ମଃରି ଉଟ୍ତାର୍
1 ୨:୧ କଲ ୨:୧୩. ହଃର୍ତୁ ତୁମିମଃନ୍ ଆତ୍ମିକ୍ ହଃର୍କାରେ ତୁମିମଃନାର୍ ଅମାନ୍ୟାର୍ ଆର୍ ହାହାର୍ ଗିନେ ମଃରି ରିଲାସ୍ । 2 ବଃଲେକ୍ ଜୁୟି ଆତ୍ମା ଅଃବେ ହେଁ ଅମାନ୍ୟାର୍ ହିଲାମଃନାର୍ ତଃୟ୍ କାମ୍ ସାଦୁନ୍ କଃରୁଲି, ଜଃଗତାର୍ ଅଃଦିକାରିମଃନାର୍ ଇଚା ହଃର୍କାରେ ତୁମିମଃନ୍ହେଁ ହୁର୍ବେ ଚାଲ୍ଚାଲ୍ତି କଃରି ହାହେ ମଃରି ରିଲାସ୍ । 3 ସେ ଅମାନ୍ୟାର୍ ହିଲାମଃନାର୍ ସଃଙ୍ଗ୍ ଅଃମିମଃନ୍ ସଃବୁଲକ୍ ହେଁ ଅଃକାବଃଳ୍ ଅଃମିମଃନାର୍ ଗଃଗାଳାର୍ ଇଚା ହଃର୍କାରେ ଜିବନ୍କାଟି ଗଃଗାଳାର୍ ଆର୍ ବାବ୍ନାର୍ ଇଚା ହୁରୁଣ୍ କଃର୍ତିରିଲୁ ଆର୍ ବିନ୍ଲକାର୍ ହର୍ ମାପୁରାର୍ ବିରଦି ରିଲୁ ।
4 ମଃତର୍ ଅଃମିମଃନ୍ ହାହେ ମଃରି ରିଲେକ୍ ହେଁ ଦଃୟାକାରି ଇସ୍ୱର୍, ସେ ଅଃମିମଃନ୍କେ ଜୁୟି ବଃଡ୍ ଲାଡାର୍ ଗିନେ ଦଃୟା କଃଲା, 5 ସେତାର୍ ଗିନେ ଅଃମିମଃନ୍କେ କ୍ରିସ୍ଟର୍ ସଃଙ୍ଗ୍ ଜିବନ୍ ହାଳାୟ୍ ଆଚେ, ଦଃୟାର୍ ଗିନେ ତୁମିମଃନ୍ ମୁକ୍ତି ହାୟ୍ଁ ଆଚାସ୍ । 6 ଆରେକ୍ କ୍ରିସ୍ଟର୍ ସଃଙ୍ଗ୍ ଅଃମିମଃନ୍କେ ଉଟାୟ୍ କଃରି ତାର୍ ସଃଙ୍ଗ୍ ଅଃମିମଃନ୍କେ ସଃର୍ଗ୍ହୁରେ ବଃସାୟ୍ ଆଚେ । 7 ଜଃନ୍କଃରି କ୍ରିସ୍ଟଜିସୁର୍ ତଃୟ୍ ସେ ଅଃମିମଃନ୍କେ ଦଃୟାକଃରି ଆସୁଲା ଜଃଗତାର୍ ଗିନେ ନିଜାର୍ ଦଃୟାର୍ ଜଃବର୍ ଦଃନ୍ ଦଃକାଉଁକେ ସେ ଇରି କଃରିଆଚେ । 8 କାୟିତାକ୍ ବଃଲେକ୍ ଦଃୟାର୍ ଗିନେ ବିସ୍ୱାସ୍ କଃଲାକ୍ ତୁମିମଃନ୍ ମୁକ୍ତି ହାୟ୍ଁ ଆଚାସ୍; ସେରି ତୁମାର୍ ନିଜାର୍ ତଃୟ୍ ହୁଣି ଅୟି ନଃକେରେ, ସେରି ଇସ୍ୱର୍ ଦିଲାର୍ ଦାନ୍, 9 ଦଃର୍ମ୍ କଃର୍ମାର୍ ନାୟ୍, ସେତାକ୍ କେଏ ଇ ବିସୟେ ଗଃର୍ବ୍ ନଃକେର । 10 କାୟିତାକ୍ ବଃଲେକ୍ ଅଃମିମଃନ୍ ଜୁୟ୍ରି ସେ ଗଃଳ୍ଲାର୍ ସଃବୁ ରଃକମ୍ ସଃତ୍କାମ୍ କଃରୁନ୍ଦ୍ ବଃଲି ଇସ୍ୱର୍ ଆଗ୍ତୁ ହୁଣି ତିର୍ କଃରିରିଲା, ଅଃମି କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଚାଲାଚାଲ୍ତି କଃରି ମିସିରିଲାକେ ସେରି ସାଦୁନ୍ ଅୟିଆଚେ ।