟି ନଃୟ୍କଃରି ସଃବୁ କାମ୍ କଃରା । ଜଃନ୍କଃରି ତୁମିମଃନ୍ ନିର୍ଦସି ଆର୍ ନିର୍ମୁଳ୍ ଅୟି ଇ କଃରାପ୍ ବିନ୍ବାଟ୍ ଜାତା ବଃଉଁସ୍ ବିତ୍ରେ ଇସ୍ୱରାର୍ ଲିନ୍ଦା ନଃହାୟ୍ଲା ହିଲାମଃନ୍ ଅଃଉଆ, ସେମଃନାର୍ ବିତ୍ରେ ତୁମିମଃନ୍କେ ଜିବନାର୍ ବାକ୍ୟ ଦଃରି ଜଃଗତେ ଉଜାଳ୍ ହର୍ ଜାଣା ହଃଳୁଲାସ୍ । ବିନ୍ ଲକାର୍ ତଃୟ୍ ଜିବନ୍ କଃତା ପର୍ଚାର୍ କଃର୍ତା ବଃଳ୍ ତୁମି ଅଃଗାସ୍କେ ଉଜାଳ୍ କଃର୍ତାର୍ ତାରା ମଃନାର୍ ହର୍ ଉଜାଳ୍ ଅଃଉଆ । ତୁମିମଃନ୍ ଜଦି ଇରଃକମ୍ ଅଃଉଆସ୍ କ୍ରିସ୍ଟ ଆସ୍ତା ଦିନ୍ ତୁମିମଃନାର୍ ବିସୟେ ମୁୟ୍ଁ ଗଃର୍ବ୍ କଃରୁ ହାରି କାୟିତାକ୍ବଃଲେକ୍ ଇତି ଜାଣା ହଃଳେଦ୍ ମର୍ ସଃବୁ ଚେସ୍ଟା ଆର୍ କାମ୍ ହଲ୍ୟା ନାୟ୍ ।
ଇସ୍ୱରାର୍ ସେବାକାମେ ତୁମାର୍ ବିସ୍ୱାସ୍ ତୁମିମଃନ୍ ଗଟ୍ ହୁଜାହର୍ ସେବା କଃରୁକେ ମଃନ୍ ବିତ୍ରେ ଆସେଦ୍ । ଆର୍ ଜଦି ମର୍ ବଃନି ତୁମିମଃନାର୍ ବିସ୍ୱାସାର୍ ସେବାୟ୍ ସୁର୍ତା ହୁଜାକଃଲାର୍ ହର୍ ରଃକାୟ୍ ଅଃଉଁଲି, ତଃନ୍ଅଲେକ୍ ମୁୟ୍ଁ ସଃର୍ଦା କଃରୁଲେ ଆର୍ ତୁମାର୍ ସଃବୁଲକାର୍ ସଃଙ୍ଗ୍ ସଃର୍ଦା କଃରୁଲେ । ଆର୍ ସେରଃକମ୍ ତୁମିମଃନ୍ ହେଁ ସଃର୍ଦା କଃରା ଆର୍ ସେ ସଃର୍ଦାୟ୍ ମକ୍ ମିସାଉଆ ।
ମଃତର୍ ମୁୟ୍ଁ ତୁମିମଃନାର୍ ହାକ୍ ତିମତିକେ ବେଗି ହଃଟାୟ୍ନ୍ଦ୍ ବଃଲି ମାପୁର୍ ଜିସୁର୍ ତଃୟ୍ ଆସା କଃରୁଲେ, ଜଃନ୍କଃରି ତୁମିମଃନାର୍ ଅବୁସ୍ତା ଜାଣି ମୁଁୟ୍ ହେଁ ସାସ୍ କଃରିନ୍ଦ୍ । କାୟିତାକ୍ବଃଲେକ୍ ତାର୍ ମଃନ୍ ବାବ୍ ମର୍ ହର୍ ଆଚେ ଆର୍ ସେ ସଃତ୍କଃରି ତୁମାର୍ ହାୟ୍ଁ ଦିଆନ୍ ଦେଉଁଲା । ବଃଲେକ୍ ସଃବୁଲକ୍ ଜିସୁ କ୍ରିସ୍ଟର୍ ବିସୟ୍ ଚେସ୍ଟା ନଃକେରି ନିଜାର୍ ଲାବ୍ ଚେସ୍ଟା କଃର୍ତି । ତିମତି ତ ପରିକ୍ୟା ଜିତ୍ଲା ଲକ୍, ଇରି ତୁମିମଃନ୍ ଜାଣାସ୍; ହୟିସି ଉବାସିର୍ ସେବା କଃଲାହର୍ ସେ ତ ନିକ କବୁରାର୍ କାମେ ମର୍ ସଃଙ୍ଗ୍ ସେବା କଃରିରିଲା । ବଃଲେକ୍ ମକେ କାୟିରି ଗଃଟେଦ୍, ସେରି ଜାଣୁକେ ତାକେ ତର୍ହାକ୍ ହଃଟାୟ୍ନ୍ଦ୍ ବଃଲି ଆସା କଃରୁଲେ । ମଃତର୍ ମୁୟ୍ଁ ମାପୁରାର୍ ତଃୟ୍ ସଃତ୍ କଃରୁଲେ ମୁୟ୍ଁ ନିଜେ ହେଁ ତୁମାର୍ ହାକ୍ ବେଗି ଆସିନ୍ଦ୍ ।
ମଃତର୍ ମର୍ ବାୟ୍, ସଃଙ୍ଗ୍ଉଆଳି ସଃମାନ୍ ସଃଇନ୍ ଆର୍ ମର୍ ଅକେଟ୍ ଦୁର୍କାରି ତୁମିମଃନାର୍ ହଃଟାୟ୍ଲାର୍ ପେରିତ୍ ଆର୍ ସେବାକାରି ଏପାପ୍ରଦିତକେ ତୁମିମଃନାର୍ ହାକ୍ ହଃଟାଉଁକେ ମଃନେ ବାବୁଲେ । କାୟିତାକ୍ବଃଲେକ୍ ସେ ତୁମିମଃନ୍କେ ଦଃକୁକେ ବଃଡେମଃନ୍, ଆର୍ ସେ ମଃଳୁହଃଳି ଆଚେ ବଃଲି ତୁମିମଃନ୍ ସୁଣି ରିଲାକେ ତାର୍ ବଃଡେ ଦୁକ୍; ହେଁ, ସେ ମଃଲା ହର୍ ରିଲା, ମଃତର୍ ତାକେ ଇସ୍ୱର୍ ଦଃୟା କଃଲା, ଆର୍ ତାକେ ହଃକା ନାୟ୍, ମଃତର୍ ଜଃନ୍ ମର୍ ଉହ୍ରେ ହେଁ ଦୁକାର୍ ଉହ୍ରେ ଦୁକ୍ ନଃଗେଟେ ଇତାର୍ ଗିନେ ହେଁ ମକେ ଦଃୟା କଃଲା ସେତାକ୍ ତୁମିମଃନ୍କେ ଜଃନ୍କଃରି ଆରେକ୍ ଗଟ୍ତର୍ ଦଃକି ସଃର୍ଦା ଆର୍ ମର୍ ଦୁକା ଜଃନ୍କଃରି ଉଣା ଅୟ୍ଦ୍ ଇତାର୍ ଗିନେ ତାକେ ମୁୟ୍ଁ ହଃଟାଉଁକେ ଅଃଦିକ୍ ମଃନ୍କଃରୁଲେ । ତଃବେ ମାପୁରାର୍ ଗିନେ ଗଟେକ୍ କ୍ରିସ୍ଟ ବିସ୍ୱାସି ବାୟ୍ ହଃର୍କାରେ ତୁମିମଃନ୍ ତାକେ ସଃର୍ଦାୟ୍ ଦଃରା, ଆର୍ ଇରଃକମ୍ ଗୁଣ୍ବାନ୍ ଲକେ ମାୟ୍ନ୍ କଃରା । କାୟିତାକ୍ବଃଲେକ୍ ମର୍ ହାଁୟ୍ ତୁମିମଃନ୍ ଜୁୟି ଉହ୍କାର୍ ଦେଉଁ ନାହାର୍ଲାର୍ କ୍ରିସ୍ଟର୍ କାମାର୍ ସିଦ୍ ହାୟ୍ଁ ନିଜାର୍ ଜିବନ୍କେ ବିପ୍ତିଏ ହଃକାୟ୍ ମଃର୍ନ୍ ମୁଏଁ ହଃଳ୍ଲା ।
ବଃଲେକ୍, ତୁମିମଃନାର୍ ସଃର୍ଗାର୍ ଉବାଦି ଜଃନ୍କାର୍ ସିଦ୍, ତୁମିମଃନ୍ ହେଁ ସେବାନ୍ୟା ସିଦ୍ ଅଃଉଆ ।"
"କେହେଁ କୁପି ଲାଗାୟ୍ ମାଣ୍ ତଃଳେ ଡାହି ନଃସେଙ୍ଗାୟ୍ ଆର୍ କଃଟ୍ ତଃଳେ ନଃସେଙ୍ଗାୟ୍, ମଃତର୍ ଦିହ୍ରୁକା ଉହ୍ରେ ସଃଙ୍ଗାୟ୍ଦ୍, ଜଃନ୍କଃରି ବିତ୍ରେ ହୁର୍ତା ଲକ୍ମଃନ୍ ଉଜାଳ୍ ଦଃକ୍ତି ।"
ଇସ୍ୱରାର୍ ବିସୟେ ଡିର୍ତାର୍ ଗିଆନାର୍ ଆରୁମ୍ , ଆରେକ୍ ଜଦି ଦଃର୍ମି ଇସ୍ୱର୍କେ ଜାଣାସ୍ ତଃବେ ତୁମାର୍ ବୁଜ୍ତା ଗିଆନ୍ ଆସେଦ୍।
ଇରି ପବିତ୍ର ବଃଲି ହଃଟାତ୍ କଃଉତାର୍ ଆର୍ ମାନତ୍ କଃଲାହଃଚେ ବିଚାର୍ କଃର୍ତାର୍ ମାନାୟିକେ ହାନ୍ଦା ହର୍।