ନଃଉଆଁ ଜିବନ୍ ସଃଙ୍ଗ୍ ମିସ୍ତାର୍
18 ୩:୧୮ ଏପି ୫:୨୨; ୧ ପିତ ୩:୧. ଏ ମାୟ୍ଜିମଃନ୍, ଜିସୁ ମାପୁରାର୍ ମିଳାମିସାୟ୍ ଟିକ୍ ଚାଲ୍ଚାଲ୍ତି ହଃର୍କାରେ ନିଜାର୍ ନିଜାର୍ ଅଃଣ୍ଡ୍ରାର୍ କଃତାମାନି ଚାଲା ।
19 ୩:୧୯ ଏପି ୫:୨୫; ୧ ପିତ ୩:୭. ଏ ଅଃଣ୍ଡ୍ରାମଃନ୍ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା, ସେମଃନ୍କେ ସାଦା ନାୟ୍ ।