20 ଅୟିଲେକ୍ ହେଁ ତୁମାର୍ ବିରୁଦେ ମର୍ ଇ କଃତା ଆଚେ, ଜିଜିବଲ୍ ନାଉଁଆର୍ ଜୁୟି ମାୟ୍ଜି ଅଃହ୍ଣାକ୍ ବାବ୍ବାଦିଣି ବଃଲି କୟ୍ ମର୍ ଗତି ଦଃଙ୍ଗ୍ଳାମଃନ୍କେ ଦାରିକାମ୍ କଃରାଉଁଲି ଆର୍ ମୁର୍ତିହୁଜା କଃଲାର୍ ବଗ୍ କାଉଁକେ ସିକ୍ୟା ଦଃୟି ବିନ୍ବାଟେ ନେଉଁଲି, ତୁମି ତାର୍ କଃରାପ୍ କାମ୍କେ ସଃମ୍ବାଳୁଲାସ୍ ।
Publicidade
Publicidade