9 ମଃତର୍ ଜେ, ତୁମିମଃନ୍କେ ଅଃନ୍ଦାରେ ହୁଣି ନିଜାର୍ କାବାଅଃଉତା ଉଜାଳ୍ ଲଃଗେ କୁଦି ଆଚେ, ତୁମିମଃନ୍ ଜଃନ୍କଃରି ତାର୍ ଗୁଣ୍ କିର୍ତନ୍ କଃରାସ୍, ଇତାର୍ ଗିନେ ତୁମିମଃନ୍ ଗଟ୍ ବାଚ୍ଲାର୍ ବଃଉଁସ୍ ରଃଜାର୍ ଜାଜକ୍ମଃନ୍ ପବିତ୍ର ଜାତି ଆର୍ ଇସ୍ୱରାର୍ ନିଜାର୍ ଲକ୍ ଅୟି ଆଚାସ୍ ।
Publicidade
Publicidade