38 ତଃବେ ଏ ବାୟ୍ମଃନ୍ ସୁଣା, ତୁମିମଃନ୍ ଇରି ଜାଣି ରିଆ ଜେ, ଇ ଲକାର୍ ତଃୟ୍ହୁଣି ତୁମାର୍ ଚଃମେ ହାହ୍ କେମାର୍ ନିକ କବୁର୍ ପର୍ଚାର୍ କଃରାଅୟ୍ଆଚେ ମସାର୍ ବିଦି ତଃୟ୍ ସଃବୁ ଲକ୍ ବିସ୍ୱାସ୍ କଃଲେକ୍ ଉଦାର୍ ହାଉତି । 39 ଆରେକ୍ ମସାର୍ ସାସ୍ତର୍ ତଃୟ୍ହୁଣି ଜୁୟି ସଃବୁ ବିସୟ୍ ତୁମିମଃନ୍ ଉଦାର୍ ହାୟ୍ଁ ଦଃର୍ମି ଗଃଣା ନୟ୍ଲାସ୍ ବିସ୍ୱାସ୍ କଃର୍ତା ହଃତିଲକ୍ ତାର୍ ତଃୟ୍ହୁଣି ସେସଃବୁ କଃତାୟ୍ ହୁଣି ମୁକ୍ଳି ଦଃର୍ମି ଗଃଣା ଅଃଉତି ।