11 ସେ କଃତିଲକେ ବର୍ ଦଃୟି ଆଚେ କାକେ କାକେ ପେରିତ୍, କଃତିଲକେ ବାବ୍ବାଦି, କଃତିଲକେ ନିକ କବୁର୍ ପର୍ଚାର୍କଃରୁ, ଆରେକ୍ କଃତିଲକେ ପାସ୍ଟର୍ ଆର୍ କଃତିଲକେ ସିକାଉଁକେ ବାଚିଆଚେ । 12 କ୍ରିସ୍ଟର୍ ଗଃଗାଳ୍ ତିଆର୍ କଃରୁକେ ମାପୁରାର୍ ସେବା କାମ୍ ହାୟ୍ଁ ଇସ୍ୱରାର୍ ଲକ୍ମଃନ୍କେ ତିଆର୍ କଃରୁକେ ସେ ଇରି କଃରିଆଚେ ।