4 ଇତାର୍ ଗିନେ ମର୍ ସିକ୍ୟା ଆର୍ ମର୍ ପର୍ଚାର୍ ଗିଆନାର୍ ସୁନ୍ଦୁର୍ କଃତା ମିସ୍ଲାର୍ ନଃୟ୍କଃରି ଇସ୍ୱରାର୍ ଆତ୍ମାର୍ ସଃକାତ୍ ଆର୍ ସଃତ୍ ହଃର୍ମାଣ୍ରିଲାର୍ ଅୟ୍ରିଲି । 5 ତୁମିମଃନ୍କାର୍ ବିସ୍ୱାସ୍ ଜଃନ୍କଃରି ମାନାୟ୍ର୍ ଗିଆନ୍ ଉହ୍ରେ ନଃୟ୍କଃରି ଇସ୍ୱରାର୍ ସଃକ୍ତି ଉହ୍ରେ ତିର୍ ଅୟ୍ଦ୍ ।
Publicidade
Publicidade