26 ସେ ପାର୍ତ୍ନା ଗଃରେ ସାସ୍ ଦଃରି ସିକ୍ୟା ଦେଉଁକ୍ଦଃର୍ଲା । ମଃତର୍ ପ୍ରିସ୍କିଲା ଆର୍ ଆକିଲା ତାର୍ କଃତା ସୁଣି ତାକାର୍ ସଃଙ୍ଗ୍ ନୟ୍ ଅଃଦିକ୍ ନିକ କଃରି ଇସ୍ୱରାର୍ ବାଟ୍ କଃତା ସେମଃନ୍ ବୁଜାୟ୍ଲାୟ୍ ।