28 ୨୦:୨୮ ଇସ୍ୱର୍; କଃତିଗଟ୍ ଲେକାୟ୍ ମାପୁର୍ ବଃଲି ଲେକା ଆଚେ । ୨୦:୨୮ ତାର୍ ହୟ ବଃନିଏ; ତାର୍ ହୟସିର୍ ହୁଜା ଦିଲା ବଃନିଏ, ତାର୍ ନିଜାର୍ ବଃନିଏ ।ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ବିସୟେ ଆର୍ ଜୁୟି ମଣ୍ଡ୍ଳି ଇସ୍ୱର୍ ଅଃହ୍ଣାର୍ ନିଜାର୍ ବଃନି ଦଃୟି ଗେନି ଆଚେ ତାର୍ ସେ ମଣ୍ଡ୍ଳିକେ ହାଳି ପବିତ୍ର ଆତ୍ମା ଜୁୟି ସଃବୁ ମଃନ୍ଦା ବିତ୍ରେ ତୁମିମଃନ୍କେ ମୁଳିକା ହର୍ ବାଚି ଆଚେ, ସେମଃନାର୍ ବିସୟେ ଜଃଗ୍ରତ୍ ଅୟ୍ରିଆ ।