2 ୪:୨ କଲ ୩:୧୨,୧୩.ତଃବେ ସଃବୁ ରଃକମାର୍ ଲକ୍କେ ଦିର୍, ସୁସାର୍ ଆର୍ ଜଃବର୍ ମୁର୍ଚି ସଃବୁ ସଃମ୍ବାଳି ଏକ୍ଲା ଆରେକ୍ ଏକ୍ଲାକେ ଲାଡ୍ ଦଃକାଉଆ । 3 ଗଟେକ୍ ଅୟି ସୁସ୍ତାୟ୍ ରେଉଁକେ ଦିଆନ୍ ଦିଆସ୍ ଜୁୟ୍ରିକି ଆତ୍ମା ଦିଲା ସାନ୍ତି ଗଟେ ତଃୟ୍ ବାନ୍ଦି ରଃକେଦ୍ । 4 ଅଃମାର୍ ଗଟେକ୍ ଗଃଗାଳ୍, ଆତ୍ମା ହେଁ ଗଟେକ୍; ଆରେକ୍ ଗଟେକ୍ ବଃର୍ସା ଦଃୟି ଇସ୍ୱର୍ ଅଃମିମଃନ୍କେ କୁଦିଆଚେ । 5 ଗଟେକ୍ ମାପୁର୍, ଗଟେକ୍ ବିସ୍ୱାସ୍, ଗଟେକ୍ ବାପ୍ତିସମ୍ । 6 ସଃବୁ ଲକାର୍ ଇସ୍ୱର୍ ଆର୍ ଉବା ଗଟେକ୍; ସେ ସଃବ୍କାର୍ ମାପୁର୍, ସେ ସଃବାର୍ ହାକ୍ ଆର୍ ସଃବାର୍ ମଃନ୍ ବିତ୍ରେ ଆଚେ ।
Publicidade