12 ୩:୧୨ ଏପି ୪:୨. ତୁମି ଇସ୍ୱରାର୍ ଲକ୍, ସେ ତୁମିକେ ଲାଡ୍ କଃରି ସେ ନିଜାର୍ ଗିନେ ବାଚ୍ଲା, ସେତାର୍ ଗିନେ, କଃଉଁଣା ମଃନ୍, ଦଃୟା, ସୁସ୍ତା, ଦିର୍, ସଃମ୍ବାଳ୍ତାର୍ ହୁଙ୍ଗ୍ରା । 13 ୩:୧୩ ଏପି ୪:୩୨.ଏକ୍ଲା ଆରେକ୍ ଏକ୍ଲାକେ ସଃମ୍ବାଳ, ଆରେକ୍ ଜଦି କାର୍ ବିରୁଦେ କଃତା ରିଲେକ୍, ଏକ୍ଲା ଆରେକ୍ ଏକ୍ଲାକେ କେମା କଃର; ମାପୁର୍ ଜଃନ୍କଃରି ତୁମିମଃନ୍କେ କେମା କଃରି ଆଚେ, ତୁମିମଃନ୍ ହେଁ ସେ ରଃକମ୍ କେମା କଃରା ।
Publicidade