ଗଟେକ୍ ଗଃଗାଳ୍ ବିନ୍ ବିନ୍ ଇସ୍ୱରାର୍ ଦାନ୍
1 ମାପୁରାର୍ ସେବାର୍ ଗିନେ ଇସ୍ୱରାର୍ କଃୟ୍ଦି ମୁୟ୍ଁ ପାଉଲ୍, ମୁୟ୍ଁ ତୁମିମଃନ୍କେ ଗଃଉଆରି କଃରୁଲେ, ଇସ୍ୱର୍ କୁଦ୍ଲାକ୍ ତୁମିମଃନ୍ ଆସିଆଚାସ୍, ସେତିର୍ ଜୟଃଗ୍ ଚାଲାଚାଲ୍ତି କଃରା । 2 ୪:୨ କଲ ୩:୧୨,୧୩.ତଃବେ ସଃବୁ ରଃକମାର୍ ଲକ୍କେ ଦିର୍, ସୁସାର୍ ଆର୍ ଜଃବର୍ ମୁର୍ଚି ସଃବୁ ସଃମ୍ବାଳି ଏକ୍ଲା ଆରେକ୍ ଏକ୍ଲାକେ ଲାଡ୍ ଦଃକାଉଆ ।