42 ମଃତର୍ ଇସ୍ୱରାର୍ ତଃୟ୍ହୁଣି ଇସ୍ୱରାର୍ ସେବା କଃରୁକେ ଚାଡିକଃରି ସେମଃନ୍ ଅଃଗାସାର୍ ହୁଜା କଃରୁକେ ଦଃର୍ଲାୟ୍, ଜଃନ୍କଃରି ବାବ୍ବାଦିର୍ ସାସ୍ତରେ ଲେକା ଆଚେ-
"ଏ ଇସ୍ରାଏଲ୍ ବଃଉଁସ୍ ସୁକ୍ଲା ବଃଟାୟ୍ ଚାଳିସ୍ ବଃର୍ସ୍ ହଃତେକ୍
ତୁମିମଃନ୍ କାୟି ଅଃମାର୍ ଗିନେ
ମେଣ୍ଡା ହୁଜା ଆର୍ ହସୁହୁଜା ଦଃୟ୍ନଃରିଲାସ୍,
43 ‘ତଃବେ ତୁମିମଃନ୍ ସେବା କଃରୁକେ ଜୁୟି ହୁତ୍ଳା ସଃବୁ ତିଆର୍ କଃରି ରିଲାସ୍,
ସେ ମାଲେକ୍ ଦେବ୍ତାର୍ ତୁମ୍ବ୍
ଆର୍ ରମ୍ପା ଦେବ୍ତାର୍ ତାରାକେ ତୁମିମଃନ୍ ବୟ୍ଲାସ୍ ।
ଇତାକ୍ ମୁୟ୍ଁ ତୁମିମଃନ୍କେ ବାନ୍ଦିକଃରି ବାବିଲନ୍ ତଃୟ୍ର୍ ସେହାଟି ହଃଟାୟ୍ନ୍ଦ୍ ।’"