ଜିଉଦି ବେରାଣେ ପିତର୍ ଆର୍ ଜହନ୍
1 ୪:୧ ହୁଜେରି, କଃତିଗଟ୍ ହର୍ଣ୍ଣାଲେକାତଃୟ୍ ମୁଳ୍ ଜାଜକ୍ ଆଚେ । ପିତର୍ ଆର୍ ଜହନ୍ ଲକ୍ମଃନାର୍ ତଃୟ୍ କଃତା କଃଉତାବଃଳ୍ ଜାଜକ୍ମଃନ୍ ମନ୍ଦିରାର୍ ହାଁଞ୍ଚ୍କଳି ସଃଇନ୍ ଉହ୍ରେ ବଃଡ୍ ସଃୟ୍ନ୍ ଆର୍ ସାଦୁକିମଃନ୍ ସେମଃନାର୍ ଚଃମେ ହଚ୍ଲାୟ୍, 2 ସେମଃନ୍ ରିସା ଅୟ୍ରିଲାୟ୍, କାୟିତାକ୍ବଃଲେକ୍ ପେରିତ୍ମଃନ୍ ଲକ୍ମଃନ୍କେ ସିକ୍ୟା ଦେତି ରିଲାୟ୍ ଆର୍ ଜିସୁର୍ କଃତାକ୍ ଦଃରି ମଃଲା ଲକ୍ମଃନ୍ ଉଟ୍ତି ବଃଲି ପର୍ଚାର୍ କଃର୍ତି ରିଲାୟ୍ । 3 ଆର୍ ସେମଃନ୍ ପିତର୍ ଆର୍ ଜହନ୍କେ ଦଃରି ଆରେକ୍ ଗଟ୍ ଦିନ୍ ହଃତେକ୍ ଜଃଇଲେ ହୁରାୟ୍ଲାୟ୍, କାୟିତାକ୍ବଃଲେକ୍ ସଃଡେବଃଳ୍ ସଃଞ୍ଜ୍ ଅୟ୍ରିଲି ।