Santidade
A santidade é o chamado supremo de Deus para o seu povo. 'Sede santos, porque eu sou santo' — essa ordem ressoa por toda a Escritura, convidando-nos a uma vida separada para Deus.
O chamado à santidade
Deus nos escolheu antes da fundação do mundo para sermos santos. A santificação é sua vontade expressa e nosso destino em Cristo.
ମାତର୍ ତମ୍କେ ଡାକ୍ଲା ମାପ୍ରୁ ଜେନ୍ତାର୍ ସୁକଲ୍ ଆଚେ, ସେନ୍ତାରିସେ ତମେମନ୍ ମିସା ତମର୍ ସବୁ ବିସଇଟାନେ ସୁକଲ୍ ଉଆ । ତେବେ ସାସ୍ତରେ ଲେକା ଆଚେ, ପର୍ମେସର୍ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍, ତମେ ମିସା ସେନ୍ତାରି ସୁକଲ୍ ଉଆ ।
ମାତର୍ ତମ୍କେ ଡାକ୍ଲା ମାପ୍ରୁ ଜେନ୍ତାର୍ ସୁକଲ୍ ଆଚେ, ସେନ୍ତାରିସେ ତମେମନ୍ ମିସା ତମର୍ ସବୁ ବିସଇଟାନେ ସୁକଲ୍ ଉଆ । ତେବେ ସାସ୍ତରେ ଲେକା ଆଚେ, ପର୍ମେସର୍ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍, ତମେ ମିସା ସେନ୍ତାରି ସୁକଲ୍ ଉଆ ।
କିରିସ୍ଟର୍ ସଙ୍ଗ୍ ମିସିରଇକରି ଆମେ ଜେନ୍ତି ପର୍ମେସରର୍ ଅଇବୁ, ସେଟାର୍ପାଇଁ ସେ ଆମ୍କେ ଜଗତ୍ ତିଆର୍ ନ ଅଇବା ଆଗ୍ତୁ ବାଚି ରଇଲା ।
ଜେନ୍ତାରିକି ସୁକଲ୍ ଆରି କାଇ ଦସ୍ ନ ଅଇତେ ତାର୍ ମୁଆଟେ ଟିଆଅଇବୁ ।
ଜେନ୍ତାରି କି ତମେ ବେସିଆ କାମ୍ଟାନେଅନି ବିନେ ରଇକରି, ସୁକଲ୍ ସଙ୍ଗ୍ ରଇବାଟା ପର୍ମେସର୍ ମନ୍ କଲାନି । ସବୁଲକ୍ ସୁକଲ୍ ଆରି ଆଲାଦ୍ସଙ୍ଗ୍ ନିଜର୍ ନିଜର୍ ମାଇଜିମନର୍ ସଙ୍ଗ୍ ରଇବାକେ ସିକା । ଆରି, ଜେନ୍ତିକି ବିସ୍ବାସ୍ ନ କଲା ଲକ୍ମନର୍ପାରା ପର୍ମେସରର୍ ବାକିଅ ନ ମାନିକରି ଆସାର୍ କାମ୍ କରାନାଇ । ଜେ ଜଦି ଏ ବିସଇ ନ ମାନିକରି କନ୍ ବିସ୍ବାସି ବାଇକେ ମିସା ଅନିଆଇ କର୍ସି ବଇଲେ, ମାପ୍ରୁ ଏ ସବୁ ବିସଇ ନେଇ ଡଣ୍ଡ୍ ଦେଇସି । ଏ କାତା ଆମେ ପୁର୍ବେ ଜାନାଇଦେଇ ଆଚୁ । କାଇକେବଇଲେ ପର୍ମେସର୍ ଆମ୍କେ ସୁକଲ୍ ନ ଅଇକରି ଜିଉନା କାଉନା କର୍ବାକେ ଡାକେନାଇ ମାତର୍ ସୁକଲ୍ ଅଇ ରଇବାକେ ଡାକିଆଚେ ।
ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା ।
O Deus santo
O Senhor é santo em toda a sua natureza. O universo testemunha sua santidade, e os anjos proclamam: Santo, Santo, Santo.
କାଇକେ ବଇଲେ ଜେ ସବୁବେଲରର୍ ମାପ୍ରୁ, ଜାର୍ ନାଉଁ ସୁକଲ୍ , ସେ ଉଚା ଆରି ବଡ୍ଲକ୍ ଏ କାତା କଇଲାନି; ଆମେ ଉପ୍ରର୍ ଆରି ସୁକଲ୍ ଜାଗାଇ ବାସା କର୍ବୁ, ଆରି ଦରମ୍ ଲକର୍ ଆତ୍ମାକେ ବପୁ ଆରି ନିରାସ୍ ଅଇରଇବା ଲକ୍ମନର୍ ରୁଦୟ୍କେ ବପୁ କର୍ବାକେ ଆମେ ନିରାସ୍ ଆରି ଦରମ୍ ମନ୍ ରଇଲା ଲକର୍ ସଙ୍ଗେ ବାସା କର୍ବୁ ।
A prática da santidade
A santidade se expressa em pensamentos puros, ações corretas e separação do pecado. É um processo contínuo de purificação e dedicação a Deus.
ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।
ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।
ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।
ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।
ମାତର୍ ତମେ ଏବେ ପାପେଅନି ମୁକ୍ଲିକରି ପରମେସରର୍ ଗତିଦାଙ୍ଗ୍ଡା ଅଇଆଚାସ୍ । ଏଟାର୍ ଲାବ୍ ଅଇଲାନି, ପରମେସରର୍ତେଇ ପୁରାପୁରୁନ୍ ସଲଦ୍ । ଆରି ଇତିଅନି ମିଲ୍ବାଟା ଅଇଲାନି ନ ସାର୍ବା ଜିବନ୍ ।
ଗଟେକ୍ ବେଲାଇ ତମେ ତମର୍ ଗୁଲାଇ ଗାଗଡ୍, ମନ୍, ପରାନ୍, ଅସୁକଲ୍ ଆରି କାରାପ୍ ଚଲାଚଲ୍ତି କର୍ବାକେ ଗତିଦାଙ୍ଗ୍ଡା ଅଇ ସର୍ପି ଦେଇରଇଲାସ୍ । ସେନ୍ତାରିସେ ସୁକଲ୍ ଆରି ଦରମ୍ ଚଲାଚଲ୍ତିର୍ପାଇ ଦରମର୍ ଲଗେ ନିଜ୍କେ ପୁରାପୁରୁନ୍ ସର୍ପିଦିଆସ୍ ।
ସେଟାର୍ ପାଇ ଏ ବାଇବଇନିମନ୍, ଆମର୍ ଉପ୍ରେ ପରମେସରର୍ ବଡ୍ ଜିବନ୍ଦୁକାନିର୍ ଲାଗି, ତମ୍କେ ମୁଇ ବାବୁଜିଆ କଲିନି, ପରମେସରର୍ ଲଗେ ଗଟେକ୍ ବଲି ଇସାବେ ନିଜର୍ ଜିବନ୍ ସର୍ପିଦିଆସ୍ । ଏନ୍ତାରି ବଲି ଅଇବାଟା ମର୍ବାକେ ନଏଁ, ମାତର୍ ତାର୍ ସେବାକର୍ବାକେ ନିଜେ ସର୍ପି ଅଇବାଟା । ସେନ୍ତି ଅଇଲେ ପର୍ମେସର୍ ସାର୍ଦା ଅଇସି । ପର୍ମେସର୍କେ ଏ ରକାମ୍ ଉପାସନା କର୍ବାର୍ ଆଚେ ।
ଏ ମର୍ ବାଇବଇନିମନ୍, ମୁଇ ତମ୍କେ ବାବୁଜିଆ କଲିନି, ତମେ ଜାଗ୍ରତ୍ ଅଇକରି ରୁଆ । ତମର୍ ବିସ୍ବାସ୍ ଆରି ଗଟେକ୍ ମନ୍ ଅଇରଇବାଟା ଜନ୍ ଲକ୍ମନ୍ ବେଗ୍ଲାଇବାକେ ଚେସ୍ଟା କଲାଇନି, ତାକର୍ଟାନେଅନି ଦୁରିକେ ରୁଆ । କାଇକେବଇଲେ, ତମେ ଜନ୍ ସିକିଆ ପାଇଆଚାସ୍, ତାର୍ ବିରଦ୍ କଲାଇନି ।
ମାତର୍ ତମର୍ ବିତ୍ରେ ବେସିଆ ଇସାବେ ରଇବା ଚଲାଚଲ୍ତି, କି କାଇ ରକାମର୍ ସୁକଲ୍ ନ ଅଇବାଟା କି ଲବ୍ ଅଇବାଟା ଆଚେ, ବଲି ବିନ୍ ଲକ୍ମନ୍ ନ କଅତ୍ । କାଇକେବଇଲେ ଏଟା ସବୁ ପର୍ମେସରର୍ ସୁକଲ୍ ଲକ୍ମନ୍ କର୍ବା ଟିକ୍ ବିସଇ ନଏ ।
ମାତର୍ ତମର୍ ବିତ୍ରେ ବେସିଆ ଇସାବେ ରଇବା ଚଲାଚଲ୍ତି, କି କାଇ ରକାମର୍ ସୁକଲ୍ ନ ଅଇବାଟା କି ଲବ୍ ଅଇବାଟା ଆଚେ, ବଲି ବିନ୍ ଲକ୍ମନ୍ ନ କଅତ୍ । କାଇକେବଇଲେ ଏଟା ସବୁ ପର୍ମେସରର୍ ସୁକଲ୍ ଲକ୍ମନ୍ କର୍ବା ଟିକ୍ ବିସଇ ନଏ ।
ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ । ତମେ ଚିନ୍ତା କର୍ବାଟା ପର୍ମେସର୍ ନୁଆକରି ବାଦ୍ଲାଇବାକେ ତାକେ ସର୍ପି ଦିଆସ୍ ବଲି ସିକାଇଲାଇ ଆଚତ୍ । ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
ଗଟେକ୍ ବେଲାଇ ତମେ ପର୍ମେସରର୍ ଟାନେଅନି ବେଗ୍ଲି ରଇଲାସ୍ । ତମେ କରିରଇବା ଆରି ମନେ ବାବିରଇବା କାରାପ୍ ବିସଇର୍ ଲାଗି ତାର୍ ସତ୍ରୁ ଅଇରଇଲାସ୍ । ମାତର୍ ଏବେ କିରିସ୍ଟ ନର୍ ରୁପ୍ ନେଇ ମଲାର୍ ପାଇ ସେ ତମ୍କେ ତାର୍ ମୁଆଟେ ସାନ୍ତି ସଙ୍ଗ୍ ଆଇବାକେ ଟିକ୍ କଲାଆଚେ । ତମେ ତାର୍ ମୁଆଟେ ଟିଆଅଇଲାବେଲେ ତମ୍କେ ପୁରାପୁରୁନ୍ ସୁକଲ୍ ଇସାବେ କାଇ ପାପ୍ ନ କରି, କାଇ ନିନ୍ଦା ନ ରଇଲା ଲକର୍ପାରା ସେ ଦେକ୍ସି । ତମେ ବିସ୍ବାସ୍ କରିଲାଗିରଇଲେ, ତମର୍ ବିସ୍ବାସ୍ ଡାଟ୍ ରଇସି । ସୁବ୍ କବର୍ଟାନେ ମାପ୍ରୁ ଜନ୍ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍କେ କେ ମିସା ନ ତେବାଅତ୍ । ଏ କବର୍ ତମେ ଆଗ୍ତୁ ସୁନିସାରାଇଆଚାସ୍ । ଆରି ଜଗତର୍ ଗୁଲାଇଲକ୍କେ ଜାନାଇଅଇଆଚେ । ଏ ସୁବ୍ କବର୍ ଜାନାଇବାକେ ମୁଇ ପାଉଲ୍ ଗଟେକ୍ ଗତିଦାଙ୍ଗ୍ଡା ଅଇଲିଆଚି ।
A Palavra que santifica
Jesus disse: 'Santifica-os na verdade; a tua palavra é a verdade.' A Bíblia é o instrumento de Deus para nos purificar e transformar.
ତମର୍ ସତ୍ସଙ୍ଗ୍ ସେମନ୍କେ ସୁକଲ୍ କରା, ତମର୍ ବାକିଅ ତା ସତ୍ ।
Templo do Espírito Santo
Nosso corpo é templo de Deus. Devemos honrá-lo com santidade, guardando mente e coração e buscando a semelhança com Cristo.
ତମେ ନିକ ସଙ୍ଗ୍ ଜାନିଆଚାସ୍, ତମେ ଅଇଲାସ୍ନି ପର୍ମେସରର୍ ମନ୍ଦିର୍ । ଆରି ତାର୍ ଆତ୍ମା ତମର୍ ଗାଗଡ୍ ବିତ୍ରେ ବାସାଅଇଆଚେ ।
କରନ୍ତିୟ ନଅରେ ରଇବା ପର୍ମେସରର୍ ମଣ୍ଡ୍ଲିର୍ ଲକ୍ମନ୍କେ ଲେକ୍ଲୁନି । ପର୍ମେସର୍ ତମ୍କେ ଜିସୁକିରିସ୍ଟ ସଙ୍ଗ୍ ମିସାଇ, ତାର୍ ନିଜର୍ ଲକ୍ କଲାଆଚେ । ଆରି ମାପ୍ରୁ ଜିସୁକିରିସ୍ଟକେ ଉପାସନା କର୍ବା, ସବୁ ଜାଗାଇ ରଇବା ଲକର୍ ସଙ୍ଗ୍ ତମ୍କେ ସୁକଲ୍ ଅଇବାକେ ବାଚିଆଚେ । ସେ ଆମର୍ ମାପ୍ରୁ ଆରି ତାକର୍ ମିସା ।
କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
ଜଦି କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ତମର୍ ମନ୍ ସାର୍ଦା ଅଇଲାଆଚେ, ଆରି ତାର୍ ଆଲାଦର୍ ଲାଗି ସାନ୍ତି ପାଇଆଚାସ୍, ଜଦି ସୁକଲ୍ଆତ୍ମାର୍ ସଙ୍ଗ୍ ମିସିବିଡିକରି ଆଚାସ୍, ଆରି ଜଦି କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଇଆଚେ, ସେନ୍ତାର୍ଆଲେ, ମୁଇ ତମ୍କେ ଜୁଆର୍ କରି କଇଲିନି, ତମର୍ ତମର୍ ବିତ୍ରେ ଗଟେକ୍ ମନ୍ ଉଆ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସମାନ୍ ଇସାବେ ଆଲାଦ୍ କରା । ଗଟେକ୍ ଚିନ୍ତା କରା ଆରି ତମର୍ ଆତ୍ମାଇ ଗଟେକ୍ ଅଇକରି ତମର୍ ବାବ୍ବାଟା ଗଟେକ୍ ଅ । ଏନ୍ତାରି କରି ମକେ ପୁରାପୁରୁନ୍ ସାର୍ଦା କରାଆ । ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ । ମର୍ ନିଜର୍ପାଇ କାଇଟାକଲେ ଅଦିକ୍ ନିକ ରଇସି ବଲି ଅବ୍କା ସେଟାସେ ବାବି ବାବି ରୁଆନାଇ । ବିନ୍ ଲକର୍ପାଇ ଜନ୍ ବିସଇ ନିକ ରଇସି, ସେଟାମିସା ଏତାଇରୁଆ । କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
ସେ ପର୍ମେସରର୍ ପାରା ସବୁ ରକାମ୍ ରଇଲେ ମିସା, ତାର୍ ସଙ୍ଗ୍ ସମାନ୍ଅଇ ରଇବା ଅଦିକାର୍ ନିଜର୍ପାଇ ଦାରିକରି ରଇବି ବଲି ମନ୍ କରେ ନାଇ ।
ତାର୍ ବାଦୁଲେ ସେ ନିଜେ ମନ୍କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍ ଗତିଦାଙ୍ଗ୍ଡାର୍ ରୁପ୍ ଦାରିଆଇଲା । ନର୍ ଲକ୍ ପାରା ଅଇକରି ନର୍ ଲକର୍ ବାନିମୁର୍ତି ଦାରି ଜାତ୍ଅଇଲା ।
ନର୍ଲକ୍ ପାରା ଅଇ ଆଇଲାପଚେ, ସେ ପର୍ମେସରର୍ ଆଦେସ୍ ମାନିକରି, ନିଜ୍କେ ଆରି ଅଦିକ୍ ସାନ୍କଲା । ଲକ୍ମନ୍ ମରାଅତ୍ବଲି ସର୍ପାଇଅଇଲା । ଅବ୍କା ମର୍ବାକେ ନାଇ, ମାତର୍ କୁରୁସ୍ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।
ତେବର୍ପାଇ ପର୍ମେସର୍ ତାକେ ସବୁର୍ତେଇଅନି ଉପ୍ରେ ଉଟାଇଲା । ଆରି ସବୁର୍ ନାଉଁଟାନେଅନି ଅଦିକ୍ ଡାକ୍ପୁଟା ଆରି ଅଦିକାର୍ ରଇବା ନାଉଁ ତାକେ ଦେଲା ।
ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇଁ ପର୍ମେସର୍ ଏ ସବୁ କଲାଆଚେ ।
ଆରି ସବୁ ଲକ୍ ଜିସୁକିରିସ୍ଟସେ ମାପ୍ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍ମେସର୍ ଡାକ୍ପୁଟା ପାଇସି ।
ତେବର୍ ପାଇ, ଏ ମର୍ ଆଲାଦର୍ ମଇତର୍ମନ୍, ତମେ ଜେନ୍ତାରିକି, ମାପ୍ରୁର୍ ଆଦେସ୍ ମାନିକରି ରଇଆଚାସ୍, ଜାଗିରଇ ଡରିକରି ତମର୍ ମୁକ୍ତିର୍ କାମ୍ ପୁରାପୁରୁନ୍ କରା । ମୁଇ ରଇଲାବେଲେସେ ନାଇ, ମାତର୍ ମୁଇ ଦୁରିକେ ରଇଲେ ମିସା ଏଟା କରା । ପର୍ମେସର୍ ନିଜେ ତମର୍ ବିତ୍ରେ ଏ କାମ୍ କଲାର୍ପାଇ ତମେ ଏଟା କରିପାର୍ସା । ତମ୍କେ ଜାଇଟା କରତ୍ ବଲି ସେ ମନ୍ କଲାନି, ସେ ସମାନ୍ ମନ୍ କର୍ବାଟା, ତମ୍କେ ମିସା ଦେଇସି । ଆରି ସେଟା କର୍ବାକେ ବପୁ ମିସା ଦେଇସି ।
ମୁର୍ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍ଜାକ କାମ୍ କରା । ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି । ନ ସାର୍ବା ଜିବନର୍ କବର୍ ସବୁ ଲକ୍କେ ଜାନାଆ । ଏନ୍ତାରିକଲେ, କିରିସ୍ଟ ବାଅଡ୍ବା ଦିନେ ମୁଇ ତମର୍ ବିସଇର୍ ଲାଗି ବଡ୍ପନ୍ ଅଇବି । ତମର୍ ବିତ୍ରେ ଆବଡ୍ ଅଇକରି କରିରଇବା କାମ୍ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍ସି ।
ସୁବ୍କବର୍ ବିସ୍ବାସ୍ କଲାର୍ପାଇ, ତମେ ଜେନ୍ତାରି ଦୁକ୍ କସ୍ଟ ପାଇକରି ମୁରଚ୍ଲାସ୍ନି, ସେନ୍ତାରିସେ ମୁଇ ମିସା ସୁବ୍କବର୍ ଜାନାଇଲାର୍ ପାଇ ଦୁକ୍ କସ୍ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍ଦା ଅଇ ତମର୍ସଙ୍ଗ୍ ସାର୍ଦା କର୍ବି । ସେନ୍ତାରିସେ ତମେମିସା ସାର୍ଦା ଅଇକରି ମର୍ସଙ୍ଗ୍ ସାର୍ଦା କର୍ବାର୍ ଆଚେ ।
ଜଦି ମାପ୍ରୁ ମନ୍କଲେ, ତିମତିକେ ତମର୍ଟାନେ ଦାପ୍ରେ ପାଟାଇବାକେ ମନ୍ କଲିନି । ତାର୍ଟାନେଅନି ତମେ ନିକ ଆଚାସ୍ ବଲି ସୁନ୍ଲେ, ମୁଇ ମିସା ସାର୍ଦା ଅଇବି । ତିମତିକେ ଚାଡିଦେଲେ ଆରି ତମର୍ ବିସଇ କେ ମିସା, ଅଦିକ୍ ଚିନ୍ତା କର୍ବା ଲକ୍ ମର୍ ଲଗେ ନାଇ । ସେ ତମର୍ ଦୁକ୍ ସୁକ୍ ବିସଇନେଇ ସତଇସେ ଚିନ୍ତା କର୍ସି । ମୁଇ କାଇକେ ଏନ୍ତାରି କଇଲିନି ବଇଲେ, ସବୁ ଲକ୍ ନିଜର୍ ନିଜର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ । ଜିସୁକିରିସ୍ଟ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କରତ୍ ନାଇ । ତମେତା ଜାନିଆଚାସ୍, ତିମତି ନିଜ୍କେ ସତ୍ବାବେ କାମ୍ କର୍ବା ଲକ୍ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍ ପଅ, ତାର୍ ବାବା ସଙ୍ଗ୍ ସେବା କର୍ସି, ସେନ୍ତାରିସେ ସେ ମର୍ସଙ୍ଗ୍ ସୁବ୍କବର୍ ଜାନାଇବା କାମେ ମିସିଆଚେ । ତେବର୍ ପାଇ, ମକେ କାଇଟା ଗଟ୍ସି, ସେଟା ଜାନ୍ଲା ଦାପ୍ରେ, ତାକେ ତମର୍ ଲଗେ ପିଲିପିତେଇ ପାଟାଇବି ବଲିକରି ଆସା କଲିନି । ମୁଇ ମାପ୍ରୁର୍ ଲଗେ ବିସ୍ବାସ୍ କଲିନିଜେ, ମୁଇ ନିଜେ ମିସା ଦାପ୍ରେ ତମ୍କେ ଦେକ୍ବାକେ ଆଇବି ।
ମାତର୍ ଆମର୍ ବାଇ ଏପାପର୍ଦିତକେ ତମର୍ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍ଲିନି । ସେ ମର୍ ସଙ୍ଗ୍ କାମ୍ କରି ସୁବ୍କବରର୍ ଦେକାରକା ପାଇ ଆବଡ୍ କଲା । ତମର୍ ବାଦୁଲେ ମର୍ ସବୁ ବିସଇ ପୁରାପୁରୁନ୍ କର୍ବାକେ ତାକେ ତମେ ପାଟାଇରଇଲାସ୍ । କାଇକେ ବଇଲେ ସେ ତମ୍କେ ଦେକ୍ବାକେ ବେସି ମନ୍ କଲାନି । ଆରି ତାକେ ବେମାର୍ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍ ବଲି ସେ ଜାନିରଇଲା । ଉଁ, ସେ ମର୍ବା ଉପ୍ରେ ରଇଲା । ଆରି ପର୍ମେସର୍ ତାକେ ଦୟାକଲା । ଅବ୍କା ତାକେସେ ନାଇ, ମାତର୍ ଜେନ୍ତିକି ମର୍ପାଇ ଦୁକ୍ଉପ୍ରେ ଦୁକ୍ ନ ଆସ ବଲି ମକେ ମିସା ଦୟାକଲା । ତେବର୍ପାଇ ମୁଇ ତାକେ ଆରିତରେକ୍ ବେସି ସାର୍ଦା ସଙ୍ଗ୍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍ ଦେକି ସାର୍ଦା ଅଇସା ଆରି ମୁଇ ମିସା ଦୁକ୍ ନ କରି । ତେବର୍ପାଇ ତାକେ ଗଟେକ୍ ବିସ୍ବାସି ବାଇ ଇସାବେ ସାର୍ଦା ସଙ୍ଗ୍ ଡାକିନିଆ । ତାର୍ପାରା ଲକ୍ମନ୍କେ ସନ୍ମାନ୍ ଦିଆସ୍ । କାଇକେବଇଲେ କିରିସ୍ଟର୍ ଲାଗି ବଲିକରି ସେ ତାର୍ ଜିବନ୍ ବିପଦେ ପାକାଇଲା । ଆରି ତମେ ମର୍ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍ କଲା ।
ସେଟାର୍ ପାଇ ତମର୍ ସରଗର୍ ବାବା ଜେନ୍ତାର୍ ସିଦ୍, ତମେ ମିସା ସେନ୍ତାର୍ ସିଦ୍ ଅଇବା ଦର୍କାର୍ ।"
"ବତି ଡସାଇ କରି କେ ମିସା ଡାଲାଡାବି ନ ସଙ୍ଗଅତ୍ । କି କଟ୍ ତଲେ ନ ସଙ୍ଗଅତ୍ । ମାତର୍ ବତି କୁଦ୍ରା ଉପ୍ରେ ସଙ୍ଗଇବାଇ । ଜେନ୍ତାରିକି ଆଇଲା ଲକ୍ମନ୍ ଉଜଲ୍ ଦେକିପାରତ୍ ।"
ସବୁବେଲର୍ ମାପ୍ରୁର୍ ବିସଇର୍ ଡର୍ ଗିଆନ୍ ତେଇ ଅନି ଆରାମ୍, ଆରି, ଦରମ୍ ବିସଇକେ ଗିଆନ୍ ଆରି ନିମାନ୍ ବିଚାର୍ ଆଇସି ।
ଏଟା ସୁକଲ୍ ବଲିକରି ଦାପ୍ରେ ବାବ୍ବାଟା ଆରି ମାନତ୍ କଲା ପଚେ ବିଚାର୍ କର୍ବା ଲକ୍ମନର୍ ପାଇଁ ଚାରିବେଟ୍ତି ପାନ୍ଦ୍ ପାରା ।