2 କରନ୍ତି ଗଃଳେ ରିଲା ଇସ୍ୱରାର୍ ମଣ୍ଡ୍ଳିକେ ଇ ଚିଟି ଲେକୁଲାୟ୍, ଜୁୟ୍ମଃନ୍ ଇସ୍ୱରାର୍ ହାୟ୍ଁ ନିର୍ମୁଳ୍ ଲକ୍ ଅଃଉଁକେ କୁଦ୍ଲାର୍ ଆର୍ ଜିସୁ କ୍ରିସ୍ଟର୍ ସଃଙ୍ଗ୍ ମିସ୍ଲାକେ ଇସ୍ୱରାର୍ ଅୟି ଆଚ୍ତି ଆର୍ ସଃବୁବଃଳ୍ ଅଃମାର୍ ମାପୁର୍ ଜିସୁକ୍ରିସ୍ଟର୍ ସେବା କଃରୁଲାୟ୍ ।
Publicidade
Publicidade