5 ତଃବେ ପିତର୍ ଜଃଇଲେ ରିଲା, ମଃତର୍ ତାର୍ ଗିନେ ମଣ୍ଡ୍ଳି ଏକ୍ମଃନେ ଇସ୍ୱର୍ ତଃୟ୍ ପାର୍ତ୍ନା କଃର୍ତି ରିଲାୟ୍ ।
7 ଆର୍ ଦଃକା ମାପୁରାର୍ ଦୁତ୍ ହଚ୍ଲା ଆର୍ ଜଃଇଲ୍ ଗଃର୍ ଉଜାଳ୍ ଅୟ୍ଲି ଆର୍ ସେ ପିତର୍କେ କୁଚାୟ୍ମାରି ତାକେ ନିଦ୍ ବାଙ୍ଗାୟ୍ କୟ୍ଲା, "ବେଗି ଉଟ୍" ସଃଡେବଃଳ୍ ତାର୍ ଆତେ ହୁଣି ସିକ୍ଳି କୁସୁଳ୍ଲି । 10 ଜଃଡେବଃଳ୍ ହଃର୍ତୁ ଆର୍ ହଃଚାର୍ ଜାଗ୍ତା ଦଃଳ୍ ଲିଙ୍ଗିକଃରି ଜୁୟି ଲଃଉଆର୍ ଦୁଆର୍ ବାଟ୍ ଅୟି ଗଃଳେ ଜଃଉଁକେ ଅୟ୍ଦ୍ ସେ ଚଃମେ ଆୟ୍ଲାୟ୍, ସେ ଦୁଆର୍ ମଃନ୍କେ ମଃନ୍ ସେମଃନାର୍ ଗିନେ ଉଗାଳି ଅୟ୍ଲି ଆର୍ ସେମଃନ୍ ବାରୟ୍ ଜାୟ୍ ଡଃଣ୍ଡାର୍ ସଃରାସଃରି ମୁଣ୍ଡ୍ ହଃତେକ୍ ଗଃଲାୟି, ସେଦାହ୍ରେ ସେ ଦୁତ୍ ପିତର୍କେ ଚାଡି ବାଣାଅୟ୍ଲା ।
12 ସେ ଇ କଃତା ବାବି ମାର୍କ ବଃଲେକ୍ ଜହନାର୍ ଆୟ୍ସି ମରିୟମାର୍ ଗଃରେ ଆୟ୍ଲା, ସେତି ଗାଦେକ୍ ଲକ୍ ରୁଣ୍ଡି ପାର୍ତ୍ନା କଃର୍ତି ରିଲାୟ୍ । 13 ସେ ହଃଦାର୍ ଦୁଆର୍ ମାର୍ଲାକ୍ ରଦା ନାଉଁଆର୍ ଗଟେକ୍ ଗତିଦଃଙ୍ଗ୍ଳି କେଏ ବଃଲି ହଃଚାରୁକ୍ ଗଃଲି । 14 ସେ ପିତରାର୍ ଟଣ୍ଡ୍ ସୁଣି ସଃର୍ଦା ଅୟି ଦୁଆର୍ ଉଗାଳି ନଃକେରି ବିତ୍ରେ ଦଃବ୍ଳି ଗଃଲି ଆର୍ ଦୁଆରେ ପିତର୍ ଟିଆ ଅୟିଆଚେ ବଃଲି କୟ୍ଲି । 15 ସେମଃନ୍ ତାକେ କୟ୍ଲାୟ୍ "ତୁୟ୍ ବଃୟା ଅୟ୍ଲିସ୍" ମଃତର୍ ସେ ସଃତ୍ ବଃଲି କଃଉଁକେ ଦଃର୍ଲି, ସେମଃନ୍ କୟ୍ଲାୟ୍, "ଇରି ପିତରାର୍ ଦୁତ୍ ।"
16 ମଃତର୍ ପିତର୍ ଦୁଆରେ ତର୍କେତର୍ ମାର୍ତି ରିଲା, ଆରେକ୍ ସେମଃନ୍ ଦୁଆର୍ ଉଗାଳି ତାକେ ଦଃକି କାବା ଅୟ୍ଲାୟ୍ ।