ବିସ୍ୱାସି ବିତ୍ରେ ଦଃଳ୍ ବାଗ୍ ଅଃଉତାର୍
10 ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ନାଉଁଏ ମୁଁୟ୍ ତୁମିମଃନ୍କେ ଗଃଉଆରି କଃରୁଲେ, ଜଃନ୍କଃରି ତୁମିମଃନ୍ ଗଟ୍ କଃତା କଃଉଆ, ଆର୍ ତୁମିମଃନ୍କାର୍ ବିତ୍ରେ ଦଳ୍ବାଗ୍ ନଃଉଅ, ମଃତର୍ ତୁମିମଃନ୍କେ ଗଟେକ୍ ମଃନେ ଗଟେକ୍ ବିଚାରେ ମିସା ।