11 ଇ ଜିସୁର୍ ବିସୟେ ସାସ୍ତରେ ଲେକା ଆଚେ,
ଗଃର୍ ବାନ୍ଦୁମଃନ୍ ଜୁୟି ଟେଳାକେ ମଃନ୍ ନଃକେଲାୟ୍,
ମଃତର୍ ସେରି କନାର୍ ମୁଳ୍ ଟେଳା ଅୟ୍ଲି, ଇରି ସେ ଟେଳା ।
12 ତାକେ ଚାଡି କାର୍ ତଃୟ୍ ମୁକ୍ତି ନାୟ୍, କାୟିତାକ୍ବଃଲେକ୍ ଜାର୍ତଃୟ୍ ଆମିମଃନ୍କେ ମୁକ୍ଳୁକ୍ ଅୟ୍ଦ୍, ଅଃଗାସ୍ ତଃଳେ, ମାନାୟ୍ମଃନାର୍ ବିତ୍ରେ କାୟି ନାଉ ଦିଆ ନୟେ ।