15 ଅୟିଲେକ୍ ହେଁ ଜଦି ଅବିସ୍ୱାସି ବିନ୍ବିନ୍ ଅଃଉଁକେ ମଃନ୍ କଃର୍ତି, ତବେ ସେମଃନ୍ ବିନ୍ବିନ୍ ଅଃଉଅତ୍, ଅଃନ୍କା ତଃୟ୍ ସେ ବାୟ୍ କି ବେଣି ଗତି ନାୟ୍; ଇସ୍ୱର୍ ତୁମିମଃନ୍କେ ସୁସ୍ତାୟ୍ ବେବାର୍ କଃରୁକେ କୁଦିଆଚେ । 16 ତଃବେ ଏ ବିସ୍ୱାସି ମାୟ୍ଜି ତୁୟ୍ ଜେ ଅଃହ୍ଣାର୍ ଅଃଣ୍ଡ୍ରାର୍ ମୁକ୍ଳାଉତାର୍ ହର୍ ଅଃଉସି, ଇରି କାୟି ନଃଜାଣ୍ସି ? କି ଏ ବିସ୍ୱାସି ଡକ୍ରାସି ତୁୟ୍ ଜେ ନିଜାର୍ ଡକୁର୍ଦିର୍ ମୁକ୍ଳାଉତାର୍ କଃତା ଅଃଉସି ଇରି କାୟି ନଃଜାଣ୍ସି ?
Publicidade
Publicidade