ମାପୁର୍ ବଜି
17 ମଃତର୍ ତୁମିମଃନାର୍ ରୁଣ୍ଡ୍ତାର୍ ଜେ ବଃଲାର୍ ଗିନେ ନଃୟ୍କଃରି, ମଃତର୍ ନଃସ୍ଟାର୍ ଗିନେ ଅଃଉଁଲି, ଇତାକ୍ ମୁଁୟ୍ ତୁମିମଃନ୍କାର୍ ଗୁଣ୍ କଃଉଁକେ ନାହାରି ଇ ଆଦେସ୍ ଦେଉଁଲେ । 18 କାୟିତାକ୍ବଃଲେକ୍ ହଃର୍ତୁ ମୁୟ୍ଁ ସୁଣୁଲେ ଜେ, ପାର୍ତ୍ନା ଗଃରେ ମଣ୍ଡ୍ଳି ହର୍ ରୁଣ୍ଡ୍ତାବଃଳ୍ ତୁମିମଃନାର୍ ବିତ୍ରେ ଦଃଳ୍ ବାଗ୍ ଜାତ୍ ଅଃଉଁଲି, ଆର୍ ମୁଁୟ୍ ଆଦେକ୍ ଇତି ସଃତ୍ କଃରୁଲେ ।