4 ୧୯:୪ ମାତି ୩:୧୧; ମାର୍କ ୧:୪,୭,୮; ଲୁକ ୩:୪,୧୬; ଜହ ୧:୨୬,୨୭. ସେତାକ୍ ପାଉଲ୍ କୟ୍ଲା, "ଜହନ୍ ଇସ୍ରାଏଲ୍ ଲକ୍ମଃନ୍କେ ମଃନ୍ ବାଦ୍ଲାଉତା ବାପ୍ତିସମେ ବାପ୍ତିସମ୍ ଦଃୟି, ତାର୍ହଃଚେ ଜେ ଆସେଦ୍ ତାର୍ ତଃୟ୍ ବଃଲେକ୍ ଜିସୁର୍ ତଃୟ୍ ବିସ୍ୱାସ୍ କଃରୁକେ ଅୟ୍ଦ୍ ବଃଲି ଲକ୍ମଃନ୍କେ କଃଉତି ରିଲା ।
5 ସେମଃନ୍ ଇରି ସୁଣି ମାପୁର୍ ଜିସୁର୍ ନାଉଁଏ ବାପ୍ତିସମ୍ ନିଲାୟ୍ ।