2 ୫:୨ ଜହ ୨୧:୧୫-୧୭.ତୁମିମଃନାର୍ ଦାୟ୍ତେ ରିଲା ଇସ୍ୱରାର୍ ମଃନ୍ଦାକେ ହସ୍ହାଳ୍ କଃରା । ବାଦ୍ୟ ଅୟ୍କଃରି ନାୟ୍, ମଃତର୍ ଇସ୍ୱରାର୍ ଇଚା ହଃର୍କାରେ ସଃର୍ଦାମଃନେ, ଦଃନ୍ ଲାବାର୍ ଗିନେ ନାୟ୍, ମଃତର୍ ସଃର୍ଦାୟ୍ ସେରି କଃରା । 3 ଆରେକ୍ ଜୁୟ୍ମଃନାର୍ ଦାୟିତ୍ ତୁମାର୍ ଆତେ ସଃର୍ହି ଦିଆ ଅୟ୍ଲି ଆଚେ, ସେମଃନାର୍ ଉହ୍ରେ ଅଃଦିକାର୍ ନଃଦେକାୟ୍ ମଃନ୍ଦାର୍ ବାଟ୍ ଦଃକାୟ୍ଲା ହର୍ ସେରି କଃରା ।