17 ୧:୧୭ ପ୍ରକା ୨:୮; ୨୨:୧୩.ତାକ୍ ଦଃକି ମୁଁୟ୍ ମଃଲା ହର୍ ଅୟି ତାର୍ ହାଦ୍ ତଃଳେ ଅଦୁର୍ଲେ । ସେତାକ୍ ସେ ମର୍ ଉହ୍ରେ ବୁଜ୍ଣି ଆତ୍ ସଃଙ୍ଗାୟ୍ କୟ୍ଲା, "ଡିର୍ ନାୟ୍, ମୁଁୟ୍ ହଃର୍ତୁ ଆର୍ ସେସ୍ । 18 ଆରେକ୍ ମୁୟ୍ ନିଜେ ଜିବନ୍ ! ମୁଁୟ୍ ମଃଲେ, ଆର୍ ଦଃକ୍, ମୁଁୟ୍ ଅଃବେ ସଃବୁ ଦିନାର୍ ଗିନେ ଜିବନ୍, ଆରେକ୍ ମର୍ ଆତେ ମଃର୍ନ୍ ଆର୍ ହଃତାଳାର୍ କୁଚିକାଡା ଆଚେ ।