21 ମୁଁୟ୍ ତାକ୍ ହାହେହୁଣି ମଃନ୍ ବାଦ୍ଲାଉଁକ୍ ବେଳା ଦିଲେକ୍ ହେଁ ସେ ଅଃହ୍ଣାର୍ ଦାରି କାମେ ହୁଣି ମଃନ୍ ବାଦ୍ଲାଉଁକ୍ ମଃନ୍ ନଃକେରୁଲି । 22 ଦଃକା, ମୁଁୟ୍ ତାକ୍ ରଗ୍ୟା କଃରି ଟାଟାୟ୍ ହଃକାୟ୍ନ୍ଦ୍, ଆର୍ ଜୁୟ୍ମଃନ୍ ତାର୍ ସଃଙ୍ଗ୍ ଦାରିକାମ୍ କଃର୍ତି, ସେମଃନ୍ ତାର୍ ସଃଙ୍ଗ୍ ମିସି କଃର୍ତା କାମେ ହୁଣି ମଃନ୍ ନଃବାଦ୍ଲାୟ୍ଲେକ୍ ମୁଁୟ୍ ସେମଃନ୍କେ ବଃଡେ ଦୁକ୍କଃସ୍ଟେ ହଃକାୟ୍ନ୍ଦ୍,
Publicidade
Publicidade