5 ତଃବେ ପିତର୍ ଜଃଇଲେ ରିଲା, ମଃତର୍ ତାର୍ ଗିନେ ମଣ୍ଡ୍ଳି ଏକ୍ମଃନେ ଇସ୍ୱର୍ ତଃୟ୍ ପାର୍ତ୍ନା କଃର୍ତି ରିଲାୟ୍ ।
ଜଃଇଲେ ହୁଣି ପିତର୍ ମୁକ୍ତି
6 ହଃଚେ ହେରଦ୍ ଜୁୟ୍ଦିନ୍ ପିତର୍କେ ବାର୍କଃରି ଆଣ୍ତାର୍ ରିଲି, ସେ ଆଗାର୍ ରାତି ସିକ୍ଳାୟ୍ ବାନ୍ଦା ଅୟି ଜଳେକ୍ ସଃୟ୍ନ୍ ମଃଜାୟ୍ ସୟ୍ରିଲା, ଆର୍ ସଃଇନ୍ମଃନ୍ ଦୁଆର୍ ମୁଏଁ ଜାଗ୍ତି ରିଲାୟ୍ । 7 ଆର୍ ଦଃକା ମାପୁରାର୍ ଦୁତ୍ ହଚ୍ଲା ଆର୍ ଜଃଇଲ୍ ଗଃର୍ ଉଜାଳ୍ ଅୟ୍ଲି ଆର୍ ସେ ପିତର୍କେ କୁଚାୟ୍ମାରି ତାକେ ନିଦ୍ ବାଙ୍ଗାୟ୍ କୟ୍ଲା, "ବେଗି ଉଟ୍" ସଃଡେବଃଳ୍ ତାର୍ ଆତେ ହୁଣି ସିକ୍ଳି କୁସୁଳ୍ଲି । 8 ଆରେକ୍ ଦୁତ୍ ତାକେ କୟ୍ଲା, "ଅଃଟାବିଳା ବାନ୍ଦ୍ ଆର୍ ହାଣ୍ଡାୟ୍ ହିନ୍ଦ୍ ।" ପିତର୍ ସେନ୍ କଃଲା ଆର୍ ତାକେ କୟ୍ଲା, ଆର୍ "ଗଃଗାଳେ ହଃଚ୍ୟା ହୁଙ୍ଗ୍ରି ମର୍ ହଃଚେହଃଚେ ଆଉ ।" 9 ସେ ବାରାୟ୍ ତାର୍ ହଃଚେହଃଚେ ଗଃଲା, ମଃତର୍ ଦୁତ୍ ଜାୟ୍ରି କଃଲା, ପିତର୍ ସେରି ଜେ ସଃତ୍ ବଃଲି ଜାଣି ଇ ସଃବୁ ଚଃହ୍ନେ ଦଃକୁଲେ ବଃଲି ବାବ୍ତି ରିଲା । 10 ଜଃଡେବଃଳ୍ ହଃର୍ତୁ ଆର୍ ହଃଚାର୍ ଜାଗ୍ତା ଦଃଳ୍ ଲିଙ୍ଗିକଃରି ଜୁୟି ଲଃଉଆର୍ ଦୁଆର୍ ବାଟ୍ ଅୟି ଗଃଳେ ଜଃଉଁକେ ଅୟ୍ଦ୍ ସେ ଚଃମେ ଆୟ୍ଲାୟ୍, ସେ ଦୁଆର୍ ମଃନ୍କେ ମଃନ୍ ସେମଃନାର୍ ଗିନେ ଉଗାଳି ଅୟ୍ଲି ଆର୍ ସେମଃନ୍ ବାରୟ୍ ଜାୟ୍ ଡଃଣ୍ଡାର୍ ସଃରାସଃରି ମୁଣ୍ଡ୍ ହଃତେକ୍ ଗଃଲାୟି, ସେଦାହ୍ରେ ସେ ଦୁତ୍ ପିତର୍କେ ଚାଡି ବାଣାଅୟ୍ଲା ।
11 ସଃଡେବଃଳ୍ ପିତର୍ ଚେତ୍ନା ଅୟି କୟ୍ଲା ମାପୁର୍ ଅଃହ୍ଣାର୍ ଦୁତ୍ ହଃଟାୟ୍ ହେରଦ୍ ଆତେ ହୁଣି ଆର୍ ଜିଉଦି ଲକ୍ମଃନାର୍ ତଃୟ୍ହୁଣି ମକ୍ ମୁକ୍ଳାୟ୍ ଆଚେ, "ଇତି ମୁୟ୍ଁ ଅଃବେ ନିଜ୍କଃରି ଜାଣ୍ଲେ ।"
12 ସେ ଇ କଃତା ବାବି ମାର୍କ ବଃଲେକ୍ ଜହନାର୍ ଆୟ୍ସି ମରିୟମାର୍ ଗଃରେ ଆୟ୍ଲା, ସେତି ଗାଦେକ୍ ଲକ୍ ରୁଣ୍ଡି ପାର୍ତ୍ନା କଃର୍ତି ରିଲାୟ୍ ।