7 ୧:୭ ମାତି ୨୪:୩୦; ମାର୍କ ୧୩:୨୬; ଲୁକ ୨୧:୨୭; ୧ ତେସ ୪:୧୭; ଜହ ୧୯:୩୪,୩୭; ମାତି ୨୪:୩୦. ଦଃକା, ସେ ମେଗ୍ଉହ୍ରେ ଆସୁଲା, ହୁର୍ତିଏ ବାସା କଃର୍ତା ସଃବୁ ଲକ୍ ତାକ୍ ଦଃକ୍ତି, ଇରଃକମ୍ କି ଜୁୟ୍ମଃନ୍ ତାକ୍ ବୁସି ରିଲାୟ୍, ସେମଃନ୍ ହେଁ ଦଃକ୍ତି, ଆର୍ ହୁର୍ତିବିର୍ ସଃବୁ ଲକ୍ ତାର୍ ଆସ୍ତାର୍ ଗିନେ ଏତାୟ୍ ଏତାୟ୍ କାନ୍ଦ୍ତି । ଇ ସଃବୁ ବାୟ୍ଦ୍ରେ ଗଃଟେଦ୍ ! ଆମେନ୍ ।