29 ଆର୍ ଅଃବେ ଏ ମାପୁର୍ ସେମଃନାର୍ ଉଳ୍ତାର୍ ଆର୍ ଗଃର୍ଞ୍ଜାଣ୍କେ ଦଃକ୍ ଆରେକ୍ ତର୍ ଗତିଦଃଙ୍ଗ୍ଳାମଃନ୍ ହୁରା ହୁସ୍ଟିସଃଙ୍ଗ୍ ତର୍ କଃତା କଃଉଁକେ ସାସ୍ ଦେ । 30 ଆର୍ ତାର୍ ସଃଙ୍ଗ୍ ତର୍ ପବିତ୍ର ଦଃଙ୍ଗ୍ଳା ଜିସୁର୍ ନାଉଁଏ ଉଜ୍ କଃରୁକେ ଆର୍ ଚିନା ଆର୍ କାବା ଅଃଉତା କାମ୍ମଃନ୍ କଃରୁକେ ତର୍ ଆତ୍ ମେଲାକଃର୍ ।"
Publicidade