ଗଟେକ୍ ଗଃଗାଳ୍ ବିନ୍ ବିନ୍ ଇସ୍ୱରାର୍ ଦାନ୍
1 ମାପୁରାର୍ ସେବାର୍ ଗିନେ ଇସ୍ୱରାର୍ କଃୟ୍ଦି ମୁୟ୍ଁ ପାଉଲ୍, ମୁୟ୍ଁ ତୁମିମଃନ୍କେ ଗଃଉଆରି କଃରୁଲେ, ଇସ୍ୱର୍ କୁଦ୍ଲାକ୍ ତୁମିମଃନ୍ ଆସିଆଚାସ୍, ସେତିର୍ ଜୟଃଗ୍ ଚାଲାଚାଲ୍ତି କଃରା । 2 ୪:୨ କଲ ୩:୧୨,୧୩.ତଃବେ ସଃବୁ ରଃକମାର୍ ଲକ୍କେ ଦିର୍, ସୁସାର୍ ଆର୍ ଜଃବର୍ ମୁର୍ଚି ସଃବୁ ସଃମ୍ବାଳି ଏକ୍ଲା ଆରେକ୍ ଏକ୍ଲାକେ ଲାଡ୍ ଦଃକାଉଆ । 3 ଗଟେକ୍ ଅୟି ସୁସ୍ତାୟ୍ ରେଉଁକେ ଦିଆନ୍ ଦିଆସ୍ ଜୁୟ୍ରିକି ଆତ୍ମା ଦିଲା ସାନ୍ତି ଗଟେ ତଃୟ୍ ବାନ୍ଦି ରଃକେଦ୍ । 4 ଅଃମାର୍ ଗଟେକ୍ ଗଃଗାଳ୍, ଆତ୍ମା ହେଁ ଗଟେକ୍; ଆରେକ୍ ଗଟେକ୍ ବଃର୍ସା ଦଃୟି ଇସ୍ୱର୍ ଅଃମିମଃନ୍କେ କୁଦିଆଚେ । 5 ଗଟେକ୍ ମାପୁର୍, ଗଟେକ୍ ବିସ୍ୱାସ୍, ଗଟେକ୍ ବାପ୍ତିସମ୍ । 6 ସଃବୁ ଲକାର୍ ଇସ୍ୱର୍ ଆର୍ ଉବା ଗଟେକ୍; ସେ ସଃବ୍କାର୍ ମାପୁର୍, ସେ ସଃବାର୍ ହାକ୍ ଆର୍ ସଃବାର୍ ମଃନ୍ ବିତ୍ରେ ଆଚେ ।
7 କ୍ରିସ୍ଟ ଦିଲା ହଃର୍କାରେ ଆମିମଃନ୍ ସଃବୁ ଲକ୍ ଗଟେକ୍ ଗଟେକ୍ ଆତ୍ମାର୍ ଦାନ୍ ହାୟ୍ଆଚୁ । 8 ଦଃର୍ମ୍ ସାସ୍ତରେ ଇ କଃତା ଲେକା ଆଚେ,
"ଜଃଡେବଃଳ୍ ସେ ଉହ୍ରେ ଗଃଲା,
ତାର୍ ସଃଙ୍ଗ୍ ଗାଦେକ୍ କଃୟ୍ଦିକେ ବାନ୍ଦିକଃରି ସେ ନିଲା,
ଆରେକ୍ ମାନାୟ୍ମଃନ୍କେ ଗାଦେକ୍ ଆତ୍ମାର୍ ବର୍ ଦିଲା ।"
9 "ସେ ଉହ୍ରେ ଗଃଲା," ଇତିର୍ ଅଃର୍ତ୍ କାୟିରି ? ଇତିର୍ ଅଃର୍ତ୍, ହଃର୍ତୁ ସେ, ହୁର୍ତିବିର୍ ତଃଳେ ଉତ୍ରି ରିଲା । 10 ତଃବେ ଜେ ଉତ୍ରିରିଲା, ସେ ଜଃନ୍କଃରି ସଃବୁ ଜଃଗତ୍କେ ତାର୍ ମୁଏଁ ହୁର୍ନ୍ କଃରେଦ୍, ଇତାର୍ ଗିନେ ସେ ହେଁ ସଃର୍ଗେ ଗଃଲା । 11 ସେ କଃତିଲକେ ବର୍ ଦଃୟି ଆଚେ କାକେ କାକେ ପେରିତ୍, କଃତିଲକେ ବାବ୍ବାଦି, କଃତିଲକେ ନିକ କବୁର୍ ପର୍ଚାର୍କଃରୁ, ଆରେକ୍ କଃତିଲକେ ପାସ୍ଟର୍ ଆର୍ କଃତିଲକେ ସିକାଉଁକେ ବାଚିଆଚେ । 12 କ୍ରିସ୍ଟର୍ ଗଃଗାଳ୍ ତିଆର୍ କଃରୁକେ ମାପୁରାର୍ ସେବା କାମ୍ ହାୟ୍ଁ ଇସ୍ୱରାର୍ ଲକ୍ମଃନ୍କେ ତିଆର୍ କଃରୁକେ ସେ ଇରି କଃରିଆଚେ ।