Saúde e forças para o novo mês: 10 versículos de restauração
Redação Bíblia Online Publicado em
- Publicado em .
- Atualizado em .
Entrar em um novo mês lidando com cansaço extremo ou enfermidade pesa na rotina. Estes versículos trazem a direção certa para restaurar o seu ânimo, renovar a saúde e lembrar que você não precisa carregar o corpo e os dias apenas com as próprias forças.
Força para recomeçar quando o corpo está exausto
ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ; ସେମାନେ ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ;
ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ; ସେମାନେ କ୍ଳାନ୍ତ ନ ହୋଇ ଗମନ କରିବେ।(ଯିଶାଇୟ 40:31)
Dá fôlego para começar o mês sem depender apenas da sua própria energia.
Este artigo faz parte de Versículos por Tema Força e Superação
Restauração para dores que pareciam definitivas
କାରଣ ସଦାପ୍ରଭୁ କହନ୍ତି,
ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା
ଓ ଆମ୍ଭେ ତୁମ୍ଭର ଘାʼ ସବୁ ସୁସ୍ଥ କରିବା;
କାରଣ ସେମାନେ ତୁମ୍ଭକୁ ଦୂରୀକୃତା ବୋଲି ଡାକି କହନ୍ତି,
ଏ ସିୟୋନ, ଏହାକୁ କେହି ଚାହେଁ ନାହିଁ।(ଯିରିମୀୟ 30:17)
Lembra que a sua dor não foi esquecida e que Deus ainda trabalha na recuperação da sua vida.
Memória diária de quem cuida da sua saúde
ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର
ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;
ସେ ତୁମ୍ଭର ଅଧର୍ମସବୁ କ୍ଷମା କରନ୍ତି;
ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି;(ଗୀତସଂହିତା 103:2,3)
Tira o foco do medo e ancora o coração na fidelidade de Deus diante das fraquezas físicas.
Sustento e alívio nos dias passados na cama
ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ ଧରି ରଖିବେ;
ତୁମ୍ଭେ ପୀଡ଼ା ସମୟରେ ତାହାର ସମସ୍ତ ଶଯ୍ୟା ପରିବର୍ତ୍ତନ କର।(ଗୀତସଂହିତା 41:3)
Acalma a angústia dos dias de repouso forçado com a certeza de que Deus não abandona você no leito de dor.
Paz que serve de alívio para a mente e o corpo
ହେ ମୋହର ପୁତ୍ର, ମୋʼ କଥାରେ ମନୋଯୋଗ କର;
ମୋʼ ବାକ୍ୟରେ କର୍ଣ୍ଣ ଡେର।
ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ;
ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ।
ଯେହେତୁ ତାହା ଯେଉଁମାନେ ପାଆନ୍ତି,
ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ୱାସ୍ଥ୍ୟ ଅଟେ।(ହିତୋପଦେଶ 4:20-22)
Desacelera a ansiedade e traz a serenidade que o sistema nervoso precisa para se recompor.
A oração que sustenta quem está sem forças
ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ।(ଯାକୁବ 5:15)
Tira o peso de precisar ser forte o tempo todo e apoia a sua cura na intercessão de quem caminha junto com você.
O consolo de quem carregou as nossas dores
ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ;
ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ।(ଯିଶାଇୟ 53:5)
Coloca a sua fragilidade diante de Cristo, lembrando que Ele conhece o sofrimento humano por dentro.
Cuidado que abraça a alma e o corpo
ପ୍ରିୟ ବନ୍ଧୁ, ତୁମ୍ଭ ଜୀବନର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଏବଂ ତୁମ୍ଭେ ସ୍ୱାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା।(୩ ଯୋହନ 1:2)
Mostra que Deus se importa com o seu bem-estar físico tanto quanto com a sua vida espiritual.
A recuperação que rompe como a alvorada
ଏହା କଲେ, ଅରୁଣ ତୁଲ୍ୟ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ;
ପୁଣି, ତୁମ୍ଭର ଧର୍ମ ତୁମ୍ଭର ଅଗ୍ରବର୍ତ୍ତୀ ହେବ; ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭର ପଶ୍ଚାଦ୍ବର୍ତ୍ତୀ ହେବ।(ଯିଶାଇୟ 58:8)
Acende a esperança de que dias mais leves e com novo vigor podem despontar mais rápido do que você imagina.
Renovo por dentro quando o corpo sente o desgaste
ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି।(୨ କରିନ୍ଥୀୟ 4:16)
Garante que as limitações visíveis de hoje não definem o futuro que Deus está construindo em você.
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.