11 ମାନାୟ୍ର୍ କଃତାମଃନ୍ ମାନାୟ୍ର୍ ବିତ୍ରେ ରିଲା ଆତ୍ମା ଜାଣେଦ୍ । ସେରଃକମ୍ ଇସ୍ୱରାର୍ କଃତାମଃନ୍ ଇସ୍ୱରାର୍ ଆତ୍ମାକେ ଚାଡି ଆରେକ୍ କେହେଁ ନଃଜାଣେ । 12 ଜଃନ୍କଃରି ଇସ୍ୱରାର୍ ଲାଗି ଅଃମିମଃନ୍କେ ଦଃୟାକଃରି ଦିଲାର୍ କଃତାମଃନ୍ ଅଃମିମଃନ୍ ଜାଣୁ ହାରୁ, ଇତାର୍ ଗିନେ ଅଃମିମଃନ୍ ଜଃଗତାର୍ ଆତ୍ମା ନଃହାୟ୍ ଇସ୍ୱରାର୍ ଆତ୍ମା ହାୟ୍ଁ ଆଚୁ ।
13 ଜୁୟ୍ସଃବୁ କଃତା ସିକ୍ୟା ଦେୟ୍ଆଚି ଆତ୍ମିକ୍ କଃତା ଆତ୍ମିକ୍ ଲକ୍ମଃନ୍କେ ସିକ୍ୟା ଦଃୟ୍ଆଚି । ମଃତର୍ ମାନାୟ୍ର୍ ଗିଆନେ ସିକ୍ଲାର୍ କୟ୍ନଃରେଉଁ, ମଃତର୍ ଆତ୍ମାର୍ କଃତାମଃନ୍ ଆତ୍ମାର୍ କଃତାୟ୍ ବୁଜାୟ୍ ଆତ୍ମା ତଃୟ୍ ସିକ୍ଲା କଃତା କଃଉନ୍ଦ୍ ।